• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Pramod Sawant declared Goa chief minister
ଗୋଆର ମୁଖ୍ୟମନ୍ତ୍ରୀ ପଦରେ ବସିବେ ପ୍ରମୋଦ ସାୱନ୍ତ

ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ ସାୱନ୍ତ। ବିଜେପି ବିଧାନସଭା ପାର୍ଟି ବୈଠକରେ ସେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବା ସହିତ ମୁଖ୍ୟମନ୍ତ୍ରୀ ପାଇଁ ତାଙ୍କ ନାମରେ ମୋହର ବାଜିଛି।

Pushkar Singh Dhami announced as the leader of uttarakhand
ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଧାମି

ଉତ୍ତରାଖଣ୍ଡକୁ ମିଳିଗଲା ନୂଆ ମୁଖ୍ୟମନ୍ତ୍ରୀ। ପୁଷ୍କର ସିଂ ଧାମି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ମୋହର ଲାଗିଛି।

Ram Gopal Varma hates the Kashmir Files
'ମୋର କାଶ୍ମୀର ଫାଇଲ୍ସ ପ୍ରତି ଘୃଣା ଆସିଯାଇଛି : ରାମ ଗୋପାଲ ବର୍ମା

‘ଦ କାଶ୍ମୀର ଫାଇଲ୍ସ’ର ଚର୍ଚ୍ଚା ଏବେ ଚାରିଆଡେ। ସମସ୍ତେ ଏହାକୁ ପ୍ରଶଂସା କରୁଛନ୍ତି। କିନ୍ତୁ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ଏହି ଫିଲ୍ମକୁ ଘୃଣା କରୁଥିବା କହିଛନ୍ତି। ତେବେ ଏହାର କାରଣ କ’ଣ ତାହା ସେ କହିଛନ୍ତି।

What is imdb rating which decides the scale of the hit and flop of a film
କ’ଣ ଏହି IMDbରେଟିଂ, ଯିଏ ସ୍ଥିର କରୁଛି ହିଟ୍ ଓ ଫ୍ଲପ୍ ଫିଲ୍ମ

ଆଇଏମ୍‌ଡିବି କ’ଣ? ଏହା କେବେ ଓ କିପରି ଆରମ୍ଭ ହେଲା? କିଏ ଏହାର ପ୍ରତିଷ୍ଠାତା? ଏହା କିପରି ବିଭିନ୍ନ ଫିଲ୍ମର ସମୀକ୍ଷା କରେ? ଜାଣିବା ପାଇଁ ପଢନ୍ତୁ…

Yoga for fatty liver disease
ଫ୍ୟାଟି ଲିଭର ସମସ୍ୟା ଦୂର ପାଇଁ ୩ ଜରୁରୀ ଆସନ

ଫ୍ୟାଟି ଲିଭର ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଖାଦ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ ବୋଲି ବିବେଚନା କରାଯାଏ। ଖାଦ୍ୟ ସହିତ ଦୈନନ୍ଦିନ ଜୀବନରେ କିଛି ଯୋଗାସନ ଅନ୍ତର୍ଭୁକ୍ତ କରିବା ମଧ୍ୟ ବହୁତ ଲାଭଦାୟକ ହୋଇପାରେ।

Russian cosmonauts wear Ukraine flag colour space suits
ୟୁକ୍ରେନ୍‌କୁ ମିଳୁଛି ସମର୍ଥନ; ଋଷ୍ ମହାକାଶଚାରୀ ବି ବାଦ୍‌ ପଡିଲେ ନାହିଁ

ଋଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ଋଷର ଲୋକମାନେ ମଧ୍ୟ ୟୁକ୍ରେନର ଲୋକଙ୍କୁ ସମର୍ଥନ କରୁଛନ୍ତି। ଏହି କାରଣରୁ ସେମାଙ୍କୁ ସମାଲୋଚିତ ହେବାକୁ ପଡୁଛି ଏହି ସମୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଋଷ୍‌ର ମହାକାଶଚାରୀମାନେ ମଧ୍ୟ ୟୁକ୍ରେନ୍‌କୁ ସମର୍ଥନ କରୁଥିବା ଜଣାପଡିଛି।

Old man singing so well internet gone crazy over it
ବୃଦ୍ଧଙ୍କ ଯାଦୁଗରୀ ସ୍ୱର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟିକଲା

ବୃଦ୍ଧଙ୍କ ପ୍ରତିଭା ଦେଖି ଲୋକମାନେ ପାଗଳ ହେଉଥିବା ଦେଖାଯାଏ। ତାଙ୍କର ଏହି ପ୍ରତିଭା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟି କରୁଛି। ସେ ହାତରେ ଏକ ଛୋଟ ବାଦ୍ୟଯନ୍ତ୍ର ସହିତ ଯୁଗଳବନ୍ଦୀ କରୁଥିବା ବେଳେ ବୃଦ୍ଧଙ୍କର ସ୍ୱର ଏତେ ମଧୁର ଲାଗୁଛି ଯେ ସିଏ ଶୁଣିବ ସେ ସେଇଠି...

Brother gets emotional after holding his newborn sister
ନିଜ ନୂଆ ଭଉଣୀକୁ କୋଳରେ ଧରି କାନ୍ଦି ପକେଇଲା କୁନି ଭାଇ

ସୋଆସିଲ୍ ମିଡିଆରେ ଭାଇରାଲ ହେଉଛି ଏକ ଭାବପ୍ରବଣ ଭିଡିଓ। ଏକ ଛୋଟ ଝିଅକୁ ନିଜ କୋଳରେ ଧରିବା ମାତ୍ରେ ଏକ ପିଲା ଖୁସି ହୋଇଯାଉଥିବା ଦେଖାଯାଏ। ଏହି ପିଲାଟି ପ୍ରଥମ ଥର ପାଇଁ ତା ସାନ ଭଉଣୀକୁ କୋଳରେ ଧରିଛି, ଯେଉଁଥିପାଇଁ ତା ଆଖିରୁ ଖୁସିର ଲୁହ ଝରିଆସୁଛି।

Tiger and Kriti shared their look from the set of Ganapath
ଦୀର୍ଘ ୮ ବର୍ଷ ପରେ ପୁଣି ଏକାଠି ଆସିବେ ଟାଇଗର - କୃତି

ପୁଣି ଏକାଠି ଆସିବେ ଟାଇଗର ଶ୍ରଫ୍ ଓ କୃତି ସାନନ୍। ଉଭୟଙ୍କୁ ଆକ୍ସନ ଓ ରୋମାଣ୍ଟିକ୍ ମୁଡରେ ଦେଖିବାକୁ ମିଳିବ। ଉଭୟବଙ୍କ ଫଟର ଝଲକ ଦେଖିବାକୁ ମିଳିଛି।

Pakhala in odia tradition; medicine for many disease
ଓଡିଆ ପରମ୍ପରାରେ ପଖାଳ; ଦୂର କରିଥାଏ ଅନେକ ରୋଗ

ପ୍ରତି ଓଡିଆର ମୁଖ୍ୟ ଖାଦ୍ୟ ହେଉଛି ପଖାଳ। ଏହାର ଇତିହାସ କ’ଣ? ଏହା ଆମ ପରମ୍ପରା ସହିତ କିପରି ଜଡିତ? ପଖାଳ କେତେ ପ୍ରକାର? ଏଥିରେ କେଉଁ ରୋଗ ଭଲ ହୁଏ? କେଉଁମାନେ ଖାଇବେ ଓ କେଉଁମାନେ ନ ଖାଇବେ ଜାଣିବା ପାଇଁ ପଢନ୍ତୁ।

Kangana Ranaut talks about Vivek Agnihotri
'ଦ କାଶ୍ମୀର ଫାଇଲ୍ସ'କୁ ପ୍ରଶଂସା କରିବାକୁ କଙ୍ଗନାଙ୍କୁ ସରକାରଙ୍କ ଠାରୁ ଲାଞ୍ଚ ମିଳିଛି

କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ଉପରେ ଆଧାରିତ ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟିକରିଛି। ଅଭିନେତ୍ରୀ କଙ୍ଗନା ରାଣାୱତ ଏହାକୁ ପ୍ରଶଂସା କରିବାରୁ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଜଣେ କହିଛନ୍ତି ଏନେଇ ସେ ସରକାର ଠାରୁ ଲାଞ୍ଚ ନେଇଛନ୍ତି।

The Kashmir files 3 stars from family of kashmiri pandits
'ଦ କାଶ୍ମୀର ଫାଇଲ୍ସ'ର ୩ କଳାକାର ପଣ୍ଡିତ ପରିବାରର; ବାକି ସାମ୍ବାଦିକ, ପ୍ରଯୋଜକ

'ଦ କାଶ୍ମୀର ଫାଇଲ୍ସ' ର କଳାକାରମାନେ ସେମାନଙ୍କର ଚରିତ୍ରକୁ ଖୁବ ଭଲ ଭାବରେ ଫୁଟେଇଛନ୍ତି। ତେବେ ସବୁଠାରୁ ରୋଚକ କଥା ହେଲା ଏହି ଫିଲ୍ମରେ କାମ କରୁଥିବା କଳାକାରମାନେ ମଧ୍ୟ କାଶ୍ମୀର ପଣ୍ଡିତ ପରିବାରରୁ ଆସିଛନ୍ତି। ଜାଣନ୍ତୁ କିଏ ସେମାନେ?

Asanas for hand and leg pain relief
ଆପଣଙ୍କ ହାତ-ଗୋଡ ବିନ୍ଧା ହେଉଛି କି; ଆପଣାନ୍ତୁ ଏହି ୪ ଆସନ

ଲୋକମାନେ ଶାରୀରିକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅନେକ ସମୟରେ ହାତ – ଗୋଡ ମସାଜ୍ କରନ୍ତି। ମସାଜ୍‌ ଯନ୍ତ୍ରଣାକୁ ସାଙ୍ଗେ ସାଙ୍ଗେ ଆରାମ ଦେଇଥାଏ ସତ କିନ୍ତୁ ଏହା ଦୀର୍ଘ ସମୟ ପାଇଁ ନୁହେଁ। ତେଣୁ ଶରୀରର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ସ୍ଥାୟୀ...

Interview with Kashmir Pandit Sushil Pandit on related to The Kashmir Files
ସତ ଏମାନଙ୍କୁ ବାଧୁଛି; ପ୍ରତିକ୍ରିୟାରେ ଢାଙ୍କୁଣୀ ଦେବାକୁ ଚେଷ୍ଟା

କାଶ୍ମୀର ଉପରେ ଆତଙ୍କବାଦୀଙ୍କ ହୋଇଥିବା ବର୍ବରତାରେ ଅନେକ କାଶ୍ମୀର ପଣ୍ଡିତ ନିଜ ଜନ୍ମମାଟି ଛାଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୁଶିଲ ପଣ୍ଡିତ। ୧୯୯୦ରେ ସେ ନିଜ ଭିଟାମାଟି ଛାଡି ଦିଲ୍ଲୀରେ ରିଫ୍ୟୁଜ୍ ଭଳି ରହୁଛନ୍ତି। ତେବେ ସେ ‘ଦ କାଶ୍ମୀର ଫାଇଲ୍’କୁ ନେଇ ସେ କ’ଣ କହୁଛନ୍ତି...

brother-in-law Save sister in law from the tiger
ବାଘ ମୁହଁରୁ ଭାଉଜକୁ ରକ୍ଷାକଲା ଦିଅର

କଲରାପତରିଆ ବାଘ ଆକ୍ରମଣରେ ଭାଉଜ ଦିଅର କ୍ଷତ ବିକ୍ଷତ । ଭାଉଜକୁ ବାଘ ଆକ୍ରମଣ ସମୟରେ ଦିଅର ଲଢି ଲଢି ବାଘ ମୁହଁରୁ ବଞ୍ଚେଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Kangana Ranaut target the new government in punjab
ଟୁକ୍‌ଡେ ଟୁକ୍‌ଡେ ଗ୍ୟାଙ୍ଗ୍‌ ଦ୍ୱାରା ପଞ୍ଜାବରେ ନୂଆ ସରକାର : କଙ୍ଗନା

ପଞ୍ଜାବରେ ଆପ୍ ସରକାର ଗଠନ କରିଛି। ନୂଆ ମୁଖ୍ୟମନ୍ତ୍ରୀଭାବେ ଭଗବନ୍ତ ମାନ୍ ଶପଥ ନେଇଛନ୍ତି। ଏହାରି ଭିତରେ ପଙ୍ଗା ଗାର୍ଲ କଙ୍ଗନା ରାଣାୱତ ନୂଆ ସରକାର ପ୍ରତି ଉଠେଇଛନ୍ତି ଆଙ୍ଗୁଳି।

Rajpal Yadav career and cotroversy
ବଲିଉଡ୍‌ର କମେଡି କିଙ୍ଗ୍‌ ଦିନେ କରୁଥିଲେ ଟେଲରିଂ; ଜେଲ୍ ବି ଯାଇଥିଲେ

ହିନ୍ଦୀ ସିନେମାର କମେଡି ବାଦଶାହା ଭାବେ ରାଜପାଲ ଯାଦବ ବେଶ ପରିଚିତ। ବାପା ଚାଷ କରି ତାଙ୍କର ଲାଳନ ପାଳନ କରୁଥିଲେ। ସ୍କୁଲ ପାଠ ଛାଡି ରାଜପାଲ ଦରଜୀ କାମ କରୁଥିଲେ। ଫିଲ୍ମ ଜୀବନ ବି ଥିଲା ସଂଘର୍ଷରେ ଭରା। ଜେଲ୍‌ ବି ଯିବାକୁ ପଡିଛି।

Youtuber earned one crore 75 lakh rupees in just 42 seconds
୪୨ ସେକେଣ୍ଡରେ ୧ କୋଟି ୭୫ ଲ‍କ୍ଷ ରୋଜଗାର, କେମିତି କଲେ ଜାଣନ୍ତୁ

ଆଜିକାଲି ୟୁଟ୍ୟୁବ୍ ଏକ ଭଲ ରୋଜଗାରର ମାଧ୍ୟମ ହୋଇଯାଇଛି। ନୂଆ ନୂଆ ଇନ୍‌ଫ୍ଲ୍ୟୁଏନସର୍‌ଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରି ଭିତରେ ଏମିତି ଜଣେ ୟୁଟ୍ୟୁବର୍ ସାମ୍ନାକୁ ଆସିଛନ୍ତି ଯିଏ ମାତ୍ର ୪୨ ସେକେଣ୍ଡରେ ୧କୋଟି ୭୫ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି।

Every man do 2 marriages in this village of India
ଭାରତର ଏହି ଗାଁର ପୁରୁଷ ୨ଟି ବାହାହେବା ବାଧ୍ୟତାମୂଳକ

ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠାରେ ଦୁଇଟି ବିବାହ କରିବା ବାଧ୍ୟତାମୂଳକ। ଦୁଇଟି ବିବାହ କରିବା ପାଇଁ ଲୋକଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ। ଉଭୟ ପତ୍ନୀ ଝଗଡା ନ କରି ଦୁଇ ଭଉଣୀ ଭଳି ଚଳନ୍ତି।

Single mother runs paratha stall to support daughter
ଝିଅର ସ୍ୱପ୍ନ ପାଇଁ କଠିନ ପରିଶ୍ରମ କରୁଛନ୍ତି ମା’

ପ୍ରତ୍ୟେକ ମା’ ନିଜ ସନ୍ତାନର ଲାଳପାଳନ ଠାରୁ ଆରମ୍ଭ କରି ଭବିଷ୍ୟତ ତିଆରି କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରନ୍ତି। କିନ୍ତୁ ଏମିତି କିଛି ମାଆଙ୍କ ସଂଘର୍ଷର କାହାଣୀ ଅଛି ଯାହାକୁ ଜାଣିଲେ ଆପଣ ଆଖି ଲୁହରେ ଭିଜିଯିବ। ତେବେ ଆସନ୍ତୁ ଜାଣିବା ନେହା ଶର୍ମାଙ୍କ ସଂଘର୍ଷର...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।