ଗରିଲା କବଳରୁ ନିଜକୁ ରକ୍ଷା କରିବା ନେଇ ଜଣେ ମହାକାଶଚାରୀ ସ୍ପେସ୍ ଷ୍ଟେସନ୍ରେ ଆଡେ ସାଡେ ଦୌଡୁଥିବା ଦେଖାଯାଏ। ଏହି ସମସ୍ତ ଘଟଣା ସୋସିଆଲ ମିଡିଆରେ ଭିଡିଓ ଆକାରରେ ଭାଇରାଲ ହେବାରେ ଲାଗିଛି।
ଆଜିକାଲି ଏଲିୟନକୁ ନେଇ ଜୋରଦାର ଅଧ୍ୟୟନ ଚାଲିଛି। ଏମାନେ ସତରେ ଅଛନ୍ତି କି ନାହିଁ ସେ ବିଷୟରେ ସେପରି କିଛି ଦୃଢ ପ୍ରମାଣ ମିଳିନି। କିନ୍ତୁ ଜଣେ ଯୁବତୀ ନିକକୁ ଏଲିୟନ୍ରେ ପରିବର୍ତ୍ତନ କରି ନେଇଛନ୍ତି।
ବୟସ ମାତ୍ର ବାର। ଶକ୍ତି କିନ୍ତୁ ଅପାର। ତାଙ୍କୁ ନା ଦରକାର ପଡେ ଟାଙ୍ଗିଆ କି କୁରାଢି। ତାଙ୍କ ମୁଖା ହିଁ ଢେର। ମୁଖାମାରି ସେ ସହଜରେ ଗଳେଇ ପକଉଛନ୍ତି ଉଚ୍ଚା ଉଚ୍ଚା ଗଛ।
‘ବଜରଙ୍ଗୀ ଭାଇଜାନ’ର ମୁନ୍ନୀଙ୍କୁ ମିଳିଛି ସମ୍ମାନଜନକ ଭାରତ ରତ୍ନ ଡାକ୍ତର ଆମ୍ବେଦକର ପୁରସ୍କାର। ଏହି ଚରିତ୍ରରେ ସେ ସମସ୍ତଙ୍କ ମନ କିଣିଥିଲେ। ତାଙ୍କର ଏହି ସଫଳତା ନେଇ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି।
ଦର୍ଶକଙ୍କ ମନରେ ସହଜରେ ରାଜ କରିବା ନେଇ ଖାଲି ଅଭିନୟ ନୁହେଁ, ଦରକାର ଆକର୍ଷଣୀୟ ଚେହେରା ମଧ୍ୟ। ଏନେଇ ନିଜ ଫିଗରକୁ ଦେଖେଇବା ନେଇ କୌଣସି ବି ସୁଯୋଗ ଛାଡନ୍ତି ନାହିଁ ବଲିଉଡ୍ ନାୟିକାମାନେ। ସେମାନଙ୍କ ବୋଲ୍ଡ ଅବତାର ଅନେକଙ୍କ ହୋସ୍ ଉଡେଇ ନିଏ।
ମହାକାଶକୁ ନେଇ ବର୍ତ୍ତମାନ ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି। ଚନ୍ଦ୍ରକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। ଜାଣନ୍ତୁ ଋଷ କାହା ପକ୍ଷରେ?
ବିବାହ ଏକ ଶୁଭକାମ ହୋଇଥାଏ। ଏନେଇ ଏହା ସହିତ ଜଡିତ ସବୁ କାମକୁ ସକାରାତ୍ମକ ଭାବେ କରାଯାଏ। କିନ୍ତୁ ଜଣେ ଦମ୍ପତି ଏମିତି କିଛି କରିଛନ୍ତି ଯାହା ଅମଙ୍ଗଳର ସୂଚନା ଦିଏ।
ସଂପର୍କରେ ତେରୀମେରୀ ହେଲେ ପରସ୍ପର ଠାରୁ ଅଲଗା ହେବା ତ ଭଲ କଥା। କିନ୍ତୁ ଏହା ପୂର୍ବରୁ ଆଉଥରେ ସୁଯୋଗ ଦେବା ବୁଦ୍ଧିମାନର କାମ। ଏହା ହୁଏତ ସଂପର୍କକୁ ଚମକେଇ ପାରେ।
ଆଗକୁ ରହିଛି ଅଦିନିଆ ବର୍ଷା। ଚିନ୍ତାରେ ପଡିଗଲେଣି ଚାଷୀ। ମଣ୍ଡିଗୁଡ଼ିକ ପଡିଛି ଖୋଲାମେଲା ଅବସ୍ଥାରେ। କ୍ଷେତରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ଅମଳ ଫସଲର ସୁରକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପରାମର୍ଶ।
କରୋନାକୁ ବେଖାତିର କରି ଚାଲିଛି ନିର୍ବାଚନ ଚିନ୍ତା। ନିର୍ବାଚନକୁ ସୁରକ୍ଷିତ କରିବା, ଗାଇଡଲାଇନ୍ ପ୍ରସ୍ତୁତ କରିବା ନେଇ ରାଜ୍ୟ ନିର୍ବାଚନ ଆୟୋଗ ଡାକିଛନ୍ତି ସର୍ବଦଳୀୟ ବୈଠକ। ନିର୍ବାଚନର ସମସ୍ତ ଦିଗକୁ ନେଇ ହୋଇଛି ମାନସମନ୍ଥନ।
ଅବିବାହିତ ଥିବା ସଲମାନଙ୍କ ପ୍ରେମିକାଙ୍କ ଅଭାବ ନାହିଁ। ଖାଲି ବଲିଉଡ୍ ନାୟିକା ନୁହେଁ ତାଙ୍କ ପ୍ରେମରେ ପଡିଛନ୍ତି ଅନେକ ବିଦେଶିନୀ। ଏବେ ଆଉ ଜଣେ ବିଦେଶୀ ଝିଅ ତାଙ୍କ ନାଁ ସହ ଯୋଡି ହୋଇଛନ୍ତି।
ବଲିଉଡ୍ ଅଭିନେତ୍ରୀମାନେ ସେମାନଙ୍କ ପୋଷାକ ପରିପାଟୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କନ୍ୟାବେଶରେ ତ ସେମାନେ ସ୍ୱର୍ଗର ପରୀ ଭଳି ନିଜକୁ ସଜେଇ ଥାଆନ୍ତି। ତେବେ ସେମାନେ ପରିଧାନ କରୁଥିବା ମଙ୍ଗଳସୂତ୍ରର ମୂଲ୍ୟ କୋଟି କୋଟି ଟଙ୍କା ବି ହୋଇଥାଏ।
ମଣିଷର ଜୀବନ ସରିଯାଏ କିନ୍ତୁ ସରେନି ସ୍ୱପ୍ନ। ଜୀବନର ସ୍ୱଳ୍ପତା ହେତୁ ମଣିଷ ପୂରଣ କରିପାରେନି ଦେଖୁଥିବା ସ୍ୱପ୍ନକୁ। ଥରେ ଭାବନ୍ତୁ ତ ଯଦି ମଣିଷର ବୟସ ୨୦୦ ହୋଇଯାଏ ତେବେ କେମିତି ହେବ?
ଘଣ୍ଟାକୁ ୪୮ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର। ପୁଲିସ ଓ ସୈନିକମାନେ ଦେଉଛନ୍ତି ନିର୍ଯାତନା। ଅଭିଯୋଗ କଲେ କେହି ନାହିଁ ଶୁଣିବାକୁ।
ମିଠା ତ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ବେଳେ ବେଳେ ଏହାର ମୂଲ୍ୟ ମନକୁ ଖଟା କରିଦିଏ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ମିଠା ଭାଇରାଲ ହେଉଛି ଯାହା ଦାମ ଶୁଣି ଆପଣଙ୍କ ହୋସ୍ ଉଡିଯିବ।
ଦୁନିଆର ଭିନ୍ନ ଭିନ୍ନ ସଂପ୍ରଦାୟରେ ରହିଛି ଅଜବ ଅଜବ ନିୟମ। ଯାହାକୁ ଜାଣିଲେ ବିଶ୍ୱାସ କରି ହୁଏନି। ତେବେ ଏଠି ଏମିତି ଏକ ସଂପ୍ରଦାୟ ଅଛନ୍ତି ଯେଉଁମାନେ ନିଜ ମରଦପଣିଆ ପ୍ରମାଣିତ ପାଇଁ ଦେଇଥାନ୍ତି ଏମିତି କଠୋର ପରୀକ୍ଷା।
ଭୟାବହ ସଂକ୍ରମଣ। ୨୪ଘଣ୍ଟାରେ ୪ହଜାର ୭ଶହ ୧୪ନୂଆ ପଜିଟିଭ୍। ମେଡିକାଲରେ ଭର୍ତ୍ତି ହେଉଛନ୍ତି ମାତ୍ର ୩ ପ୍ରତିଶତ ରୋଗୀ। କାଲିଠୁ ଫ୍ରଣ୍ଟଲାଇନ୍ ଓ୍ୱାର୍କରଙ୍କୁ ବୁଷ୍ଟର ଡୋଜ୍ ଟିକାକରଣ। ବହୁବିଧ ଆକ୍ରାନ୍ତ ବରିଷ୍ଠ ନାଗରିକ ବି ନେବେ ବୁଷ୍ଟର୍ ଡୋଜ୍।
ଭାରତୀୟ ପରମ୍ପରା ବୃଦ୍ଧଙ୍କୁ ଆଦର କରେ, ସେମାନଙ୍କୁ ସମ୍ମାନ ଦିଏ। କିନ୍ତୁ ତାମିଲନାଡୁରେ ଏମିତି ପରମ୍ପରା ଅଛି ଯେଉଁଠି ବୃଦ୍ଧ ହୋଇଯାଆନ୍ତି ଅଲୋଡା, ଶେଷରେ ହୁଅନ୍ତି ହତ୍ୟାର ଶିକାର।
ମନୋରଂଜନ ଦୁନିଆରେ ସୁନ୍ଦର ସ୍ୱାସ୍ଥ୍ୟର ନାୟକଙ୍କ ଅଭାବ ନାହିଁ। ବଲିଉଡ୍ ଦୁନିଆ ତ ଏ ଦିଗରେ ବହୁ ଆଗରେ। ତେବେ ଏ ଦିଗରେ ପଛରେ ବି ପଡି ନାହାନ୍ତି ଜୁନିୟର୍ ଏନ୍ଟିଆର୍।
୨୦୨୨ ମନୋରଂଜନ ଜଗତ ପାଇଁ ବିନ୍ଦାସ୍ ହେବାକୁ ଯାଉଛି। ଏହି ବର୍ଷ ଏମିତି ଅନେକ ଫିଲ୍ମ ଅଛି ଯାହା ଭାରତୀୟ ସେନାର ବିରତ୍ୱର କାହାଣୀ କହିବ। ଆସନ୍ତୁ ସେସବୁ ଫିଲ୍ମ ଉପରେ ନଜର ପକେଇନେବା।