• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

crime
ପୁଅର ତଣ୍ଟି ଚିପି ଚିଠି ଲେଖିଲା... ‘ପୁଅ ସହ ମୋତେ ଏକାଠି ପୋତିବ, ତା’ର ଯତ୍ନ ନେବାକୁ କେହି ନାହାଁନ୍ତି’

‘ମୋତେ ଓ ମୋ ପୁଅକୁ ଗୋଟିଏ କୋକେଇରେ ନେବ ଓ ଗୋଟିଏ ସ୍ଥାନରେ ପୋତିବ । ମୁଁ ମଲା ପ‌ରେ ତାର ଯତ୍ନ ନେବାକୁ କେହି ନାହାନ୍ତି ’। ସ୍ତ୍ରୀ ଛାଡ଼ି ଚାଲିଯିବା ପରେ ସେ ଗତ କିଛି ଦିନ ହେଲା ଚାପଗ୍ରସ୍ତ ଥିଲା...

murder case
ଭାଉଜ ପ୍ରେମରେ ପାଗଳ ଦିଅର : ସ୍ତ୍ରୀ ଓ ପୁଅର ତଣ୍ଟି କାଟି ଏସିଡରେ ଜଳାଇଲା ଅଭିଯୁକ୍ତ

ଅନୈତିକ ସମ୍ପର୍କ ପାଇଁ ବର୍ବର କାଣ୍ଡ । ସ୍ତ୍ରୀ ଓ ପୁଅକୁ ମାରି ପକାଇଲା ଅଭିଯୁକ୍ତ ।

kidnapping case
ଝାରସୁଗୁଡ଼ାରେ ପୁଣି ଅପହରଣ !! ଆଉ ଜଣେ ନାବାଳକ ନିଖୋଜ

ବୁରୋମାଲ ଅଞ୍ଚଳର ଜଣେ ନାବାଳକଙ୍କର ୭ ତାରିଖରୁ ପତ୍ତା ମିଳୁନି । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଅପହରଣ ମାମଲା ରୁଜୁ ହୋଇଛି।

death
ମନ୍ଦିର ଭିତରେ ଦୁଃଖଦ ମୃତ୍ୟୁ ! ଗଛ ପଡ଼ି ଚାଲିଗଲା ୭ ଜୀବନ

ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ଉପରେ ପଡ଼ିଗଲା ଗଛ । ଏଥିରେ ୭ ଜଣ ପ୍ରାଣ ହରାଇଛନ୍ତି ।

college
ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରୁ ମୁହଁ ମୋଡୁଛି ନାକ୍ ! କାୟା ବଢୁଛି ହେଲେ ଗୁଣବତ୍ତା କମୁଛି

ଉପାନ୍ତରୁ ଉପକୂଳ ଯାଏ ନାକ୍ ମାନ୍ୟତାପ୍ରାପ୍ତ ଡିଗ୍ରୀ କଲେଜ ସଂଖ୍ୟା ନିରୁତ୍ସାହଜନକ । ଖାଲି କଲେଜ ନୁହେଁ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡିକ ବି ନାକ୍ ମାନ୍ୟତାରୁ ବାଦ ପଡୁଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ।...

Kidney Disease
କିଡନୀ ରାକ୍ଷସ କବଳରେ ଦୁଇ ଗାଁ :୧୦ ବର୍ଷରେ ଗଲାଣି ୨୦ଜଣଙ୍କ ଜୀବନ

ଏବେ ବି ରୋଗ ସହ ଜୁଝୁଛନ୍ତି ୧୦ରୁ ଅଧିକ ଆକ୍ରାନ୍ତ । କାହିଁକି ବ୍ୟାପୁଛି କିଡନୀ ରୋଗ, କାରଣ ଅସ୍ପଷ୍ଟ

tragic story
କପି କରି ଧରା ପଡ଼ିଗଲେ, ଲାଜରେ ଫାଶୀ ଲଗାଇ ଝୁଲିପଡ଼ିଲେ ଛାତ୍ରୀ

ଅସହ୍ୟ ହେଲା ଅପମାନ । କପି କରି ଧରାପଡ଼ିବା ପରେ ଜୀବନ ହାରିଲେ ଛାତ୍ରୀ ।

jojanara Na Hariloot
ପାଣିରେ ପଡ଼ୁଛି ସରକାରୀ ଟଙ୍କା : ପଥର ପ୍ୟାକିଙ୍ଗ ନାଁରେ କୋଟି କୋଟି ଟଙ୍କା ସ୍ୱାହା

ବିଶେଷ କରି ପଥର ପ୍ୟାକିଙ୍ଗ ନାଁରେ ପ୍ରାୟ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସରକାରୀ ନଥିପତ୍ରରେ ଦର୍ଶାଯାଉଛି ।

jojanara Na Hariloot
ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ ! ଆରଟିଆଇରୁ ଧରାପଡ଼ିଲା ସାଂଘାତିକ ସତ

ଆରଟିଆଇରୁ ସତ ଧରାପଡିବା ପରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବା DPCଙ୍କୁ ଓସେପା ପକ୍ଷରୁ ଚିଠି ହୋଇଛି । ୪ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଯାଇଛି।

murder
ନାରାୟଣର ଟାଙ୍ଗିଆ ଚୋଟରେ ଲକ୍ଷ୍ମୀ ମୃତ

କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ

PM Modi on Project Tiger
ଭାରତରେ ଅଛନ୍ତି ଦୁନିଆର ୭୫% ବାଘ ! ପ୍ରଧାନମନ୍ତ୍ରୀ ବଖାଣିଲେ 'Project Tiger'ର ଉପଲବ୍ଧି

୨୦୨୨ ଗଣନା ଅନୁଯାୟୀ ଘୋଷଣା ହେଲା ବାଘ ସଂଖ୍ୟା । ବାଘ ସଂଖ୍ୟା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି ।

Yogi Adityanath
‘ଏବେ ଗ୍ୟାଙ୍ଗଷ୍ଟର୍‌ଙ୍କ ପ୍ୟାଣ୍ଟ୍‌ ଓଦା ହୋଇଯାଉଛି’

ଯୋଗୀ କହିଲେ, ଯେଉଁଠି ଗ୍ୟାଙ୍ଗଷ୍ଟର୍‌ଙ୍କ ରାଜ୍‌ ଚାଲିଥିଲା, ଏବେ ସେହି ଠାରେ ମାଫିଆମାନେ ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇବାରେ ଲାଗି ପଡ଼ିଛନ୍ତି ।

Amritpal Singh
ଅମ୍ରିତପାଲ୍ ସିଂ ସମ୍ପର୍କରେ ଚାଞ୍ଚଲ୍ୟକର ଖୁଲାସା :ଲୋକପ୍ରିୟତା ସାଉଁଟିବାକୁ କରିଥିଲା କସ୍ମେଟିକ ସର୍ଜରୀ !

ଖଲିସ୍ତାନ ସମର୍ଥକ, ପଳାତକ, ବହୁରୂପୀ । ଭିଣ୍ଡରନୱାଲେ ଭଳି ଦିଶିବାକୁ କରିଥିଲା ଅସ୍ତ୍ରୋପଚାର!

Jharsuguda Bypoll
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସମରସଜ୍ଜା: ଗାଁ ଜଗିବାକୁ ବିଜେଡିର ରଣନୀତି

ଏଯାଏ ପ୍ରାର୍ଥୀ ଘୋଷଣା କରି ନାହାନ୍ତି ବିଜେପି ଓ କଂଗ୍ରେସ

Chit fund
ଚିଟଫଣ୍ଡ ଠକେଇର ନୂଆ ଫଣ୍ଡା ! ନା ଅଫିସ ନା କାଗଜପତ୍ର, ସିଧା ଆପରେ ଚୂନ

କିଛି ଶହ ଟଙ୍କା ଇନଭେଷ୍ଟ କରି ଲକ୍ଷ ଲକ୍ଷରେ ଇନକମର ଲୋଭ। ଆମେରିକାରୁ ଭିଡିଓ ବାର୍ତ୍ତା ଦେଇ ଡଲାରରେ ଟଙ୍କା ରୋଜଗାରର ଲୋଭ ଦେଖାଇ ଲୋକଙ୍କ କୋଟି କୋଟି ନେଇ ହାୱା ହାୱାଇ ହୋଇଗଲା ଅନ ଲାଇନ ଚିଟଫଣ୍ଡ ସଂସ୍ଥା କ୍ଲାଉଡ୍ ଫଟ୍।

corona virus
ପୁଣି କରୋନା ଫଁ : ଦେଶରେ ଦିନକୁ ୬ ହଜାର, ରାଜ୍ୟରେ ଶହେ ଉପରେ ପଜିଟିଭ

ମେଲିଲାଣି କରୋନା କାୟା । କଲାଣି ଛାନିଆଁ । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

Elon Musk
ଟ୍ୱିଟର୍‌କୁ ଫେରିଲା ନୀଳପକ୍ଷୀ : ଡଗିକୁ ଗାୟବ୍‌ କରିଦେଲେ ଏଲନ୍

୩ ଦିନ ବି ରହିପାରିଲା ନାହିଁ ଡଗି । ପୁଣି ନୀଳ ପକ୍ଷୀକୁ ଫେରାଇ ଆଣିଲେ ଏଲନ୍‌ ମସ୍କ ।

Dowry
ଯୌତୁକରେ ମିଳିଲାନି BMW : ଏୟାରପୋର୍ଟରେ କନ୍ୟାକୁ ଛାଡ଼ି ଫେରାର୍‌ ମାରିଲା ଡାକ୍ତର ବର

କନ୍ୟାକୁ ଛାଡ଼ି ସୁନାଗହଣା ଥିବା ବ୍ୟାଗ୍‌ ନେଇ ଫେରାର୍‌ ମାରିଲେ ବରପକ୍ଷ । ଏବେ ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତା ।

fraud
ବିଶ୍ୱାସରେ ବିଷ ଦେଲା ଏଜେଣ୍ଟ୍ ! ଜୀବନ ଜାକର ଜମାପୁଞ୍ଜି ହରାଇ କାନ୍ଦୁଛନ୍ତି ବୃଦ୍ଧା

ଡାକଘରେ ଜମା ନାଁରେ ଟଙ୍କା ହଡ଼ପ । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳରେ ଥିବା ଜଣେ ଏଜେଣ୍ଟଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।