• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

 boat capsize
ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି : ଜଣେ ମୃତ, ଦୁଇ ଉଦ୍ଧାର

ସିଙ୍ଗାରାମ ନିକଟରେ ଦେଶୀ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ

murder
ଜହ୍ଲାଦ ସ୍ୱାମୀ !! ସ୍ତ୍ରୀକୁ ହାଣି ମୁଣ୍ଡ, ଗଣ୍ଡି ଅଲଗା କଲା ସ୍ୱାମୀ

ଜମିରେ ପଡ଼ିଛି ମୁଣ୍ଡ ବିହୀନ ଶରୀର, ଘର ଦାଣ୍ଡରେ କଟାମୁଣ୍ଡ । ଚାଷ ଜମିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ହତ୍ୟା ।

Mundali toll gate
ମହଙ୍ଗା ପଡ଼ିଲା ପର୍ଯ୍ୟଟକଙ୍କୁ ମାଡ଼, ମୁଣ୍ଡଳି ଟୋଲ୍ ଗେଟ୍ ସିଲ୍

ଟୋଲ୍ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ପରେ ପଦକ୍ଷେପ, ଅନ୍ୟାଦେଶ ପର୍ଯ୍ୟନ୍ତ ମୁଣ୍ଡଳି ଟୋଲ୍ ଗେଟ୍ ସିଲ୍ କଲା ପ୍ରଶାସନ

Naba Das murder case
ନବ ଦାସ ହତ୍ୟାକାଣ୍ଡ : ଦାଖଲ ହେବ ଚାର୍ଜସିଟ୍‌!

ଘଟଣାକୁ ଆସନ୍ତା ୨୮ରେ ପୁରିବ ୧୨୦ ଦିନ , ଏଯାଏ ଚାର୍ଜସିଟ ଦାଖଲ କରାଯାଇନଥିବାରୁ ଅସନ୍ତୋଷ

family planning operation
ପ୍ରସବ ପାଇଁ ମେଡିକାଲକୁ ଯାଇଥିଲେ, ପରିବାର ନିୟୋଜନ ଅସ୍ତ୍ରୋପଚାର କରିଦେଲେ ଡାକ୍ତର

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ୍‌ ଭାବି ଭରସା କଲେ , ହେଲେ ସେ ଏ କ’ଣ କରିଦେଲେ

Anupamaa actor Nitesh Pandey dies
ହୃଦ୍‌ଘାତରେ ଜଣାଶୁଣା ଟିଭି ଅଭିନେତା ନୀତେଶ ପାଣ୍ଡେଙ୍କ ଦେହାନ୍ତ

ଶାହାରୁଖଙ୍କ ସହ କାମ କରିଛନ୍ତି ନୀତେଶ, ସେ ମୁମ୍ବାଇ ନିକଟ ଇଗତପୁରୀରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

accident
ଭୀଷଣ ସଡ଼କ ଦୁର୍ଘଟଣା : ୭ମୃତ, ଅନେକ ଆହତ

ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କିସ୍ତବାଡ଼ ଅଞ୍ଚଳରେ ବଡ଼ ଦୁର୍ଘଟଣା

Incense sticks
ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଧୂପକାଠି, ପ୍ରତ୍ୟେକଙ୍କ ମାସିକ ରୋଜଗାର ୧୦ ହଜାର

ସ୍ୱାବଲମ୍ବୀ ଗାଁର ମହିଳା...ଧୂପକାଠି ତିଆରି କରି ସଫଳତାର ସିଡ଼ି ଚଢୁଛନ୍ତି ମହିଳା

Chandrayaan 3
ପୁଣି ଆକାଶର ଛାତି ଚିରି ଜହ୍ନରେ ପାଦ ଥାପିବ ଭାରତ, ଚନ୍ଦ୍ରଯାନ-୩ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

୨୦୦୮ରେ ହୋଇଥିଲା ଭାରତର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-୧। ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା । ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍।

jungle
ହାତୀ ପାଇଁ ପ୍ରକୃତି ସହ ଖେଳ, ଜଙ୍ଗଲରେ ନିଆଁ ଲଗାଇ ଦେଲେ ଗାଁ ଲୋକେ

ହୁତୁ ହୁତୁ ହୋଇ ଜଳିଲା ଘୋରମାବେଡା ଗ୍ରାମ୍ୟ ଜଙ୍ଗଲ । ଜଙ୍ଗଲ ନିଆଁ କାବୁ କରିବାକୁ ନାକେଦମ୍ ବନ ବିଭାଗ ।

murder
Breaking News : ରାଜଧାନୀରେ ଚାଞ୍ଚଲ୍ୟ, ଯୁବକଙ୍କୁ ନିର୍ମମ ହତ୍ୟା

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛି ମୃତଦେହ

accident
ପୋଲିସ ଗାଡ଼ିକୁ ପିଟିଲା ଟ୍ରକ୍ : ଦୁର୍ଘଟଣାରେ ୨ମୃତ, ୨ଗୁରୁତର

ମୃତକ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ହୋମଗାର୍ଡ ଜଗନ୍ନାଥ ମେହେର, ୨ ଗୁରୁତରଙ୍କ ମଧ୍ୟରେ ଜଣେ ASI ଓ ଜଣେ ହୋମଗାର୍ଡ ଅଛନ୍ତି

murder
ଚନ୍ଦନ ଲଗାଇ ଦେଲେ ବ୍ରାହ୍ମଣ, ରାଗରେ ମା’କୁ ହାଣି ବୀଭତ୍ସ ଭାବେ ହତ୍ୟା କଲା ପୁଅ

ଲକ୍ ଥାନା ଭୂତମୁଣ୍ଡାଇ କୁମାରସାହିରେ ଅଭାବୀନୟ ଘଟଣା

accident
ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା:ଭୟଙ୍କର ଦୁର୍ଘଟଣାରେ ୯ମୃତ, ୧୩ ଗୁରୁତର

ନାଗପୁର-ପୁଣେ ଏକ୍ସପ୍ରେସ୍‌ୱେରେ ସକାଳ ସାଢ଼େ ୭ରେ ଦୁର୍ଘଟଣା ଘଟିଛି

G20 delegates take shikara ride at Srinagar's Dal Lake
ହାଲୁକା ପବନ ସାଙ୍ଗକୁ ସନ୍ଧ୍ୟାର ସହର... ଶିକାରାରେ ବୁଲିଲେ G20 ଅତିଥି

G20 ବୈଠକ ମଧ୍ୟରେ ଶିକାରାର ମଜା ନେଲେ ବିଦେଶୀ ଅତିଥି

Nitish Kumar meets Mallikarjun Kharge, Rahul Gandhi
୨୪ ନିର୍ବାଚନ ପୂର୍ବରୁ ବିରୋଧୀ ମେଳି ! ଦିଲ୍ଲୀରେ ରାହୁଲ ଓ ଖଡଗେଙ୍କ ସହ ନୀତିଶଙ୍କ ଆଲୋଚନା

ଦିନେ ଦୁଇ ଭିତରେ ଦିନ ମେଳିକୁ ନେଇ ହୋଇପାରେ ବଡ଼ ଘୋଷଣା, ମେଣ୍ଟ ସମ୍ପର୍କରେ କଂଗ୍ରେସ ବଡ଼ ଘୋଷଣା କରିବା ନେଇ ସୂଚନା

 Pahala sweets to get costlier
ଆଜିଠୁ ମହଙ୍ଗା ପାହାଳ ମିଠା, ଛେନାପୋଡ କେଜି ୨୫୦ ବଦଳରେ ୨୮୦ ଟଙ୍କା

କ୍ଷୀର ଓ ଛେନା ଦର ବଢ଼ିବାରୁ ବ୍ୟବସାୟୀ ସଂଘର ନିଷ୍ପତ୍ତି

Signature forgery
ବିଡିଓଙ୍କ ଜାଲ୍ ଦସ୍ତଖତ କରି ୧୫ ଲକ୍ଷ ଟଙ୍କା ଉଠାଣ, ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ

ବ୍ୟାଙ୍କରୁ ୧୫ ଲକ୍ଷର ସିକ୍ୟୁରିଟି ଜମା ଟଙ୍କା ଉଠାଣ ଅଭିଯୋଗ ହୋଇଛି । ଟାଙ୍ଗୀ ଥାନାରେ ବିଡିଓଙ୍କ ଏତଲା ପରେ ପୋଲିସର ଛାନଭିନ୍ ।

Deadly Fire
ହଷ୍ଟେଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ :୨୦ ଛାତ୍ରୀ ଜୀବନ୍ତ ଦଗ୍ଧ

ରାଜଧାନୀ ଜର୍ଜଟାଉନଠୁ ୨୦୦ କିମି ଦୂର ମହିଦା ଟାଉନରେ ଅଘଟଣ

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।