• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Kochi Water Metro
ଆରମ୍ଭ ହେଲା ଦେଶର ପ୍ରଥମ ୱାଟର ମେଟ୍ରୋ : ଜାଣନ୍ତୁ କ’ଣ ସ୍ୱତନ୍ତ୍ର ସୁବିଧା ମିଳିବ ?

୧୦ ଦ୍ୱୀପକୁ ସଂଯୋଗ କରିବ ୱାଟର ମେଟ୍ରୋ . . .ସୁଲଭ ମୂଲ୍ୟରେ ନିରାପଦ ଯାତ୍ରା ସହ ଏଭଳି ୱାଟର ମେଟ୍ରୋ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ମଧ୍ୟ ସହାୟକ ହେବ ।

Pregnancy test during mass marriage
ବିବାହ ପୂର୍ବରୁ କନ୍ୟାଙ୍କ ଗର୍ଭ ପରୀକ୍ଷା : ଘଟଣାକୁ ନେଇ ବିବାଦ ଆରମ୍ଭ

ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାର ଗର୍ଭ ପରୀକ୍ଷା କରି ମହିଳାଙ୍କୁ ଅପମାନିତ କରିଥିବା କହିଛି କଂଗ୍ରେସ ।

MS Dhoni
ପୁଣି ଦେଖିବାକୁ ମିଳିଲା ଧୋନି ‘ରିଭ୍ୟୁ ସିଷ୍ଟମ୍’ର କମାଲ୍‌ ! ଅମ୍ପାୟାର୍‌ଙ୍କୁ ବଦଳାଇବାକୁ ପଡ଼ିଲା ନିଷ୍ପତ୍ତି

କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷ ମ୍ୟାଚରେ ମଧ୍ୟ ଦଳର ଧୁଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ସିଏସକେ ୨୦ ଓଭରରେ ୨୩୫ ରନ୍ ସଂଗ୍ରହ କରିଥିଲା ।

Banna Gupta Video
ମର୍ଯ୍ୟାଦା ଭୁଲିଗଲେ ମନ୍ତ୍ରୀ,ମହିଳାଙ୍କ ସହ ଅଶ୍ଳୀଳ ଭିଡିଓ ଚାଟ୍ ଭାଇରାଲ୍

ମହିଳାଙ୍କ ସହିତ ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ଭିଡିଓ ଚାଟ ଭାଇରାଲ୍‌ ହେଉଛି । ଯେଉଁଥିରେ କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ଜଣେ ମହିଳାଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି ।

Twitter
ଏଲନ୍‌ ମସ୍କଙ୍କ ୟୁ ଟର୍ଣ୍ଣ ! ୧୦ ଲକ୍ଷ ଫଲୋଅର୍ସ ଥିବା ୟୁଜରଙ୍କୁ ବିନା ପେମେଣ୍ଟରେ ବ୍ଲୁ ଟିକ୍‌

ବିନା ମୂଲ୍ୟରେ ବ୍ଲୁ ଟିକ୍‌ ମିଳିବ । ହେଲେ କେଉଁ କେଉଁ ବ୍ୟକ୍ତିଙ୍କୁ ମିଳିପାରିବ...ଜାଣନ୍ତୁ...

Hailstorm
ନବରଙ୍ଗପୁରରେ କାଶ୍ମୀରର ଭ୍ରମ . .ଚାରିଆଡ଼େ ବରଫର ଚାଦର

ଚାଷ ଜମିରେ ବି ବରଫ ଜମି ରହିଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ଉପୁଜିଛି ।

death
ହେଲିକପ୍ଟର ସହ ସେଲ୍ଫି ନେବା ହେଲା କାଳ : ବ୍ଲେଡ୍‌ ବାଜି ଚାଲିଗଲା ଜୀବନ

ହେଲିକପ୍ଟର ବାହାରେ ସେଲ୍ଫି ନେବାବେଳେ ଅଧିକାରୀଙ୍କ ଜୀବନ ଚାଲିଗଲା ।

Sachin Tendulkar Birthday
ସଚିନ @ ୫୦ : ମୈଦାନରୁ ଆଉଟ, ହେଲେ ଫ୍ୟାନସଙ୍କ ହୃଦୟରେ ସର୍ବଦା ନଟଆଉଟ୍....

୫୦ ବର୍ଷରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର । କିମଦନ୍ତୀଙ୍କ ବାର୍ଥ ଡେରେ ବିଶ୍ୱର କୋଣ ଅନୁକୋଣରୁ ଛୁଟିଲା ଶୁଭେଚ୍ଛାର ସୁଅ ।

death
ରାଜଧାନୀରେ ଚାଞ୍ଚଲ୍ୟ : ୮ ମହଲାରୁ ପଡ଼ି ଆଇନ୍‌ ଛାତ୍ର ମୃତ

ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡ଼ି ଯୁବକ ମୃତ

bjb college
ବିଜେବି ଛାତ୍ରଙ୍କୁ ମାଡ଼ ଘଟଣା : ୪ ଅଣଛାତ୍ର ଗିରଫ

କଲେଜ୍‌ ପରିସରରେ ଆତଙ୍କରାଜ ଘଟାଇ ଶେଷରେ ବନ୍ଧାହେଲେ ।

cow
ଗାଈ କିଣିଲେ ୯୦ ପ୍ରତିଶତ ଖର୍ଚ୍ଚ ବହନ କରିବେ ସରକାର : ଜାଣନ୍ତୁ ପ୍ରକ୍ରିୟା. .

ଚାଷୀ ତଥା ଗୋପାଳକଙ୍କ ପାଇଁ ଖୁସି ଖବର । ଗାଈ କିଣିଲେ ୯୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ପ୍ରଦାନ କରୁଛନ୍ତି ସରକାର ।

Lightning strike
ବଜ୍ରାଘାତରେ ଜଳିଗଲା ୬ ବଖରା

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେର ପଞ୍ଚାୟତ କସଟି ଗାଁରେ ବଜ୍ରପାତ ଯୋଗୁଁ ଘର ଜଳି ଯାଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା ।

Jojanara Na Hariloot
ଗରିବ ଚାଷୀଙ୍କ ଦୁଃଖ ବୁଝିକ କିଏ ? ସରକାର ମଞ୍ଜୁର କରିଥିବା ଟଙ୍କା ମାରିନେଲେ ସରକାରୀ ବାବୁ

ହିତାଧିକାରୀଙ୍କ ଅଗୋଚରରେ ଭୂତ ଶ୍ରମିକଙ୍କ ନାଁରେ ପୋଖରୀ ଟଙ୍କା ହଡପ୍ ହୋଇଛି

suicide
ସ୍ତ୍ରୀକୁ ବାପଘର ପଠାଇବା ପରେ ଝୁଲିପଡ଼ିଲେ ଯୁବକ ! ୬ ମାସ ପୂର୍ବରୁ ହୋଇଥିଲା ବିବାହ

କାହଁକି ଏପରି ନିଷ୍ପତ୍ତି ନେଲେ ମୃତକ ? ଛାନଭିନ୍‌ ଆରମ୍ଭ କରିଛି ପୋଲିସ୍‌ ।

Amritpal Singh
ଅମ୍ରିତପାଲର ଲେଡି ଗ୍ୟାଙ୍ଗ୍‌ ! ମହିଳାଙ୍କୁ ମୋହରା କରି ପୋଲିସ୍‌କୁ ଦେଉଥିଲା ଚକ୍‌ମା

ଅମ୍ରିତପାଲ ସିଂ ଏବଂ ପପଲପ୍ରୀତ ପ୍ରଥମେ 'ଲେଡି ନେଟୱାର୍କ' ବ୍ୟବହାର କରି ପଟିଆଲାରେ କିଛି ଦିନ ରହିଥିଲେ । ଆଉ ତା’ପରେ

Puri Srimandir
କେବେ ଶୃଙ୍ଖଳିତ ହେବ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ?

କେବେ ନିଯୁକ୍ତ ହେବେ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ୪ ବର୍ଷ ପରେ ବି ହେଲାନି ଅନୁପାଳନ । ସତ୍ୟପାଠ ଦାଖଲ ପାଖେଇ ଆସୁଥିବାରୁ ତତ୍ପର ଆଇନ ବିଭାଗ ।

Sudan crisis
ସନ୍ତୁଳି ହେଉଛି ସୁଦାନ : ଚାରିଆଡ଼େ ଆତଙ୍କ, ଗଲାଣି ୪ଶହରୁ ଅଧିକ ଜୀବନ

ଚିନ୍ତାର କଥା ଯେ- ସୁଦାନରେ ଫସିଛନ୍ତି ୪ହଜାର ଭାରତୀୟ

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।