• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Woman likes to cheat on boyfriends
ଯୁବକଙ୍କୁ ଧୋକା ଦେବାର ମାହିର ଏହି ମଡେଲ୍

ଏ ଦୁନିଆରେ ଅନେକ ପ୍ରକାରର ରୋଗ ଅଛି। ଏହା ମଧ୍ୟରୁ ହୃଦୟ ଭାଙ୍ଗିବା ଏକ ଅଜବ ପ୍ରକାରର ରୋଗ। ଅଷ୍ଟ୍ରେଲିଆର ଜଣେ ମଡେଲ୍ ଏହି ରୋଗରେ ପିଡିତ ହୋଇଥିବା ବେଳେ ପୁରୁଷଙ୍କ ହୃଦୟ ଭାଙ୍ଗିଲେ ତାଙ୍କୁ କୌଣସି ଦୁଃଖ ହୁଏନି ବୋଲି ସେ କହିଛନ୍ତି।

The bird made a record by flying non stop
ରେକର୍ଡ ଭାଙ୍ଗିଲା ପକ୍ଷୀ : ଉଡିଲା ୧୨,୮୭୪ କିମି

ସାମାନ୍ୟ ପକ୍ଷୀ ଭାଙ୍ଗିଲା ବିଶ୍ୱ ରେକର୍ଡ। ଆଲାସ୍କାରୁ ଅଷ୍ଟ୍ରେଲିଆ ବିନା ବିଶ୍ରାମରେ ଉଡିଲା। ୨୩୯ ଘଣ୍ଟା ଆର୍ଥାତ୍ ୧୦ ଦିନରେ ଉଡିଲା ୧୨,୮୭୪ କିମି।

Kangana Ranaut now raised questions on partition of india
ଭାରତ ବିଭାଜନକୁ ନେଇ ପ୍ରଶ୍ନ ଉଠାଇଲେ କଙ୍ଗନା

କଙ୍ଗନା ରାଣାୱତ ବଲିଉଡ୍‌ର ପଙ୍ଗା ଗାର୍ଲ ଭାବେ ପରିଚିତ। ଅନେକ ସମୟରେ ସେ ତାଙ୍କର ବୟାନ ନେଇ ବିବାଦକୁ ଆସିଥାନ୍ତି। ଏବେ ଭାରତର ସ୍ୱାଧୀନତା ଭିକ୍ଷାରେ ମିଳିଥିବା କହି ସେ ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ କଙ୍ଗନା ଯେତେ ଟ୍ରୋଲ୍ ହେଲେ ବି ସେ ତାଙ୍କ ଜିଦିରେ ଅଟଳ...

Mysterious village with 50 percent dwarf population
ଅଭିଶପ୍ତ ଗାଁ; ଜନ୍ମ ହୁଅନ୍ତି ଖାଲି ବାମନ

ଦୁନିଆରେ ଏମିତି ବି ଗାଁ ଅଛି ଯେଉଁଠି ଏକ ନିର୍ଦ୍ଦିଷ୍ଟ ବୟସ ପରେ ଆଉ ବଢେ ନାହିଁ ସେମାନଙ୍କ ଉଚ୍ଚତା। ଅତି ବେଶିରେ ଦେଖାଯାଆନ୍ତି ପାଖାପାଖି ୪ ଫୁଟିଆ ମଣିଷ। ଏହା କ’ଣ ଅଭିଶପ୍ତ ଗାଁ!

Women in Estonia, where matriarchal society exist
ଏମିତି ଦ୍ୱୀପ ଯେଉଁଠି ଖାଲି ମହିଳା, ପୁରୁଷ କେଉଁଠି…

ଏ ଦୁନିଆରେ ରହିଛି ଏମିତି ଏକ ଦ୍ୱୀପ ଯାହା ମହିଳାପ୍ରଧାନ। ଏଠାରେ ପ୍ରାୟ ୯୦ ଭାଗ ମହିଳା ରହିଥାନ୍ତି। ଏହି ଦ୍ୱୀପର ସମସ୍ତ ଦାୟିତ୍ୱ ମହିଳାଙ୍କ ହାତରେ।

Orissa High Court Recruitment: Apply For Law Reporter Post
ଓଡିଶା ହାଇକୋର୍ଟ ନିଯୁକ୍ତି : ଆଇନ୍ ରିପୋର୍ଟର ପାଇଁ ବିଜ୍ଞପ୍ତି ଜାରି

ଓଡ଼ିଶା ହାଇକୋର୍ଟରେ ଆଇନ ରିପୋର୍ଟର ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ପଦବୀ ପାଇଁ ଜଣେ ପ୍ରାର୍ଥୀ ଓଡ଼ିଶା ହାଇକୋର୍ଟରେ ଅତି କମରେ ୧୦ ବର୍ଷର ସ୍ଥାୟୀ ଓକିଲ ଭାବେ କାମ କରିଥିବେ ଓ ତାଙ୍କୁ ୦୨।୦୧।୨୦୨୨ ସୁଦ୍ଧା ୩୫ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ...

Model of spent 13 crores got this organ insured
୧୩ କୋଟି ଖର୍ଚ୍ଚ କରି ଏହି ଅଙ୍ଗର ବୀମା କଲେ ମଡେଲ୍

ବ୍ରାଜିଲର ଜଣେ ମଡେଲ୍ ନିଜର ଏକ ଅଙ୍ଗର ବୀମା କରିଛନ୍ତି। ଏନେଇ ସେ ୧୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମିସ୍ ବଟ୍ ୱାର୍ଲ୍ଡ ୨୦୨୧ ଟାଇଟଲ ଜିତିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

Sushmita Sen unbelievable first look of Aarya-2
ଭୟଙ୍କର ରୂପ ନେଇ ଆସୁଛନ୍ତି ସୁସ୍ମିତା ସେନ୍

ବଲିଉଡର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ ଅନେକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖେଇଛନ୍ତି। କିନ୍ତୁ ଏବେ ସେ ଯେଉଁ ରୂପରେ ଆସୁଛନ୍ତି ତାହା ନିହାତି ଭୟଙ୍କର। ଏହି ରୂପ ସେ ‘ଆର୍ଯ୍ୟା-୨’ ରେ ନେଇଛନ୍ତି।

Proud the teacher adopting 50 children
୫୦ ଗରିବ ପିଲାଙ୍କୁ କୋଳେଇ ନେଇଛନ୍ତି ଶିକ୍ଷକ, ଗଢୁଛନ୍ତି ଜୀବନ

ଶିକ୍ଷକ ସାଜିଛନ୍ତି ଭାଗ୍ୟ ବିଧାତା। ୫୦ ଜଣ ଗରିବ ପିଲାଙ୍କୁ ଆଦରୀ ନେଇ ଦେଖୁଛନ୍ତି ସେମାନଙ୍କର ଭବିଷ୍ୟର ସ୍ୱପ୍ନ। ଇଛା ସେମାନେ ବି ଦୁନିଆରେ ବଡ ମଣିଷ ହୋଇ ଠିଆହୁଅନ୍ତୁ।

Mother’s age is 27 and daughter’s age is 20
୨୭ ବର୍ଷୀୟ ମା’ର ୨୦ ବର୍ଷିଆ ଝିଅ

ମା’ଝିଅଙ୍କ ବୟସରେ ମାତ୍ର ୭ ବର୍ଷର ଫରକ। ଦେଖିଲେ ଲାଗେ ଦୁଇ ସାଙ୍ଗ। ସେମାନେ ସାବତ ମା-ଝିଅ ହୋଇଥିଲେ ବି ସେମାନଙ୍କ ସଂପର୍କ ଏତେ ଦୃଢ ଯେ କେହି କାହାରିକୁ ଛାଡି ରହିପାରନ୍ତି ନାହିଁ।

The girl was playing with the phone and monkey snatched it
ମୋବାଇଲ ପାଇଁ ମାଙ୍କଡ ଓ କୁନି ଝିଅର ଝଗଡା

ସୋସିଆଲ୍‌ରେ ମିଡିଆରେ ପଶୁଜନ୍ତୁଙ୍କୁ ନେଇ ଅନେକ ଭିଡିଓ ଭାଇରାଲ ହେବା ଆମେ ଦେଖିଛେ। ଏହିସବୁ ଭିଡିଓ ଆମକୁ ହସାଏ ଓ ମଜ୍ଜାଦିଏ। ଏବେ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମୋବାଇଲ୍‌କୁ ନେଇ ଏକ ମାଙ୍କଡ କିପରି ଏକ କୁନି ଝିଅ ସହ ଝଗଡା କରୁଛି...

There are 99 lakh 99 thousand 999 idols in this temple
ରହସ୍ୟମୟ ମନ୍ଦିର: କୋଟିଏରୁ ଗୋଟିଏ କମ୍ ପ୍ରତିମା

ଉନାକୋଟି ଦୁନିଆର ସବୁଠାରୁ ରହସ୍ୟମୟ ମନ୍ଦିର। ଏଠାରେ ଅଛି ସମୁଦାୟ ୯୯ ଲକ୍ଷ ୯୯ ହଜାର ୯୯୯ ପଥର ମୂର୍ତ୍ତି। ଏହାର କାରଣ ଏବେ ବି ଅଛପା।

Nora Fatehi new song Kusu Kusu
‘କୁସୁ କୁସୁ’ ଗୀତରେ ଭୂମିକମ୍ପ କଲେ ନୋରା ଫତେହୀ

ନୋରା ଫତେହୀ ନିଜ ବୋଲ୍ଡନେସ୍ ଓ ଡ୍ୟାନ୍ସରେ ଯାହାକୁ ପାଗଳ କରିବାର କ୍ଷମତା ରଖନ୍ତି। ନିକଟରେ ତାଙ୍କର ‘କୁସୁ କୁସୁ’ ଗୀତ ରିଲିଜ୍ ହୋଇଛି। ସୋସିଆଲ୍ ମିଡିଆରେ ଏହି ଗୀତକୁ ଶେୟାର୍ କରି ଭୂମିକମ୍ପ ଆସିଗଲା ବୋଲି ସେ କହିଛନ୍ତି।

Anupam Kher shares his mom Dulari’s latest video
ଅନୁପମଙ୍କୁ ମା’ କାହିଁକି ଡାକନ୍ତି ‘ଗଞ୍ଜୁ ପଟେଲ’

ପୁଅ ଯେତେ ଉଚ୍ଚକୁ ଗଲେ ବି ମା’ ପାଇଁ ସେ ତା’ର ସେଇ ଅଜ୍ଞାନ ବାଳକ। ପୁଅ ଯେତେ ବଡ ହେଲେ ବି ମା ପାଇଁ ସେ ସବୁବେଳେ ସେଇ ଗେଲ୍ହା ବସର। ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ ଖେର୍ ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି। ତାଙ୍କ ମା’...

Vegan village, people don’t consume meat milk salt sugar
ଗାଁ’ଟାଯାକ ଶାକାହାରୀ; ଲୁଣ, ଚିନି ବି ବାରଣ

ଏ ଦୁନିଆରେ ମାଂସାହାରୀ ଓ ଶାକାହାରୀ ଲୋକେ ବାସ କରନ୍ତି। ଗୋଟିଏ ଗୋଟିଏ ଅଞ୍ଚଳରେ ଅଧିକାଂଶ ମାଂସାହାରୀ ଦେଖାଯାଉଥିବା ବେଳେ ଖୁବ୍ କମ ଶାକାହାରୀ ମିଳନ୍ତି। କିନ୍ତୁ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ଶୁଦ୍ଧ ଶାକାହାରୀ। ଆସନ୍ତୁ ଜାଣିବା ସେହି ଗାଁ ବିଷୟରେ।

Forgetting wife’s birthday is crime
ପତ୍ନୀଙ୍କ ଜନ୍ମଦିନ ଭୁଲିଲେ ଅପରାଧ; ସ୍ୱାମୀକୁ ଜେଲ୍!

ଦୁନିଆରେ ବିଭିନ୍ନ ଦେଶରେ ବିଭିନ୍ନ ଆଇନ ରହିଛି। କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ପତ୍ନୀଙ୍କ ଜନ୍ମଦିନକୁ ଭୁଲିଗଲେ ଅପରାଧ। ଏହାକୁ ନେଇ ପତ୍ନୀ ଯଦି ଅଭିଯୋଗ କରନ୍ତି ତେବେ ସ୍ୱାମୀଙ୍କୁ ହୋଇପାରେ ଜେଲ୍!

Little girl recites Amrita Pritam’s iconic poem
କୁନି ଝିଅର ନିଆରା କଣ୍ଠରେ ଅମୃତା ପ୍ରୀତମଙ୍କ କବିତା

ସୋସିଆଲ୍ ମିଡିଆରେ ହୃଦୟ ଜିତୁଛନ୍ତି କୁନି ଝିଅ। ସେ ଅମୃତା ପ୍ରୀତମଙ୍କ ପ୍ରତିଷ୍ଠିତ କବିତା ‘ମେଁ ତେନୁ ଫିର୍‌ ମିଲାଙ୍ଗି’କୁ ପରିବେଷଣ କରି ଇଣ୍ଟର୍‌ନେଟ୍ ଭାଇରାଲ ଗାର୍ଲ ହୋଇଯାଇଛନ୍ତି।

Mother sleep with newly wed couple on first night
ବିଚିତ୍ର ପ୍ରଥା; ବାସରରାତିରେ ବର-କନ୍ୟାଙ୍କ ସହ ଶୋଇଥାଏ ମା’

ସବୁ ନବଦମ୍ପତି ବାସରରାତିକୁ ଏକାନ୍ତରେ କାଟିବାକୁ ଚାହାନ୍ତି। କିନ୍ତୁ ଏ ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଏହି ଦିନ ବର-କନ୍ୟାଙ୍କ ସହ କନ୍ୟାର ମା’ ଶୋଇଥାଏ। ଜାଣନ୍ତୁ କେଉଁଠି ଓ କାହିଁକି…

Poonam Pandey again in the headlines
ବୋଲ୍ଡ ଗାର୍ଲ ପୁନମ ପାଣ୍ଡେଙ୍କୁ ମାରି ହାଜତରେ ସ୍ୱାମୀ

ସବୁବେଳେ ନିଜର ବୋଲ୍ଡନେସ୍ ଓ ହଟଚମଟ ବୟାନକୁ ନେଇ ବିବାଦରେ ଥିବା ପୁନମ ପାଣ୍ଡେ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ର ହୋଇଛନ୍ତି। ଏ ଏବେ ହସ୍‌ପିଟାଲ୍‌ ବେଡ୍‌ରେ। ସ୍ୱାମୀଙ୍କ ମାରପିଟ୍ ଯୋଗୁଁ ସେ ହୋଇଛନ୍ତି କ୍ଷତାକ୍ତ। ଏହି ମାମଲା ପୋଲିସ୍ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରିଛି।

Ranu Mondal videos once again viral in social media
ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ; ତାଙ୍କ ନାମରେ ଭାଇରାଲ ହେଉଛି ଭିଡିଓ

ଆଜିକାଲି ସୋସିଆଲ୍ ମିଡିଆରେ ଯିଏ ଥରେ ଚର୍ଚ୍ଚିତ ହୋଇଗଲା ସିଏ ହେଇଗଲା ଏକ ଟ୍ରେଣ୍ଡ୍। ସେଭଳି ମଧ୍ୟ ହୋଇଛି ରାନୁ ମଣ୍ଡଳଙ୍କ କ୍ଷେତ୍ରରେ। ଭାଇରାଲ ହେବା ନେଇ ତାଙ୍କ ନାମ ହିଁ ଯଥେଷ୍ଟ ହୋଇଯାଇଛି। ତାଙ୍କ ନାମକୁ ବ୍ୟବହାର କରି ଚାଲୁଛି ଭିଡିଓ। ନିଜକୁ ଚର୍ଚ୍ଚାର ପରିସରକୁ ଆଣିବା...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।