• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

accident
ଚାପିଦେଲା ବସ୍‌ : ସ୍ୱାମୀ ଆଖି ସାମ୍ନାରେ ଚାଲିଗଲା ସ୍ତ୍ରୀର ଜୀବନ

ସ୍ୱାମୀ ଅପେକ୍ଷା କରିଥିଲେ ବସ୍‌କୁ । ଠିକଣା ସମୟରେ ବସ୍‌ ଆସିଲା, ଆଉ ବସ୍‌ରୁ ସ୍ତ୍ରୀ ଓହ୍ଲାଇଲା ମଧ୍ୟ । ହେଲେ ଘରକୁ ଯିବା ଆଗରୁ ସବୁଦିନ ପାଇଁ ହାତ ଛାଡ଼ି ଚାଲିଗଲା ।

tragic incident
ମଧ୍ୟାହ୍ନ ଭୋଜନ ପରଷିବା ବେଳେ ଅଘଟଣ : ତତଲା ଡାଲି ହଣ୍ଡାରେ ପଡ଼ିଗଲେ ଛାତ୍ରୀ

ହସ୍ପିଟାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ଛାତ୍ରୀ । ଖରା ଦିନେ ପୋଡ଼ା ଘା ଅସହ୍ୟ ଯନ୍ତ୍ରଣା ଦେଉଥିବା ବେଳେ ହସ୍ପିଟାଲ ପରିସର ତାଙ୍କ କାନ୍ଦଣାରେ ଫାଟି ପଡ଼ୁଛି ।

nandini and amul
କର୍ଣ୍ଣାଟକରେ ନନ୍ଦିନୀ ବନାମ ଅମୂଲ : ନିର୍ବାଚନ ପୂର୍ବରୁ ତେଜିଲା ଦୁଗ୍ଧ ରାଜନୀତି

ଦେଶର ସର୍ବାଧିକ ଲୋକପ୍ରିୟ ବ୍ରାଣ୍ଡ ଅମୂଲ ବନାମ ଦକ୍ଷିଣ ଭାରତର ଚର୍ଚ୍ଚିତ ବ୍ରାଣ୍ଡ ନନ୍ଦିନୀ। ରାଜ୍ୟରେ ଅମୂଲକୁ ଏଣ୍ଟ୍ରି କରାଇନଦେବାକୁ ଆରମ୍ଭ ହୋଇଯାଇଛି ଅଭିଯାନ।

Data Entry Operator
ସ୍ଥାୟୀ ହେବେ ୬୦୦ ଡାଟା ଏଣ୍ଟ୍ରି ଅପରେଟର

୩ ମାସରେ ଲାଗୁ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

special report
ସାର୍‌, ପୁଅ ଆମକୁ ପିଟୁଛି ! ଗୁହାରୀ ଶୁଣି କ’ଣ କଲେ ପୋଲିସ୍‌ ବାବୁ, ବାପ ଗୋଡ଼ ତଳେ ପଡ଼ିଗଲା ପୁଅ

ମଦ୍ୟପାନ କରିବା ସହ ପୁଅ ତାଙ୍କୁ ଓ ତାଙ୍କ ସ୍ତ୍ରୀକୁ ସବୁବେଳେ ମାରଧର କରୁଥିବା ପୋଲିସ୍ ବାବୁଙ୍କୁ ଜଣାଇଥିଲେ ବୃଦ୍ଧ । ଆଉ ତା’ପରେ ପୋଲିସ୍ ବାବୁ . .

Myanmar airstrike
ମିଆଁମାରରେ ସେନାର ନରସଂହାର : ଏୟାର ଷ୍ଟ୍ରାଇକ୍‌ରେ ୧୦୦ରୁ ଅଧିକ ଲୋକ ମୃତ

ସେନା ବିରୋଧରେ ମୁହଁ ଖୋଲିଲେ ମିଳୁଛି ମୃତ୍ୟୁ ଦଣ୍ଡ । ବିଭିନ୍ନ ସମୟରେ ଜନତାଙ୍କ ଉପରେ ଦମନଲୀଲା ଚଳାଇଛି ମିଆଁମାର (Myanmar)ର ସେନା ସରକାର ।

Jharsuguda bypoll
ଝାରସୁଗୁଡ଼ାରେ ବଢୁଛି ପଲିଟିକାଲ ପାରା : ବିଜେଡି ଓ କଂଗ୍ରେସ ଫୋକସରେ ଅନୁକଂପା ଭୋଟ୍

ଦୁଇ ଦଳକୁ ଅନ୍ତର୍ଦ୍ୱନ୍ଦ୍ୱ ଚିନ୍ତା । କିଏ ହେବେ ବିଜେପି ଯୋଦ୍ଧା, ଏଯାଏଁ ଦଳରେ ଅଙ୍କକଷା ସରୁନଥିବାରୁ ଚର୍ଚ୍ଚା ।

courier firm
ନେମାଳ ଅଞ୍ଚଳରେ ଚାଞ୍ଚଲ୍ୟ : କୋରିୟର କଂପାନିର ତ୍ରୁଟିରେ ଭୁଲ ଠିକଣାରେ ଆଉ ଜଣଙ୍କର ଶବ

ନିଜ ସଂପର୍କୀୟ ଭାବି ରାଜସ୍ଥାନର ଜଣଙ୍କ ଶବର ଅନ୍ତିମ ସତ୍କାର । ଓଡ଼ିଶା ଆସି ଚିତାଭସ୍ମ ନେଇ ଫେରିଗଲେ ରାଜସ୍ଥାନର ପରିବାର ।

Fake certificate case
ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ : ସିବିଆଇ ତଦନ୍ତ ସୁପାରିଶ ପରେ ବଢ଼ିଲା ଛନକା

ନକଲି ସାର୍ଟିଫିକେଟ୍ ମାମଲାରେ ସିବିଆଇ ତଦନ୍ତ ସୁପାରିଶ ପରେ ଛନକା । ଯଦି ସିବିଆଇ ତଦନ୍ତ ହୁଏ, କେଉଁ କେଉଁ ବିଭାଗରେ ପଶିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସେପଟେ ସିବିଆଇ ତଦନ୍ତ ପାଇଁ ଡାକ ବିଭାଗର ଅନୁରୋଧ ପରେ ତେଜିଛି ରାଜନୀତି ।...

Rajasthan Congress crisis
ରାଜସ୍ଥାନରେ ପାଇଲଟଙ୍କ ଅନଶନ ତାତି ! ବସୁନ୍ଧରା କେବଳ ବାହାନା, ଗେହଲଟ ହିଁ ଅସଲ ନିଶାନା

ନା ଚେତାବନୀ କୁ ଖାତିର କଲେ , ନା ପରାମର୍ଶକୁ ଗ୍ରହଣ କଲେ। ଶେଷରେ ଦିନିକିଆ ଅନଶନରେ ବସିଲେ ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ରାଜ୍ୟରେ ବସୁନ୍ଧରା ରାଜେଙ୍କ ଅମଳରେ ହୋଇଥିବା ଦୁର୍ନୀତି ବିରୋଧରେ ତଦନ୍ତ ଦାବି କରି ଅନଶନରେ ବସିଲେ ପାଇଲଟ ।

Sambit Patra
ନିଆଁରେ ଚାଲିଲେ ସମ୍ବିତ ପାତ୍ର

ଝାମୁଯାତ୍ରାରେ ସାମିଲ ହେଲେ ସମ୍ବିତ ପାତ୍ର

double murder
କିଲର୍‌ ବୋହୂ : ଶାଶୂଶ୍ୱଶୁରଙ୍କ ହତ୍ୟା ପରେ ବାହୁନି କାନ୍ଦୁଥିଲା, ହେଲେ ନିଜେ ଥିଲା ମାଷ୍ଟରମାଇଣ୍ଡ୍

ଶାଶୂଶ୍ୱଶୁରଙ୍କ ହତ୍ୟାର ମାଷ୍ଟରମାଇଣ୍ଡ୍ ଥିଲା ବୋହୂ । ପ୍ରେମିକ ସହ ମିଶି ଜୀବନ ନେଇଗଲା । ଆଗକୁ ଟାର୍ଗେଟରେ ଥିଲା ବିଚରା ସ୍ୱାମୀ ।

farmer
ଚାଷୀ ପୁଅକୁ ବାହାହେଲେ ମିଳିବ ୨ ଲକ୍ଷ !! ଘୋଷଣା କରି ଚର୍ଚ୍ଚାରେ . .

ଭୋଟ୍‌ ବ୍ୟାଙ୍କ୍‌ ହାତେଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ଅଜବ ପ୍ରତିଶ୍ରୁତି ଦିଅନ୍ତି, ଯାହା ପୂରଣ କଷ୍ଟସାଧ୍ୟ କହିଲେ ଚଳେ । ନିକଟରେ ପୁଣି ଏପରି ଏକ . .

viral video
ପାପା କି ପରୀଙ୍କ ଏ କି ଦଶା ! ଜିଭ ଦେଖାଇ ଖତେଇ ହେଉଥିଲେ, ଶୂନ୍ୟେ ଶୂନ୍ୟେ ଉଡ଼ିଗଲେ

ଗାଡ଼ି ଚଳାଇବା ସମୟରେ ଯୁବତୀଙ୍କ ମୁଣ୍ଡ ଘୁରେଇଦେବା ପରି କାରନାମା । ଯିଏ ଦେଖୁଛି ହସି ହସି ବେଦମ୍ ହୋଇଯାଉଛି ।

Dalai Lama
କୁନି ପିଲାକୁ ଜିଭ ଚୁଚୁମିବାକୁ କହି ବିବାଦରେ ଦଲାଇଲାମା, ଭିଡିଓ ଭାଇରାଲ୍‌ ପରେ କ୍ଷମା ମାଗିଲେ

ପୁଣି ବିବାଦରେ ଦଲାଇଲାମା । କୁନି ପିଲାକୁ ନିଜ ଜିଭ ଚୁଚୁମିବାକୁ କହି କ୍ଷମା ମାଗିଲେ । ପୂର୍ବରୁ ମଧ୍ୟ ଦଲାଇଲାମା ଦେଇଥିବା ବୟାନ୍‌ ପାଇଁ ବିବାଦ ଉପୁଜିଥିଲା ।

viral video
VIDEO : ବାହା ମଣ୍ଡପରେ ଆଖିବୁଜା ଗୁଳି ଫୁଟାଇଲେ କନ୍ୟା ! ଶବ୍ଦ ଶୁଣି ଭୟରେ ଛାନିଆ ବର ବାବୁ

ୟୁପିର ରିଭଲଭର୍‌ ରାଣୀ । ବାହା ମଣ୍ଡପରେ ଏମିତି ଗୁଳି ଫୁଟାଇଲେ, ବର ମୁହଁରେ ବାର୍ ବାଜିଗଲା ।

Jharsuguda
ଅପହରଣ ନୁହେଁ, ନିଜ ଇଛାରେ ଘରୁ ପଳାଇଥିଲେ ଝାରସୁଗୁଡ଼ାରୁ ନିଖୋଜ ଛାତ୍ର

ଠାବ ହୋଇଥିବା ନାବାଳକକୁ ଆଣିବା ପାଇଁ ପୋଲିସ ଟିମ୍‌ ବିଳାସପୁର ଯାଉଛି

viral video
VIDEO : ମେଟ୍ରୋରେ ସବୁ ସମ୍ଭବ...ଲାଜସରମ ଭୁଲି ପ୍ୟାଣ୍ଟ୍‌ ସାର୍ଟ ଖୋଲିଦେଲ ଯୁବକ, ତା’ପରେ...

ସମସ୍ତଙ୍କ ସାମ୍ନାରେ ପୋଷାକ ଖୋଲି ମେଟ୍ରୋରେ ଗାଧୋଇଲେ ଯୁବକ । ଏହା ଦେଖି ପାଖରେ ବସିଥିବା ମହିଳା ଓ ଜଣେ ବ୍ୟକ୍ତି ସେଠାରୁ ଉଠି ଚାଲିଯିବାକୁ ବାଧ୍ୟ ହେଲେ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।