• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Why milestone are different in colour
କାହିଁକି ମାଇଲଷ୍ଟୋନ୍‌ର ରଙ୍ଗ ହୋଇଥାଏ ଅଲଗା; ଜାଣିବା ଜରୁରୀ

ରାସ୍ତାରେ ଯିବାବେଳେ ମାଇଲଷ୍ଟୋନ୍‌ ସୂଚେଇଥାଏ ବିଭିନ୍ନ ସ୍ଥାନର ଦୂରତା। ତେବେ ଏଗୁଡିକ ହୋଇଥାଏ ବିଭିନ୍ନ ରଙ୍ଗର। ଏହି ରଙ୍ଗ ମଧ୍ୟ ଦେଇଥାଏ ଅନେକ ସୂଚନା। ଆସନ୍ତୁ ସେ ବିଷୟରେ ଜାଣିନେବା, ଯାହା ଅନେକ କାମରେ ଆସିବ।

The man who created first budget in India
ଜାଣନ୍ତୁ କିଏ କରିଥିଲେ ଭାରତର ପ୍ରଥମ ବଜେଟ୍

ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଣା ସୀତାରମଣଙ୍କ ଦ୍ୱାରା ସଂସଦରେ ବଜେଟ୍ ୨୦୨୨ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ର ମୁଖ୍ୟ ପଏଣ୍ଟଗୁଡ଼ିକୁ ଦେଶ ସମ୍ମୁଖରେ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ କରିଥିଲେ?

Man hit with 2 lakh fine for taking his mask off
୧୬ ସେକେଣ୍ଡ୍ ପାଇଁ ଖୋଲିଥିଲେ ମାସ୍କ, ଫାଇନ୍ ପଡିଲା ୨ ଲକ୍ଷ

ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଯାଇଛି। ନ ପିନ୍ଧିଥିବା ଲୋକଙ୍କ ଠାରୁ ପୋଲିସ୍ ଆଦାୟ କରୁଛି ମୋଟା ରକମର ଫାଇନ୍। ଜଣେ ବ୍ୟକ୍ତି ମାସ୍କ ନ ପିନ୍ଧି ଥିବାରୁ ପଡିଛି ୨ ଲକ୍ଷ ଜରିମାନା।

Budge Highlight, helpful for poor
ଗରିବଙ୍କ କାମରେ ଆସିବ ବଜେଟ୍ ୨୦୨୨-୨୩

ଚଳିତ ବଜେଟ୍‌ରେ ଭିତ୍ତିଭୂମି ବିକାଶ ଓ ଶିଳ୍ପ ଅଗ୍ରଗତି ଜରିଆରେ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ ଲାଗି ଲକ୍ଷ୍ୟ ରଖାଯାଇଛି। ପିଏମ୍ ଗତିଶକ୍ତି ମାଷ୍ଟର୍‌ପ୍ଲାନ୍ ଅନ୍ତର୍ଗତ ୭ଟି ଇଂଜିନ ରୋଡ୍, ରେଲ୍‌ୱେ, ଏୟାରପୋର୍ଟ, ପୋର୍ଟ, ଜଳମାର୍ଗ, ପରିବହନ ଓ ଲଜିଷ୍ଟିକ ଇନ୍ଫ୍ରା ବିକାଶ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ...

5 most beautiful pictures of iconic beauty Sridevi
ରୂପର ରାଣୀ ଶ୍ରୀଦେବୀଙ୍କ ସୌନ୍ଦର୍ଯ୍ୟର ଉପମା ନାହିଁ

ଶ୍ରୀଦେବୀଙ୍କ ଫଟୋ ହିଁ ପ୍ରମାଣ କରେ, ସେ ଥିଲେ ରୂପର ରାଣୀ। ତାଙ୍କ ଚେହେରାର ଚମକ ସମସ୍ତଙ୍କୁ ପାଗଳ କରୁଥିଲା। ତାଙ୍କର ଏହି ୫ଟି ଫଟୋ ଦେଖିଲେ ଆପଣ ବି କହିବେ ସେ ହିଁ ଥିଲେ ସୌନ୍ଦର୍ଯ୍ୟର ରାଜକୁମାରୀ।

Know the key members who prepared FM Sitharaman’s budget
ବଜେଟ୍-୨୦୨୨ର ୫ କାର୍ପଟଦାର; ଜଣେ ଓଡିଆ ବି ଅଛନ୍ତି

ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହେଉଛି ଚଳିତ ବର୍ଷର ବଜେଟ୍। ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ଚଳିତ ବର୍ଷର ବଜେଟ୍ ପଛରେ ତାଙ୍କର ଏକ ଟିମ୍‌ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପାଞ୍ଚଜଣ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନେଇ ସୀତାରମଣଙ୍କ ଟିମ୍ ଗଠିତ।

Here are 5 hindi films on budget
ବଜେଟ୍‌ର କଥା କୁହେ ଏହି ୫ ଫିଲ୍ମ

ବଜେଟ୍‌କୁ ନେଇ ସମସ୍ତେ ଆଶାବାଦୀ। ବଜେଟ୍ ଉପସ୍ଥାପନ ପରେ ଅନେକ ମଧ୍ୟ ଏହାକୁ ନେଇ ନିରାଶ ହୋଇଥିବେ। ତେବେ ଆପଣଙ୍କ ମନକୁ ହାଲୁକା କରିବା ନେଇ ବଜେଟ୍ ଆଧାରିତ ଏହି ଫିଲ୍ମଗୁଡିକୁ ଥରେ ଦେଖି ନିଅନ୍ତୁ।

Kid shows singing video goes viral on social media
ହୃଦୟ ଜିତିଲା କୁନି ଛୁଆଙ୍କ ନିଆରା ପ୍ରତିଭା

କୁନି ପିଲାଙ୍କ ନଟଖଟି ତ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ଯେତେବେଳେ ସେମାନଙ୍କ ପ୍ରତିଭାକୁ କିଏ ଦେଖେ ସେ ପ୍ରଶଂସା ନ କରି ରହିପାରେନା। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Girl message in a bottle discovered after 25 years later
ଚିଠି ଲେଖି ସମୁଦ୍ରରେ ଫିଙ୍ଗିଦେଇଥିଲେ, ୨୫ ବର୍ଷ ପରେ ମିଳିଲା ଉତ୍ତର

ଚିଠି ଲେଖି, ବୋତଲରେ ପୂରେଇ ସମୁଦ୍ରକୁ ଫିଙ୍ଗି ଦେଇଥିଲେ। ଦୀର୍ଘ ୨୫ ବର୍ଷ ପରେ ୮୦୦ ମାଇଲ୍ ବାଟରୁ ଆସିଲା ଉତ୍ତର।

Cat was seen sweating in the gym
ଜିମ୍‌ରେ ଝାଳ ବୁହାଇଲା ବିଲେଇ; ମାରିଲା ୨୦ ସିଟ୍-ଅପ୍ସ

ଆଜିକାଲି ନିଜକୁ ଫିଟ୍ ରଖିବା ନେଇ ପିଲା ଠାରୁ ବୁଢା ପ୍ରାୟ ସମସ୍ତେ କିଛି ନା କିଛି ବ୍ୟାୟାମ କରୁଥିବା ଦେଖାଯାଏ। ଏ କ୍ଷେତ୍ରରେ ପଶୁମାନେ ବି ପଛରେ ପଡି ନାହାନ୍ତି। ଏକ ବିଲେଇ ଜିମ୍‌ରେ ୨୦ଟି ସିଟ୍-ଅପ୍ସ ମାରି ଏହାକୁ ପ୍ରମାଣିତ କରିଦେଇଛି।

TOMORROW UNION BUDGET
କୋଭିଡ୍ ମହାମାରୀରେ ତ୍ରସ୍ତ ଚାକିରିଆ ଓ ମଧ୍ୟବିତ୍ତଙ୍କୁ ଟିକସ୍ ରିହାତି ମିଳିବ କି?

ସଂସଦରେ ୨୦୨୧-୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ ଅର୍ଥାତ୍ ଜିଡିପି ୮ରୁ ୮.୫ ପ୍ରତିଶତ ବଢିବା ନେଇ ଏଥିରେ ଆକଳନ କରାଯାଇଛି।

Nora Fatehi looked glamorous in her winter look
ଶୀତବସ୍ତ୍ର ପିନ୍ଧି ପରିବେଶକୁ ଉଷ୍ମକଲେ ଡ୍ୟାନ୍ସ ଗାର୍ଲ ନୋରା ଫତେହୀ

ନୋରା ଫତେହୀଙ୍କ ଫ୍ୟାନ୍ ଫଲୋର୍ସଙ୍କ ସଂଖ୍ୟା କମ ନାହିଁ। ତାଙ୍କୁ ତାଙ୍କ ଆକର୍ଷଣୀୟ ଚେହେରାର ଝଲକରେ ସମସ୍ତଙ୍କୁ ବାନ୍ଧି ରଖିବାର କଳା ବେଶ ଜଣା। ନିକଟରେ ଏକ ଶୀତକାଳୀନ ପୋଷାକରେ ପ୍ରଶଂସକଙ୍କୁ ପାଗଳ କରିବାରେ ଲାଗିଛନ୍ତି ଏହି ସୁନ୍ଦରୀ।

Naginis of Ekta Kapoor
ଏକତା କପୁରଙ୍କ ନାଗୁଣୀ; କରୋନା ସହିତ ଲଢିବ ତେଜସ୍ୱୀ ପ୍ରକାଶ

ବେଶ୍‌ ଲୋକପ୍ରିୟ ହୋଇପାରିଛି ଏକତା କପୁରଙ୍କ ‘ନାଗିନ୍’ ସିରିୟଲ୍। ଏହାର ୫ଟି ସିଜିନ୍‌ର ନାଗୁଣୀମାନଙ୍କୁ ଦର୍ଶକେ ଦେଖି ସାରିଛନ୍ତି। ତେବେ ୬ଷ୍ଠ ସିଜିନ୍‌ର ନାଗୁଣୀ ଭାବେ ଆସୁଛନ୍ତି ତେଜସ୍ୱୀ ପ୍ରକାଶ। ନାଗୁଣୀ ସାଜି କରୋନା ମହାମାରୀ ସହ ଲଢିବେ।

Which seat to choose  during aeroplane journey
ବିମାନ ଯାତ୍ରା କରିବାକୁ ଯାଉଛନ୍ତି କି; କେଉଁ ସିଟ୍ ବାଛିବେ?

ବିମାନ ଯାତ୍ରା ପାଇଁ ଠିକ ସିଟ୍ ନ ମିଳିଲେ ଯାତ୍ରା ଆରାମଦାୟକ ହୋଇ ନଥାଏ। ତେବେ ଜାଣି ରଖନ୍ତୁ କେଉଁ ସିଟ୍ ବାଛିଲେ ବିମାନ ଯାତ୍ରା ଲାଭଦାୟକ ହେବ।

Man made his own face as mask
ଅଜବ; ଧରାପଡିବାରୁ ନିଜ ମୁହଁକୁ କରିଦେଲେ ମାସ୍କ

ବ୍ୟକ୍ତି ପିନ୍ଧି ନଥିଲେ ମାସ୍କ। ବାଟରେ ଧରା ପଡିଲେ। ନିଜ ମୁହଁକୁ ମାସ୍କ କରି ଦେଖେଇଦେଲେ।

Young fashion model finds success working as an auntie
ବୟସ ମାତ୍ର ୨୯; କିନ୍ତୁ ଦୁନିଆ ପାଇଁ ଆଣ୍ଟି, କମଉଛନ୍ତି ଅନେକ ଟଙ୍କା

ଝିଅମାନେ ସାଧାରଣତଃ ନିଜ ବୟସକୁ ଲୁଚାନ୍ତି। କହିବାକୁ ହେଲେ କମେଇକି କୁହନ୍ତି। କିନ୍ତୁ ଜଣେ ୨୯ ବର୍ଷର ଯୁବତୀ ଦୁନିଆ ଆଗରେ ନିଜକୁ ୪୦-୫୦ ବର୍ଷ ବୋଲି କହି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।

EXPECTION FROM BUDGET
ବଜେଟ୍ : ବଢ଼ିବ କି ବ୍ୟକ୍ତିଗତ ଆୟକର ଛାଡ଼ ସୀମା?

ସରଳ ହେବ କି ଆୟକର ସ୍ଲାବ୍? ବଢ଼ିବ କି ବ୍ୟକ୍ତିଗତ ଆୟକର ଛାଡ଼ ସୀମା? ସଞ୍ଚୟ ବୃଦ୍ଧି ଲାଗି ମିଳିବ କି ଅଧିକ ଟିକସ ରିହାତି? କୋଭିଡ୍ ପରେ ନ୍ୟୁ ନର୍ମାଲ ପାଲଟିଥିବା ୱାର୍କ ଫ୍ରମ୍ ହୋମ୍ ଲାଗି ପ୍ରଚଳନ ହେବ କି ୱାର୍କ ଫ୍ରମ୍ ହୋମ୍ ଭତ୍ତା...

How was the last day of gandhiji life
ଭୋର୍ ୩.୩୦ରୁ ସନ୍ଧ୍ୟା ୫ଟା କିପରି ଥିଲା ଗାନ୍ଧୀଙ୍କ ଶେଷ ଦିନ

ସବୁଦିନ ଭଳି ସେଦିନ ବି ଗାନ୍ଧିଜୀ ଭୋରୁଥିଲେ। ମୃତ୍ୟୁଜନିତ ଅନେକ ସଂକେତ ବି ଦେଇଥିଲେ। ବଲ୍ଲଭଭାଇ ପଟେଲଙ୍କ ସହ ଅନେକ ଆଲୋଚନା ବି କରିଥିଲେ। ଅନେକଙ୍କୁ ଚିଠିର ଜବାବ ବି ଦେଇଥିଲେ।

Urvashi Rautela wore 40 crore real gold dress
୪୦ କୋଟି ଟଙ୍କାର ସୁନାର ପୋଷାକ ପିନ୍ଧିଲେ ସୁନ୍ଦରୀ ଉର୍ବଶୀ

ସୁନାର ପୋଷାକରେ ଚମକିଲେ ସୁନ୍ଦରୀ ଉର୍ବଶୀ ରୌତେଲା। ଏହାର ମୂଲ୍ୟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି। ଆରବ ଫ୍ୟାଶନ ସପ୍ତାହରେ ଉର୍ବଶୀ ଏକ ଶୋ ଷ୍ଟପର୍ ରାମ୍ପ୍‌ରେ ନିଜର ଚମତ୍କାର ଦେଖେଇଛନ୍ତି।

Aishwarya Rai Bachchan’s 5 most beautiful photos
ଐଶ୍ୱର୍ଯ୍ୟାଙ୍କ ଏହି ୫ ଫଟୋ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରମାଣ କରେ

ଝିଅର ମା’ ହେବା ପରେ ବି କମିନି ଐଶ୍ୱର୍ଯ୍ୟାଙ୍କ ଚମକ। ଆଜି ବି ସେ ରେଡ୍ କାର୍ପେଟ୍‌ରେ ଚାଲିଗଲେ ବିଚାରକଙ୍କ ହୋସ୍ ଉଡିଯାଏ। ଆପଣ ବି ଯଦି ତାଙ୍କର ଏହି ଫଟୋଗୁଡିକୁ ଦେଖନ୍ତି ତେବେ ତାଙ୍କ ସୌନ୍ଦର୍ଯ୍ୟର ପ୍ରମାଣ ପାଇଯିବେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।