ଡାକ, ସମବାୟ ପରେ ଏବେ ଶିକ୍ଷା ବିଭାଗରେ ନକଲି ସାର୍ଟିଫିକେଟ୍? ଜାଲି ସାର୍ଟିଫିକେଟ୍ରେ ଶିକ୍ଷକ ଚାକିରିକୁ ନେଇ ଧରପଗଡ଼ । ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗରେ ଏନେଇ ଧରପଗଡ଼ ହେଉଥିବା ସୂଚନା ମିଳିଛି ।
ବିଶ୍ୱ ମାଷ୍ଟର ଆଥଲେଟିକସ ଚାମ୍ପିୟନସିପରେ ପଦକ ଜିତିଲେ ଭଗବାନୀ ଦେବୀ । ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି ।
ପୂର୍ବରୁ ସତ ହୋଇଛି କୁର୍ଜୱିଲଙ୍କ ଅନେକ ଆକଳନ । ଅତୀତରେ କଂପ୍ୟୁଟର ଓ ଟେକନୋଲୋଜି ସଂପର୍କିତ ସେ ଅନେକ ଭବିଷ୍ୟବାଣୀ କରିଥିଲେ ।
ନିୟନ୍ତ୍ରଣକୁ ଆସୁନି ଉତ୍ତେଜନାପୂର୍ଣ୍ଣ ସ୍ଥିତି । ହାଓଡା ପରେ ହୁଗୁଳି ଜିଲ୍ଲାରେ ତୀବ୍ର ଉତ୍ତେଜନା ।
ବିଳମ୍ବିତ ରାତିରେ ଟ୍ୱିଟରରେ ବଡ ପରିବର୍ତ୍ତନ । ଟ୍ୱିଟର ଆକାଉଣ୍ଟରେ ନୀଳ ପକ୍ଷୀ ବଦଳରେ ଏକ କୁକୁର (ଡଗି)କୁ ଦେଖିବାକୁ ମିଳିଥିଲା । ଏହା ଦେଖି ୟୁଜର୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ମୃତ୍ୟୁକୁ ମାତ୍ ଦେବ ମଣିଷ । ଆଉ ମାତ୍ର ୭ ବର୍ଷ ପରେ ମୃତ୍ୟୁକୁ ବି ଦେଇହେବ ମାତ୍ । ରେମଣ୍ଡ୍ କୁର୍ଜୱିଲଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ।
ମାମଲାରେ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ କୋର୍ଟ । ଜେଲ ଦଣ୍ଡାଦେଶ ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି ।
ମଞ୍ଚ ଉପରେ ଖଚାଖଚ୍ ଭିଡ଼ ଜମିଥିଲା. . .ଓଜନ ବଢ଼ିଯିବାରୁ ସବୁ ତଳେ ଦୁଲଦାଲ୍
ଏ ଖବର ଶୁଣିଲା ମାତ୍ରେ ସମସ୍ତଙ୍କ ଦେହ ଶୀତେଇ ଉଠୁଛି ।
ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଜାପାନ ଗସ୍ତ ଆରମ୍ଭ । ଶିଳ୍ପମନ୍ତ୍ରୀ, ମୁଖ୍ୟ ସଚିବ, ଶିଳ୍ପ ସଚିବ, IT ସଚିବ, IPICOL ଏମ୍ ଡି ସାମିଲ ।
ଭୀଷଣ ବର୍ଷା ଆଉ ଥଣ୍ଡାରେ ପ୍ରେମିକାକୁ ଫେରାଇ ଆଣିବାକୁ ଯୁବକଙ୍କ ଏପରି ଉଦ୍ୟମ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା । ହସ୍ପିଟାଲରେ ହିଁ ସୁରକ୍ଷିତ ନୁହେଁ ଜୀବନ . .
ମେ' ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ । ତାରିଖ ଘୋଷଣା ହେଉ ହେଉ ଶାସକ ଦଳଠାରୁ ଆରମ୍ଭ କରି ବିରୋଧୀ ଏବେ ପୁରା ସକ୍ରିୟ।
ବ୍ରହ୍ମପୁରରୁ ବୌଦ୍ଧ, ଭଦ୍ରକରୁ ଭୁବନେଶ୍ୱର, ସବୁଠି ଚାଲିଛି ଜୋରଦାର ଚେକିଂ । ଏମିତିକି ପେଟ୍ରୋଲ ପମ୍ପରେ ହେଲମେଟ୍ ନ ଥିଲେ ପେଟ୍ରୋଲ ନ ଦେବାକୁ ନିର୍ଦ୍ଦେଶ ଦେଇଛି ବାଲେଶ୍ୱର ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ
ବିନା ସରକାରୀ ମଞ୍ଜୁରୀରେ ଗରଦପୁର ବ୍ଲକ ସାନଅଢଙ୍ଗା ପଞ୍ଚାୟତର ୭୭ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ ହିତାଧିକାରୀ ସଜାଇ ଭତ୍ତା କରାଯାଇଛି।
ଇଂରାଜୀ କହିଲେ ତ୍ରାହି ନାହିଁ । ଗଣିବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା . . ହେଲେ କେଉଁଠି ?
ରାହୁଲ ଗାନ୍ଧିଙ୍କୁ ଲୋକସଭା ହାଉସିଂ କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।