• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀରେ ପୁଣି ଏକ ହତ୍ୟା । ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ । ଭୁବନେଶ୍ୱର ସହିଦନଗର ଥାନା ବାସୁଆଘାଇରେ ଘଟିଛି ଏହି ହତ୍ୟାକାଣ୍ଡ ଘଟିଛି । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ । ପାରିବାରିକ କଳହକୁ ନେଇ ଅଭିଯୁକ୍ତ ନିଜ ସ୍ତ୍ରୀକୁ କାହିକିଁ ପିଟିପିଟି ନୃଶଂସ ଭାବେ ହତ୍ୟା କରିଥିବା ସୂଚନା ମିଳିଛି ।

ଅଭିଯୁକ୍ତ ସ୍ୱାମୀର ନାଁ ସୌଭାଗ୍ୟ ରଂଜନ ଦାସ । ତେବେ କେଉଁ ଘଟଣାକୁ ନେଇ ପାରିବାରିକ କଳହ ଲାଗି ରହିଥିଲା, ସେ ନେଇ ପୋଲିସ ଖୋଳତାଡ଼ ଚଳାଇଛି ।  ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି  । ଏ ସଂପର୍କରେ ପଡ଼ୋଶୀଙ୍କ ଠାରୁ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା  ।