ମଧୁବାଲାଙ୍କ ପରି ସୁନ୍ଦରୀ ବଲିଉଡ୍ ଜଗତରେ ନା କେବେ ଥିଲେ, ନା ଏବେ ଅଛନ୍ତି, ନା ଆଗକୁ ଆଉ ଆସିବେ। ସେ ସିନା ଖୁବ କମ୍ ବୟସରେ ଏ ଦୁନିଆ ଛାଡି ଚାଲିଗଲେ, କିନ୍ତୁ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଛାଡିଦେଇଗଲେ କ୍ଷତ। ତେବେ ତାଙ୍କର ଏହି ୫ଟି ଫଟୋ...
ସାରା ଭାରତ ଏହାର ୭୩ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ସମସ୍ତେ ଉତ୍ସବମୁଖର ରହିଛନ୍ତି। ତେବେ ଏହି ଅବସରରେ ଆମ ଭିତରେ ସ୍ୱାଧୀନତା ସଂଗ୍ରାମକୁ ଉଜ୍ଜୀବିତ କରିବା ନେଇ ଆମକୁ ନିଶ୍ଚିତ ଏହି ୫ଟି ଫିଲ୍ମ ଉପରେ ନଜର ପକେଇବାକୁ ହେବ।
ଏକ ମା’ର ଗର୍ଭରୁ ଦୁଇ ହଜାର ବର୍ଷ ତଳର ଭ୍ରୂଣ ମିଳିଛି। ଅନୁସନ୍ଧାନରେ ଏହି ଭ୍ରୂଣ ୨୮ ସପ୍ତାହର ବୋଲି ଜଣାପଡିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏତେ ବର୍ଷ ଧରି ମାତୃ ଗର୍ଭରେ ସଂରକ୍ଷିତ ରହି ଏହା ଏକ ଆଚାର ମୁଣ୍ଡା ଭଳି ହୋଇଯାଇଛି।
ମା’ଙ୍କୁ ଟଙ୍କା ଦେଲେ ପିଲାର ମସ୍ତିଷ୍କରେ ବିକାଶ ହୋଇଥାଏ। ଆମେରିକାର ଏକ ଅଧ୍ୟୟନରେ ଏହା କୁହାଯାଇଛି। କିପରି ଏହା ସମ୍ଭବ ହୋଇଥାଏ ଜାଣିବା ପାଇଁ ପଢନ୍ତୁ।
ଜନ୍ମରୁ ସେ ଶାରୀରିକ ଓ ମାନସିକ ଭାବେ ଅକ୍ଷମ। କିନ୍ତୁ ତାଙ୍କର ଦୃଢ ଇଛାଶନ୍ତି ଓ ମନୋବଳ ଆଜି ତାଙ୍କୁ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଯୋଗକରି ସେ ପରିବାରର ଗର୍ବ ହୋଇଯାଇଛନ୍ତି।
ସମୁଦ୍ର ଆଜି ପୁଣି ଥରେ ଫେରେଇଦେଲା ସବୁ ଅଭୁଲା ଅତୀତ ଆଉ କହିଲା ତୋ ସ୍ଵପ୍ନ କଥା ବି ମୁଁ ଶୁଣିଛି। ସମୁଦ୍ର ଆଗପରି ସେମିତି ଦୁଷ୍ଟ ଚପଳା ଶିଶୁ ହେଇ ଅଛି ତା’ର ବୟସ ସ୍ଥିର ଆଉ ମୁଁ ବୁଢୀ ହେଇଗଲିଣି। ଆଉ, ସେ କ’ଣ ବୁଢା,...
ଭାରତର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ଜେନେରାଲ ବିପିନ ରାଓ୍ୱତଙ୍କୁ ମଧ୍ୟ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି। ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତଙ୍କର ମୃତ୍ୟୁ ହୋଇଥିଲା।
ଆଜିକାଲି ଯୁବପିଢି ନିଜକୁ ଫିଟ୍ ରଖିବା ନେଇ ଘଣ୍ଟା ଘଣ୍ଟା ଧରି ଜିମ୍ରେ ଝାଳ ବୁହାଉଛନ୍ତି। କିନ୍ତୁ ଏହି ଦୌଡରେ ମଧ୍ୟ ସାମିଲ୍ ହୋଇଛନ୍ତି ହ୍ରିତିକଙ୍କ ୬୮ ବର୍ଷୀୟ ମା’। ଏ ବୟସରେ ବି ସେ ଝିଅ ଭଳି ଦେଖାଯାଉଛନ୍ତି।
ଚୁମ୍ବନ ମାମଲାରୁ ଅପରାଧ ମୁକ୍ତ ହୋଇଛନ୍ତି ଶିଳ୍ପା ଶେଟ୍ଟୀ। ସର୍ବସାଧାରଣରେ ହଲିଉଡ୍ ଅଭିନେତା ରିଚାର୍ଡ ଗେରେଙ୍କ ଠାରୁ ଚୁମ୍ବନ ଖାଇ ହଟହଟାରେ ପଡିଥିଲେ ଅଭିନେତ୍ରୀ।
ଦକ୍ଷିଣୀ ଫିଲ୍ମ 'ପୁଷ୍ପା'କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଖାଲି ଦେଶ ନୁହେଁ ବିଦେଶରେ ବି ଏହାକୁ ପସନ୍ଦ କରାଯାଉଛି। ଏଥିରେ ମୁଖ୍ୟ ଭୂମିକାରେ ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ଥିଲେ ମଧ୍ୟ ସେମାନେ ପ୍ରଥମ ପସନ୍ଦ ନଥିଲେ। ଏହା ପୂର୍ବରୁ ୬ ଜଣ ଆଗଧାଡିର କଳାକାରଙ୍କୁ...
୫୭ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ଭସେଇ ନେଲା ସୁନାମୀ। ଏଭଳି ପରିସ୍ଥିତିରେ ବି ସେ ସାହସ ହରାଇ ନଥିଲେ। ସେ ଦୀର୍ଘ ୨୭ ଘଣ୍ଟା ଧରି ଲଗାତାର ପାଣିରେ ପହଁରୀ ନିଜ ଜୀବନ ରକ୍ଷା କରିଥିଲେ।
ଘାଟି ରାସ୍ତାରେ କାର୍ ବୁଲେଇବାକୁ ନେଇ ନିଜ ଜୀବନକୁ ପାଣି ଛଡେଇ ଦେଇଛନ୍ତି ଜଣେ ଡ୍ରାଇଭର। ଭାଇରାଲ ହେଉଥିବା ଏହି ଭିଡିଓକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।
ରୋଗୀ ପାଇଁ ଡାକ୍ତର ଓ ନର୍ସଙ୍କ ଭୂମିକା ଅତୁଳନୀୟ ହୋଇଥାଏ। ବେଳେବେଳେ ନର୍ସଙ୍କ କାମ ରୋଗୀକୁ ଆନନ୍ଦ କରେ। ଜଣେ ନର୍ସ ଏମିତି କିଛି କରିଛନ୍ତି ଯେ ଯେଉଁଥି ପାଇଁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି।
ବଲିଉଡ୍ ଅଭିନେତା ସଲମାନ ଖାନ ଓ ତାଙ୍କ ପଡୋଶୀ କେତନ କକ୍କଡଙ୍କ ଭିତରେ ବିବାଦ ବଢିଚାଲିଛି। ସଲମାନଙ୍କୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେତନ। ସେ କହିଛନ୍ତି ଯେ ତାଙ୍କ ଫାର୍ମହାଉସରେ ପୋତାହୋଇଛି କଳାକାରମାନଙ୍କ ଶବ।
ଦକ୍ଷିଣୀ ଫିଲ୍ମର ସଫଳତା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରାୟ ସବୁ ଫିଲ୍ମକୁ ସବୁ ସ୍ତରର ଦର୍ଶକ ପସନ୍ଦ କରୁଛନ୍ତି। ତେବେ ଏହା ପଛରେ ରହିଛି ଅନେକ କାରଣ। ତେବେ କାହିଁକି ହେଉଛି ସଫଳ ତାହାକୁ ନେଇ ରୋକ୍ଠୋକ୍ କହିଛନ୍ତି କଙ୍ଗନା ରାଣାୱତ୍।
ଶୀତରେ ଗାଧୋଇବାକୁ କିଏ ବା ଭଲପାଏ। କେହି କେହି ଦିନ ଦିନ ଧରି ଗାଧୋଉ ନଥିବା ବେଳେ କେତେକ ଖାଲି ପାଣି ଛିଞ୍ଚି ହୋଇପଡନ୍ତି। କିନ୍ତୁ ବ୍ୟକ୍ତି ଶୀତରେ ଆରାମରେ ଗାଧୋଇବା ନେଇ ଏକ ନୂଆ ଉପାୟ ବାହାର କରିଛନ୍ତି।
ଦୀର୍ଘ ୩ ବର୍ଷ ହେଇଗଲା ପଡିନି ଆଖିର ପଲକ। ଶୋଇବାକୁ ହେଲେ ଆଖି ଉପରେ ପକେଇବାକୁ ହେଉଛି ଟେପ୍। ଭୁଲ ସର୍ଜରୀ ହିଁ କାଳ ହେଲା।
ଓମିକ୍ରନର ଅଦ୍ଭୁତ ଲକ୍ଷଣ। ପ୍ରଭାବିତ ହେବା ପରେ ବଢିଯାଉଛି ଭୋକ। ଜଣେ ମଡେଲ୍ ଏଥିରେ ପ୍ରଭାବିତ ହେବା ପରେ ଆଉ ସମ୍ଭାଳି ପାରୁ ନାହାନ୍ତି ଭୋକ। ଘଣ୍ଟାକୁ ଘଣ୍ଟା ଖାଲି ଖାଉଛନ୍ତି।
ଜଣେ ଯୁବତୀ ନିଜ ପରିସ୍ରାକୁ ଅନଲାଇନରେ ବିକ୍ରିକରି ଭଲ ରୋଜଗାର କରୁଛନ୍ତି। ଗୋଟେ କପ୍ ପରିସ୍ରାକୁ ସେ ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଲୋକେ ଖାଲି କିଣୁ ନାହାନ୍ତି, ଏହାକୁ ବରଫ କରି ସାଇତି ବି ରଖୁଛନ୍ତି।
ପିକ୍ନିକ୍ ସାରି ଫେରୁଥିଲା ଟିମ୍। ରାସ୍ତାରେ ଡ୍ରାଇଭର ଅଚେତ ହୋଇଗଲେ। ବସ୍ରେ ଥିବା ଜଣେ ମହିଳା ଯାତ୍ରୀ ହଠାତ ଉଠି ଡ୍ରାଇଭରଙ୍କ ଜାଗା ନେଲେ। ଦୀର୍ଘ ୨୫କିମି ବସ୍ ଚଳେଇ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚେଇଲେ।