ଓସ୍କାର ପାଇଁ ନାମାଙ୍କନ ଘୋଷଣା କରାଯାଇଛି। ଆଶା ଅନୁଯାୟୀ, RRR ଫିଲ୍ମର "ନାଟୁ ନାଟୁ" ଗୀତକୁ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ପାଇଁ ମନୋନୀତ କରାଯାଇଛି। ନିକଟରେ ଏହି ଗୀତ ଗୋଲଡେନ୍ ଗ୍ଲୋବ୍ ମଧ୍ୟ ଜିତିଛି। ଏବେ RRR ଓସ୍କାର ଯିବାକୁ ସମର୍ଥ ହୋଇଛି।
ଓଡିଶାରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। OMC ରେ ଅନେକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଚୟନ ପ୍ରାର୍ଥୀଙ୍କୁ ମାସକୁ ୧,୧୨,୪୦୦ ଟଙ୍କା ଦରମା ମିଳିବ।
ନିକଟରେ 'ପ୍ୟାରିସ୍ ଫ୍ୟାଶନ ୱିକ୍' ୨୦୨୩ ରେ ସେମିତି କିଛି ଦେଖିବାକୁ ମିଳିଥିଲା। ଏଥିରେ, ମଡେଲ ଡୋଜା କ୍ୟାଟ୍ଙ୍କ ଲାଲ୍ ଅବତାର ଲୋକଙ୍କୁ ଏତେ ଆକର୍ଷିତ କରିଥିଲା ଯେ ସେମାନଙ୍କ ଆଖି ଲାଖିଯାଇଥିଲା। ଡୋଜା ୩୦ ହଜାର ସ୍ୱାରୋଭସ୍କି ସ୍ଫଟିକ୍ ପିନ୍ଧି ଇଭେଣ୍ଟରେ ପହଞ୍ଚିଥିଲେ।
କେ.ଏଲ୍ ରାହୁଲ ଏବଂ ଆଥିୟା ଶେଟ୍ଟୀଙ୍କ ବିବାହକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ବିବାହ ପରେ ସୁନୀଲ ଗୋଟିଏ ନୁହେଁ ୨ଟି ଗ୍ରାଣ୍ଡ୍ ରିସେପ୍ସନ୍ ଦେବାର ଯୋଜନା କରୁଛନ୍ତି। କିନ୍ତୁ ଆଥିୟା ଏବଂ ରାହୁଲ କେବଳ ରିସେପ୍ସନ୍ ନୁହେଁ ହନିମୁନ୍ ମଧ୍ୟ ବାତିଲ କରିଛନ୍ତି। ହେଲେ କାହିଁକି…
ସେ ଏକ ଘରୋଇ କଲେଜରେ ଅଧ୍ୟୟନ କରନ୍ତି। ତାଙ୍କୁ ସେହି କଲେଜ ତରଫରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପ୍ୟାକେଜ୍ରେ ନିଯୁକ୍ତି ମିଳିଛି। ସେହି କଲେଜ୍ରେ ବାପା ପିଅନ ଭାବେ କାମ କରନ୍ତି।
ଜଣେ ପାକିସ୍ତାନୀ ଯୁବତୀ ଅନ୍ଲାଇନ୍ରେ ଲୁଡୁ ଖେଳୁଥିବା ସମୟରେ ଜଣେ ଭାରତୀୟ ଯୁବକଙ୍କ ପ୍ରେମରେ ପଡିଗଲେ। ତାଙ୍କ ଭଲ ପାଇବା ନେଇ ସେ ପାକିସ୍ତାନରୁ ଭାରତ ଚାଲିଆସିଲେ। କିଛି ଦିନ ସେମାନେ ଏକାଠି ମଧ୍ୟ ରହିଲେ। ହେଲେ…
ରାହୁଲ୍ ଗାନ୍ଧୀଙ୍କୁ ଏବେ ୫୨ ବର୍ଷ। ବିବାହ କରିବାକୁ ସେ ଏମିତି ଝିଅ ଖୋଜୁଛନ୍ତି। ଜାଣନ୍ତୁ ସେ କେଉଁ ଗୁଣ ଥିବା ଝିଅ ଖୋଜୁଛନ୍ତି।
(OSSSC) ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ମୋଟ ୭୪୮୩ ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀମାନେ ୯୨,୩୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପାଇବେ।
ରିଲିଜ୍ ହୋଇଛି 'ତୁ ଝୁଠି ମେ ମକ୍କାର'ର ଟ୍ରେଲର୍। ଫିଲ୍ମର ଟ୍ରେଲର ମଜାମସ୍ତିରେ ଭରପୂର ଥିବା ଦେଖାଯାଏ। ଉଭୟ ରଣବୀର ଏବଂ ଶ୍ରଦ୍ଧା ସେମାନଙ୍କ ଚରିତ୍ରକୁ ଖୁବ ଦୃଢତାର ସହ କରୁଥିବା ଦେଖାଯାଏ। ଉଭୟଙ୍କ ମଜାଳିଆ ଷ୍ଟାଇଲ୍ ଫିଲ୍ମକୁ ଖୁବ ମଜାଦାର କରିଦେଉଛି।
ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ବଣ୍ଡିଂ ସମସ୍ତେ ଜାଣନ୍ତି। କିଛି ଦିନ ହେବ ଉଭୟ ପରସ୍ପରକୁ ପ୍ରମୋସନ କରୁଥିବା ଦେଖାଯାଏ। ‘ପଠାନ୍’ ସହ ଏବେ ‘ଭାଇଜାନ୍’ ଆସିବେ ବୋଲି ଖବର ଆସିଛି।
ଆମ ପ୍ରତ୍ୟେକଙ୍କ ଘରେ ଏମିତି ଅନେକ ଜିନିଷ ଅଛି ଯାହା ଆଣ୍ଟି-ଭାଇରାଲ୍, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଫଙ୍ଗଲ୍ରେ ଭରପୂର। ଏସବୁ ଅନେକ ସଂକ୍ରମଣ ରୋଗରୁ ରକ୍ଷାକରେ। ଆସନ୍ତୁ ଜାଣିବା ଆଉ ଆପଣେଇବା।
ବିଭିନ୍ନ ପରିସ୍ଥିତିରେ ଆମେ ବିଭିନ୍ନ କାରଣରୁ ବନ୍ଦ ଆଖିରେ ବିଭିନ୍ନ ରଙ୍ଗ ଦେଖିଥାଉ। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ଦିନରେ ପୂରା ଉଜ୍ଜ୍ୱଳ ଆଲୋକରେ ଆଖି ବନ୍ଦ କରୁ କିଛି ଆଲୋକ ଆମ ଆଖିପତା ଦେଇ ଯାଇଥାଏ ତେବେ ଆମକୁ ଲାଲ ରଙ୍ଗ ଦେଖାଯାଏ। ହେଲେ ଏମିତି କାହିଁକି...
IAS ବା IPS ପାଇବା ପାଇଁ ଅତି କମରେ ୪-୫ ବର୍ଷ ପ୍ରସ୍ତୁତ ହେବାକୁ ପଡେ ବୋଲି ଅନେକ କୁହନ୍ତି। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଏହି କଥାକୁ ମିଥ୍ୟା ପ୍ରମାଣିତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅକ୍ଷିତା ଗୁପ୍ତା ଜଣେ। ସେ ୧୪ ଘଣ୍ଟା ଅଫିସ୍ରେ କାମ କରି...
ଭାରତୀୟ ନୌସେନାରେ ନିଯୁକ୍ତି ନେଇ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ, SSB ସାକ୍ଷାତକାରରୁ ପ୍ରାର୍ଥୀ ଚୟନ କରାଯିବ। ମହିଳାମାନେ ବି କରିପାରିବେ ଆବେଦନ।
ହର୍ନାଜ୍ ସାନ୍ଧୁ ୨୦୨୧ ମସିହାରେ ହୋଇଥିଲେ ମିସ୍ ୟୁନିଭର୍ସ। ମିସ୍ ୟୁନିଭର୍ସ ପିଜେଣ୍ଟ ପାଇଁ, ହର୍ନାଜ୍ ତାଙ୍କ ପାଇଁ ଏକ ବିଶେଷ ପ୍ରକାରର ଗାଉନ୍ ପ୍ରସ୍ତୁତ କରିଥିଲେ। ଏହା ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପରେ ସୁସ୍ମିତା ଓ ଲାରା ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ।
‘ପଠାନ’କୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁନି। ନିକଟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଏମିତି କିଛି କହି ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଆକ୍ରମଣର ଶିକାର ହୋଇଛନ୍ତି।
ଏବେ ଶାହାରୁଖ ଖାନ ତେଲୁଗୁ ରାଜ୍ୟରେ ତାଙ୍କ ଚଳଚ୍ଚିତ୍ରର ପ୍ରମୋଶନ କରୁଥିବା ଦେଖିବାକୁ ମିଳେ। ନିକଟରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି। ତେବେ ତେଲୁଗୁ ରାଜ୍ୟରେ 'ପଠାନ'ର ପ୍ରମୋଶନକୁ ନେଇ ଶାହରୁଖ ଖାନ କ’ଣ କହିଛନ୍ତି ଆସନ୍ତୁ ଜାଣିବା...
ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାଙ୍କୁ ନେଇ ନୂଆ ନୂଆ ନିୟମ ଲାଗୁ କରାଯାଉଛି। ଏବେ ଆଉ ଏକ ନୂଆ ନିୟମ ସମସ୍ତଙ୍କୁ ତାଜୁବ୍ କରିଦେଇଛି। ଦୋକାନରେ ଥିବା ପୁତଳିକାର ମୁହଁ ମଧ୍ୟ ଢାଙ୍କିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ମୂଷା ଶବମାନଙ୍କ ଆଖି କାଟି ନେଉଥିବା ଖବର ଆସିଛି। ପୋଷ୍ଟମର୍ଟମ ପାଇଁ ଫ୍ରିଜ୍ରୁ ମୃତଦେହ ବାହାର କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ମୃତଦେହର ଗୋଟିଏ ଆଖି ନଥିବା ଦେଖାଯାଇଛି। ପରିବାର ଲୋକ କହୁଛନ୍ତି ଚାଲିଛି ମାନବ ଅଙ୍ଗ ଚୋରା ଚାଲାଣ।
କଙ୍ଗନା ରାଣାୱତ ‘ଏମର୍ଜେନ୍ସୀ' ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଏହାକୁ ନେଇ ସେ ଖୁବ୍ ଖୁସି ମଧ୍ୟ ଅଛନ୍ତି। ଏହା ପଛରେ ତାଙ୍କର କଠିନ ପରିଶ୍ରମ ଓ ସମ୍ପତ୍ତି ବନ୍ଧକ ବିଷୟରେ ସେ ଖୁଲାସା କରିଛନ୍ତି।