• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

pakistan
ପାକିସ୍ତାନର ଅଭିଶପ୍ତ ପ୍ରଧାନମନ୍ତ୍ରୀ ଆସନ : ଯିଏ ବସିଛି, ଭୋଗିଛି ଦୁର୍ଦ୍ଦଶା

ଗିରଫ ହେବାରେ ଇମ୍ରାନ ଖାନ୍ ପ୍ରଥମ ନୁହଁନ୍ତି । ଆଗରୁ ବି ଗିରଫ ହୋଇଛନ୍ତି ଓ ଜେଲ୍ ଯାଇଛନ୍ତି ପାକିସ୍ତାନର ଅନେକ ପ୍ରଧାନମନ୍ତ୍ରୀ

mothers day
Mother’s Day : ସେ ପରା ମା’ . . . ! ଜରାଶ୍ରମରେ ଛାଡ଼ି ଯାଇଥିଲେ ବି ନିଇତି ପୁଅର ମଙ୍ଗଳ ମନାସେ

ଯେତେ କଷ୍ଟ ହେଲେବି ନିଜ ପିଲାମାନଙ୍କ କୁଶଳ ମଙ୍ଗଳ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ମା’ ।

karnataka election result
ଫଳାଫଳ ଦେଖି କାନ୍ଦି ପକାଇଲେ କର୍ଣ୍ଣାଟକ ପିସିସି ସଭାପତି ଡିକେ ଶିବକୁମାର

କର୍ଣ୍ଣାଟକ କନକପୁରା ଆସନରୁ ବଡ଼ ବ୍ୟବଧାନରେ ଜିତିଛନ୍ତି ଶିବକୁମାର

YouTuber Crashed Plane
ଭିୟୁଜ୍‌ ପାଇବା ପାଇଁ ଏ କି ପାଗଳାମୀ, ନିଜ ବିମାନକୁ ଜାଣିଶୁଣି କ୍ରାସ୍ କରାଇଲେ ୟୁଟ୍ୟୁବର

କିଛି ଭିଉଜ୍‌ ପାଇବା ପାଇଁ ଅଜାକାଲିକା ପିଲା ଜୀବନ ଦେବା ପାଇଁ ବି ପ୍ରସ୍ତୁତ . . ଏତେସବୁ ପାଗଳାମୀ କେବଳ ଲୋକପ୍ରିୟତା ସାଉଣ୍ଟିବାକୁ।

accident
ଜଗା ଦର୍ଶନ ପାଉଁ ଯାଉଥିବା ବେଳେ ଛକିଥିଲା ଯମ, ଏକ ସଙ୍ଗେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ

ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୩ ସାଙ୍ଗଙ୍କ ଜୀବନ . . .

Jharsuguda Bypoll
Jharsuguda Bypoll : ପଞ୍ଚମ ରାଉଣ୍ଡ୍‌ ସୁଦ୍ଧା ବିଜେଡି ଆଗୁଆ

ପଞ୍ଚମ ରାଉଣ୍ଡ୍ ସୁଦ୍ଧା ଆଗୁଆ ରହିଛି ବିଜେଡ଼ି

Linda Yaccarino
ଲିଣ୍ଡାଙ୍କ ହାତକୁ ଗଲା ଟ୍ୱିଟର କମାଣ, ନୂଆ CEOଙ୍କୁ ସ୍ୱାଗତ କଲେ ଏଲନ୍‌

ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରକୁ ମିଳିଲେ ନୂଆ CEO

odisha politics
ମୋଦିଙ୍କୁ ବିରୋଧ କରି ରିସ୍କ ନେବାକୁ ଚାହୁଁନାହାନ୍ତି କି ନବୀନ ?

ତୃତୀୟ ସାମ୍ମୁଖ୍ୟକୁ ବିଜେଡି ସୁପ୍ରିମୋଙ୍କ ନା ପରେ ଉଠିଲା ପ୍ରଶ୍ନ

Jharsuguda Bypoll
କିଏ ଜିତିବ ଝାରସୁଗୁଡ଼ା ବାଜି ? ସକାଳ ୮ଟାରୁ ଗଣତି, ୧୪ଟି ଟେବୁଲରେ ୧୯ ରାଉଣ୍ଡ କାଉଣ୍ଟିଂ

ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା । ବିଜୟକୁ ନେଇ ତିନି ଦଳ ଆଶାବାଦୀ ।

Karnataka Election Result
ଆସନ୍ତାକାଲି କର୍ଣ୍ଣାଟକ ଭୋଟ ଗଣତି ? କିଏ ହାସଲ କରିବ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ?

ଉଭୟ ବିଜେପି ଓ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବେ ବୋଲି ଦାବି କରୁଛନ୍ତି

Blasts near Golden Temple
ପଞ୍ଜାବରେ ଶାନ୍ତି ଫେରାର ! ସ୍ୱର୍ଣ୍ଣମନ୍ଦିର ନିକଟରେ ସପ୍ତାହକ ମଧ୍ୟରେ ତିନି ତିନିଟି ବିସ୍ଫୋରଣ

ଏପର୍ଯ୍ୟନ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । କିଏ କରୁଛି, କାହିଁକି କରୁଛି, ଟେର୍ ପାଉନି ପୋଲିସ . . .

Odisha Cabinet reshuffle
ବାଚସ୍ପତି ଓ ୨ ମନ୍ତ୍ରୀଙ୍କ ଇସ୍ତଫା ପରେ ବଦଳିବ ମନ୍ତ୍ରିମଣ୍ଡଳ

ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳରେ ଛୋଟ ଧରଣର ଅଦଳବଦଳ ହୋଇପାରେ

Two more Odisha ministers resign
ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଦୁଇ ରାଷ୍ଟ୍ରମନ୍ତ୍ରୀ

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ

double murder
ରାତିରେ ନାତିକୁ ଆସିଲା ସ୍ୱପ୍ନ, ସୂର୍ଯ୍ୟ ଉଇଁବା ମାତ୍ରେ ଅଜାଆଈକୁ କଲା ହତ୍ୟା

ଅନ୍ଧବିଶ୍ୱାସ ପାଇଁ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା । ନାତିର ମୁଣ୍ଡରେ ଭୁତ ସବାର ହେଲା. .ଠେଙ୍ଗାରେ

Cong leaders fight
କି ଲଜ୍ଜାଜନକ କଥା ! ଆଗ ଧାଡ଼ିରେ ବସିବାକୁ ତଳେ ପଡ଼ି ଗଡ଼ାଗଡ଼ି ହେଲେ ଦୁଇ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ

ଲଢେଇ ଖଣ୍ଡେ ଚେୟାର ପାଇଁ . . .ଆଗରେ ବସିବା ପାଇଁ ପାର୍ଟି ଅଫିସ୍‌ ହୁଲୁସ୍ତୁଲ . . ସମସ୍ତଙ୍କ ସାମ୍ନାରେ ମୁଥ ମରାମରି ହେଲେ ଦୁଇ କଂଗ୍ରେସ ନେତା

Rajnath Singh
ରାଜନାଥଙ୍କ ଫୋକସରେ 'ନାରୀଶକ୍ତି' : LOCରେ ମୁତୟନ ହେବେ ମହିଳା

ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ନିଯୁକ୍ତି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଞ୍ଜୁରୀ ।

The Kerala Story
ଧୋକା ଠାରୁ ଆରମ୍ଭ କରି ଧର୍ମାନ୍ତରୀକରଣ, The Kerala Storyକୁ ନେଇ ବିବାଦ କାହିଁକି ?

କେରଳର କଳା କାହାଣୀକୁ ଏଥିରେ ଲୋକଲୋଚନକୁ ଅଣାଯାଇଥିବା କିଛି ଗୋଷ୍ଠୀ ଦାବି କରୁଥିବା ବେଳେ, ଖୋଦ୍ କେରଳ ସରକାର ଏହାକୁ ବ୍ୟାନ୍ କରିବାକୁ ଦାବି କରିଥିଲେ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।