• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Atiq Ahmad
ଅତିକ୍‌ ସାମ୍ରାଜ୍ୟର ଅନ୍ତ, ଆଜି ବି ଗ୍ୟାଙ୍ଗଷ୍ଟର୍‌ର ‘ଦରବାର’ କହୁଛି ଆତଙ୍କର କାହାଣୀ

ଅତିକ୍‌ର ଦରବାରରେ ଦିନେ ଗୁଞ୍ଜରି ଉଠୁଥିଲା ଗ୍ୟାଙ୍ଗଷ୍ଟରର ବିକଟାଳ ଅଟ୍ଟହାସ୍ୟ ।

martyr Debasish Biswal
ଛଳ ଛଳ ଆଖିରେ ବିଦାୟ . . ପଞ୍ଚଭୂତରେ ଲୀନ ହେଲେ ବୀରପୁତ୍ର ଦେବାଶିଷ

ସତ୍ୟବାଦୀ ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ।

 Lekhasri Samantsinghar
‘ଗୁଡ୍ଡୁ ମୁସଲିମର ସହଯୋଗୀ ରାଜା ଖାଁ ସୁଶାନ୍ତ ସିଂଙ୍କ ଘନିଷ୍ଠ’

ଅତିକ୍‌ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍‌ର ଓଡ଼ିଶା ଲିଙ୍କ୍ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ ।

Pradeep Panigrahi
ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି ।

Guddu Muslim
ବିଶ୍ୱାସଘାତକ ଗୁଡ୍ଡୁ ମୁସଲିମ୍‌ : ଯାହା ସହ କାମ କରୁଥିଲା, ତା’କୁ ସଫା କରି ଦେଉଥିଲା . .

ଅପରାଧ ଦୁନିଆର ବଡ଼ ବିଶ୍ୱାସଘାତକ । ଜଣ ଜଣ କରି ସମସ୍ତଙ୍କୁ ରାସ୍ତାରୁ ହଟେଇଛି ଗୁଡ୍ଡୁ ମୁସଲିମ୍ (Guddu muslim) ।

Locals construct well on own
କୂଅ ଖୋଳି ଉଦଘାଟନ କଲେ ଗାଁ ଲୋକ . .

ଶୁଣିଲାନି ପ୍ରଶାସନ, ଶୋଷ ମେଣ୍ଟାଇବା ପାଇଁ ଚାନ୍ଦା କରି ନିଜ ଖର୍ଚ୍ଚରେ କୂଅ ଖୋଳିଦେଲେ ଗାଁ ଲୋକେ...

pension problem
ଭତ୍ତା ପାଇଁ ଦହଗଞ୍ଜ ହେଉଛନ୍ତି ହିତାଧିକାରୀ

ଭାରି କଷ୍ଟରେ ଭତ୍ତା ଆଣିବାକୁ ଯିବା ପାଇଁ ପଡ଼ୁଛି । ଦହଗଞ୍ଜ ହେଉଛନ୍ତି ହିତାଧିକାରୀ, ଘରେ ଯାଇ ଦେବାକୁ ଦାବି

Dak bungalow
ଜରାଜୀର୍ଣ୍ଣ ଡାକବଙ୍ଗଳା, ଦିନେ ଏଇଠି ରହୁଥିଲେ ବ୍ରିଟିଶ

ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ରାଜସ୍ୱ ବିଭାଗ ଅଧିନରେ ଥିବା ଡାକବଙ୍ଗଳା.. ଦିନେ ଏଇଠି ରହୁଥିଲେ ବ୍ରିଟିଶ, ହେଲା ଏବେ ପାଲଟିଲାଣି ଭୂତକୋଠି ।

special story
କଥା ଦେଇ କଥା ରଖିଲେ ଜିଲ୍ଲାପାଳ, ସହାୟତା ପରେ ସ୍ଵର୍ଣ ପଦକ ଜିତିଲେ ସୁରେନ୍ଦ୍ର

ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁରେନ୍ଦ୍ର । ଜିଲ୍ଲାପାଳ ପ୍ରତିଶ୍ରୁତି ରକ୍ଷା କରି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଉ ଏହି ସହାୟତା ପାଇଁ ଜାତୀୟ ସ୍ତରରେ ୨୨ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ଵର୍ଣ ଜିତିଛନ୍ତି ଭଦ୍ରକ ଜିଲ୍ଲାର ଯୁବକ ସୁରେନ୍ଦ୍ର ଦାସ...

Cyber Crime
ସାଇବର ଫ୍ରଡର ଶିକାର ହୋଇଥିବା ଜାଣିଲେ, ତୁରନ୍ତ ଏହି କାମ ପ୍ରଥମେ କରନ୍ତୁ

ସାଇବର ଫ୍ରଡର ଶିକାର ହୋଇଥିବା ଜାଣିଲେ, ତୁରନ୍ତ ଏହି କାମ ପ୍ରଥମେ କରନ୍ତୁ

Panchang
Today Panchang 20th April 2023: ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ . .

ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ଅହୋରାତ୍ର ।

Guddu muslim
ଗୁଡ୍ଡୁ ମୁସଲିମ୍ କିଏ ? ମୃତ୍ୟୁର ଠିକ୍‌ ପୂର୍ବରୁ ଯାହାର ନାମ ନେଇଥିଲା ଅତିକ୍

ଚକମା ଦେଉଛି ଗୁଡ୍ଡୁ ମୁସଲିମ୍ । ଅତିକ୍‌ର ଡାହାଣ ହାତ ପଛରେ ୟୁପି ପୋଲିସ୍‌ ।

world’s most populous nation
ପଛରେ ପଡ଼ିଲା ଚୀନ୍‌ ! ଭାରତ ଏବେ ବିଶ୍ୱର ସର୍ବାଧିକ ଜନବହୁଳ ଦେଶ

ଜନସଂଖ୍ୟା ରିପୋର୍ଟ ଅନୁସାରେ ଭାରତ ଏବେ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ।

sudan unrest
କ୍ଷମତା ଲୋଭ ପାଇଁ ସୁଦାନ ସଂଘର୍ଷ ! ଦେଶକୁ ହାତମୁଠାରେ ରଖିବାକୁ ମୁହାଁମୁହିଁ ୨ ଜେନେରାଲ୍

ଗୋଟିଏ ପଟେ ସେନାଧ୍ୟକ୍ଷ ଅବଦେଲ ଫତହ ବୁରହାନ୍(Abdel Fattah Burhan ) ଆରପଟେ RSF ମୁଖ୍ୟ ମହମ୍ମଦ ହମଦାନ୍ ଡଗାଲୋ (Mohamed Hamdan Dagalo) ।

Yogi Adityanath
ପୁଣି ଯୋଗୀଙ୍କ ରଣହୁଙ୍କାର ! ଆଉ ନିସ୍ତାର ନାହିଁ...ମାଫିଆମୁକ୍ତ ହେବ ୟୁପି

‘ଯେଉଁ ଉତ୍ତରପ୍ରଦେଶ ଦିନେ ଦଙ୍ଗା ପାଇଁ ଚର୍ଚ୍ଚାରେ ଥିଲା, ଯେଉଁଠି କିଛି ଜିଲ୍ଲାର ନାଁ ହିଁ ଲୋକଙ୍କୁ ଡରାଇ ଦେଉଥିଲା, ଏବେ ସେଠି ଡରିବାର କୌଣସି ଆବଶ୍ୟକତା ନାହିଁ ’

murder
କୂଅକୁ ଡେଇଁଲା ସ୍ତ୍ରୀ : ପ୍ରଥମେ ବଞ୍ଚାଇଲା ସ୍ୱାମୀ, ତା’ପରେ କଲା ମର୍ଡର

ଶାରୀରିକ ସମ୍ପର୍କ ରଖିବା ପାଇଁ ମନା କରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ରାଗିଯାଇ କୂଅକୁ ଡେଇଁ ପଡ଼ିଥିଲେ ମହିଳା. . ଆଉ ତା’ପରେ...

Jagabandhu Chand
'ଶ୍ରଦ୍ଧାଞ୍ଜଳିଙ୍କୁ ଲୁଚାଇ ରଖାଯାଇଛି, ତାଙ୍କୁ ଶୀଘ୍ର ବାହାର କରନ୍ତୁ'

ଅକ୍ଷୟ ପରିଜାଙ୍କୁ ଦୋଷ ଦେଲେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ । କ୍ୟାପିଟାଲ ହସ୍ପିଟାଲ ନେବା ବେଳେ ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।

hospital fire
ଭୟଙ୍କର ଦୃଶ୍ୟ : ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୯ ଜଣ

ଚିକିତ୍ସା କରାଇବା ପାଇଁ ହସ୍ପିଟାଲ ଆସିଥିବା ଲୋକଙ୍କ ଜୀବନ ନେଇଗଲା ନିଆଁ ।

heat wave
ସାରା ରାଜ୍ୟରେ ବର୍ଷୁଛି ନିଆଁ : ୨୯ ସହରରେ ପାରଦ ୪୦ ଡିଗ୍ରୀ ପାର୍

ଏମିତି ଖରା ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।

murder
ବରଗଡ଼ରେ ଚାଞ୍ଚଲ୍ୟ ! ସ୍ୱାମୀ ଓ ଦୁଇ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା

ଘରେ ପଡ଼ିଛି ସ୍ୱାମୀ ଏବଂ ୨ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।