• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Some unkhown facts related with Football player Pele
ପେଲେଙ୍କ ପିଲାଦିନ; ବାପା ଥିଲେ ଝାଡୁଦାର୍, ନିଜେ ଚା’ ଷ୍ଟଲ୍‌ରେ କରୁଥିଲେ କାମ

୮୨ ବର୍ଷ ବୟସରେ ଏ ଦୁନିଆକୁ ବିଦାୟ ଦେଇଛନ୍ତି ପେଲେ। ବ୍ରାଜିଲ୍‌ର ସର୍ବକାଳୀନ ଶ୍ରେଷ୍ଠ ସ୍କୋରର୍‌ ପେଲେ ଦେଶକୁ ୩ ଫିଫା ବିଶ୍ୱକପ ଜିତେଇଥିଲେ। ଆଜି ବି ତାଙ୍କୁ ଏହି ପ୍ରସଙ୍ଗରେ ଶୀର୍ଷରେ ରଖାଯାଇଛି। ପେଲେ ଫୁଟବଲରେ ତାଙ୍କ କ୍ୟାରିୟର ଏମିତି ସେମିତିରେ କରି ନଥିଲେ। ସେ ଏହା...

Japanese girl got addicted to bollywood
‘ବେଶରମ ରଙ୍ଗ’ ଗୀତରେ ଜାପାନୀ ଝିଅଙ୍କ ଦମଦାର ଡ୍ୟାନ୍ସ

ବଲିଉଡ ଗୀତ ସବୁବେଳେ ସାରା ବିଶ୍ୱରେ ରାଜ କରିଆସୁଛି। ଏହା ହେଉଛି ଲୋକଙ୍କ ପ୍ରଥମ ପସନ୍ଦ। ବଲିଉଡ୍ ଗୀତରେ ନାଚିବାକୁ କେହି ନିଜକୁ ଅଟକାଇ ପାରନ୍ତି ନାହିଁ। ଏବେ ଏହି ମୋହରେ ପଡିଛନ୍ତି ଜଣେ ଜାପାନୀ ଝିଅ। ସେ ‘ବେଶରମ ରଙ୍ଗ’ ଗୀତରେ ନାଚି ସମସ୍ତଙ୍କ ହୃଦୟରେ ରାଜ୍...

The legend of maula jatt release ban in india
ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନ ଫିଲ୍ମ ଭାରତରେ ରିଲିଜ୍ ହେବ!

ଚଳିତ ବର୍ଷ ପାକିସ୍ତାନ ଫିଲ୍ମ 'ଦି ଲିଜେଣ୍ଡ୍ ଅଫ ମୋଲା ଭଟ୍ଟ' ସାରା ଦୁନିଆରେ ବକ୍ସ ଅଫିସ୍ ରେକର୍ଡ କରିଛି। ଖାଲି ପାକିସ୍ତାନରେ ନୁହେଁ ଏହାକୁ ବିଦେଶରେ ମଧ୍ୟ ପ୍ରଶଂସା କରାଯାଇଛି। ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ ଏହାକୁ ବି ଭାରତରେ ରିଲିଜ୍ କରାଯିବ।

Malaika arora dance on bar top for free drinks
ଫ୍ରି ଡ୍ରିଙ୍କ୍ସ ପାଇଁ ବାର୍ ଟେବୁଲ୍ ଉପରେ ଚଢି ନାଚିଲେ ମଲାଇକା

ଖୁସି ମନେଇବା ପାଇଁ ଭଉଣୀ ଅମୃତା ଅରୋରାଙ୍କ ସହ ଗୋଆରେ ପହଞ୍ଚିଲେ ମଲାଇକା ଆରୋରା। ବାର୍‌ରେ ପହଞ୍ଚିଲେ। ମାଲିକଙ୍କୁ କହିଲେ ଆମକୁ ଫ୍ରିରେ ଡ୍ରିଙ୍କ୍ସ କରାନ୍ତୁ। ମାଲିକ କହିଲେ, ଯାହା ଦରକାର ଦେବି, ହେଲେ ଏହା ବଦଳରେ ଆମକୁ….

Kendriya vidyalaya application deadline extended
ଘୁଞ୍ଚିଲା KVS ର PGT, TGT ନିଯୁକ୍ତି ନେଇ ଆବେଦନ ତାରିଖ

KVSର PGT, TGT ର ନିଯୁକ୍ତି ପାଇଁ ଯେଉଁମାନେ ଆବେଦନ କରିପାରି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। ଆବେଦନ କରିବାର ସମୟସୀମା ବୃଦ୍ଧି କରିଛି KVS । ଜାଣନ୍ତୁ କେବେଯାଏ କରିପାରିବେ ଆବେଦନ।

Salman khan contract over with Big Boss
‘Big Boss’ କୁ ଆଉ ହୋଷ୍ଟ୍ କରିବେ ନାହିଁ ସଲମାନ୍ ଖାନ! କିଏ କରିବେ ଜାଣନ୍ତୁ…

‘ବିଗ୍ ବସ୍’ର ଆଗାମୀ ସିଜନ୍‌କୁ ଆଉ ହୋଷ୍ଟ୍ କରିବେ ନାହିଁ ସଲମାନ୍ ଖାନ! ତାଙ୍କ ସ୍ଥାନରେ ନୂଆ ଷ୍ଟାର୍‌ଙ୍କୁ ରିପ୍ଲେସ୍ କରାଯାଇଛି। ହେଲେ ଏମିତି କ’ଣ ହେଲା, ଯାହା ଫଳରେ ସଲମାନ ଏହି ଶୋ’ରୁ ଦୂରେଇଯିବାକୁ ଚାହୁଁଛନ୍ତି? ଜାଣନ୍ତୁ…

Sensitivity of President's Prisoner under sentence
ବିଚାରାଧିନ କଏଦୀଙ୍କ ପ୍ରତି ରାଷ୍ଟ୍ରପତିଙ୍କ ସମ୍ବେଦନଶୀଳତା

ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନ୍ୟାୟପାଳିକା ଗରୀବ ଆଦିବାସୀମାନଙ୍କ ପାଇଁ କିଛି କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହ ଜେଲ୍‌ରେ ଅଧିକ କଏଦୀଙ୍କୁ ରଖାଯିବା ଏବଂ ଅଧିକ ଜେଲ୍ ନିର୍ମାଣ କରାଯିବା ପ୍ରସଙ୍ଗରେ ଆଲୋଚନା ବେଳେ କହିଥିଲେ ଯେ ଆମେ ବିକାଶ ଆଡକୁ ଅଗ୍ରସର...

Interesting facts about superstar rajesh khanna
Happy Birthday: ରାଜେଶଙ୍କ ଅଭିନୟରେ ଫିଦା ହୋଇ ଯୁବତୀମାନେ ଲେଖୁଥିଲେ ରକ୍ତର ପ୍ରେମପତ୍ର

ଆଜି ରାଜେଶ ଖାନ୍ନାଙ୍କ ୮୦ତମ ଜନ୍ମଦିନ। ସେ ତାଙ୍କ ଜୀବନରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ସେ ବଲିଉଡ୍‌କୁ ଦେଇଛନ୍ତି ଏକ ନୂଆ ଦିଗ। ତାଙ୍କ ଭଳି ଲୋକପ୍ରିୟତା ଆଜି ବି କାହାକୁ ମିଳିନି।

Police officer don’t know how to load a rifle
Viral Video: SI ବି ଜାଣି ନାହାନ୍ତି କିପରି ବନ୍ଧୁକରେ ଗୁଳି ଭର୍ତ୍ତି କରାଯାଏ

ବନ୍ଧୁକରେ କିପରି ଗୁଳି ଭର୍ତ୍ତି କରାଯାଏ ଆଉ ଫୁଟାଯାଏ ତାହା ଜଣେ ପୋଲିସକର୍ମୀଙ୍କ ଠାରୁ ଆଉ ବା କିଏ ବେଶି ଜାଣେ। ଯଦି ଜଣେ ଏସ୍‌ଆଇ ଏହାକୁ ନ ଜାଣି ନଥାନ୍ତି ତେବେ ଏହା ହାସ୍ୟାସ୍ପଦ ନୁହେଁ କି। ଦେଖନ୍ତୁ ଏହି ଭିଡିଓ, ସେ କିପରି ବନ୍ଧୁକରେ ଗୁଳି...

Shahrukh khan spends crores in style to meet fans
ଶାହରୁଖଙ୍କ ବାଦଶାହୀ ଠାଣି: ୭୫ ଲକ୍ଷର ଘଣ୍ଟା, ୨ ଲକ୍ଷର ଜ୍ୟାକେଟ୍

କିଙ୍ଗ ଖାନ୍‌ ଶାହରୁଖ ସବୁବେଳେ ତାଙ୍କ ପ୍ରଶଂସକଙ୍କ ପାଖରେ ରାଜା ଭଳି ଦେଖାଯିବାକୁ ଚାହାନ୍ତି। ତାଙ୍କ ରାଜକୀୟ ଠାଣି ପାଇଁ ସେ ଥରକେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦିଅନ୍ତି। ଜାଣନ୍ତୁ ବିଶେଷ ଦିନରେ ସେ ପୋଷାକରେ କେତେ ଟଙ୍କା ଖର୍ଚ୍ଚ କରନ୍ତି।

Social media influencer leena nagwanshi suicide
ତୁନିଶା ଶର୍ମାଙ୍କ ମୃତ୍ୟୁ ପରେ ଆଉ ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ତୁନିଶା ଶର୍ମାଙ୍କ ମୃତ୍ୟୁ ଆଘାତ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଉ ଏକ ଦୁଃଖ ଖବର ଆସିଛି। ଏବେ ଏଭଳି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୨୨ ବର୍ଷ ବୟସ୍କ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଲୀନା ନାଗବଂଶୀ ଆତ୍ମହତ୍ୟା କରିଥିବା ଖବର ଆସିଛି।

Ratan tata turns 85 know here the unknown fact
Happy Birthday: ରତନ ଟାଟାଙ୍କ ଜୀବନରେ ଆସିଥିଲେ ୪ ନାୟିକା; ହେଲେ କାହାକୁ ବାହା ହୋଇପାରିନଥିଲେ

ଆଜି ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ୮୫ତମ ଜନ୍ମଦିନ। ଟାଟା ଗ୍ରୁପ୍‌କୁ ଉଚ୍ଚ ସ୍ଥାନକୁ ନେବାରେ ତାଙ୍କ ଭୂମିକା ଅତୁଳନୀୟ। ସେ ସିନା ବ୍ୟବସାୟରେ ସଫଳ ହୋଇଗଲେ, ହେଲେ ପ୍ରେମ ଜୀବନକୁ ସଫଳ କରିପାରିଲେ ନାହିଁ। ଜୀବନରେ ଆସିଥିଲେ ୪ ନାୟିକା ହେଲେ ସବୁଠାରୁ ଗଭୀର ପ୍ରେମ ଥିଲା...

20-Year-Old Woman Stabbed 51 Times
୨୦ ବର୍ଷର ଯୁବତୀଙ୍କୁ ୫୧ ଥର ଭୁସି ହତ୍ୟା କଲା ଯୁବକ

ଜଣେ ୨୦ ବର୍ଷର ଯୁବତୀଙ୍କୁ ୫୧ ଥର ଆଘାତ କରାଯାଇ ହତ୍ୟା କରାଯାଇଛି। ଯୁବତୀ ଜଣକ ଯୁବକ ସହ କଥାବାର୍ତ୍ତା ନ କରିବାରୁ ସେ ଏପରି କାଣ୍ଡ କରିଛି ବୋଲି ଜଣାଯାଇଛି। ଉଭୟ କିଛି ଦିନ ପୂର୍ବରୁ ପରସ୍ପରକୁ ଜାଣିଥିଲେ।

Pathan earned 100 crores even before its release
ରିଲିଜ୍ ପୂର୍ବରୁ ୧୦୦କୋଟି ରୋଜଗାର କଲାଣି 'ପଠାନ'; କାଟିବ KGF ରେକର୍ଡ!

'ପଠାନ' ରିଲିଜ୍ ହେବା ପୂର୍ବରୁ ବିରୋଧରେ ଛନ୍ଦି ହୋଇଛି। ଏହି ବିରୋଧ କିନ୍ତୁ ଫିଲ୍ମ ପାଇଁ ସୁଯୋଗ ଆଣିଛି। ରିଲିଜ୍ ପୂର୍ବରୁ କରିସାରିଲାଣି ୧୦୦କୋଟି ରୋଜଗାର। କାଟିବ କି KGF ରେକର୍ଡ!

Stylish icon of 2022 in Entertainment world
Year Ending: ୨୦୨୨ ମନୋରଂଜନ ଦୁନିଆର ୫ ଷ୍ଟାଇଲିସ୍ ଆଇକନ୍‌

ଫ୍ୟାଶନ୍ ସୋ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ପ୍ରଚାର ଏବଂ ରେଡ୍ କାର୍ପେଟ୍ ପର୍ଯ୍ୟନ୍ତ, ଏହି ଅଭିନେତାମାନେ ନିଜ ପ୍ରତିଭା ଏବଂ ଷ୍ଟାଇଲରେ ପ୍ରଶଂସକଙ୍କୁ ପାଗଳ କରିବା ପାଇଁ କୌଣସି ବି ମୌକା ଛାଡି ନାହାଁନ୍ତି। ଆସନ୍ତୁ ଜାଣିବା ଏମାନେ କିଏ…

Man offers to take dubki in river for rs 10
ଥଣ୍ଡାରେ ବୁଡ ପକେଇବାକୁ ଡରୁଛନ୍ତି କି; '୧୦ ଟଙ୍କା ଦିଅନ୍ତୁ… ମୁଁ କାମ ସାରିଦେବି'

ବୁଡ, ଭାରତୀୟ ସଂସ୍କୃତିର ଏକ ପବିତ୍ର ପରମ୍ପରା। ଶହ ଶହ ବର୍ଷ ପୂର୍ବରୁ ଶୀତଦିନେ ଏହି ପରମ୍ପରା ପାଳନ ହୋଇଆସୁଛି। କିନ୍ତୁ, କଥା ହେଉଛି ଏହି ପାଗରେ ଥଣ୍ଡା ପାଣିରେ ପଶିବା ଅନେକଙ୍କ ପକ୍ଷେ କଷ୍ଟକର। ସେମାନଙ୍କ ପାଇଁ ଜଣେ ବ୍ୟକ୍ତି ଏମିତି ଏକ ଅଜବ ସୁଯୋଗ ନେଇ...

Immunity booster yoga for covid-19
ଫେରୁଛି କୋଭିଡ୍: ଏହି ସବୁ ଯୋଗ କରି ବଢାନ୍ତୁ ଇମ୍ୟୁନିଟି

ବିଶ୍ୱର ଅନେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣର ଆଶଙ୍କା ପୁଣି ବଢିଛି। ଭାରତରେ ମଧ୍ୟ ଏହାର ବିପଦକୁ ଧ୍ୟାନରେ ରଖି ଲୋକଙ୍କୁ ସତର୍କ କରାଯାଉଛି। ଏହି ନୂଆ ଭାରିଆଣ୍ଟ କେବଳ ସେହିମାନଙ୍କ ପାଇଁ କ୍ଷତିର କାରଣ ହେବ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ। ତେବେ ଆସନ୍ତୁ...

10 unknown facts of salman khan on his birthday
Happy Birthday: ‍ଭାରି ଚଗଲା ଥିଲେ ସଲମାନ...ପିଲା ବେଳେ ବାପାଙ୍କ ଦରମା ଟଙ୍କା ପୋଡ଼ି ଦେଇଥିଲେ...

ଭାଇଜାନ କଥା ଆସିଲେ ମନକୁ ଆସିଯାଆନ୍ତି ସଲମାନ ଖାନ୍। ଆଜି ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। କିନ୍ତୁ ତାଙ୍କ ବିଷୟରେ ଏମିତି କିଛି ଅଜଣା କଥା ଅଛି ତାହା ହୁଏତ ଆପଣ ଜାଣି ନଥିବେ। କିଛି ହସେଇବ, କିଛି ଭାବପ୍ରବଣ କରିବ।

Leave application to binge watch web series amuses internet interesting
Viral: ଘରେ ବସି ୱେବ୍‌ସିରିଜ୍ ଦେଖିବାକୁ ଲେଖିଲେ ଛୁଟି ଦରଖାସ୍ତ

ଏକ ଅଜବ ଛୁଟି ଦରଖାସ୍ତ ଭାଇରାଲ୍ ହେବାରେ ଲାଗିଛି। ସ୍କୁଲରୁ ଛୁଟି ନେବାକୁ ବୁନ୍ଦେଲଖଣ୍ଡୀର ଜଣେ କର୍ମଚାରୀ ଏମିତି ଏକ ଅଜବ ଦରଖାସ୍ତ ଲେଖିଛନ୍ତି। ଏହି ଦରଖାସ୍ତ ବିଷୟରେ ଜାଣିଲେ ଆପଣ ବି ହସକୁ ରୋକିପାରିବେ ନାହିଁ।

Central Silk Board begin recruitment for multiple posts
ନୂଆବର୍ଷରେ ବଡ ସୁଯୋଗ : ସେଣ୍ଟ୍ରାଲ୍ ସିଲ୍କ ବୋର୍ଡରେ ଚାକିରି

CSB ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଷ୍ଟେନୋଗ୍ରାଫର, କୁକ୍‌, ସହକାରୀ ନିର୍ଦ୍ଦେଶକ, କିରାଣୀ ଇତ୍ୟାଦି ପଦବୀ ପାଇଁ ମୋଟ୍‌ ୧୪୨ଟି ପଦବୀ ଖାଲି ଅଛି। ଡିସେମ୍ବର ୨୪ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତୁରନ୍ତ ଆବେଦନ କରନ୍ତୁ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।