ଖୋଲିବ ରୁଟି ତିଆରି ଏକାଡେମୀ। ଶିଖାଯିବ କିପରି ଫଟାଫଟ ତିଆରି କରିବେ ଗୋଲ୍ ଗୋଲ୍ ରୁଟି। ଡିଗ୍ରୀ ପାଇବା ପରେ ମିଳିବ ଏମିତି ଚାକିରି, ମାସକୁ କରିପାରିବେ ଲକ୍ଷେ ଟଙ୍କା ରୋଜଗାର।
ବ୍ୟକ୍ତିଙ୍କ ପାଖରେ ରହିଛି ନିଆରା ଶକ୍ତି। ନିଜ ଶରୀରରେ ଧରି ରଖିପାରୁଛନ୍ତି ଅନେକ ଚାମଚ। ଏହି କାରଣରୁ ସେ ଆଜି ବିଶ୍ୱ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି।
ଆଜିକାଲି ସମୟରେ ଗୋଟିଏ ପତ୍ନୀଙ୍କୁ ବି ସମ୍ଭାଳିବା କଷ୍ଟ ହୋଇପଡେ। ଯଦି କୌଣସି ବ୍ୟକ୍ତିଙ୍କର ଦୁଇଟି ପତ୍ନୀ ଥାଏ ତେବେ ସେମାନେ ପରସ୍ପର ମଧ୍ୟରେ କଳି ଝଗଡା କରିବା ଥୟ। କିନ୍ତୁ ଜଣେ ବ୍ୟକ୍ତି ୮ ପତ୍ନୀଙ୍କ ସହ ଗୋଟିଏ ଘରେ ରହୁଥିଲେ ବି ପରସ୍ପର ମଧ୍ୟରେ ରହିଛି...
ମସାଜ୍ ହେଲା କାଳ। ନେଇଗଲା ଜୀବନ। ମହିଳାଙ୍କ ହାତର ଛୁଆଁରେ ଅଚେତ ହୋଇଯାଇଥିଲେ ବୃଦ୍ଧ। ପରେ ଜଣାଗଲା ଯେ ତାଙ୍କର ମୃତ୍ୟୁ ହୋଇଛି।
ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ଛଡ଼ାଇ ନେଇଛି। ସବୁଠାରୁ ଅଧିକ ସମସ୍ୟାରେ ଅଛନ୍ତି ମଧ୍ୟବିତ୍ତ। ଆର୍ଥିକ ସୁଧାର ଓ ନିଯୁକ୍ତିକୁ ଗୁରୁତ୍ୱ ଦେବା ସହ ମହାମାରୀ ଯୋଗୁଁ ଚାପରେ ଥିବା ମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ନେଇପାରନ୍ତି ପଦକ୍ଷେପ।
ଏବେ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ। ‘କଚ୍ଚା ବାଦାମ’ ଗୀତ ଗାଇ ପୁଣି ହେଉଛନ୍ତି ଭାଇରାଲ। କେହି କେହି ପସନ୍ଦ କରୁଥିବା ବେଳେ ଅନେକ ଟ୍ରୋଲ୍ ମଧ୍ୟ କରୁଛନ୍ତି।
ବାହାରିଲା ଭାଇଜାନ ତଥା ସଲମାନ ଖାନ୍ଙ୍କ ନୂଆ ଗୀତ 'ଡ୍ୟାନ୍ସ ୱିଥ୍ ମି'। ଏହି ଗୀତକୁ ସଲମାନ ନିଜେ ଲେଖିଥିବା ବେଳେ ନିଜେ ଗାଇଛନ୍ତି। ତାଙ୍କର ଏହି ମ୍ୟୁଜିକ୍ ଭିଡିଓରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳେ।
ବଲିଉଡ୍ରେ ଅନେକ ନାମକରା ଗାୟକ ଅଛନ୍ତି ଯେଉଁମାନଙ୍କ ନାମରେ ହିଁ ଗୀତ ଚାଲେ। ଏମାନଙ୍କ ଗୀତକୁ ଲୋକେ ଖୋଜି ଖୋଜି ଶୁଣନ୍ତି। ତେବେ ସେମାନେ ଗୋଟିଏ ଗୀତ ରେକର୍ଡିଂ କରିବାକୁ ଲକ୍ଷ ଲକ୍ଷ ଟଙ୍କା ନେଇଥାନ୍ତି।
ସାଧାରଣତଃ ଭାରତୀୟ ବିବାହରେ କନ୍ୟାର ଲଜ୍ଜା ଓ ସରଳତା ଦେଖାଯାଏ। କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଏମିତି ଏକ କନ୍ୟାର ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କନ୍ୟା ଜଣକ ଗାଡି ଉପରେ ବସି ନାଚି ନାଚି ଏଣ୍ଟ୍ରୀ ମାରୁଥିବା ଦେଖାଯାଏ।
ସେନାରେ ଚାକିରି କରିବା ନେଇ ଅନେକଙ୍କ ସ୍ୱପ୍ନ ଥାଏ। ଥରେ ଏହି ସୁଯୋଗ ମିଳିଗଲେ ଆନନ୍ଦର ସୀମା ରୁହେ ନାହିଁ। କିନ୍ତୁ ଜଣେ ମହିଳା ଆଡଲ୍ଟ ଫିଲ୍ମ କରିବେ ବୋଲି ସେନାକୁ ବି ତୁଚ୍ଛ କରିଦେଲେ।
ମା’ ହେବାକୁ କେଉଁ ମହିଳା ବା ନ ଚାହେଁ। ମା’ ହେବା ପରେ ଜଣେ ମହିଳା ପୂର୍ଣ୍ଣାଙ୍ଗ ରୂପ ନିଏ ବୋଲି କୁହାଯାଏ। କିନ୍ତୁ ପ୍ରତ୍ୟେକ ମହିଳା ଗର୍ଭଧାରଣର ଯନ୍ତ୍ରଣା ସହିଥାନ୍ତି। ଗର୍ଭଧାରଣ ବେଳେ ଜଣେ ମା’ଙ୍କର ପେଟ କିପରି ବିରାଟ ଆକାର ନେଲା ଦେଖନ୍ତୁ।
ତରଙ୍ଗ ସିନେ ପ୍ରଡକ୍ସନ ଦର୍ଶକଙ୍କୁ ଭେଟିଦେବାକୁ ଯାଉଛି ଏହାର ନୂଆ ଫିଲ୍ମ ‘ସମାପାଜୁର ରଘୁ’। ଏକ ଭିନ୍ନ ଧରଣରେ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ। ତେବେ ଜାଣନ୍ତୁ କେବେ ଓ କେତେବେଳେ ହେବାକୁ ଯାଉଛି ରିଲିଜ୍।
ରାଜ୍ୟ ରାଜଧାନୀରେ ଲୁଟେରାଙ୍କ ରାଜ୍ ଚାଲିଥିବା ବେଳେ ଟିକିଏ ଅସାବଧାନ ହେଲେ, ଆଖି ପିଛୁଳାକେ ଲୁଟ୍ର ଶିକାର ଭୟ ରହିଛି। ଗଲା କିଛି ଦିନ ଧରି ସ୍ମାର୍ଟସିଟିରେ ସିରିଜ୍ ଲୁଟ୍ ଚାଲିଥିବା ବେଳେ ଏବେ ସାମ୍ନାକୁ ଆସିଛି ଭିନ୍ନ ତରିକାରେ ଲୁଟ୍ର ଆଉ ଏକ କାହାଣୀ।
ଦେଖାଦେଇଛି ସ୍କୁଲ୍ ଖୋଲିବାର ସମ୍ଭାବନା। ଏନେଇ କେନ୍ଦ୍ର ସରକାର ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରିକରିବା ସମ୍ଭାବନା ରହିଛି। ତେବେ କେନ୍ଦ୍ରର ଆଡ୍ଭାଇଜରି ଆସିଲେ ମଧ୍ୟ ସ୍କୁଲ୍ ଖୋଲିବେ କି ନାହିଁ ରାଜ୍ୟ ସରକାରମାନେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ନିଜସ୍ୱ ନିଷ୍ପତ୍ତି ନେଇପାରିବେ।
ବିଭିନ୍ନ କାରଣକୁ ନେଇ ପଦ୍ମ ଭୂଷଣଙ୍କ ଝିଅ ଶ୍ରୁତି ହାସନ ବଦନାମର ଶିକାର ହୋଇଛନ୍ତି। ଥରେ କି ଦୁଇ ଥର ନୁହେଁ, ସେ ତାଙ୍କ ଜୀବନରେ ୬ ଥର ବଦନାମ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ବଦନାମୀର କାରଣ।
ମାତ୍ର ୧୨ ବର୍ଷରେ କରିଦିଆଗଲା ବିବାହ। କିଛି ଦିନ ପରେ ସ୍ୱାମୀଙ୍କର ହେଲା ଦେହାନ୍ତ। ଫେରିଆସିଲେ ବାପଘର। ସମାଜସେବାରେ ଦେଲେ ମନ। ଏବେ ପଦ୍ମ ସମ୍ମାନରେ ସମ୍ମାନୀତ।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ନଜର ଆସିଛନ୍ତି ଦୁଇ ଯବାନ। ଜଣେ ମହମ୍ମଦ ରଫିଙ୍କ ଏକ ଦେଶପ୍ରେମ ଗୀତ ଗାଉଥିବା ବେଳେ ଅନ୍ୟଜଣେ ବଜଉଛନ୍ତି ଗୀତାର। ଯାହା ଏବେ ଚର୍ଚ୍ଚାର କେନ୍ଦ୍ର ହୋଇଛି।
ସୁପରମାର୍କେଟ୍ରେ ଏକ ସୁନ୍ଦର ଶିଶୁକୁ ଦେଖି ଲୋଭରେ ପଡିଗଲେ ଜଣେ ମହିଳା। ତାଙ୍କୁ କିଣିବା ନେଇ ଶିଶୁର ମା’ ପାଖରେ ଧରିଲେ ଜିଦ୍। ସେ ମନାକରିବାରୁ ଦେଲେ ଧମକ। ପରେ କ’ଣ ହେଲା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ।
ଦେଶର ସ୍ୱାଧୀନତା ସଂଗ୍ରାମ ହେଉ ବା ଦେଶକୁ ବିଶ୍ୱ ସାମ୍ନାରେ ଭିନ୍ନ କରିବା ହେଉ ଭାରତୀୟ ନାରୀଙ୍କ ଅବଦାନ କମ ନାହିଁ। ଆସନ୍ତୁ ଜାଣିବା ସେଭଳି କିଛି ନାରୀଙ୍କ ବିଷୟରେ ଯେଉଁମାନଙ୍କ ପାଇଁ ଦେଶ ଆଜି ଗର୍ବ କରେ।
କୁନି ଝିଅଟି ଚାହୁଁଥିଲା ଚିପ୍ସ ପ୍ୟାକେଟ୍ କିଣିବାକୁ। ମା’କୁ କହିବାରୁ ସେ ସିଧା ମନାକରିଦେଲେ। ତା’ପରେ ଝିଅଟି ଯେଉଁ ଚାଲାକି ଖେଳିଲା ଯେକୌଣସି ମା’ ବି ଚିପ୍ସ କିଣିବାକୁ ବାଧ୍ୟହେବ।