• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Yogasanas for neck pain relief
ବେକରେ ଯନ୍ତ୍ରଣା ହେଉଛି କି, ଏହି ଯୋଗ କରି ମୁକ୍ତି ପାଆନ୍ତୁ

ବେକ ଯନ୍ତ୍ରଣାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଏପରି ହେଲେ ଏହା ଶରୀରର ଅନ୍ୟ ଅଙ୍ଗ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। କିଛି ଲୋକଙ୍କ କ୍ଷେତ୍ରରେ ଏହି ଯନ୍ତ୍ରଣା ବଢି ପିଠି ଏବଂ କାନ୍ଧରେ ପହଞ୍ଚିଯାଏ। ତେବେ ଆସନ୍ତୁ ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କେଉଁ...

Ambi Rajani postgraduate sweeper to assistant entomologist
ସୁଇପରରୁ ହେଇଗଲେ ସହକାରୀ ଏଣ୍ଟୋମୋଲୋଜିଷ୍ଟ୍‌

ଶିକ୍ଷିତ ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଭଲ ନ ଥିବାରୁ ସୁଇପର ଭାବରେ କାମ କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ତାଙ୍କର ଦକ୍ଷତା ଓ ପରିଶ୍ରମ ଲୁଚି ରହିଲା ନାହିଁ। ତାଙ୍କର ଜୋସ୍‌ ତାଙ୍କୁ ସଫଳତା ଦେଇଥିଲା। ସେ ହେଉଛନ୍ତି ହାଇଦ୍ରାବାଦର ପୋଷ୍ଟ୍‌ ଗ୍ରାଜୁଏଟ୍ ସୁଇପର ଅମ୍ବି ରଜନୀ।

To take the family responsible Damayanti become Auto driver
ପରିବାରର ଆର୍ଥିକ ବୋଝକୁ ହାଲୁକା କରିବା ପାଇଁ ଦମୟନ୍ତୀ ବନିଲେ ଅଟୋ ଚାଳକ

ନାରୀ ହୋଇଛି ସ୍ୱାବଲମ୍ବୀ। ପୁରୁଷ ସହ କାନ୍ଧରେ କାନ୍ଧ ମିଳେଇ ଚାଲୁଛି ବାଟ। ନିଜର ଉଦ୍ୟମ ବଳରେ ସମାଜର ମାନସିକତାରେ ବଡ଼ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି ନାରୀ। ସେମିତି ଜଣେ ନାରୀ ହେଲେ ଦମୟନ୍ତୀ ନାଏକ। ପରିବାର ବୋଝ ସମ୍ଭାଳିବା ପାଇଁ ସେ କିପରି ସାଜିଲେ ଅଟୋ...

Macheswar murder attempt
ପରକୀୟା ପ୍ରୀତି ପାଇଁ ସ୍ୱାମୀଙ୍କୁ ସ୍ତ୍ରୀର ହତ୍ୟା ଉଦ୍ୟମ

ଧରାପଡିଗଲା ସ୍ତ୍ରୀର ଚୋରା ପୀରତି। କଲା ସ୍ୱାମୀଙ୍କୁ ହତ୍ୟା ଯୋଜନା। ସୁପାରୀ କିଲର ଦ୍ୱାରା ହତ୍ୟା ଉଦ୍ୟମ। ଡ୍ରାଇଭର ପ୍ରେମିକ ସହ ମିଶି ଇଞ୍ଜିନିୟର ସ୍ୱାମୀଙ୍କୁ ହତ୍ୟା ପାଇଁ ଉଦ୍ୟମ। ସାନ୍ଧ୍ୟ ଭ୍ରମଣ ବେଳେ ମରଣାନ୍ତକ ଆକ୍ରମଣରେ ସ୍ୱାମୀ ଗୁରୁତର।

Odisha’s Chanakya Janaki Ballav Pattnaik
ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିର ଭଗୀରଥ ଜାନକୀ ବଲ୍ଲଭ

ମହତାବଜୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକ ମହୋଦୟ ରାଜନୈତିକ ସଂପର୍କରେ ଗୁରୁ-ଶିଷ୍ୟ ହେଲେ ହେଁ ବାସ୍ତବରେ ସେମାନେ ଥିଲେ ବିଚକ୍ଷଣ ରାଜନୀତିଜ୍ଞ। ସେମାନଙ୍କ ରାଜନୈତିକ ଜୀବନରେ ବହୁ ସାମଞ୍ଜସ୍ୟ ଥିବାରୁ ଜାନକୀବାବୁଙ୍କୁ ‘ଓଡ଼ିଶାର ଦ୍ୱିତୀୟ ମହତାବ’ ବୋଲି କୁହାଯାଏ।

Odisha CM Approves  196 new posts for 28 police outposts
ରାଜ୍ୟରେ ୧୯୬ ପୋଲିସ ପଦବୀ ମଞ୍ଜୁର

ପୂରଣ ହେବ ୧୯୬ ପୋଲିସ ପଦବୀ। ରାଜ୍ୟରେ ୨୮ ସ୍ଥାୟୀ ପୋଲିସ୍ ଆଉଟ୍ପୋଷ୍ଟ ପାଇଁ ୨୮ ସବ୍ଇନ୍ସପେର ଓ ୧୬୮ କନେଷ୍ଟବଳ ପଦବୀ ରହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସିଛି ସୂଚନା।

Buy mobile and accessories get free lemon and petrol
୫୦ ଟଙ୍କାର ମୋବାଇଲ ଆସେସୋରିଜ୍ କିଣିଲେ ୪ଟା ଲେମ୍ବୁ ଫ୍ରି

ଯଦି କେହି ଏହି ଦୋକାନରୁ ମୋବାଇଲ୍ କିମ୍ବା ଅନ୍ୟ କୌଣସି ଆସେସୋରିଜ୍ କିଣନ୍ତି, ତେବେ ସେ ମାଗଣା ପେଟ୍ରୋଲ ଏବଂ ଲେମ୍ବୁ ପାଇବେ। ଆସନ୍ତୁ ଜାଣିବା କେଉଁଠି ଅଛି ଏହି ଦୋକାନ।

Amitabh Bachchan seen doing air kicks likes Tiger Shroff
ଟାଇଗର୍‌ ଶ୍ରଫ୍‌ଙ୍କ ଷ୍ଟାଇଲ୍‌ରେ ନଜର ଆସିଲେ ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନ ଦେଖେଇଲେ ନିଆରା ଆକ୍ସନ। ଟାଇଗର ଶ୍ରଫ୍‌ଙ୍କ ପରି ଏକ୍ରୋବେଟିକ୍ ମୁଭ୍ସ ସହିତ ଏୟାର କିକ୍ କରୁଥିବା ଦେଖେଇଛନ୍ତି। ଏବେ ବଲିଉଡ୍‌ ମେଗାଷ୍ଟାର୍‌ଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି।

IAS Ananya Singh success story
ମାତ୍ର ବର୍ଷେ ପ୍ରସ୍ତୁତି; ୨୨ ବର୍ଷରେ ପାଇଗଲେ IAS

ଯେଉଁମାନେ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନେ କଠିନ୍ ପରିଶ୍ରମ କରନ୍ତି। ଅନେକଙ୍କୁ ବର୍ଷ ବର୍ଷ ପରିଶ୍ରମ କରିବାକୁ ପଡେ। କିନ୍ତୁ ୨୨ ବର୍ଷର ଏହି ଝିଅ ମାତ୍ର ଗୋଟିଏ ବର୍ଷରେ ପାଇଗଲେ IAS। ସିଏ କିଏ ଆସନ୍ତୁ ଜାଣିବା।

Yoga poses for healthy liver
ଆପଣଙ୍କ ଅଛି କି ଲିଭର୍‌ ସମସ୍ୟା; କରନ୍ତୁ ଏହି ଯୋଗ

ଲିଭର୍‌ର ଆମ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାକୁ ସୁସ୍ଥ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ପୁଷ୍ଟିକର ଖାଦ୍ୟ ସହିତ, ଏହାକୁ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗ କରିବା ମଧ୍ୟ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଏହାକୁ ସୁସ୍ଥ ରଖିବାକୁ କେଉଁ ଯୋଗ କରିବା ଜରୁରୀ।

Lemon price hike in India, what is best source of vitamin-c
ଲେମ୍ବୁ ଦାମ ବୃଦ୍ଧି ନେଇ ଚିନ୍ତିତ କି, ବିକଳ୍ପ ଭାବେ ଖାଆନ୍ତୁ ଏହିସବୁ ଖାଦ୍ୟ

ଲେମ୍ବୁକୁ ଭିଟାମିନ୍-ସି ର ସବୁଠାରୁ ସହଜ ଏବଂ ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଏବେ ଲେମ୍ବୁରେ ନିଆଁ ଲାଗିଛି। ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଏହାକୁ କିଣିବା ଭାରୀ ହୋଇପାରେ। ଏଭଳି ପରିସ୍ଥିତିରେ ଭିଟାମିନ୍-ସି ପାଇବା ପାଇଁ ଲେମ୍ବୁ ବ୍ୟତୀତ ଖାଦ୍ୟରେ ଆଉ କେଉଁ ଜିନିଷ...

French man bharatnatyam dance on A R Rahman song
ଭାରତନାଟ୍ୟମ୍ ନାଚିଲେ ଫ୍ରେଞ୍ଚ୍ ଡ୍ୟାନ୍ସର

ଭାରତନାଟ୍ୟମ୍ ପ୍ରେମରେ ପଡିଲେ ଫରାସୀ ନୃତ୍ୟଶିଳ୍ପୀ। ଏ. ଆର୍. ରହମାନଙ୍କ ଏକ ଗୀତରେ ଭାରତନାଟ୍ୟମ ନାଚି ସବୁ ଭାରତୀୟଙ୍କ ମନ କିଣିଲେ।

Online application for Assistant Director of Textiles
ସରକାରୀ ଚାକିରି ଖୋଜୁଛନ୍ତି କି, ତୁରନ୍ତ ନଜର ପକାନ୍ତୁ

ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ହ୍ୟାଣ୍ଡ୍‌ଲୁମ୍, ଟେକ୍ସଟାଇଲ୍ ଏବଂ ହସ୍ତତନ୍ତ ବିଭାଗ ଅଧୀନରେ ଥିବା ଟେକ୍ସଟାଇଲ୍ସରେ ଆସିଷ୍ଟାଣ୍ଟ ଡାଇରେକ୍ଟର, ଓଡ଼ିଶା ଟେକ୍ସଟାଇଲ୍ ଗ୍ରୁପ୍-ବି ଏବଂ ସେରିକଲଚର ସର୍ଭିସେସ୍ (ଟେକ୍ସଟାଇଲ୍ କ୍ୟାଡର) ପଦବୀ ପାଇଁ ପ୍ରାର୍ଥୀମାନଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି।

Sanjay Dutt wants to bring heroism back in bollywood
ବଲିଉଡ୍‌ରେ ହିରୋଗିରି ନାହିଁ; ମୁଁ ସେସବୁକୁ ଫେରାଇ ଆଣିବାକୁ ଚାହୁଁଛି : ସଞ୍ଜୟ ଦତ୍ତ

ପୁଷ୍ପା: ଦି ରାଇଜ୍, କେଜିଏଫ୍: ୨ ଓ ଆର୍‌ଆର୍‌ଆର୍‌ ଭଳି ଚଳଚ୍ଚିତ୍ର ଅତୁଳନୀୟ ସଫଳତା ପାଇଛି। ଏହି ସମସ୍ତ ଚଳଚ୍ଚିତ୍ରରେ ହୀରୋଗିରିକୁ ଜମେଇକି ପ୍ରଦର୍ଶନ କରାଯାଇଛି ଏବଂ ସାଉଥ୍ ସିନେମା କ୍ରମାଗତ ଭାବରେ ଏମିତି କରୁଛି। ଏହାକୁ ନେଇ କ’ଣ କୁହନ୍ତି ସଞ୍ଜୟ ଦତ୍ତ...

Jayeshbhai jordaar trailer release
‘ଜୟେଶଭାଇ ଜୋରଦାର୍’ ହୋଇ ପ୍ରେକ୍ଷାଳୟରେ ଧମାଲ କରିବେ ରଣବୀର ସିଂହ

‘ଜୟେଶଭାଇ ଜୋରଦାର୍’ ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲର୍‌ରୁ ଲାଗୁଛି ଯେ ରଣବୀର ସିଂହ ପୁଣି ଥରେ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବେ। ଫିଲ୍ମର ଟ୍ରେଲର୍ ରିଲିଜ୍ ହେଉ ହେଉ ଏହା ଏବେ ଦର୍ଶକଙ୍କ ମଧ୍ୟରେ ଛାଇଗଲାଣି।

Yoga asanas for children’s health benefits
ପିଲାମାନଙ୍କ ମାନସିକତାକୁ ଦୃଢ କରେ ଯୋଗ

ପିଲାମାନଙ୍କୁ ଯୋଗାସନ ଅଭ୍ୟାସ କରି ସେମାନଙ୍କୁ ଅନେକ ସମସ୍ୟାରୁ ରକ୍ଷା କରାଯାଇପାରିବ ଏବଂ ଶାରୀରିକ ଓ ମାନସିକ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରାଯାଇପାରିବ। ପିଲାମାନଙ୍କୁ ସ୍ଥିର କରିବା, ପ୍ରତିରକ୍ଷା ପ୍ରଣାଳୀକୁ ଉନ୍ନତ ରଖିବା, ସ୍ମୃତି ଶକ୍ତି ବଜାୟ ରଖିବା ନେଇ ଯୋଗକୁ ବହୁତ ଉପକାରୀ।

The struggle life of Sunita Dasgupta
ଲଗାତାର ସଂଘର୍ଷ ଓ ଉଦ୍ୟମ ଯୋଗୁଁ ପରିବାରର ସାହାରା ବନିଲେ ସୁନିତା

ନିଜର ଉଦ୍ୟମ ଏବଂ ଧୈର୍ଯ୍ୟ ବଳରେ ନାରୀ ସବୁଥିରେ ସଫଳତା ପାଇଥାଏ। ସେ ପରିବାରର ଗର୍ବ ବନିଥାଏ, ସମାଜର ମାର୍ଗଦର୍ଶକ ବି ହୋଇଥାଏ। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁନୀତା ଦାସଗୁପ୍ତା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା।

Cat tries making pottery pot
ବିଲେଇ ଶିଖୁଛି ମାଟି ପାତ୍ର ତିଆରି କରିବାର କଳା

ଜଣେ ବ୍ୟକ୍ତି କୁମ୍ଭାର ଚକରେ ଏକ ମାଟି ପାତ୍ର ତିଆରି କରୁଥିବା ବେଳେ ଏକ ବିଲେଇ ଧ୍ୟାନର ସହ ଏହାକୁ ଦେଖୁଛି। ଲାଗୁଛି ଯେପରି ସେ ଏହି କାମରେ ବହୁତ ଆଗ୍ରହ ଦେଖାଉଛି, ସେ ଏହାକୁ ଶିଖୁଛି।

Recruitment for these posts in BSF
BSFରେ ରହିଛି ଚାକିରି, ଖାଲି ପଡିଛି ୯୦ ପଦବୀ

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। BSFରେ ରହିଛି ଚାକିରି। ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ମୋଟ ୯୦ଟି ପଦବୀରେ କରାଯିବ।

Beast to be release on OTT
'ବିଷ୍ଟ୍‌'କୁ OTT ରିଜିଜ୍ ପାଇଁ କାହିଁକି ନିଆଗଲା ନିଷ୍ପତ୍ତି

ପ୍ରେକ୍ଷାଳୟରେ ଭଲ ଚାଲୁନି 'ବିଷ୍ଟ୍‌'। ନିର୍ମାତା ଏହାକୁ ନେଇ ହୋଇଛନ୍ତି ନିରାଶ। OTTରେ ରିଲିଜ୍ କରିବାକୁ ନେଇଛନ୍ତି ନିଷ୍ପତ୍ତି। ତେବେ କେବେ ହେବ OTT ରିଲିଜ୍ ଆସନ୍ତୁ ଜାଣିବା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।