ଭାରତର ମହିଳାମାନେ ବହୁତ ପରିଶ୍ରମୀ ଏବଂ ପ୍ରତିଜ୍ଞାକାରୀ। ସେମାନେ ଦେଶ ପରିଚାଳନା କରୁଛନ୍ତି, ରାଷ୍ଟ୍ର ନିର୍ମାଣରେ ସାହାଯ୍ୟ କରୁଛନ୍ତି। ଏହି ନାରୀମାନଙ୍କ ଭିତରେ ଜଣେ ହେଲେ ଦମୟନ୍ତୀ ମାଞ୍ଝୀ। ଆସନ୍ତୁ ଜାଣିବା ବସ୍ତିରୁ ଡେପୁଟି ମେୟର ହେବାର ତାଙ୍କ ସଂଘର୍ଷର କାହାଣୀ।
ଯୋଗାସନ କେବଳ ଆମକୁ ସକ୍ରିୟ କରେ ନାହିଁ ବରଂ ଚାପକୁ ମଧ୍ୟ ନିୟନ୍ତ୍ରଣ କରେ। ଏହା ସହିତ ଶରୀରରୁ ଅନେକ ପ୍ରକାରର ଯନ୍ତ୍ରଣା ଏବଂ ମାଂସପେଶୀ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ। ମାଂସପେଶୀର କଠିନତାକୁ ଦୂର କରିବାରେ ବିଭିନ୍ନ ପ୍ରକାରର ଆସନର ଧ୍ୟାନପୂର୍ବକ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ।...
ଆଜି କଳିଙ୍ଗ ବୀର ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଦୀର୍ଘ ବର୍ଷ ଧରି ଓଡିଶା ମା’ର ସେବା କରି ୧୭ ଅପ୍ରେଲ ୧୯୯୭ରେ ସେ ପ୍ରାଣ ତ୍ୟାଗ କରିଥିଲେ। ତେବେ ଆସନ୍ତୁ ଏହି ମହାନ ଆତ୍ମାଙ୍କ ବୀରତ୍ୱର କାହାଣୀ ଉପରେ ନଜର ପକେଇବା।
ଶୋଇବା ଘର ହେଉଛି ଆମ ଘରର ସେହି ଗୁରୁତ୍ୱପୂର୍ଣ୍ଣ ଅଂଶ ଯେଉଁଠାରେ ଆମେ ଦିନସାରା ଆମର ଥକ୍କାପଣକୁ ଦୂର କରି ଶାନ୍ତିରେ ଶୋଇଥାଉ। ସମସ୍ତେ ନିଜ ଶୋଇବା ଘରକୁ ସଜାଇବାକୁ ପସନ୍ଦ କରନ୍ତି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ଡିଫେନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇକୋଲୋଜିକାଲ୍ ରିସର୍ଚ୍ଚ (DIPR), DRDO ର ଅନ୍ୟତମ ପ୍ରମୁଖ ଗବେଷଣା ଲାବୋରେଟୋରୀ, ଜୁନିଅର୍ ରିସର୍ଚ୍ଚ ଫେଲୋ (JRF) ଏବଂ ରିସର୍ଚ୍ଚ ଫେଲୋ (RA) ପଦବୀ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି।
ଫିଲ୍ମ 'ବିଷ୍ଟ୍' ରିଲିଜ୍ ହେବା ପୂର୍ବରୁ କୁଏତ ଏବଂ କତରରେ ବ୍ୟାନ୍ ହୋଇସାରିଛି। ବର୍ତ୍ତମାନ ଭାରତରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି। ଏହି ଫିଲ୍ମଟି ଆରମ୍ଭରୁ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ବଦନାମ କରୁଥିବା ଅଭିଯୋଗ ହୋଇଛି।
ବଲିଉଡ୍କୁ ଏବେ ଜାଗ୍ରତ ହେବାକୁ ପଡିବ। ସେମାନେ ବୁଝିବା ଉଚିତ ଯେ ଦର୍ଶକ ଯୌନ ବିଷୟବସ୍ତୁ ପାଇଁ ଭୋକିଲା ନୁହନ୍ତି କିନ୍ତୁ ସେମାନେ ଉପଯୁକ୍ତ ମନୋରଞ୍ଜନ ପାଇଁ ତୃଷାର୍ତ୍ତ ବୋଲି କହିଲେ ତରଣ ଆଦର୍ଶ।
ଦେଖିବାକୁ ମିଳିଛି ଜଣେ ଟ୍ରାଫିକ୍ ପୋଲିସ ମହାନତା। ସେ ଏକାସାଙ୍ଗରେ କରୁଛନ୍ତି ନିଜର କର୍ତ୍ତବ୍ୟ ଆଉ ଜଣେ ଗରିବ ପିଲାକୁ ଦେଉଛନ୍ତି ଶିକ୍ଷା। ଏହି ପୋଷ୍ଟ୍କୁ କୋଲକାତା ପୋଲିସ୍ ଫେସ୍ବୁକରେ ଶେୟାର କରିଛି।
କୁହାଯାଏ ଜଣେ ପେଟ ପୂରା ଖାଇଦିଏ ତେବେ ହାକୁଟି ଆସେ। ହାକୁଟି ଆମ ଖାଦ୍ୟର ତୃପ୍ତି ସହିତ ଜଡିତ ଥିବା ବେଳେ ଏହା ଆମ ଶରୀରର ସ୍ୱାସ୍ଥ୍ୟ ସହିତ ମଧ୍ୟ ଜଡିତ। ଏପରି ପ୍ରକ୍ରିୟା ଆମକୁ ଅନେକ ସଙ୍କେତ ଦେଇଥାଏ।
ଅନୁଲମ୍-ବିଲୋମ୍ ପ୍ରାଣାୟାମ ହେଉଛି ଶ୍ୱାସ ନେବା ଓ ଛାଡିବାର ଏକ ପ୍ରକ୍ରିୟା, ଯାହା ଅନେକ ଗମ୍ଭୀର ରୋଗର ଚିକିତ୍ସାରେ ପ୍ରଭାବଶାଳୀ ହୋଇଥାଏ। ଏହି ପ୍ରାଣାୟାମକୁ ଦୈନନ୍ଦିନ ଅଭ୍ୟାସ ଦ୍ୱାରା ଚାପ, ଉଦାସୀନତା ଓ ଚିନ୍ତାଜନିତ ରୋଗ ହ୍ରାସ ହେବା ସହିତ ହୃଦୟ, ଫୁସ୍ଫୁସ୍ ଓ ଶରୀରର ଅନ୍ୟ ଅଙ୍ଗକୁ...
ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟ୍ୱିଟରରେ ଆସିଥିବା ଏକ ଫଟୋ ଜଣେ ଅଟୋ ଚାଳଙ୍କର ପରିବେଶ ପ୍ରତି ଥିବା ମମତାକୁ ଦେଖେଇଛି। ସେ ତାଙ୍କ ଅଟୋକୁ ବଗିଚାରେ ପରିଣତ କରିଥିବା ଦେଖିବାକୁ ମିଳିଛି।
ନ୍ୟାସ୍ନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସ୍ନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (ଏନ୍ସିଆର୍ଟି) ରେ ଇ-ବିଦ୍ୟା ପ୍ରକଳ୍ପରେ ନିୟୋଜିତ ହେବା ପାଇଁ ଦକ୍ଷ ବୃତ୍ତିଗତମାନେ ଆବେଦନ କରିବାକୁ ଆହ୍ୱାନ କରାଯାଇଛି।
ସାମାନ୍ୟ ମୋବାଇଲ ଗେମ୍ ପାଇଁ ସପ୍ତମ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି। ସପ୍ତମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରକୁ ହତ୍ୟା କରି ଦୁଇ ସମବୟସ୍କ ସାଙ୍ଗ ତାଙ୍କୁ ଫୋପାଡି ଦେଇଥିବା ସୂଚନା ଆସିଛି।
ଜଣେ ଷ୍ଟାର୍ ଯେଉଁ ଶିଳ୍ପରୁ ଆସୁନା କାହିଁକି, ଆପଣମାନେ ତାଙ୍କୁ ସମର୍ଥନ କରିବାକୁ ୟଶ୍ କହିଛନ୍ତି। ଏହା ଦ୍ୱାରା ଆମେ ଆମର ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଆହୁରି ବଡ଼ କରିବାକୁ ସମର୍ଥ ହେବା। ପରସ୍ପର ସହ ଲଢିବା ପରିବର୍ତ୍ତେ ଆମକୁ ବିଶ୍ୱର ବାକି ଶିଳ୍ପ ସହ ଲଢିବାକୁ ହେବ...
ରଣବୀର ଓ ଆଲିଆଙ୍କ ବିବାହକୁ ବ୍ୟକ୍ତିଗତ ରଖାଯିବାର କାରଣ ହେଉଛି ଏକ ପ୍ରମୁଖ OTT ପ୍ଲାଟ୍ଫର୍ମକୁ ସେମାନଙ୍କ ବିବାହର ଫଟୋ ଓ ଭିଡିଓ ଷ୍ଟ୍ରିମ୍ କରିବାର ଅଧିକାର ଦିଆଯାଇଛି। ସେମାନେ OTT ପ୍ଲାଟ୍ଫର୍ମରେ ୯୦ ରୁ ୧୧୦ କୋଟିରେ ବିକ୍ରି କରିଛନ୍ତି।
ଶୋଇବା ସମୟରେ କେଉଁ ଦିଗକୁ ମୁଣ୍ଡ ଦେବା ଉଚିତ ଏବଂ କେଉଁ ଦିଗକୁ ପାଦ ରହିବା ଉଚିତ ସେ ସମ୍ବନ୍ଧରେ ବାସ୍ତୁ ପରାମର୍ଶ ଦେଇଥାଏ। ଦକ୍ଷିଣ ଆଡକୁ ପାଦ ଦେଇ ଶୋଇବା ଉଚିତ ନୁହେଁ ବୋଲି ବିଶ୍ୱାସ କରାଯାଏ। ତେବେ ଆସନ୍ତୁ ଜାଣିବା ଶୋଇବାକୁ ନେଇ କ’ଣ କହୁଛି...
ଇଣ୍ଟର୍ନେଟ୍ରେ ନିଜର ପ୍ରତିଭା ସହିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି ୫ ବର୍ଷର ବାଳକ। ଯଦିଓ ଏହି ପିଲାଟି ସାଧାରଣ ପିଲାମାନଙ୍କ ପରି ଟିକିଏ ଦୁଷ୍ଟ ଓ ଟିକିଏ ବଦମାସ ତଥାପି ତା’ର ଅସାଧାରଣ ବୁଦ୍ଧି ସମସ୍ତ ଆଶ୍ଚର୍ଯ୍ୟ କରିଛି।
ସଂଘର୍ଷ ହେଉଛି ତାଙ୍କ ଜୀବନର ମାପକାଠି। ଅବିରତ ସଂଘର୍ଷରୁ କେମିତି ସଫଳତା ଲାଭ କରିହୁଏ ତା’ର ଏକ ବଡ ଉଦାହରଣ ହେଉଛନ୍ତି ଡ. ସୃତି ମହାପାତ୍ର। ୨୩ ବର୍ଷ ବୟସରେ ସେ ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିଲେ। କିନ୍ତୁ ଏକ ଦୁର୍ଘଟଣା ସବୁକିଛି ଓଟଲପାଲଟ କରିଦେଲା। ତା’ପରେ...
ଶାରୀରିକ ସ୍ୱାସ୍ଥ୍ୟକୁ ଠିକ ରଖିବା ନେଇ ଅନେକ ପ୍ରକାରର ଯୋଗାସନର ବିଶେଷତ୍ୱ ରହିଛି। ପ୍ରତିଦିନ ଅଭ୍ୟାସ କରି ଆପଣ ନିଜ ସ୍ୱାସ୍ଥ୍ୟକୁ ଫିଟ୍ ରଖିପାରିବେ। ସେ ସବୁ ଆସନ ଭିତରେ ଚକ୍ରସନ ଗୋଟିଏ ଏମିତି ଆସନ ଯାହା ଶରୀରକୁ ଅନେକ ଲାଭ ଦେଇଥାଏ।
ଭାଇରାଲ ହେଉଛି କୁକୁରର ନର୍ସଙ୍କ ପ୍ରତି ପ୍ରେମର ଭିଡିଓ। ନର୍ସ ଜଣକ କୁକୁରଟିର ସେବା କରୁଥିବା ବେଳେ ତାଙ୍କ ଉପରୁ କୁକୁରଟିର ନଜର ହଟୁନି। ସେ ତାଙ୍କୁ ବୁଲି ବୁଲି ଚାହୁଁଥିବା ଦେଖାଯାଉଛି। କୁକୁରର ନର୍ସ ପ୍ରତି ଏଭଳି ପ୍ରେମ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।