• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Ranbir Alia Marriage
ଆଲିଆଙ୍କୁ ବିବାହ ପରେ ରଣବୀରଙ୍କ ସିକ୍ରେଟ୍ ପ୍ଲାନ୍

ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଆଲିଆ-ରଣବୀର ବିବାହ ବନ୍ଦନରେ ବାନ୍ଧିହେବାକୁ ଯାଉଛନ୍ତି। ସେ ବିବାହର ସମସ୍ତ କାର୍ଯ୍ୟକ୍ରମକୁ ଗୁପ୍ତ ରଖୁଛନ୍ତି। ତେବେ ବିବାହ ପରେ ରଣବୀର କ’ଣ କରିବେ ସେନେଇ ମଧ୍ୟ ଯୋଜନା କରିନେଇଛନ୍ତି।

Easy  Exam preparation
ପରୀକ୍ଷା ପାଇଁ ସହଜ ଓ ସରଳ ପ୍ରସ୍ତୁତି

ପରୀକ୍ଷା ସମୟ ପାଖେଇ ଆସିଲେ ଅନେକ ଚିନ୍ତାରେ ପଡିଯାଆନ୍ତି। କ’ଣ କରିବେ କ’ଣ ନ କରିବେ କିଛି ବୁଝିପାରନ୍ତି ନାହିଁ। ଅନେକ ମଧ୍ୟ ପରୀକ୍ଷା ପ୍ରସ୍ତୁତିର ମାଧ୍ୟମ ଜାଣି ନଥାନ୍ତି। ତେବେ ପରୀକ୍ଷାକୁ ନେଇ ଏଠି କିଛି ସହଜ ଓ ସରଳ ଉପାୟ ଦିଆଗଲା, ନଜର ପକାନ୍ତୁ ନିଶ୍ଚିତ...

9 year old girl write emotional letter to dead mom
ମୁଁ ତୁମକୁ ସ୍ୱର୍ଗରେ ଭେଟିବି; ମା’କୁ ହରେଇ ଏମିତି ଚିଠି ଲେଖିଲା ୯ ବର୍ଷର ଝିଅ

ୟୁକ୍ରେନ ଯୁଦ୍ଧରେ ଆରପାରିକି ଚାଲିଗଲା ମା’। ଭାବପ୍ରବଣ ହୋଇ କୁନି ଝିଅ ମା’ ପାଖକୁ ଲେଖିଲା ଚିଠି। କହିଲା, ମା, ମୁଁ ତୁମକୁ ଏବେ ସ୍ୱର୍ଗରେ ଭେଟିବି। ଜଣେ ଭଲ ମଣିଷ ହେବା ପାଇଁ ମୁଁ ଚେଷ୍ଟା କରିବି ଯାହାଦ୍ୱାରା ମୁଁ ସ୍ୱର୍ଗରେ ସ୍ଥାନ ପାଇବି।

Benefits of Sarvangasana
ଲାଭଦାୟକ ସର୍ବାଙ୍ଗାସନ; ରହିବ ନାହିଁ କୋଷ୍ଠକାଠିନ୍ୟ

ଅନେକ ରୋଗର ଆଶଙ୍କା ହ୍ରାସ କରିବା ସହିତ ଶରୀରର ଶକ୍ତି ବୃଦ୍ଧି, ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଦେବାରେ ଯୋଗ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ। ସର୍ବାଙ୍ଗାସନ ଏମିତି ଏକ ଆସନ ଯାହା ଶରୀରରେ ସକରାତ୍ମକ ଶକ୍ତିକୁ ବଢେଇବା ସହିତ ମାନସିକ ସ୍ୱାସ୍ଥ୍ୟରେ...

Many people injured due to trolley breakdown
ଛିଡିଲା ତ୍ରିକୁଟ ପର୍ବତର ରୋପୱେ ଟ୍ରଲି; ଅନେକ ଆହତ

ଦେଓଘରରେ ଦୁର୍ଘଟଣା। ଦେଓଘରର ତ୍ରିକୁଟ ପର୍ବତର ରୋପୱେ ଟ୍ରଲି ଛିଡିଯିବାରୁ ଅନେକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଦଉଡିରେ ଫସି ରହିଛନ୍ତି। ପ୍ରାୟ ଶହେ ଉପରେ ଲୋକ ଫସି ରହିଥିବା ସୂଚନା ମିଳୁଛି।

Imran Khan again blames foreign conspiracy
ପୁଣି ଆରମ୍ଭ ହେଲା ସ୍ୱାଧୀନତା ସଂଗ୍ରାମ: ଅନାସ୍ଥା ପ୍ରସ୍ତାବ ହାରିବା ପରେ ଇମ୍ରାନଙ୍କ ପ୍ରଥମ ପ୍ରତିକ୍ରିୟା

ସରକାରଙ୍କ ପତନ ଏବଂ କ୍ଷମତା ହରାଇବା ପରେ ମଧ୍ୟ ଇମ୍ରାନ ଖାନଙ୍କ ରାଜନୈତିକ ସଂଘର୍ଷ ଜାରି ରହିଛି। ସେ ପୁଣିଥରେ ତାଙ୍କ ସରକାର ପତନ ପାଇଁ ବିଦେଶୀ ଶକ୍ତିକୁ ଦାୟୀ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଟ୍ୱିଟ୍‌ କରି ଏହି ଷଡଯନ୍ତ୍ର ବିରୋଧରେ ସଂଗ୍ରାମ ଆରମ୍ଭ କରିବାକୁ...

Kangana Ranaut attacks on Hrithik Roshan
ଦେଖେଇ ଦେଖେଇ ହ୍ରିତିକଙ୍କ ଉପରେ ବର୍ଷୁଛନ୍ତି କଙ୍ଗନା ରାଣାୱତ

ପ୍ରତ୍ୟେକ ଝିଅ ବିବାହିତ ପୁରୁଷଙ୍କ ପ୍ରେମରେ ପଡ଼ନ୍ତି। ବୋଧହୁଏ ଏହା ହୋଇପାରେ ଯେ ବିବାହିତ ପୁରୁଷମାନେ ଦାୟୀତ୍ୱବାନ ଓ ସମ୍ବେଦନଶୀଳ ହୋଇଥାନ୍ତି। କିନ୍ତୁ ପରେ ବିବାହିତ ପୁରୁଷମାନେ ଏମିତି କାହାଣୀ ତିଆରି କରନ୍ତି ଯେ ଝିଅମାନେ ଫସି ଯାଆନ୍ତି।

Ramayan on tele vision and Smriti Irani as sita
ପରଦାରେ ରାମାୟଣ, ଦର୍ଶକ ଶିହରଣ

ପରଦାରେ ପ୍ରସାରଣ ହୋଇଚି ଅନେକ ରାମାୟଣ। ସତ-ମିଛର ଏହି ଯୁଦ୍ଧରେ ଉଭୟଙ୍କର ରାମ-ରାବଣଙ୍କ ନିଜସ୍ୱ ବିଚାର ଥିଲା, ଯେଉଁଥି ପାଇଁ ଯୁଦ୍ଧ ହୋଇଥିଲା। ତେବେ ଆସନ୍ତୁ ରାମଙ୍କ ସେହି କାହାଣୀ ବିଷୟରେ ଜାଣିବା ଯାହା ଛୋଟ ପରଦାରେ ଦେଖା ଦେଇଥିଲା ଏବଂ ଦର୍ଶକଙ୍କ କୌତୁହଳକୁ ଜାଗ୍ରତ କରିବାରେ ସଫଳ...

5 generations fit together in one frame
ଏମିତି ପରିବାର, ଯେଉଁଠି ରୁହନ୍ତି ୫ ପିଢିର ଲୋକ

ଆଜିର ଦିନରେ ଗୋଟିଏ ପରିବାରରେ ୪ ପିଢିର ଲୋକଙ୍କୁ ଦେଖିବା ବି କଷ୍ଟକର। କେଉଁଠି କାଁ ଭାଁ ପରିବାର ଥିବେ ଯେଉଁଠାରେ ୩-୪ ପିଢିର ଲୋକେ ରହିଥିବେ। କିନ୍ତୁ ଏ ଦୁନିଆରେ ଏମିତି ବି ଅନେକ ପରିବାର ଅଛି କେଉଁଠି ୫ ପିଢିର ବି ଲୋକେ ବାସ କରୁଛନ୍ତି।

Ram  Navami-2022, follo these 5 tips for happiness and good luck
ରାମ ନବମୀରେ କରନ୍ତୁ ଏମିତି, ରହିବ ନାହିଁ ଦୁଃଖ

ରାମ ନବମୀ ଅବସରରେ ପ୍ରଭୁ ଶ୍ରୀ ରାମଙ୍କୁ ସମଗ୍ର ଦେଶରେ ବିଭିନ୍ନ ରାମ ମନ୍ଦିରରେ ପୂଜା କରାଯାଏ ଓ ରାମ ଜନମୋତ୍ସବ ପାଳନ କରାଯାଏ। ଏହି ଅବସରରେ ଆପଣ ବି ନିଜ ଜୀବନକୁ କିଛି ସହଜ ଉପାରରେ ଖୁସିରେ ଭରିପାରିବେ। ତେବେ ଆସନ୍ତୁ ଜାଣିବା ରାମ ନବମୀରେ ଆପଣ...

How to overcome exam stress
ପରୀକ୍ଷା ଚିନ୍ତା ଘାରୁଛି କି? ଆପଣାନ୍ତୁ ଏହି ୭ଟି ଟିପ୍ସ; ମିଳିବ ମୁକ୍ତି

ପରୀକ୍ଷା ପାଖେଇ ଆସିଲେ କିମ୍ବା ପରୀକ୍ଷା ନାଁ ଶୁଣିବା ମାତ୍ରେ ଅଧିକାଂଶ ଛାତ୍ର ଚିନ୍ତା ଓ ଚାପରେ ପଡିଯାଆନ୍ତି। ପରୀକ୍ଷାର ଚିନ୍ତା ତ ସମସ୍ତଙ୍କୁ ଆସେ। ତେବେ ଆସନ୍ତୁ କିଛି ପଏଣ୍ଟ୍ ବିଷୟରେ ଜାଣିନେବା ଯାହା ଏଥିରୁ ମୁକ୍ତି ଦେବ।

Imran Khan put 3 conditions before resignation
ଇସ୍ତଫା ଦେବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପ୍ରସ୍ତୁତ; ରଖିଲେ ୩ଟି ସର୍ତ୍ତ

ପାକିସ୍ତାନର ରାଜନୈତିକ ଅସ୍ଥିରତାକୁ ନେଇ ବଡ଼ ଖବର। ସମ୍ବାଦ ସରବରାହ ସଂସ୍ଥା ଜି ନ୍ୟୁଜ୍ ସୂତ୍ରରୁ ବଡ଼ ଖବର। ଇସ୍ତଫା ଦେବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପ୍ରସ୍ତୁତ ଥିବା ଜଣାଯାଇଛି। ଏନେଇ ସେ ୩ଟି ସର୍ତ୍ତ ମଧ୍ୟ ରଖିଛନ୍ତି।

Threat message to 64 people with Karnataka  2 former cm
କର୍ଣ୍ଣାଟକର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ସମେତ ୬୪ ଜଣଙ୍କୁ ହତ୍ୟା ଧମକ

ସିଦ୍ଧରମୈୟା, ଏଚ୍‌ଡି କୁମାରସ୍ୱାମୀ ଏବଂ ପ୍ରଖ୍ୟାତ ପ୍ରଗତିଶୀଳ ସାହିତ୍ୟିକ କେ. ବୀରଦ୍ରାପ୍ପାଙ୍କ ସମେତ ୬୪ ଜଣଙ୍କୁ ମୃତ୍ୟୁ ଧମକ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବାର୍ତ୍ତା କହୁଛି ଯେ “ମୃତ୍ୟୁ ଆପଣଙ୍କ ଚାରିପାଖରେ ଲୁଚି ରହିଛି, ମରିବାକୁ ପ୍ରସ୍ତୁତ ରୁହନ୍ତୁ।”

Nayanthara do Romance with Shah rukh Khan in Lion
ଶାହରୁଖ ଖାନଙ୍କ ସହ ଜବରଦସ୍ତ ରୋମାନ୍ସ କରିବେ ନୟନତାରା

ଆସୁଛି ‘ଲାଏନ୍’। ଭୟଙ୍କର ବଣୁଆ ଜନ୍ତୁ ଭାବେ ନଜର ଆସିବେ ଶାହରୁଖ ଖାନ। ଏଥିରେ ଦେଖିବାକୁ ମିଳିବ ସାଉଥ୍‌ର ସୁପର୍‌ହିଟ୍ ଅଭିନେତ୍ରୀ ନୟନତାରାଙ୍କୁ। ସେ କିଙ୍ଗ୍ ଖାନଙ୍କ ସହ ଜବରଦସ୍ତ ରୋମାନ୍ସ କରିବେ।

KGF chapter-2, Beast, Jersey advance booking report
ଦୁଇ ବଡ ପାହାଡ ଭିତରେ ଫସିଛି ‘ଜର୍ସି’: ରୋଜଗାରକୁ ନେଇ ସନ୍ଦେହ

ମନୋରଂଜନ ଦୁନିଆକୁ ରଂଗୀନ କରିବ ଅପ୍ରିଲ୍। ଆସୁଛି ୩ ଫିଲ୍ମ। ଦୁଇ ବଡ ପ୍ରୋଜେକ୍ଟ କେଜିଏଫ୍-୨ ଓ ବିଷ୍ଟ୍‌ ଭିତରେ ରିଲିଜ୍ ହେଉଛି ଜର୍ସି। ତେବେ ଏହା କ’ଣ ଏହି ଦୁଇ ଫିଲ୍ମ ସହ କରି ପାରିବ ମୁକାବିଲା…

Social Samosa founder Ankita Gaba’s life and success
ମହିଳା ଉଦ୍ୟୋଗୀ ଅଙ୍କିତା ଗାବାଙ୍କ ସଫଳତାର କାହାଣୀ

ଆଜିକାଲି ଅନେକ ମହିଳା ବ୍ୟବସାୟ ଜଗତରେ ଚମତ୍କାର କାମ କରୁଛନ୍ତି। ଏହି ମହିଳାମାନେ କେବଳ କମ୍ପାନୀକୁ ନିୟନ୍ତ୍ରଣ କରୁନାହାଁନ୍ତି, ବରଂ ସେମାନେ ହଜାର ହଜାର କର୍ମଚାରୀଙ୍କୁ ମଧ୍ୟ ଆଗକୁ ନେଉଛନ୍ତି। ଏହି ମହିଳା ଉଦ୍ୟୋଗୀମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅଙ୍କିତା ଗାବା।

Successful life of Kanakalata Bhanja after a great struggle
ସିଙ୍ଗଲ ପ୍ୟାରେଣ୍ଟ୍ କନକଲତା ସଂଘର୍ଷ କରି କେମିତି ବନିଲେ ଉଦ୍ୟୋଗୀ

ସମୟଚକ୍ରରେ ପେସି ହୋଇଚାଲିଛି ଏ ମଣିଷ। କେତେବେଳେ ସେ ଭାଙ୍ଗି ଚୁର୍‌ମାର୍ ହୋଇଯାଉଛି ତ କେବେ ସମୟ ଦେଖାଉଛି ନୂଆ ଆଶା ଓ ସମ୍ଭାବନା। ଏମିତି ଏକ ସମୟଚକ୍ରରେ ଘାଣ୍ଟିହୋଇ ଆଗକୁ ବଢିଛନ୍ତି କନକଲତା ଭଞ୍ଜ। ତେବେ କ’ଣ ଥିଲା ତାଙ୍କର ସ୍ୱପ୍ନ? ଏବେ କେଉଁ ମୋଡରେ ପହଞ୍ଚିଛି...

A conscious earth requires attention to soil : Sadhguru
ଯଦି ମାଟି ସମୃଦ୍ଧ ହୁଏ ଉଦ୍ଭିଦ ବୃଦ୍ଧି ପାଇବ; ବାୟୁ ଶୁଦ୍ଧି ହୋଇଯିବ

ଆମେ ଭୁଲି ଯାଉଛୁ ଯେ ମାଟି ହେଉଛି ପୃଥିବୀର ସବୁଠାରୁ ଜୀବନ୍ତ ଜିନିଷ। ଏହା ଆମ ଜୀବନର ସମସ୍ତ ଜିନିଷର ଆଧାର। ମାଟି ସମୃଦ୍ଧ ହେଲେ ଉଦ୍ଭିଦ ବଢିବ ଓ ବାୟୁ ଶୁଦ୍ଧି ହୋଇଯିବ।

Lemon price hike social media flooded memes
ଲେମ୍ବୁରେ ଲାଗିଛି ନିଆଁ, ଗୋଟାକୁ ୧୦ ଟଙ୍କା

ଲେମ୍ବୁର ମୂଲ୍ୟ ବୃଦ୍ଧି ହେବା ଦେଖି ଟ୍ୱିଟରରେ ଜନମତ ସୃଷ୍ଟି ହୋଇଛି। କିଛି ଲୋକ ମେମ୍ ଶେୟାର କରୁଥିବାବେଳେ, କେତେକ ଏମିତି ଥଟ୍ଟାମଜ୍ଜା ପୋଷ୍ଟ୍‌ କରିଛନ୍ତି ଯାହା ଆପଣଙ୍କୁ ହସାଇବାକୁ ବାଧ୍ୟ କରିବ। କେହି କେହି ମଜ୍ଜାରେ କହିଛନ୍ତି ଯେ, କିଛି ଦିନ ପରେ ଲେମ୍ବୁ ସୁନା ଦୋକାନରେ...

Railway Recruitment 2022: Fresh Vacancies Announced
ରେଳବାଇରେ ଚାକିରି; ଦେଖନ୍ତୁ ଇଣ୍ଟରଭ୍ୟୁ ତାରିଖ

ଚୁକ୍ତିନାମା ଆଧାରରେ କଣ୍ଟ୍ରାକ୍ଟ ମେଡିକାଲ ପ୍ରାକ୍ଟିସନର (ସିଏମ୍‌ପି) ପଦବୀ ପାଇଁ କେନ୍ଦ୍ରୀୟ ରେଳବାଇ ଆହ୍ୱାନ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଜୁନ୍ ୧୭, ୨୦୨୨ ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।