• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Sonu Sood providing buffalo to the needy family with this condition
ସୋନୁ ଅଭାବୀଙ୍କୁ ଦେଲେ ମଇଁଷି, କିନ୍ତୁ ରଖିଲେ ଏହି ସର୍ତ୍ତ

କରୋନା ଲକ୍‌ଡାଉନ୍‌ ସମୟରେ ସୋନୁ ସୁଦଙ୍କ ନିସ୍ୱାର୍ଥପର ସେବା ତାଙ୍କୁ ଆଜି ଦୁନିଆ ଆଗରେ ହୀରୋ କରିଦେଇଛି। ନିଜର ସେବା ପାଇଁ ସେ କେବେ କାହାଠାରୁ କିଛି ପାଇବାର ଆଶା କରି ନାହାନ୍ତି। କିନ୍ତୁ ବର୍ତ୍ତମାନ ସେ ଜଣେ ଅଭବୀ ପରିବାରକୁ ମଇଁଷି ଦେଇ ରଖିଛନ୍ତି ଏହି ସର୍ତ୍ତ।

Woman marry cow thinks her to be reincarnation of dead husband
ମୃତ୍ୟୁ ପରେ ଗାଈ ହୋଇ ପୁନର୍ଜନ୍ମ ନେଲେ ସ୍ୱାମୀ

ପୁନର୍ଜନ୍ମ ବିଶ୍ୱାସ ପ୍ରାୟ ଦେଶରେ ରହିଛି। ବିଶ୍ୱାସ ରହିଛି ଯେ ମଣିଷ ମୃତ୍ୟୁ ପରେ ନୂଆ ରୂପରେ ଜନ୍ମ ହୁଏ। ଏଭଳି କିଛି ଘଟିଛି କାମ୍ବୋଡିଆର ଜଣେ ମହିଳାଙ୍କ ସହ। ତାଙ୍କ ସ୍ୱାମୀ ଗାଈ ରୂପରେ ଆସିଥିବା ସେ ବିଶ୍ୱାସ କରିଛନ୍ତି।

Hockey India beat Poland by 8-2 to reach junior world cup quarterfinal
ପୋଲାଣ୍ଡକୁ ହରାଇ ଜୁନିୟର ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଭାରତର ପ୍ରବେଶ

ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଆଜିର କର ବା ମର ମ୍ୟାଚ୍‌ରେ ଆୟୋଜକ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଯାଇଛି।

Increasing road accident in Odisha
ରାଜ୍ୟରେ ଉଦ୍‌ବେଗଜନକ ଭାବେ ବଢୁଛି ସଡ଼କ ଦୁର୍ଘଟଣା

ଅବେଳରେ ଅକାରଣରେ ଚାଲି ଯାଉଛି ମୂଲ୍ୟବାନ ଜୀବନ । ଜାତୀୟ ହାରଠୁ ବି ରାଜ୍ୟରେ ଅଧିକ ରାସ୍ତା ଦୁର୍ଘଟଣା ମୃତ୍ୟୁ। ଓଡ଼ିଶାରେ ଏବେ ଦୈନିକ ପ୍ରାୟ ୨୭ଟି ଦୁର୍ଘଟଣା ଘଟୁଛି ଓ ୧୩ ଜଣ ପ୍ରାଣ ହରାଉଛନ୍ତି ।

ATM Loot case
ଅସୁରକ୍ଷିତ ପାଲଟିଛି ବ୍ୟାଙ୍କ ଓ ଏଟିଏମ୍

ଏବେ ଅସୁରକ୍ଷିତ ହୋଇପଡିଛି ବ୍ୟାଙ୍କ୍ ଆଉ ଏଟିଏମ୍। ଲୁଟେରାଙ୍କ ଦୌରାତ୍ମ୍ୟରେ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବନ୍ଧୁକ ଦେଖାଇ କେବେ ବ୍ୟାଙ୍କରେ ଲୁଟୁଛନ୍ତି ତ କେବେ ଏଟିଏମ୍‌ରେ ପଶି ବୁଲାଇଦେଉଛନ୍ତି କଳାକନା।

Revive : A story by Dr. Ipsita Pradhan
ରିଭାଇଭ୍ : ଜଣେ ନର୍ସର କାହାଣୀ

ବେଳେବେଳେ ଏ ଜୀବନ ଏମିତି ଲାଗେ ଯେ ସତେ ଯେମିତି ଏଡେ ବଡ ଦୁନିଆରେ କେହି ବି ସାହା ନାହିଁ। ଲାଗେ ସତେ ଯେମିତି ଏ ଜୀବନ ନିଃସଙ୍ଗ। ତେବେ ଆସନ୍ତୁ ସେମିତି ଏକ ଚରିତ୍ରକୁ ହେଟିବା ଗାଳ୍ପିକା ଡା. ଇପ୍ସିତା ପ୍ରଧାନଙ୍କ ଗପରେ।

PM asks officials to review plans for covid new variant
ମାଡି ଆସୁଛି କୋଭିଡ଼ ନୂଆ ଭାରିଏଣ୍ଟ୍‌ : ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରାନକୁ ନେଇ ଭାରତରେ ଛନକା ସୃଷ୍ଟି ହୋଇଛି। ବିଭିନ୍ନ ଦେଶରେ ଓମିକ୍ରାନ କାୟା ବିସ୍ତାର କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ଅଧିକାରୀଙ୍କ ସହ ଦୀର୍ଘ ୨ ଘଣ୍ଟା କାଳ ବୈଠକ କରିଛନ୍ତି। ଏନେଇ ଦେଇଛନ୍ତି ଗୁରୁମନ୍ତ୍ର।

Suniel Shetty returns with a bang in films
ଯୋଦ୍ଧା ହୋଇ ଫେରୁଛନ୍ତି ସୁନୀଲ୍ ସେଟ୍ଟୀ

ସୁନୀଲ୍ ସେଟ୍ଟୀ ପ୍ରଶଂସକଙ୍କ ପାଇଁ ଖୁସି ଖବର। ପୁଣି ତାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। ଏଥର କିନ୍ତୁ କୌଣସି ରୋମାଣ୍ଟିକ୍ ଭୂମିକାରେ ନୁହେଁ। ଆନ୍ନା ଫେରୁଛନ୍ତି ଏକ ଯୋଦ୍ଧା ହୋଇ।

Rakhi Sawant husband Ritesh entered in Big Boss House
ବିଗ୍ ବସ୍‌ ଘରେ ରୋମାଣ୍ଟିକ୍ ହେଲେ ରାକ୍ଷୀ-ରିତେଶ; ପତ୍ନୀଙ୍କୁ ଚୁମ୍ବନ ଦେଲେ

ଲୋକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଦୁନିଆ ସାମ୍ନାକୁ ଆସୁଛନ୍ତି ରାକ୍ଷୀଙ୍କ ସ୍ୱାମୀ ରିତେଶ। ବିଗ୍ ବସ୍ ଘରେ ଉଭୟଙ୍କୁ ରୋମାଣ୍ଟିକ୍ ମୁଡ୍‌ରେ ଦେଖିବାକୁ ମିଳିବ ଆଉ ଶୁଣିବାକୁ ମିଳିବ ସେମାନଙ୍କ ପ୍ରେମ କାହାଣୀ।

Queen Elizabeth is searching a helper writer at Buckingham palace
ବିନା ଯୋଗ୍ୟତାରେ ଚାକିରି, ଦରମା ୨୨ଲକ୍ଷରୁ ଅଧିକ

ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଦରକାର ନାହିଁ କୌଣସି ଯୋଗ୍ୟତା। ଏହି କାମ କଲେ ଆପଣ ବି ପାଇବେ ୨୨,୮୩,୯୫୩ ଟଙ୍କା ଦରମା।

ଡ. ହିରଣ୍ମୟୀ ମିଶ୍ରଙ୍କ ନିଆରା ପ୍ରେମ କାହାଣୀ 'ନିଜକୁ ନାୟକ ମନେକରି'
ଡ. ହିରଣ୍ମୟୀ ମିଶ୍ରଙ୍କ ନିଆରା ପ୍ରେମ କାହାଣୀ 'ନିଜକୁ ନାୟକ ମନେକରି'

ପ୍ରେମ ମାନେ ନାହିଁ ଧନୀ-ଗରିବ। ପ୍ରେମ କାହାକୁ କେତେବେଳେ ହେବ ତାହା କହିବା କଷ୍ଟ। ଗାଳ୍ପିକା ଡ. ହିରଣ୍ମୟୀ ମିଶ୍ର ତାଙ୍କ ଗଳ୍ପରେ ଏମିତି ଏକ ପ୍ରେମ କାହାଣୀକୁ ଫୁଟେଇଛନ୍ତି ଯାହାକୁ ପଢିଲେ ଯେ କୌଣସି ପ୍ରେମୀ ମଣିଷର ହୃଦୟ ରୋମାଞ୍ଚିତ ହୋଇଉଠିବ।

Shankar in 4 character in Chorani
‘ଚୋରଣୀ’ରେ ଚାରି ରୂପରେ ଶଙ୍କର

ଆଗକୁ ଆସୁଛି ତରଙ୍ଗ ପ୍ରଡକ୍ସନର ନୂଆ ଫିଲ୍ମ ‘ଚୋରଣୀ’। ରବିବାର ସନ୍ଧ୍ୟାରେ ହେବ ୱାର୍ଲ୍ଡ ପ୍ରିମିୟର। ଏଥିରେ ହାସ୍ୟାଭିନେତା ଶଙ୍କର ଚାରି ରୂପରେ ନଜର ଆସିବେ।

Groom came with Helicopter to take bride
ହେଲିକପ୍ଟରରୁ ଫୁଲ ବର୍ଷା କରି ଆସିଲା ବର

ସୁରଟରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ। ବର ହେଲିକପ୍ଟର ଚଢି ଆସିଛି କନ୍ୟାକୁ ନେବାକୁ। ଏହାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Arjun Rampal turns 49 years old
ମଡେଲ୍ ବି ହୋଇପାରେ ଭଲ ଅଭିନେତା, ପ୍ରମାଣ କରିଥିଲେ ଅର୍ଜୁନ ରାମପାଲ୍

୪୯ ବର୍ଷରେ ପଦାର୍ପଣ କରିଛନ୍ତି ଅର୍ଜୁନ ରାମପାଲ୍। ଏପର୍ଯ୍ୟନ୍ତ ବଲିଉଡକୁ ଦେଇଛନ୍ତି ୪୦ରୁ ଅଧିକ ଫିଲ୍ମ। ଜଣେ ମଡେଲ୍ ଦୁନିଆରୁ ଆସି ବଲିଉଡ୍‌ରେ ଜାତୀୟ ପୁରସ୍କାର ପାଇଥିବା ଅର୍ଜୁନଙ୍କୁ ମଧ୍ୟ ସହିବାକୁ ହୋଇଥିଲା ଅନେକ ଟାହିଟାପରା।

Blind boy singing chhattisgarh rajgiti
ଦେଖିବାକୁ ସିନା ଅକ୍ଷମ ହେଲେ ସ୍ୱରରେ ରହିଛି ଯାଦୁ

ଈଶ୍ୱର ସିନା ଦେଇନାହାନ୍ତି ଦୃଷ୍ଟିଶକ୍ତି ହେଲେ ଦେଇଛନ୍ତି ସୁରିଲା ସ୍ୱର। ଭାଇରାଲ ହେଉଛି ଏହି ପିଲା ବୋଲିଥିବା ଭିଡିଓ।

Student found secret room in school toilet
ସ୍କୁଲ୍ ଟଏଲେଟ୍‌ରେ ଗୁପ୍ତ କୋଠରୀ

ସ୍କୁଲ୍ ଟଏଲେଟ୍‌ ଭିତରେ ଏକ ଗୁପ୍ତ କୋଠରୀ ଥିବା ଜଳେ ଛାତ୍ର ଦେଖିବାକୁ ପାଇଥିଲେ। ଏହା ସୁଡଙ୍ଗ ଭଳି ଦେଖାଯିବାରୁ ଏହାକୁ ଦେଖି ସେ ଡରିଯାଇଥିଲେ।

Woman living on street stuns netizens with her English
ଭିକ୍ଷା ମାଗି ଚଳନ୍ତି ସତ, କିନ୍ତୁ ତାଙ୍କ ଇଂରାଜୀ ଆପଣଙ୍କୁ କରିଦେବ ତୋବା

ଜୀବନ କଟୁଛି ରାସ୍ତା କଡରେ। ଭିକ୍ଷା ମାଗିଲେ ପେଟରେ ପଡେ ଦାନା। କିନ୍ତୁ ତାଙ୍କ ଇଂରାଜୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Srimandira Heritage
ଶ୍ରୀମନ୍ଦିର ସ୍ୱର୍ଣ୍ଣିମ ଇତିହାସରେ ଯୋଡ଼ି ହେଲା ନୂଆଫର୍ଦ୍ଦ

ଯୁଗ ଯୁଗ ଧରି ଜଗନ୍ନାଥ ଭକ୍ତଙ୍କୁ ଅନନ୍ୟ ଅନୁଭୂତି ଦେବାକୁ ବିରାଟ ପଦକ୍ଷେପ। ବର୍ଣ୍ଣାଢ୍ୟ ଉତ୍ସବରେ ହେଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ।

One man having 3 wife
ସ୍ୱାମୀ ଥିଲା ରସିକନାଗର, ସାଜିଥିଲା କଳିଯୁଗ କୃଷ୍ଣ

ସ୍ୱାମୀ ସାଜିଥିଲା କଳିଯୁଗର କୃଷ୍ଣ। ଏକାଧିକ ମହିଳାଙ୍କ ସହ କରୁଥିଲା ରାସଲୀଳା। ଦୁଇ ପତ୍ନୀ ମିଶି ଖୋଲିଦେଲେ ସ୍ୱାମୀର ଭଦ୍ରମୁଖା।

Sushmita Sen’s Aarya-2 motion poster released
ସୁସ୍ମିତା ସେନ୍‌ଙ୍କ କ୍ରୁର ଅବତାର

ଓଟିଟି ପ୍ଲାଟ୍‌ଫର୍ମରେ ଅଧିକରୁ ଅଧିକ ଲୋକପ୍ରିୟ ହୋଇଚାଲିଛି ‘ଆର୍ଯ୍ୟା’। ଏହାର ଦ୍ୱିତୀୟ ଏଡିସନ୍ ଷ୍ଟ୍ରିମ୍ ହେବାକୁ ଯାଉଛି। ଏଥିରେ ଭିନ୍ନ ରୂପରେ ଆସୁଛନ୍ତି ସୁସ୍ମିତା ସେନ୍। ଆପଣ ବି ତାଙ୍କ ଗେଟ୍‌ଅପ୍ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।