• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Men have 3 girlfriends, women unable to find boyfriends
ଏଠି ଶସ୍ତାରେ ମିଳନ୍ତି ପ୍ରେମିକା; ଜଣେ ପିଛା ୩

କୁହାଯାଏ ପ୍ରେମ ଶାଶ୍ୱତ ଓ ଚୀରନ୍ତନ ସତ୍ୟ। ପ୍ରେମ ପାଇଁ ଯାଇଛି ଅନେକ ଜୀବନ। କିନ୍ତୁ ଆଜିର ସମାଜରେ ପ୍ରେମ ହୋଇଛି ଦିଗହରା। ଜଣେ ବ୍ୟକ୍ତି ସହିତ ଅନ୍ୟଜଣେ ସବୁଦିନ ପାଇଁ ରହିବା ମନଭାବ ଆଉ ନାହିଁ। ସେ ପୁରୁଷ ହେଉ କି ନାରୀ ଜଣକୁ ପ୍ରେମ କରୁଥିଲେ...

Blackening the bride before marriage
ଏଠି ବିବାହ ପୂର୍ବରୁ ଝିଅକୁ କରାଯାଏ ବିକୃତ, ଜାଣନ୍ତୁ କାରଣ

ବିବାହ ସମୟ ଯେତେ ପାଖେଇ ଆସେ ଝିଅ ନିଜକୁ ସେତେ ସଜ କରେ। କାରଣ ସେ ତା’ର ମନ ମଣିଷକୁ ଦେଖେଇବାକୁ ଚାହେଁ ଯେ ସେ ହେଉଛି ଦୁନିଆର ସବୁଠାରୁ ସୁନ୍ଦରୀ ଯୁବତୀ। କିନ୍ତୁ ଏ ଦୁନିଆରେ ଏପରି ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ବିବାହ ପୂର୍ବରୁ...

Werid tradition, men get haircut from sickle
ଅଜବ ପରମ୍ପରା; ଦା’ରେ କଟାହୁଏ ପୁରୁଷଙ୍କ ଚୁଟି

ଏ ଦୁନିଆରେ ଏମିତି ଅନେକ ପରମ୍ପରା ରହିଛି ଯାହାକୁ ଜାଣିଲା ପରେ ଆଶ୍ଚର୍ଯ୍ୟ ଲାଗେ। ବିଭିନ୍ନ ଆଦିବାସୀ ସମ୍ପ୍ରଦାୟରେ ଏଭଳି ଅନେକ ପ୍ରାଚୀନ ପରମ୍ପରା ଦେଖାଯାଏ ଯାହା ଅନନ୍ୟ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଜନଜାତି ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଆଜି ବି ସେମାନଙ୍କର...

Kangana Ranaut received Padma Shri award
ସଂଘର୍ଷର ରାଣୀ କଙ୍ଗନା : ପାଉଁରୁଟି ଓ ଆଚାର ଖାଇ ଶିଖୁଥିଲେ ଅଭିନୟ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବଲିଉଡ୍ ରାଣୀ କଙ୍ଗନା ରାଣାୱତ୍। ସବୁବେଳେ ବିବାଦରେ ରହୁଥିବା ଏହି ଅଭିନେତ୍ରୀଙ୍କ ଜୀବନ ଯାତ୍ରା ସଂଘର୍ଷରେ ଥିଲା ପରିପୂର୍ଣ୍ଣ। ଗ୍ଲାମର ଦୁନିଆରେ ନିଜ ଭବିଷ୍ୟତର ସ୍ୱପ୍ନ ଦେଖି ମାତ୍ର ୧୬ ବର୍ଷରେ ଛାଡିଥିଲେ ଘର। ଝିଅର ପଥଭ୍ରଷ୍ଟ ଦେଖି ଘର ଲୋକ କରିଦେଲେ...

Rajinikanth’s Annathe beat Akshay Kumar’s Sooryavanshi
‘ସୂର୍ଯ୍ୟବଂଶୀ’କୁ ଟକ୍କର ଦଉଛି ‘ଅନ୍ନାଥେ’, ଜାଣନ୍ତୁ କିଏ କାହା ଉପରେ ଭାରୀ

ଏହି ଦୀପାବଳୀ ଦର୍ଶକଙ୍କ ପାଇଁ ନେଇ ଆସିଛି ମନୋରଞ୍ଜନର ମାହୋଲ। ଲକ୍‌ଡାଉନ୍‌ ପରେ ପ୍ରେକ୍ଷାଳୟଗୁଡିକ ଚଳଚଞ୍ଚଳ ହୋଇପଡିଥିବା ବେଳେ ପରଦାକୁ ଆସିଛି ଅନେକ ଫିଲ୍ମ। ଭାରତୀୟ ଫିଲ୍ମ ‘ଅନ୍ନାଥେ’ ଓ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସ୍‌ରେ ଯେଉଁଭଳି ଭାବେ ପ୍ରଦର୍ଶନ କରୁଛନ୍ତି ଏଥିରୁ ଲାଗୁଛି ଏହି ଦୁଇ ଫିଲ୍ମ ଖୁବ୍...

American man who never forgets anything
ଅଜବ ବ୍ୟକ୍ତି : ବର୍ଷ ବର୍ଷ ଧରି ସବୁ ଘଟଣା ମନେ ରଖୁଛନ୍ତି

ସାଧାରତଃ ଦୁଇ ତିନି ଦିନ ଗୋଟିଏ କଥା ମନେ ରହିବା କଷ୍ଟ ହୋଇପଡୁଛି। କିନ୍ତୁ ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସ୍ମୃତି ଶକ୍ତି ଏତେ ପ୍ରଖର ଯେ ତାଙ୍କୁ ଦେଖିଲା ପରେ ମନେହୁଏ ଯେ ସତେ ଯେପରି ତାଙ୍କ ମସ୍ତିଷ୍କରେ କମ୍ପ୍ୟୁଟରର ମେମୋରୀ ଲାଗିଛି। ବର୍ଷ ବର୍ଷ ଧରି...

7 year old boy started bank for children
ଚର୍ଚ୍ଚାରେ ବାଳକ : ୭ ବର୍ଷ ବୟସରେ ତିଆରି କରିଦେଲେ ବ୍ୟାଙ୍କ

ସମସ୍ତେ ଜାଣନ୍ତି ଯେ ଛୋଟ ପିଲାମାନେ ପାଠ ପଢା ସହ ଖେଳ କୁଦ କରନ୍ତି। ବେପାର ବଣିଜ କିମ୍ବା ସମାଜ ଚିନ୍ତା ଏମାନଙ୍କ ପାଖରେ ନ ଥାଏ। କିନ୍ତୁ ଏହି କଥାକୁ ଭୁଲ୍ ବୋଲି ପ୍ରମାଣ କରି ଦେଖେଇଛନ୍ତି ଜଣେ ୭ ବର୍ଷର ବାଳକ। ଏହି ବୟସରେ ସେ...

Model breasts criticized by people
ସୌନ୍ଦର୍ଯ୍ୟ ହୋଇଛି କାଳ; ନିଜ ଶରୀରକୁ ନେଇ ଗାଳି ଶୁଣୁଛନ୍ତି ମଡେଲ୍

ସୌନ୍ଦର୍ଯ୍ୟ ପାଲଟିଛି ଅଭିଶାପ। ନିଜ ଶରୀରର ଗଢଣକୁ ନେଇ ଅନେକ ଗାଳି ଶୁଣିବାକୁ ପଡୁଛି ଏହି ମଡେଲଙ୍କୁ। ତାଙ୍କ ଶରୀର ପ୍ରାକୃତିକ ନୁହେଁ, ଏହା ନକଲି ଶରୀର ବୋଲି ଅନେକ କୁହନ୍ତି। କିନ୍ତୁ ଏହି ମଡେଲ ତାଙ୍କ ଶରୀର ନକଲି ନୁହେଁ, ଏହା ପ୍ରାକୃତିକ ଶରୀର ବୋଲି ଦାବି...

No one died in this unique place for 70 years
ସରକାରଙ୍କ ଅଜବ ନିୟମ; ଏଠି ମରିବା ମନା

ଭାରତ ସହିତ ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠି ଏମିତି ଅଜବ ଜିନିଷ ଦେଖିବାକୁ ମିଳେ ଯାହା ବିଷୟରେ ଶୁଣିଲା ପରେ ବି ବିଶ୍ୱାସ କରି ହେବ ନାହିଁ। ଏମିତି ଏକ ଜାଗା ବିଷୟରେ ଆମେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି...

Heart wrenching video went viral on social media
ଘୋଡା ଓ ମହିଳାଙ୍କ ପ୍ରେମ କାହାଣୀ

ଅନେକ ଭାବନ୍ତି ପଶୁପକ୍ଷୀଙ୍କ ଠାରେ ଭାବପ୍ରବଣତା ନାହିଁ। ସେମାନେ ଜାଣନ୍ତି ନାହିଁ ସୁଖ, ଦୁଃଖ ସ୍ନେହ, ପ୍ରେମ ଆଦି। କିନ୍ତୁ ଲୋକଙ୍କ ଏହି ଭାବନାକୁ ଭୁଲ୍ ପ୍ରମାଣିତ କରିଛି ଏକ ଘୋଡା। ସୋସିଆଲ୍ ମିଡିଆରେ ଘୋଡାର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣେ ମହିଳାଙ୍କୁ ଗଭୀରଭାବେ...

Long hair village
ଏମିତି ଗାଁ, ଯେଉଁଠି ଶରୀର ଠାରୁ ବି ଲମ୍ବା କେଶ; ଜାଣନ୍ତୁ କାରଣ

କେଉଁ ମହିଳା ବା ନ ଚାହେଁ ତା’ର ଲମ୍ବା, କଳା ଓ ଘଞ୍ଚ କେଶ ନ ହେଉ। କିନ୍ତୁ ପାରିପାର୍ଶିକ ପରିବେଶ, ଖାଦ୍ୟ ଓ ଜୀବନଶୈଳୀ କେଶ ସମସ୍ୟାର କାରଣ ହେଉଛି। କାହାର ଚୁଟି ଝଡି ପତଳା ହୋଇଯାଉଛି ତ କିଏ ପୁଣି ଚନ୍ଦା। ଅନେକ ମହିଳାଙ୍କ ଚୁଟି...

In this village everyone does farming
କୃଷିର ଗାଁ ଲାଭାଗଡା, ଚାଷ କରି ଲୋକେ ଧନୀ

ଦେଶରେ କୃଷିକୁ ନେଇ ସଂକଟ ଦେଖାଦେଇଥିଲେ ବି ଏମିତି ଗାଁ ଅଛି ଯେଉଁଠି ଚାଷୀ ହେଉଛି ଧନୀ। ଗାଁର ପ୍ରତ୍ୟେକ୍ ଲୋକ ଚାଷ ଉପରେ ନିର୍ଭରଶୀଳ। ଏଠି ପନିପରିବା ଠାରୁ ଆରମ୍ଭ କରି ହୁଏ ମାଛ, ବତକ ଓ ଅନ୍ୟାନ୍ୟ ପଶୁପକ୍ଷୀ ଚାଷ। ଗାଁ ବର୍ଷସାରା ସବୁଜୀମାରେ ଭରପୂର।...

Hyderabad Nizam Mehboob Ali Khan wearing new clothes everyday
ଏହି ବ୍ୟକ୍ତି ଗୋଟିଏ ପୋଷାକକୁ ଥରେ ପିନ୍ଧନ୍ତି

ଏ ଦୁନିଆରେ ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର ରୁଚି ରହିଛି। କିଏ ଟଙ୍କା ରୋଜଗାର କରିବାକୁ ଭଲ ପାଏ ତ କିଏ ନାମ କମେଇବାକୁ ପସନ୍ଦ କରେ। ସେହିଭଳି କିଏ ବୁଲିବାକୁ ପସନ୍ଦ କରେ ତ ପୁଣି କିଏ ଖାଇବାକୁ। ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଡ୍ରେସ୍...

Palak Ttiwari set fire to the internet
ବୋଲ୍ଡ ଅବତାରରେ ଛାଇଗଲେ ପଲକ ତିୱାରୀ

ଆଜିକାଲି ପଲକ ତିୱାରୀ ହୋଇଯାଇଛନ୍ତି ଇଣ୍ଟରନେଟ୍ ସେନ୍ସୁଆଲ୍ ଗାର୍ଲ। ନିଜ ବୋଲ୍ଡ ଅବତାରରେ ସେ ସବୁବେଳେ ସମସ୍ତଙ୍କ ହୃଦୟରେ ନିଆଁ ଲଗେଇବା ନେଇ ପୂରା ପ୍ରସ୍ତୁତ। ଏବେ ସେ ତାଙ୍କର ଏମିତି ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯାହାକୁ ନେଇ ସମସ୍ତେ ଫିଦା ହୋଇଯାଇଛନ୍ତି।

Akshay Kumar and Katrina Kaif sizzling chemirstry in Tip Tip song
ବର୍ଷାରେ ଭିଜି ଭିଜି ନିଆଁ ଲଗେଇଲେ କାଟ୍ରୀନା

ରିଲିଜ୍ ହୋଇସାରିଛି କାଟ୍ରୀନା-ଅକ୍ଷୟ ଅଭିନୀତ ‘ସୂର୍ଯ୍ୟବଂଶୀ’। ଏହାକୁ ଦର୍ଶକେ ଖୁବ ପସନ୍ଦ କରୁଥିବା ବେଳେ ଏହାରି ଭିତରେ ରିଲିଜ୍ ହୋଇଛି ଏହାର ୪ ନମ୍ବର ଗୀତ ‘ଟିପ୍ ଟିପ୍ ବରଷା ପାନି’। ଏଥିରେ କାଟ୍ରୀନାଙ୍କ ଆକର୍ଷଣୀୟ ଅଙ୍ଗଭଙ୍ଗୀ ସମସ୍ତଙ୍କୁ ପାଗଳ କରିବାରେ ଲାଗିଛି। ପ୍ରଶଂସକମାନେ ଏହା ଦେଖି ମୂଳ...

Aunty did such a dance, seeing which the girls were left laughing
ଆଣ୍ଟିଙ୍କର ଏହି ଡ୍ୟାନ୍ସ ଆପଣ ଆଖିକୁ ବି ଟେରା କରିଦେବ

ସୋସିଆଲ୍ ମିଡିଆରେ ତ ଅନେକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓଗୁଡିକ ଏତେ ମଜ୍ଜାଳିଆ ଯେ ଯାହାକୁ ବାରମ୍ବାର ଦେଖିବାକୁ ଇଛା ହୁଏ। ଏବେ ଜଣେ ଆଣ୍ଟିଙ୍କର ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ହସି ହସି ଆପଣଙ୍କ ପେଟ ଦରଜ ହେଇଯିବ।

Same girl acted as sister in law and mother in law
କିମିଆ କଲା କୁନି ଝିଅର ଶାଶୂ-ବୋହୂ ଅଭିନୟ

ଶାଶୂ-ବୋହୂ କଳିକୁ ନେଇ ଅନେକ ଯାତ୍ରା, ନାଟକ, ଫିଲ୍ମ ଆଦି ରହିଛି। କିନ୍ତୁ ଏବେ ସୋସିଆଲ୍ ମିଡିଆରେ ଏ ସଂପର୍କିତ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହୃଦୟ ଚୋରି କରିନେବ। ଗୋଟିଏ କୁନି ଝିଅ ଉଭୟ ଶାଶୂ ଓ ବୋହୂର ଅଭିନୟ କରି ଲୋକଙ୍କ...

Adi Shankaracharya spread Sanatan Dharma
କିଏ ଥିଲେ ଆଦି ଶଙ୍କରାଚାର୍ଯ୍ୟ

ଶଙ୍କରାଚାର୍ଯ୍ୟ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ ଶେଷରେ କେଦାରନାଥରେ ପହଞ୍ଚିଥିଲେ ଓ ଏଠାରେ ଶରୀର ତ୍ୟାଗ କରିଥିଲେ। ଏହି ଯାତ୍ରା ସମୟରେ ସେ ଗୋକର୍ଣ୍ଣ, ମୁକାମ୍ବିକା, ଶୃଙ୍ଗାଗିରି, କଲାଡି, ଦ୍ୱାରକା ସମେତ ଅନେକ ସ୍ଥାନକୁ ଯାତ୍ରା କରିଥିଲେ। ଜନ୍ମରୁ ହିଁ ଆଦି ଶଙ୍କରାଚାର୍ଯ୍ୟ ଭିନ୍ନ ଥିଲେ। ସେ...

Stones hanging in the air on this lake
ଏହି ହ୍ରଦ ଉପରେ ଶୂନ୍ୟରେ ଝୁଲେ ପଥର ଖଣ୍ଡ

ଏ ଦୁନିଆରେ ଏମିତି ହ୍ରଦ ଅଛି ଯେଉଁଠି ଅଜବ ଜିନିଷ ଦେଖିବାକୁ ମିଳେ। ପ୍ରକୃତିର ଏହି ରହସ୍ୟ ଏଠାରେ ନିଆରା ଲାଗେ। ଏହି ହ୍ରଦର ପାଣି ଉପରେ ପଥରଗୁଡିକ ସତେ ଯେପରି ପବନରେ ଝୁଲିଲା ଭଳି ଦେଖାଯାଏ। ତେବେ ଏହା କେଉଁଠି, କାହିଁକି ଓ କେତେବେଳେ ହୁଏ ଆସନ୍ତୁ...

Indian Army Recruitment 2022: 'No Relaxation In Age Limit'- PIB Fact Check Busts Fake News
ଭାରତୀୟ ସେନାରେ ନିଯୁକ୍ତି : ଘୂରିବୁଲୁଛି ମିଛ ଖବର

ଭାରତୀୟ୍ ସେନାରେ ନିଯୁକ୍ତି ନେଇ ଏକ ମିଛ ଖବର ସାମ୍ନାକୁ ଆସିଛି। ଭାରତୀୟ ସେନାରେ ବୟସ ସୀମା କୋହଳ ହେବାର ଏକ ମିଥ୍ୟା ଖବର ଆସିଛି। ଭାରତ ସରକାର ୨ ବର୍ଷର ବୟସ ସୀମା କୋହଳ କରିଛନ୍ତି ବୋଲି ଏକ ମିଥ୍ୟା ଖବର ନିକଟରେ ପ୍ରଚାର କରାଯାଇଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।