ଅଜବ ଛେଳି ଛୁଆର ଜନ୍ମ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଛେଳିଟି ମାନବ ଚେହେରା ଥିବା ପିଲା ଜନ୍ମ ଦେଇଛି। ଲୋକେ ଏହାକୁ ଚମତ୍କାର ଭାବୁଛନ୍ତି।
ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL), ଫିଲ୍ଡ ଇଞ୍ଜିନିୟର ଏବଂ ଫିଲ୍ଡ ସୁପର୍ଭାଇଜର୍ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପ୍ରକ୍ରିୟାରେ ୮୦୦ ପଦବୀ ପୂରଣ ହେବ। ଜାଣନ୍ତୁ କିପରି କରିବେ ଆବେଦନ।
ଆଜି ଆଦିତ୍ୟ ରୟ କପୁରଙ୍କ ୩୭ତମ ଜନ୍ମଦିନ। ଲଗାତର ଫ୍ଲପ୍ ଫିଲ୍ମ ଦେଲା ପରେ ‘ଆଶିକ୍ ୨’ ଦେଇଥିଲା ସଫଳତା। ଆଜି, ଏହି ଅଭିନେତାଙ୍କ ଜନ୍ମଦିନ ଅବସରରେ, ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡିତ କିଛି ମଜାଦାର କାହାଣୀ-
ଭାଇରାଲ୍ ହେଉଛି ଏକ ମଜାଦାର ଭିଡିଓ। ଗୋଟିଏ ସାଇକେଲ୍ରେ ୯ ଜଣ ପିଲା ଲଦାଲଦି ହୋଇଯାଉଛନ୍ତି। ଜଣେ ସାଇକେଲ କ୍ୟାରିୟର୍ରେ ବସିଥିବା ବେଳେ ଜଣେ କାନ୍ଧରେ ଓହଳିଛନ୍ତି, ଆଉ କେହି ସାଇକେଲ୍ ଆଗ ରଡ୍ରେ ତ ଆଉ କେହି ଆଗ ଚକରେ ବସିଥିବା ଦେଖାଯାଏ। ଦେଖନ୍ତୁ ଏହି ଭିଡିଓ…
ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା କରିବାବେଳେ ସମାଲୋଚକମାନଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି। କହିଛନ୍ତି ଯେଉଁମାନେ ସବୁବେଳେ ସମାଲୋଚନା କରିବାର ଭାବନା ରଖନ୍ତି ସେମାନେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରି କାମ କରି ଦେଖାନ୍ତୁ।
କାନ୍ଦୁଛନ୍ତି ଓ ନିଜର ଦୁଃଖକୁ ପ୍ରକାଶ କରୁଛନ୍ତି ‘ଗ୍ରାଜୁଏଟ୍ ଚାଆବାଲୀ’। ବିହାରର ବାସିନ୍ଦା ପ୍ରିୟଙ୍କା ଗୁପ୍ତା ଏକ ଚା’ ଷ୍ଟଲ୍ ଖୋଲିଥିଲେ। ଏହି ଚା’ ଦୋକାନର ନାମ ହେଉଛି ‘ଗ୍ରାଜୁଏଟ୍ ଚାଆବାଲୀ’। ଝିଅମାନଙ୍କର ସୀମା କେବଳ ରୋଷେଇ ଘର ବୋଲି ସେ କହିଛନ୍ତି। ପୂରା ଖବର ଜାଣିବା ପାଇଁ...
ପ୍ରଥମାଷ୍ଟମୀ ଓଡ଼ିଶାର ଏକ ପାରମ୍ପରିକ ପର୍ବ। ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଏହାକୁ କାହିଁକି କୁହାଯାଏ ପ୍ରଥମାଷ୍ଟମୀ, କ’ଣ ରହିଛି ପରମ୍ପରା ଆସନ୍ତୁ ଜାଣିବା।
ବିଭିନ୍ନ ପଦବୀ ପାଇଁ IWAI ବିଜ୍ଞପ୍ତି ଜାରି କରିଛି। ଅନଲାଇନ୍ ଆବେଦନ ନଭେମ୍ବର ୧୮ରୁ ଆରମ୍ଭ ହେବ। ଅନ୍ୟାନ୍ୟ ସୂଚନା ପାଇଁ ଦେଖନ୍ତୁ।
ଚତୁର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି ରଣବୀର ସିଂହ ଏବଂ ଦୀପିକା। ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ରଣବୀର ଦୀପିକା ପାଦୁକୋନଙ୍କୁ ସୁନ୍ଦର ସର୍ପ୍ରାଇଜ୍ ଦେଇଛନ୍ତି। ଜାଣନ୍ତୁ କ’ଣ ସର୍ପ୍ରାଇଜ୍ ଦେଲେ।
ଆଉ ୫ କିମି ଦୂରରୁ ନୁହେଁ ୨୦କିମି ଦୂରରୁ କରିପାରିବେ ଜେନେରାଲ୍ ଟିକେଟ୍ ବୁକିଂ। ଭାରତୀୟ ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ଏମିତି ସୁବିଧା। ଜାଣନ୍ତୁ କିପରି ପାଇବେ ଏହି ସୁବିଧା।
ବଲିଉଡ୍ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଆଉ ଅଭିନୟ କରିବେ ନାହିଁ ମିଷ୍ଟର ପର୍ଫେକ୍ଟ୍ ଆମିର୍ ଖାନ୍। 'ଚାମ୍ପିଅନ୍ସ'କୁ ନେଇ ଲୋକେ ଉତ୍ସାହିତ ଥିବା ବେଳେ ସେ ଏଥିରେ ଅଭିନୟ କରିବେ ନାହିଁ ବୋଲି କହିଛନ୍ତି। ଆସନ୍ତୁ ଜାଣିବା ସେ କାହିଁକି ନେଲେ ବିରତି…
ଆଜିକାଲି ପ୍ରାୟ କ୍ଷେତ୍ରରେ ଅନ୍ଲାଇନ୍ ସାକ୍ଷାତକାର ଚାଲିଛି। ଏହା ଏକ ନୂଆ ଧାରା ହୋଇଥିବାରୁ ଅନେକ ଏଥିରେ ସହଜ ମନେକରନ୍ତି ନାହିଁ। ଆପଣ ଯଦି ଏମିତି କିଛି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଆପଣଙ୍କ ପାଇଁ କେତେକ ଟିପ୍ସ।
ପୂର୍ବତନ ବିଶ୍ୱ ନମ୍ବର-୧ ଡବଲ୍ସ ତାରକା ସାନିଆ ମିର୍ଜା ତାଙ୍କ ନାମରେ ଅନେକ ଟାଇଟଲ୍ ଜିତିଛନ୍ତି। ତାଙ୍କ ନାମରେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଅଛି। ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ପରାସ୍ତ କରିଥିବା ଏହି ଟେନିସ୍ ସେନ୍ସେସ୍ ଅନେକ ବିବାଦରେ ମଧ୍ୟ ଛନ୍ଦି ହୋଇଛନ୍ତି। ଆସନ୍ତୁ ଜାଣିବା…
NALCO ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଖବର ଦେଖି ତୁରନ୍ତ ଆବେଦନ କରନ୍ତୁ।
ଇଂଲଣ୍ଡ ଟିମ୍କୁ ଅଭିନନ୍ଦନ ଜଣାଇ ପରେ ପାକିସ୍ତାନୀ ଟିମ୍ର ପ୍ରଶଂସକମାନେ ଅଦନାନ୍ ସାମିଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ମାମଲା ଏତେ ବଢିଯାଇଛି ଯେ ଅଦନାନ୍ ପାକିସ୍ତାନର ସତ୍ୟକୁ ଶୀଘ୍ର ବିଶ୍ୱ ସାମ୍ନାକୁ ଆଣିବା ନେଇ କହିଛନ୍ତି।
ଟ୍ୱିଟର ଏବଂ ମେଟା ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ହଟେଇଦେଇଛନ୍ତି। ଉଭୟ କମ୍ପାନୀ ଅର୍ଥନୀତିର ମାନ୍ଦାବସ୍ଥାକୁ ଭୟ କରି ସେମାନଙ୍କ କର୍ମଚାରୀଙ୍କୁ ତଡି ଦେଉଛନ୍ତି। ଏହାରି ଭିତରେ ଭାରତୀୟଙ୍କ ପାଇଁ ଆସିଛି ଖୁସି ଖବର। ଏହି କମ୍ପାନୀ ସେମାନଙ୍କୁ ଚାକିରି ଦେବାକୁ ପ୍ରସ୍ତୁତ ଅଛି।
ବର୍ତ୍ତମାନ ସରକାର 'ବ୍ଲୁ ଆଧାର କାର୍ଡ' ବା ବାଲ୍ ଆଧାର କାର୍ଡ’ ଆରମ୍ଭ କରିଛନ୍ତି। ଏହାକୁ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଆବେଦନ କରାଯିବ। ଏହାକୁ କିପରି କରିବେ ଆବେଦନ ଆସନ୍ତୁ ଜାଣିବା।
ବିଷାକ୍ତ ଜୀବ କଥା ପଡିଲେ ମନକୁ ସାପର ଚିତ୍ର ଚାଲିଆସେ। ଆପଣ କେବେ ଭାବିପାରୁଛନ୍ତି କି ବେଙ୍ଗ ବି ବିଷାକ୍ତ ହୋଇପାରେ! ହଁ, ଦୁନିଆରେ ଏମିତି ବି ବେଙ୍ଗ ଅଛନ୍ତି ଯେଉଁମାନଙ୍କୁ ଛୁଇଁଲେ ଚାଲିଯିବ ପ୍ରାଣ।
ଭାରତରେ ଅନେକ ସରକାରୀ ଚାକିରିରେ ଶରୀର ଉପରେ ଟାଟୁ କରିବା ନିଷେଧ। ଯଦି ଆପଣ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କୁ ହୁଏତ ଆପଣଙ୍କର ଏହି ସୌକ୍କୁ ବାଧା ଦେବାକୁ ପଡିବ।
ବାପାମା’ଙ୍କଠାରୁ ଏକ ଉପହାର ପାଇବା ପରେ ଝିଅ କେତେ ମାତ୍ରାରେ ଖୁସି ହେଇଯାଇଛି ତାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବାପାମାଆ ଝିଅକୁ ଏକ ଆଇଫୋନ୍ ଉପହାର ଦେଇ ତା ଖୁସିକୁ ଦ୍ୱିଗୁଣିତ କରିଦେଇଛନ୍ତି।