• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

murder
କେଡ଼େ ନିର୍ଦ୍ଦୟ ପୁଅ ! ପିଟି ପିଟି ମାରିଦେବା ପରେ କହିଲା, ବିଷ ଖାଇ ମରିଗଲା ମା’

ମା’ ବିଷ ଖାଇ ଆତ୍ମହତ୍ୟା କରିଥିବା ପୁଅ ଅଭିଯୋଗ କରିଛି । ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିନି।

Barack Obama
ବାରାକ୍‌ ଓବାମାଙ୍କ ସମେତ ୫୦୦ ଆମେରିକୀୟଙ୍କୁ ରୁଷିଆ ମନା

ରୁଷିଆ ପ୍ରବେଶ ଉପରେ ବ୍ୟାନ୍ ଲଗାଇଲେ ପୁଟିନ୍ ସରକାର । ରାଷ୍ଟ୍ରପତି ବାଇଡେନଙ୍କ ରୁଷିଆ ବିରୋଧୀ ନୀତିକୁ ନେଇ କଟକଣା ।

Mo Bus catches fire
ଭୟଙ୍କର ଦୃଶ୍ୟ : ଜଳିଗଲା ମୋ ବସ୍‌, ଚାଲୁଥିବା ବେଳେ ଲାଗିଲା ନିଆଁ

ରାଉରକେଲାରୁ ବେଦବ୍ୟାସ ଯାଉଥିବା ଏକ ମୋ ବସ୍‌ ଟିସିଆଇ ଛକ ନିକଟରେ ଜଳି ଯାଇଛି।

MO BUS
ସମ୍ବଲପୁର, ଝାରସୁଗୁଡ଼ା ଓ ଗଂଜାମ ଜିଲ୍ଲାରେ ଗଡ଼ିବ ‘ମୋ ବସ୍’

ଆଉ ୩ଟି ଜିଲ୍ଲାରେ ‘ମୋ ବସ୍’ ସେବା,CRUT ଦ୍ୱାରା ମୋ ବସ୍ ଚାଲିବା ନେଇ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି

Couple found dead
ପ୍ରବଚନ ଶୁଣିବାକୁ ଯାଇଥିଲେ ସ୍ୱାମୀ-ସ୍ତ୍ରୀ, ହେଲେ ଆଉ ଘରକୁ ଫେରିଲେନି...ମିଳିଲା ମୃତଦେହ

ଭଗବତ୍‌ କଥା ଶୁଣିବାକୁ ଯାଇ ଆଉ ଫେରିଲେ ନାହିଁ ଦମ୍ପତି .. .କିଏ ମାରିଦେଲା ନା ଆତ୍ମହତ୍ୟା କଲେ . .?

tragic incident
ବାହା ମଣ୍ଡପରେ ବିଷ ପିଇଦେଲେ ବରକନ୍ୟା : ଜଣେ ମୃତ, ଆଉ ଜଣେ . .

ବାହାଘର ଚାଲିଥିବା ବେଳେ ଏମିତି କ’ଣ ହେଲା, ବିଷ ପିଇଦେଲେ ବରକନ୍ୟା

IBM employee
କାମ ନକରି ୧୫ ବର୍ଷ ଧରି ଦରମା ନେଉଥିଲେ କର୍ମଚାରୀ, ଇନକ୍ରିମେଣ୍ଟ୍‌ ନହେବାରୁ କମ୍ପାନୀ ନାଁରେ ଠୁଙ୍କିଲେ କେସ୍‌

କାମ ନକରି କମ୍ପାନୀ ଠାରୁ ଦରମା ଦାବି କରିଛନ୍ତି କର୍ମଚାରୀ । ଏବେ ଇନକ୍ରିମେଣ୍ଟ୍‌ ନହେବାରୁ ମାମଲା ଦାଏର୍‌ କରିଛନ୍ତି ।

viral news
VIDEO : ହାଇୱେରେ ଭୋକିଲା କଲରାପତରିଆ, ଆଖି ପିଛୁଳାକେ ଆସି ବେକକୁ ଧରି ଟାଣିନେଲା

ରାସ୍ତାରେ ବୁଲୁଛି ଭୋକିଲା କଲରାପତରିଆ, ଆଖି ପିଛୁଳାକେ ପାଖରେ ପହଞ୍ଚିଯାଇଛି . .

bjd
ଗଞ୍ଜାମ ବିଜେଡିର ଗତି କୁଆଡ଼େ ?

ଦଳରେ ପ୍ରଚଣ୍ଡ ଗୋଷ୍ଠୀ କନ୍ଦଳ ଭିତରେ ୨୪ ବେଳକୁ ବଦଳିଯିବନି ତ ରାଜନୈତିକ ଦୃଶ୍ୟପଟ୍ଟ ? ଏକଦା ଗଞ୍ଜାମ ଜିଲ୍ଲାକୁ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରି ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ଥିବା ବିଧାୟକ ପ୍ରଦୀପ ପାଣଗ୍ରାହୀଙ୍କ ଏଭଳି ମନ୍ତବ୍ୟ ଏବେ ରାଜନୈତିକ ମହଲରେ ସୃଷ୍ଟି କରିଛି ବିସ୍ଫୋରଣ।  

puri
ତିନି ଦିନ ହେଲାଣି ଶ୍ରୀମନ୍ଦିରରେ ଚାଲିଛି ଘୋର ନୀତି ବିଭ୍ରାଟ

ତିନି ଦିନ ହେଲାଣି ଶ୍ରୀମନ୍ଦିରରେ ଅହେତୁକ ନୀତି ବିଳମ୍ବ, ଫଳରେ ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତ ଚରମ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏମିତିକି ରାତିରେ ଠାକୁରଙ୍କ ବଡ଼ସିଂହାର ବେଶ ବିଳମ୍ବ ହେଉଥିବାରୁ ଡେରି ପହୁଡ଼ ପାଇଁ ଠାକୁର ରାତି ଅନିଦ୍ରା ବି ହେଉଛନ୍ତି।

 Sanchar Saathi Portal
ସାଇବର କ୍ରାଇମ ରୋକିବ ସଂଚାର ସାଥୀ ପୋର୍ଟାଲ

ଏଣିକି ଖୁବ୍‌ ସହଜରେ ପାଇପାରିବେ ହଜିଯାଇଥିବା ମୋବାଇଲ, ଆସିଲା ‘ସଂଚାର ସାଥି’

Siddaramaiah
ସିଦ୍ଦରମୟା ମାରିନେବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୌକି ?

କର୍ଣ୍ଣାଟକ ସିଏମ୍ ରେସ୍‌ରେ ବାଜି ମାରିନେବେ କି ସିଦ୍ଦରମୈୟା? ସେ ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିବା ପରେ, ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହର ଲହରି ।

BJD,
ଅଭିଯୋଗକୁ ଭିତ୍ତିହୀନ ବୋଲି କହିଲେ ବିଜେଡି ବିଧାୟକ ଶଶି

ଯୌତୁକ ପାଇଁ ବଧୂ ନିର୍ଯାତନା ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇଦେଲେ ବିଜେଡି ବିଧାୟକ ଶଶିଭୂଷଣ ବେହେରା

 Daruthenga yard
ବନ୍ଦ ହେଲା ଦାରୁଠେଙ୍ଗ ସ୍ଥିତ ଭୁଆଶୁଣି ଡମ୍ପିଂୟାର୍ଡ

ବହୁ ବିରୋଧ ପରେ ଭୁବନେଶ୍ୱର ଉପକଣ୍ଠ ଭୁଆଶୁଣି ଡମ୍ପିଂୟାର୍ଡ ବନ୍ଦ ରଖିବାକୁ ଦାରୁଠେଙ୍ଗ ସରପଞ୍ଚଙ୍କୁ ଚିଠି ଲେଖି ଜଣାଇଲା ବିଏମସି...ଏଣେଦୈନିକ ୫ଶହ ଟନରୁ ଅଧିକ ବର୍ଜ୍ୟବସ୍ତୁର କେମିତି ହେବ ପରିଚାଳନା, ବଢ଼ିଲା ଚିନ୍ତା...

BJD
ମହିଳା ଭୋଟକୁ ନେଇ ବ୍ୟାକଫୁଟ୍ ରେ କି ବିଜେଡି?

ଜଣକ ପରେ ଜଣେ ନେତା ମାମଲାରେ ଛନ୍ଦି ହେବା ପରେ ଦଳ ପାଇଁ ବଢୁଛି ଅଡୁଆ। କାହିଁକି ନା ୨୪ ନିର୍ବାଚନରେ ଏହି ପ୍ରସଙ୍ଗକୁ ବଡ଼ ମୁଦ୍ଦା କରିବାକୁ ସଜ ହେଲେଣି ବିରୋଧୀ। ନଗଦ ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂ ଦେଓ ଏବଂ ବିଧାୟକ ଶଶିଭୂଷଣ ବେହେରାଙ୍କ...

Srimandir rituals
ରାତି ଅନିଦ୍ରା ଅନ୍ତର୍ଯ୍ୟାମୀ : ଶ୍ରୀମନ୍ଦିରରେ ନୀତି ବିଭ୍ରାଟ, ଦର୍ଶନାର୍ଥୀ ଭକ୍ତ ଛଟପଟ

ଗଲା ସୋମବାର ବୃଷ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଛି ଏଭଳି ଗୁରୁତର ସମସ୍ୟା।ସ୍ଥିତି ଏଭଳି ଯେ, ଠାକୁରଙ୍କ ମଧ୍ୟାହ୍ନ ଧୂପ ବା ମହାପ୍ରସାଦ ଉଠିଲାବେଳକୁ କେତେବେଳେ ସନ୍ଧ୍ୟା ହେଉଛି, ତ ସନ୍ଧ୍ୟା ଧୂପ ବେଳକୁ ରାତି ଅଧ

Shashi Bhusan Behera
ବଧୂ ନିର୍ଯାତନା ଆରୋପକୁ ବାଏଁ ବାଏଁ ଉଡ଼ାଇଦେଲେ ବିଜେଡି ବିଧାୟକ ଶଶିଭୂଷଣ ବେହେରା

ଅଭିଯୋଗକୁ ଭିତ୍ତିହୀନ ବୋଲି କହିଲେ ବିଜେଡି ବିଧାୟକ ଶଶି , ଖଣ୍ଡେ ବେଡସିଟ୍ ଛଡ଼ା କିଛି ଆଣିନି

BJD
୨୪ ନିର୍ବାଚନରେ ବିଜେଡିକୁ ବୁମେରାଂ ହେବନି ତ ମହିଳା କାର୍ଡ?

ମହିଳା ଭୋଟକୁ ନେଇ ବ୍ୟାକଫୁଟ୍ ରେ କି ବିଜେଡି? ମାଳମାଳ ଦଳୀୟ ନେତାଙ୍କ ନାଁରେ 'ମହିଳା ବିରୋଧୀ' ମାମଲା

BJD
ଶାସକ ଦଳ ହାତରୁ ଖସୁଛି କି ଗଞ୍ଜାମ? ୨୪ ନିର୍ବାଚନରେ ଅଡୁଆ ସ୍ଥିତି ସୃଷ୍ଟି ହେବା ଆଶଙ୍କା

ଦଳୀୟ ଗୋଷ୍ଠୀ କନ୍ଦଳ ଓ ଜିଲ୍ଲାରେ ନେତୃତ୍ୱବିହୀନ ସ୍ଥିତି ! ଚର୍ଚ୍ଚାରେ ପ୍ରଦୀପ ପାଣିଗ୍ରାହୀଙ୍କ ଅରେଞ୍ଜ ରିଭୋଲୁସନ୍ ମନ୍ତବ୍ୟ

Union Minister Dharmendra Pradhan
‘ଓଡ଼ିଶାରେ ଫାଳେ ଇଞ୍ଜିନରେ ଚାଲିଛି ସରକାର’

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ , ତେଜିଲା ଆରୋପ ପ୍ରତ୍ୟାରୋପ

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।