ଘଡ଼ିକୁ ଘଡ଼ି ବଦଳୁଛି ଚାଷୀଙ୍କ ପାଇଁ ସରକାରୀ ନିୟମ। ଏଥର ବିହନ କିଣା ପାଇଁ ଲାଗୁ ହୋଇଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ବା ଡିବିଟି ବ୍ୟବସ୍ଥା। ଅର୍ଥାତ୍ ଚାଷୀ ଧାର୍ଯ୍ୟ ଦାମ ଦେଇ ବିହନ ନେବେ, ସବ୍ସିଡି ଟଙ୍କା ପରେ ଆକାଉଣ୍ଟକୁ ଫେରିବ।
ନେପାଳ ବିମାନ ଦୁର୍ଘଟଣା। ନିଖୋଜ ୪ ଭାରତୀୟ ହେଲେ ଓଡ଼ିଶାର। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି। ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରେ ୪ ଭାରତୀୟ ପର୍ଯ୍ୟଟକ ଥିଲେ।
ଆଜିକାଲି ସାବିତ୍ରୀ ବ୍ରତ ଫେସନ ହେଇଛି। ଲୋକ ଦେଖାଣିଆ ସବୁ ଚାଲିଛି। ମହରଗ ଦୁନିଆରେ ସ୍ୱାମୀମାନଙ୍କୁ ଅର୍ଥନୈତିକ ମାଡ ଦିଆଯାଉଛି। ଏଇଟା ସାବିତ୍ରୀ ଓଷା ନୁହେଁ ତ ସୋ’ବାଜୀ। ସ୍ୱାମୀମାନଙ୍କୁ ଚନ୍ଦା କରିବାର ମାଧ୍ୟମ। ଏମିତି କିଛି ଅକୁହା କଥା କହି ଏବେ ଚର୍ଚ୍ଚାରେ ମହିଳା।
IOCLରେ ପଡିଛି ଖାଲି ପଦବୀ। ସିନିୟର ମେଡିକାଲ ଅଫିସର (SMO) ପାଇଁ ୩୫ ଟି ପଦବୀ ଖାଲି ଥିବା ବେଳେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ACMO) ପାଇଁ ୮ଟି ପଦବୀ ଖାଲି ଅଛି।
ବଲିଉଡ୍ ଓ ସାଉଥ୍ ସିନେମା ବିବାଦ ଥମିବାର ନା ଧରୁନି। ସେଲିବ୍ରେଟିମାନେ ବାକ୍ ଯୁଦ୍ଧରେ ବ୍ୟସ୍ତ ରହୁଛନ୍ତି। ଏହି ଭାଷା ବିବାଦକୁ ଏବେ ରୋହିତ ଶେଟ୍ଟୀ ଲମ୍ଫ ମାରିଛନ୍ତି। ଦେଖନ୍ତୁ ସେ କ’ଣ କହିଛନ୍ତି...
ମାଇଗ୍ରେନ୍ ଆକ୍ରମଣ କ୍ଷେତ୍ରରେ, ପୀଡିତ ବ୍ୟକ୍ତି ଆଲୋକ କିମ୍ବା ଶବ୍ଦ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଯାଆନ୍ତି। ଏହା ବ୍ୟତୀତ ବାନ୍ତି ଏବଂ ସ୍ନାୟୁଜନିତ ସମସ୍ୟା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ମାଇଗ୍ରେନ୍ ସମସ୍ୟା ରହିଛି, ସେମାନେ ଏହାକୁ ରୋକିବା ଜରୁରୀ। ତେବେ ଆସନ୍ତୁ ଜାଣିବା ଏହାକୁ ରୋକିବା ପାଇଁ କେଉଁସବୁ...
କ୍ୟାପ୍ଟେନ ଅଭିଳାଷା ବରାକଙ୍କୁ ଭାରତୀୟ ସେନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଏକ ଯୁଦ୍ଧ ବିମାନ ଚାଳକ ଭାବରେ ଆର୍ମି ଆଭିଏସନ୍ କର୍ପସ୍ରେ ସାମିଲ କରାଯାଇଛି। ଏ କ୍ଷେତ୍ରରେ ଅଭିଳାଷା ଦେଶର ପ୍ରଥମ ମହିଳା ହୋଇଛନ୍ତି।
ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନରେ ବାହାରିଛି ଅନେକ ପଦବୀ। ମୋଟ ୧୬୧ଟି ପଦବୀ ପୂରଣ ହେବ। କେବେ ଅଛି ଆବେଦନର ଶେଷ ତାରିଖ ଓ କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ...
ବର୍ତ୍ତମାନ ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରୀ ଭିତରେ ଚାଲିଥିବା ବିବାଦ ଭିତରେ ସୋନୁ ସୁଦ୍ ନିଜର ମତ ରଖିଛନ୍ତି। ସାଉଥ୍ ଫିଲ୍ମ କରିବା ଦ୍ୱାରା ତାଙ୍କର କ’ଣ ଲାଭ ହୁଏ ସେ କହିଛନ୍ତି।
ଦିନେ ସ୍ୱିଗୀରେ କରୁଥିଲେ ଡେଲିଭରୀ। ଆଜି ସପ୍ଟୱେୟାର୍ ଇଂଜିନିୟର। ଦିନେ ଗୋଟିଏ ଗୋଟିଏ ଟଙ୍କାର ରଖିବାକୁ ପଡୁଥିଲା ହିସାବ। ଆଜି ଟଙ୍କାର ଅଭାବ ନାହିଁ।
ବୟସ ହେଲାଣି ୧୭, ହେଲେ ଦେଖାଯାଉଛନ୍ତି ଜଣେ ୧ ବର୍ଷର ଶିଶୁ ଭଳି। ତାଙ୍କର ଏହି ଅଭାବ ତାଙ୍କୁ ଦେଇଛି ସଫଳତା। ସେ ୱାର୍ଲ୍ଡ ରେକର୍ଡ କରିଛନ୍ତି।
ନିକଟରେ ମୋଦି ସରକାର ୮ ବର୍ଷ ପୂରଣ କରିଛି। ଏହାରି ଭିତରେ ଦେଶର ଛବି ବଦଳି ଚାଲିଛି। ଅନେକ କ୍ଷେତ୍ରରେ ମିଳିଛି ସଫଳତା। ଏହା ପଛରେ ରହିଛି ସରକାରର ଏକ ଦକ୍ଷ ଟିମ୍। ତେବେ ଆସନ୍ତୁ ଜାଣିନେବା ସେହି ଟିମ୍ରେ ଅଛନ୍ତି କେଉଁମାନେ…
ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଉତ୍କଟାସନ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ। ବାହୁ, ଗୋଡ, ଜଙ୍ଘ ଏବଂ କାନ୍ଧର ମାଂସପେଶୀକୁ ମଜବୁତ କରିବାରେ ଏହା ଅତ୍ୟନ୍ତ ଉପକାରୀ। ଏହା ପେଟ ଏବଂ ଜଙ୍ଘକୁ ମଧ୍ୟ ଟୋନ୍ଡ କରେ।
ନିକଟରେ ଜଣେ ଆଇଏଏସ୍ ଅଧିକାରୀ ଷ୍ଟାଡିୟମରେ କୁକୁର ବୁଲେଇ ବଦନାମ ହୋଇଥିବା ବେଳେ ଆଉ ଜଣେ ଆଇଏଏସ୍ ଅଧିକାରୀ ନିଜର ମହନିୟତା ପାଇଁ ପ୍ରଶଂସା ପାଉଛନ୍ତି। ପଢନ୍ତୁ ପୂରା ଖବର…
ବିନା ପରୀକ୍ଷାରେ ରେଳବାଇରେ ଚାକିରି ସୁଯୋଗ। ଆପଣଙ୍କ ପାଖରେ ଯଦି ଏହି ଶିକ୍ଷାଗତ ଯୋଗ୍ୟତା ଅଛି ତେବେ ଆପଣ ଏଠି ପାଇପାରିବେ ଚାକିରି। ଦରମା ବି ବହୁତ ଭଲ ଅଛି। ଅଧିକ ଜାଣିବା ପାଇଁ ଦେଖନ୍ତୁ ଖବର…
ରାଜନୈତିକ ଅସ୍ଥିରତା କାରଣରୁ ଶ୍ରୀଲଙ୍କାରେ ଦେଖାଦେଇଛି ଆର୍ଥିକ ସଂକଟ। ଏନେଇ ଲୋକେ ଅତ୍ୟନ୍ତ ଦୟନୀୟ ଜୀବନ କାଟୁଛନ୍ତି। ଏହି ଖବର ଜାଣି ସହିପାରି ନାହାନ୍ତି ଗାୟିକା ୟୋହାନୀ। ଏନେଇ ସେ ଭାଙ୍ଗିପଡିଥିବା କହିଛନ୍ତି।
ଜୁଳୁଜୁଳିଆ ପୋକମାନଙ୍କର ଏକ ବିରଳ ସମାଗମ ଦେଖିବାକୁ ମିଳିଛି। କୋଟି କୋଟି ଜୁଳୁଜୁଳିଆ ପୋକ ଏକାଠି ହୋଇଯାଇଛନ୍ତି। ସେମାନଙ୍କ ଆଲୋକର ଝଲକରେ ଏକ ଅଦ୍ଭୁତ ପରିବେଶ ସୃଷ୍ଟି ହୋଇଛି।
ସାମ୍ନାକୁ ଆସିଲା ଆଉ ଜଣେ ଟିଭି କଳାକାରଙ୍କ ଆତ୍ମହତ୍ୟା ଖବର। ସନ୍ଦେହଜନକ ଅବସ୍ଥାରେ ତାଙ୍କ ଫ୍ଲାଟ୍ରେ ଅଭିନେତ୍ରୀଙ୍କ ମୃତଦେହ ମିଳିଲା। ଅଧିକ ଖବର ନେଇ ପୋଲିସ ତଦନ୍ତ ଚାଲିଛି।
ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା...
ନଅ ଦିନର ଯାତ୍ରା ସାରି ଶେଷରେ ମହାପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କୁ ଧରି ସ୍ୱଗୃହକୁ ଫେରନ୍ତି। ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି। ଠାକୁରଙ୍କ ଏହି ପରମ୍ପରା ନିଳାଦ୍ରି ବିଜେ ଭାବେ ଜଣାଶୁଣା।