• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

French man bharatnatyam dance on A R Rahman song
ଭାରତନାଟ୍ୟମ୍ ନାଚିଲେ ଫ୍ରେଞ୍ଚ୍ ଡ୍ୟାନ୍ସର

ଭାରତନାଟ୍ୟମ୍ ପ୍ରେମରେ ପଡିଲେ ଫରାସୀ ନୃତ୍ୟଶିଳ୍ପୀ। ଏ. ଆର୍. ରହମାନଙ୍କ ଏକ ଗୀତରେ ଭାରତନାଟ୍ୟମ ନାଚି ସବୁ ଭାରତୀୟଙ୍କ ମନ କିଣିଲେ।

Online application for Assistant Director of Textiles
ସରକାରୀ ଚାକିରି ଖୋଜୁଛନ୍ତି କି, ତୁରନ୍ତ ନଜର ପକାନ୍ତୁ

ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ହ୍ୟାଣ୍ଡ୍‌ଲୁମ୍, ଟେକ୍ସଟାଇଲ୍ ଏବଂ ହସ୍ତତନ୍ତ ବିଭାଗ ଅଧୀନରେ ଥିବା ଟେକ୍ସଟାଇଲ୍ସରେ ଆସିଷ୍ଟାଣ୍ଟ ଡାଇରେକ୍ଟର, ଓଡ଼ିଶା ଟେକ୍ସଟାଇଲ୍ ଗ୍ରୁପ୍-ବି ଏବଂ ସେରିକଲଚର ସର୍ଭିସେସ୍ (ଟେକ୍ସଟାଇଲ୍ କ୍ୟାଡର) ପଦବୀ ପାଇଁ ପ୍ରାର୍ଥୀମାନଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି।

Sanjay Dutt wants to bring heroism back in bollywood
ବଲିଉଡ୍‌ରେ ହିରୋଗିରି ନାହିଁ; ମୁଁ ସେସବୁକୁ ଫେରାଇ ଆଣିବାକୁ ଚାହୁଁଛି : ସଞ୍ଜୟ ଦତ୍ତ

ପୁଷ୍ପା: ଦି ରାଇଜ୍, କେଜିଏଫ୍: ୨ ଓ ଆର୍‌ଆର୍‌ଆର୍‌ ଭଳି ଚଳଚ୍ଚିତ୍ର ଅତୁଳନୀୟ ସଫଳତା ପାଇଛି। ଏହି ସମସ୍ତ ଚଳଚ୍ଚିତ୍ରରେ ହୀରୋଗିରିକୁ ଜମେଇକି ପ୍ରଦର୍ଶନ କରାଯାଇଛି ଏବଂ ସାଉଥ୍ ସିନେମା କ୍ରମାଗତ ଭାବରେ ଏମିତି କରୁଛି। ଏହାକୁ ନେଇ କ’ଣ କୁହନ୍ତି ସଞ୍ଜୟ ଦତ୍ତ...

Jayeshbhai jordaar trailer release
‘ଜୟେଶଭାଇ ଜୋରଦାର୍’ ହୋଇ ପ୍ରେକ୍ଷାଳୟରେ ଧମାଲ କରିବେ ରଣବୀର ସିଂହ

‘ଜୟେଶଭାଇ ଜୋରଦାର୍’ ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲର୍‌ରୁ ଲାଗୁଛି ଯେ ରଣବୀର ସିଂହ ପୁଣି ଥରେ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବେ। ଫିଲ୍ମର ଟ୍ରେଲର୍ ରିଲିଜ୍ ହେଉ ହେଉ ଏହା ଏବେ ଦର୍ଶକଙ୍କ ମଧ୍ୟରେ ଛାଇଗଲାଣି।

Yoga asanas for children’s health benefits
ପିଲାମାନଙ୍କ ମାନସିକତାକୁ ଦୃଢ କରେ ଯୋଗ

ପିଲାମାନଙ୍କୁ ଯୋଗାସନ ଅଭ୍ୟାସ କରି ସେମାନଙ୍କୁ ଅନେକ ସମସ୍ୟାରୁ ରକ୍ଷା କରାଯାଇପାରିବ ଏବଂ ଶାରୀରିକ ଓ ମାନସିକ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରାଯାଇପାରିବ। ପିଲାମାନଙ୍କୁ ସ୍ଥିର କରିବା, ପ୍ରତିରକ୍ଷା ପ୍ରଣାଳୀକୁ ଉନ୍ନତ ରଖିବା, ସ୍ମୃତି ଶକ୍ତି ବଜାୟ ରଖିବା ନେଇ ଯୋଗକୁ ବହୁତ ଉପକାରୀ।

The struggle life of Sunita Dasgupta
ଲଗାତାର ସଂଘର୍ଷ ଓ ଉଦ୍ୟମ ଯୋଗୁଁ ପରିବାରର ସାହାରା ବନିଲେ ସୁନିତା

ନିଜର ଉଦ୍ୟମ ଏବଂ ଧୈର୍ଯ୍ୟ ବଳରେ ନାରୀ ସବୁଥିରେ ସଫଳତା ପାଇଥାଏ। ସେ ପରିବାରର ଗର୍ବ ବନିଥାଏ, ସମାଜର ମାର୍ଗଦର୍ଶକ ବି ହୋଇଥାଏ। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁନୀତା ଦାସଗୁପ୍ତା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା।

Cat tries making pottery pot
ବିଲେଇ ଶିଖୁଛି ମାଟି ପାତ୍ର ତିଆରି କରିବାର କଳା

ଜଣେ ବ୍ୟକ୍ତି କୁମ୍ଭାର ଚକରେ ଏକ ମାଟି ପାତ୍ର ତିଆରି କରୁଥିବା ବେଳେ ଏକ ବିଲେଇ ଧ୍ୟାନର ସହ ଏହାକୁ ଦେଖୁଛି। ଲାଗୁଛି ଯେପରି ସେ ଏହି କାମରେ ବହୁତ ଆଗ୍ରହ ଦେଖାଉଛି, ସେ ଏହାକୁ ଶିଖୁଛି।

Recruitment for these posts in BSF
BSFରେ ରହିଛି ଚାକିରି, ଖାଲି ପଡିଛି ୯୦ ପଦବୀ

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। BSFରେ ରହିଛି ଚାକିରି। ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ମୋଟ ୯୦ଟି ପଦବୀରେ କରାଯିବ।

Beast to be release on OTT
'ବିଷ୍ଟ୍‌'କୁ OTT ରିଜିଜ୍ ପାଇଁ କାହିଁକି ନିଆଗଲା ନିଷ୍ପତ୍ତି

ପ୍ରେକ୍ଷାଳୟରେ ଭଲ ଚାଲୁନି 'ବିଷ୍ଟ୍‌'। ନିର୍ମାତା ଏହାକୁ ନେଇ ହୋଇଛନ୍ତି ନିରାଶ। OTTରେ ରିଲିଜ୍ କରିବାକୁ ନେଇଛନ୍ତି ନିଷ୍ପତ୍ତି। ତେବେ କେବେ ହେବ OTT ରିଲିଜ୍ ଆସନ୍ତୁ ଜାଣିବା।

Yash personal bodyguard Ramachandra Raju played as villain in KGF
KGFର ଭିଲେନ୍ ଦିନେ ଥିଲେ ୟଶ୍‌ଙ୍କ ବଡିଗାର୍ଡ

କେଜିଏଫ୍‌ରେ ରାମଚନ୍ଦ୍ର ରାଜୁ ୟଶ୍‌ଙ୍କ ବିରୋଧରେ ଦେଖାଦେଇଥିବା ବେଳେ ପ୍ରକୃତ ଜୀବନରେ ସେ ଦିନେ ଅଭିନେତାଙ୍କ ବଡିଗାର୍ଡ ଥିଲେ। ଆପଣ ନିଶ୍ଚୟ ଭାବୁଥିବେ ଯେ ଜଣେ ବଡିଗାର୍ଡ ଏତେ ଆଗକୁ କିପରି ଗଲେ। ଆସନ୍ତୁ ଜାଣିବା…

Largest female mouth Samantha ramsdell
ସବୁଠୁ ବଡ ପାଟି ଥିବା ମହିଳା, ଥରକେ ଖାଇଦିଅନ୍ତି ବରଗର

ଭଗବାନ ଜଣେ ମହିଳାଙ୍କୁ ଏତେ ବଡ଼ ପାଟି ଦେଇଛନ୍ତି ଯେ ସେ ଗୋଟିଏ କାମୁଡ଼ାରେ ମ୍ୟାକଡୋନାଲ୍ଡର ଗୋଟିଏ ବରଗର ଏବଂ ଗୋଟିଏ ଥରରେ ମଧ୍ୟମ ଆକାରର ଫ୍ରେଞ୍ଚ୍‌ ଫ୍ରାଇଜ୍‌କୁ ଖାଇଦେଉଛନ୍ତି। ଖାଲି ସେତିକି ନୁହେଁ, ସେ ବଡ ବଡ ଗ୍ଲାସ୍‌କୁ ବି ପାଟି ରଖିଦିଅନ୍ତି।

62 year old woman treks kerala toughest peak
୬୨ ବୟସ୍କା ବୃଦ୍ଧା ଶାଢୀ ପିନ୍ଧି ଚଢିଗଲେ ସୁଉଚ୍ଚ ପାହାଡ

ଆଡଭେଞ୍ଚର ଓ ହାଇକିଙ୍ଗକୁ ଦୁଃସାହସିକ ଲୋକଙ୍କ କାମ ବୋଲି କୁହାଯାଏ। ବେଳେବେଳେ ଶାରୀରିକ ଭାବେ ଶକ୍ତିଶାଳୀ ଥିବା ଲୋକଙ୍କ ପାଇଁ ବି ହ୍ୟାକିଂ ଓ ଟ୍ରାକିଂ କଷ୍ଟକର ହୋଇପଡେ। ବର୍ତ୍ତମାନ ଜଣେ ୬୨ ବର୍ଷ ବୟସ୍କା ମହିଳା ପାଶ୍ଚାତ୍ୟ ଘାଟର ଶିଖରରେ ଚଢି ପ୍ରମାଣ କରିଦେଇଛନ୍ତି ଯେ ମନୋବଳ...

Sukhasana yoga benefits
ପିଠି ଏବଂ ମେରୁଦଣ୍ଡକୁ ମଜବୁତ୍ କରେ ସୁଖାସନ

ଯୋଗାସନ ମଧ୍ୟରେ ସୁଖାସନ ଏପରି ଏକ ଅଭ୍ୟାସ ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ। ଏହା ଅତ୍ୟନ୍ତ ସହଜ ହୋଇଥିବା ବେଳେ ଉଭୟ ଶରୀର ଏବଂ ମନକୁ ଶାନ୍ତ କରିବାରେ ସାହାଯ୍ୟ କରିବା ସହିତ ଅନେକ ରୋଗର ଲକ୍ଷଣକୁ ହ୍ରାସ କରିଥାଏ।

Why transgenders have long life
ପୁରୁଷଙ୍କ ତୁଳନାରେ ୨୦ ବର୍ଷ ଅଧିକ ବଞ୍ଚନ୍ତି କିନ୍ନର; କାରଣ ଜାଣନ୍ତୁ…

ସାଧାରଣ ଲୋକଙ୍କ ଅପେକ୍ଷା କିନ୍ନରମାନେ ଅଧିକ ଦିନ ବଞ୍ଚନ୍ତି। ଏକ ଗବେଷଣାରୁ ଏମିତି ତଥ୍ୟ ସାମ୍ନାକୁ ଆସିଛି। ତେବେ ଏହା ପଛର କ’ଣ କାରଣ ଆସନ୍ତୁ ଜାଣିବା।

Hopeless Ukraine return student
ପ୍ରାକ୍ଟିକାଲ୍‌ ଚିନ୍ତାରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ

ଥମୁନି ୟୁକ୍ରେନ-ଋଷ୍ ଯୁଦ୍ଧ। ଏନେଇ ବଢୁଛି ଚିନ୍ତା। ୬ ବର୍ଷିଆ ମେଡିକାଲ ସାଇନ୍ସ କୋର୍ସ ଅଧାରୁ ପାଠପଢ଼ା ଛାଡ଼ି ଆସିବା ପରେ ଏବେ ପ୍ରାକ୍ଟିକାଲ ଚିନ୍ତାରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ।

Fashion Show in Surat
ରାମ୍ପରେ ଚାଲିଲେ ବୟସ୍କ ପୁରୁଷ ଓ ମହିଳା

ସୁରଟରେ ନିଆରା ଫ୍ୟାସନ୍ ଶୋ। ଏଥିରେ ସୁନ୍ଦର ସୁନ୍ଦର ମଡେଲ ନୁହଁନ୍ତି, ବରଂ ରାମ୍ପ୍‌ ୱାକ୍ କରିଥିଲେ ବୟସ୍କ ବ୍ୟକ୍ତି ଏବଂ ମହିଳାମାନେ

Kangana Ranaut praise for south superstars
ସାଉଥ୍‌ ସୁପର୍‌ଷ୍ଟାର୍‌ମାନେ ସେମାନଙ୍କର ସଂସ୍କୃତି ସହିତ ଜଡିତ : କଙ୍ଗନା ରାଣାୱତ୍

ସାଉଥ୍‌ ସୁପର୍‌ଷ୍ଟାର୍‌ଙ୍କ ପ୍ରତି କଙ୍ଗନାଙ୍କ କାହିଁକି ଏତେ ଭଲ ପାଇବା? ସେମାନଙ୍କୁ ପ୍ରଶଂସାରେ କାହିଁକି ପୋତି ପକଉଛନ୍ତି ସେ? ଆସନ୍ତୁ ଜାଣିବା ଏହା ପଛର କାହାଣୀ।

NBCC recruitment: 25 vacancies of Dy. General Manager on offer
NBCC ରେ ଏହି ପଦବୀ ଖାଲି ଅଛି; ତୁରନ୍ତ ଆବେଦନ କରନ୍ତୁ

୨୫ଟି ଜେନେରାଲ ମ୍ୟାନେଜର୍ (ଇଂ)ପଦବୀ ପାଇଁ NBCC (ଭାରତ) ଲିମିଟେଡ୍ ଆବେଦନକୁ ଆହ୍ୱାନ କରିଛି। ଆବେଦନ ପ୍ରକ୍ରିୟା ଜାରି ରହିଛି ଏବଂ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ମେ ୫ ରହିଛି। ସଂପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଦେଖନ୍ତୁ।

KGF 2 expected to beat  pushpa and RRR box office collection
ଅଲ୍ଲୁ ଅର୍ଜୁନ ଓ ରାମ ଚରଣଙ୍କ ଉପରେ ଭାରି ପଡିଲେ ୟଶ୍; ଜାଣନ୍ତୁ କାହିଁକି

'କେଜିଏଫ୍ ୨' ଆଗୁଆ ବୁକିଂ ବଡ ବଡ ତାରକାଙ୍କ ଫିଲ୍ମକୁ ପଛରେ ପକେଇ ଦେଇଛି। ଏହା ପରେ, ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସ୍ ଜବରଦସ୍ତ ବ୍ୟବସାୟ କରିଛି। 'କେଜିଏଫ୍ ୨'ର ଏପରି କ୍ରେଜ୍ ଦେଖି ଏହା ସ୍ପଷ୍ଟ ହୋଇଛି ଯେ ରୋଜଗାର ଦୃଷ୍ଟିରୁ ବକ୍ସ ଅଫିସରେ ପୁଷ୍ପା,...

Kid skill skateboarding on stairs
କୁନି ପିଲାର କମାଲ୍; ପାହାଚରେ ସ୍କେଟିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା

ଲୋକମାନେ ପରିହାସ କରନ୍ତି ଯେ ସ୍କେଟିଂ ଏକ ପିଲା ଖେଳ ନୁହେଁ। କିନ୍ତୁ ବର୍ତ୍ତମାନ ଏକ ଛୋଟ ପିଲା ଏହି କଥାକୁ ଭୁଲ ବୋଲି ପ୍ରମାଣିତ କରିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଚର୍ଚ୍ଚାରେ ରହିଛି, ଯେଉଁଥିରେ ପିଲାଟି ପାହାଚରେ ଚମତ୍କାର ସ୍କେଟିଂ କରୁଥିବା ଦେଖାଯାଏ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।