ଆପଣଙ୍କ ପାନ୍ କାର୍ଡ ସହ ଆଧାର ଲିଙ୍କ୍ ନାହିଁ କି। ତେବେ ଜୁନ୍ ଶେଷ ପର୍ଯ୍ୟନ୍ତ ୫୦୦ ଟଙ୍କା ଜରିମାନା, ପରେ ଡବଲ। ଯଦି କରି ନାହାନ୍ତି ତେବେ ଘରେ ବସି କେମିତି କରିବେ ଜାଣନ୍ତୁ।
୧୦ମ ପାଶ କରିଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିନା ପରୀକ୍ଷାରେ ରେଳବାଇରେ ଅଛି ଚାକିରି। ପୂରଣ ହେବ ୫୬୩୬ ପଦବୀ। ତୁରନ୍ତ ଆବେଦନ କରନ୍ତୁ।
ବବି ଦେଓଲଙ୍କ‘ଆଶ୍ରମ’ଲୋକଙ୍କ ହୃଦୟକୁ କିଣି ନେଇଥିଲା। ଏହାର ଦୁଇଟା ସିଜନ୍ ପୂର୍ବରୁ ଷ୍ଟ୍ରିମିଂ ହୋଇଥିବା ବେଳେ ଲୋକେ ଏହାର ତୃତୀୟ ସିଜନ୍କୁ ଉତ୍ସାହର ସହ ଚାହିଁ ବସିଛନ୍ତି। ଆଉ କିଛି ଘଣ୍ଟା ପରେ ଏହି ଅପେକ୍ଷାର ଅନ୍ତ ହେବ।
କରୋନା କାରଣରୁ ଗତ ୨ ବର୍ଷ ହେବ IIFA ପୁରସ୍କାର ହୋଇପାରୁ ନଥିଲା। ଏଥର ହେଉଥିବାରୁ ଲୋକେ ସେମାନଙ୍କ ପ୍ରିୟ ତାରକାଙ୍କୁ ଦେଖିବା ନେଇ ଉତ୍ସାହରେ ଅଛନ୍ତି। ଏନେଇ ଆବୁଧାବୀର ଏକ ଦ୍ୱୀପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବଲିଉଡ୍ ସେଲିବ୍ରେଟୀମାନେ ଏଠାରେ ପହଞ୍ଚିବାକୁ ଲାଗିଲେଣି।
ସାପ ନା ଶୁଣିଲେ ତ ଲୋକେ ଭୟଭିତ ହେବା ଥୟ। ସେଥିରେ ପୁଣି ଅଜଗର। କିଏ ବା ନ ଡରିବ! କିନ୍ତୁ ଯଦି ଅଜଗରକୁ ଧରି କେହି ଶୋଇବା କଥା କୁହାଯାଏ ତେବେ କିଏ ବା ବିଶ୍ୱାସ କରିବ! କିନ୍ତୁ ଏହା ସତ। ଦେଖନ୍ତୁ ଭିଡିଓ।
ଏସିଡ୍ ଆକ୍ରମଣ ସବୁଦିନ ପାଇଁ ଦେଇଦେଲା ଦାଗ। କିନ୍ତୁ ସେ ହାର ମାନି ନଥିଲେ। ସମାଜ ଆଗରେ ମୁଣ୍ଡ ଟେକି ଚାଲିବା ପାଇଁ ଚଲେଇଲେ ସଂଗ୍ରାମ। ଆସନ୍ତୁ ଜାଣିବା ସେମିତି ଜଣେ ମହିଳାଙ୍କ ବିଷୟରେ।
ଦିନସାରା ଉର୍ଜାବାନ ଓ ଚଳଚଞ୍ଚଳ ରହିବାକୁ କିଏ ବା ନ ଚାହେଁ। କିନ୍ତୁ ଆଜିକାଲିର ସୁସ୍ଥିଆ ଜୀବନ ଏଥିରେ ବାଧା ସୃଷ୍ଟି କରୁଛି। ଆପଣ ଯଦି ଉର୍ଜାବାନ ଓ ଚଳଚଞ୍ଚଳ ରହିବାକୁ ଚାହାନ୍ତି ତେବେ ଏହିସବୁ ଯୋଗ କରନ୍ତୁ।
କଂଗ୍ରେସର ନୂଆ ପିସିସି ସଭାପତିଙ୍କ ଚେତାବନୀ। ପ୍ରଶୟ ଦିଆଯିବନି ଗୋଷ୍ଠୀକନ୍ଦଳ। ଶୃଙ୍ଖଳା ଭିତରେ ରହି କାମ କରାଯିବ। କଂଗ୍ରେସକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବା ପାଇଁ ନୂଆ ସଭାପତିଙ୍କ ନୂଆ ଷ୍ଟ୍ରାଟେଜି।
କୁହାଯାଉଛି ଯେ ଅତ୍ୟଧିକ ଚାପଯୁକ୍ତ ଜୀବନ କେକେଙ୍କ ମୃତ୍ୟୁର କାରଣ ହେଲା। ଏକ ସାକ୍ଷାତକାରରେ ଅକ୍ଷୟ କୁମାର ଏହାକୁ ନେଇ ନିଜ ମତ ରଖିଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।
ହୃଦ୍ଘାତରେ ଜଣାଶୁଣା ଗାୟକ କେକେଙ୍କ ମୃତ୍ୟୁ ହୋଇଛି। ସେ ତାଙ୍କ ଜୀବନରେ ଅନେକ ସଫଳତା ପାଇଥିଲେ। କିନ୍ତୁ ସଂଗୀତ ଦୁନିଆର ଏହି ବାଦଶାହା କେବେ ବି ଗୀତ ଶିଖି ନଥିଲେ। ଆସନ୍ତୁ ତାଙ୍କ ବିଷୟରେ କେତେକ ଅଜଣା କଥା ଜାଣିନେବା।
ବଡ ବଡ ସହରରେ ସମସ୍ତଙ୍କ ନିଜସ୍ୱ କାର୍ ଏକ ସାଧାରଣ କଥା। କିନ୍ତୁ ଏମିତି ଏକ ସହର ଅଛି ଯେଉଁଠି ସମସ୍ତଙ୍କର ଉଡାଜାହାଜ ଅଛି। ସେମାନେ ଅଫିସ୍ ଗଲେ ନିଜ ନିଜ ଉଡାଜାହାଜ ନେଇ ଯାଆନ୍ତି। କୋଉଠି ଅଛି ଏହି ସହର ଆସନ୍ତୁ ଜାଣିବା…
ଚାଲିଛି ନୂଆ ଧରଣର ହ୍ୱାଟ୍ସଆପ୍ ସ୍କାମ୍। ହ୍ୟାକରମାନେ ଏମିତି ଟ୍ରିକ୍ସ ବ୍ୟବହାର କରି ଅନ୍ୟର ହ୍ୱାଟ୍ସଆପ୍ ଆକାଉଣ୍ଟଙ୍କୁ ନିଜ ନିୟନ୍ତ୍ରଣକୁ ନେଇ ଯାଉଛନ୍ତି। ଜାଣନ୍ତୁ କେମିତି ହେଉଛି ସ୍କାମ୍…
ଜଣେ ବ୍ୟକ୍ତି ୫୦ ବର୍ଷ ଧରି ପ୍ରାୟ ପ୍ରତ୍ୟେକ ଦିନ ଏକ ବର୍ଗର ଖାଉଛନ୍ତି। ଖାଇସାରିଲେଣି ୩୨,୩୪୦ ବର୍ଗର। ଏବେ ବି ଚାଲିଛି ଖାଇବା। ଏନେଇ ମିଳିଛି ୱାର୍ଲ୍ଡ ରେକର୍ଡ।
ୟୁପିଏସ୍ସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ୩ଟି ସ୍ଥାନ ଝିଅ ଅକ୍ତିଆର କରିଛନ୍ତି। ଦିଲ୍ଲୀର ଶ୍ରୁତି ଶର୍ମା ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟରେ ବି ଝିଅ ଅଛନ୍ତି।
NBCC (ଭାରତ) ଲିମିଟେଡ୍ରେ ବାହାରିଛି ଅନେକ ପଦବୀ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ nbccindia.com ରେ NBCC ର ଅଫିସିଆଲ୍ ୱେବ୍ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ।
UPSC ପରିଚାଳିତ ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୧ର ଅନ୍ତିମ ଫଳାଫଳ ଘୋଷଣା କରାଯାଇଛି। ଟପ୍ପର ତାଲିକାରେ ଝିଅମାନେ ସେମାନଙ୍କର ସ୍ଥାନ ଅଧିକାର କରିନେଇଛନ୍ତି। ଏଥିରେ ଶୀର୍ଷରେ ଅଛନ୍ତି ଶ୍ରୁତି ଶର୍ମା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା…
ବରଯାତ୍ରୀ ସହ ଶୋଭାଯାତ୍ରା କରି କନ୍ୟା ଘରେ ବର ପହଞ୍ଚିଲା। ସାଙ୍ଗରେ ଆଣି ନଥିଲା ଫଟୋଗ୍ରାଫର୍। କନ୍ୟା ଦେଖି ରାଗି ପଞ୍ଚମ। ଏମିତି କଲା ହଙ୍ଗାମା…
ଓଡିଆ ସଧବା ନାରୀଙ୍କ ପବିତ୍ର ବ୍ରତ ସାବିତ୍ରୀ ଓଷା। ମା ଗାୟତ୍ରୀଙ୍କ ଏକ ଉପାସନ। ଏହି ଦିନ ପତିବ୍ରତା ନାରୀ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କିମ୍ବଦନ୍ତୀ ବିଷୟରେ।
ସାବିତ୍ରୀ ବ୍ରତରେ ସଧବା ମହିଳାମାନେ ବରଗଛକୁ ପୂଜା କରିଥାନ୍ତି। ଏହା ପଛରେ ଅନେକ କାରଣ ରହିଛି। ତେବେ ଆସନ୍ତୁ ଏହା ପଛରେ ଥିବା ୬ଟି କାରଣ ଜାଣିନେବା।
ଯୋଗ-ବ୍ୟାୟାମକୁ ଦିନଚର୍ଯ୍ୟାରେ ସାମିଲ କରିବା ଫିଟ୍ନେସ୍କୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଅନେକ ଯୋଗାସନ ମଧ୍ୟରେ ସେତୁବନ୍ଧାସନ ଏପରି ଏକ ଆସନ ଯାହା ଶରୀର ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଅତ୍ୟନ୍ତ ସହାୟ ହୋଇଥାଏ।