• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Yoga for cervical issues
ଆପଣ ସର୍ଭାଇକଲ୍‌ ସମସ୍ୟାରେ ପୀଡ଼ିତ କି; କରନ୍ତୁ ଏହି ଯୋଗ

ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସାମ୍ନାରେ କାମ କରିବା ହେତୁ ବେକ ଓ ପିଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଯାଇଛି। ଫଳରେ ଲୋକଙ୍କ ସର୍ଭାଇକଲ୍‌ ସମସ୍ୟା ବଢିବାରେ ଲାଗିଲା। ତେବେ ଏହି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଜୀବନଶୈଳୀରେ ଯୋଗାସନକୁ ସାମିଲ କରିବାକୁ ହେବ।

Mom born without limbs looks after daughter and cooks by leg
ଏ ହେଉଛନ୍ତି ଏମିତି ମା’ ଯିଏ ବିନା ହାତରେ ବି ନିଅନ୍ତି ପିଲାର ଯତ୍ନ

ଏ ହେଉଛନ୍ତି ଏମିତି ମା’ ଯାହାଙ୍କର ହାତ ନାହିଁ ସିନା କିନ୍ତୁ ମାତୃତ୍ୱର ରହିଛି ଭରପୂର। ତାଙ୍କ ଗୋଡ ହିଁ ସବୁ କିଛି। ଏହି ଗୋଡରେ ସେ ତାଙ୍କୁ ଝିଅ ପାଇଁ ରୋଷେଇ କରନ୍ତି ଆଉ ଚୁଟି ବି ସଜାଡି ଦିଅନ୍ତି।

Animal video running tail up looks like dinosaur
ଏବେ ବି କ’ଣ ଡାଇନୋସର୍ ଅଛନ୍ତି; ତେବେ ଏ ଜୀବ କ’ଣ

ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ। ଏହି ଭିଡିଓ ଚର୍ଚ୍ଚାରେ ରହିବାର କାରଣ ହେଉଛି ଏଥିରେ ଦେଖାଯାଉଥିବା ଜୀବର ଲମ୍ବା ବେକ ଅଛି ଯାହା ଅବିକଳ ଡାଇନୋସର ପରି ଦେଖାଯାଉଛି। ଏହି ଭିଡିଓ ଦେଖି ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ଏହା ପ୍ରକୃତରେ ଡାଇନୋସର ନୁହେଁ ତ?

Saalumarada Thimmakka biography known as mother of tree
ଗଛମାନଙ୍କର ମା’ ସାଜିଛନ୍ତି ୧୧୦ ବର୍ଷର ବୃଦ୍ଧା

ଯିଏ ମା’ ସିଏ ସମସ୍ତଙ୍କର ମା’। ସିଏ ନିଜ ପିଲା ହେଉ କି ଅନ୍ୟର। ସେ ଗାଇ ଗୋରୁ ହେଉ କି କୌଣସି ପକ୍ଷୀ, ଏପରିକି ଗଛ ଲତାକୁ ବି ସ୍ନେହ ପ୍ରେମ ଢାଳିଦିଏ ଗୋଟେ ମା’। ତେବେ ଆସନ୍ତୁ ଜାଣିବା ସେହି ମା’ ବିଷୟରେ ଯିଏ...

Coming soon Kou Akashar Jahna
‘କୋଉ ଆକାଶର ଜହ୍ନ’ରେ ମା’-ଝିଅର ଲୁଚକାଳି ଖେଳ

ଆସୁଛି ତରଙ୍ଗ ସିନେ ପ୍ରଡକ୍‌ସନ୍‌ ଅନେକ ନୂଆ ଫିଲ୍ମ ‘କୋଉ ଆକାଶର ଜହ୍ନ’। ଦର୍ଶକଙ୍କୁ ଦେବ ଭରପୂର ମନୋରଂଜନ। କ’ଣ ରହିଛି ଫିଲ୍ମର କାହାଣୀ ଆସନ୍ତୁ ଜାଣିବା।

Shehnaaz Gill speech on women video viral
ଝିଅମାନଙ୍କୁ କୋମଳ, ନିର୍ବୋଧ କହିବା ବନ୍ଦ କରନ୍ତୁ

ମାତୃ ଦିବସରେ ମହିଳାଙ୍କୁ ନେଇ ମତ ରଖିଛନ୍ତି ଶେହନାଜ ଗିଲ୍। ଝିଅମାନଙ୍କୁ କୋମଳ, ସୂକ୍ଷ୍ମ ଏବଂ ନିର୍ବୋଧ ବୋଲି କହିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି।

Kalpana doing hard laboure to brought up her son
ପୁଅକୁ ମଣିଷ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି କଳ୍ପନା

ମା’ ହୋଇ ନିଜ ସନ୍ତାନ ପାଇଁ ସେ କରିଛନ୍ତି ଅକ୍ଳାନ୍ତ ପରିଶ୍ରମ। ପୁଅକୁ ମଣିଷ କରିବା ପାଇଁ ସେ ସବୁ ଯନ୍ତ୍ରଣା, କଷ୍ଟକୁ ହସିହସି ସହିଛନ୍ତି ଆଜି ପର୍ଯ୍ୟନ୍ତ, ହେଲେ କେବେବି ହାର ମାନିନାହାଁନ୍ତି କି କାହାରି ପାଖରେ ହାତ ପତେଇ ନାହାନ୍ତି।

Mother’s Day in different countries
କେଉଁଠି କିପରି ପାଳନ ହୁଏ ମାତୃ ଦିବସ

ବିଭିନ୍ନ ଦେଶରେ ମାତୃ ଦିବସ ପାଳନ କରିବାର ନିଜସ୍ୱ ପଦ୍ଧତି ମଧ୍ୟ ଅଛି। କେତେକ ଦେଶରେ ଏମିତି ମଧ୍ୟ ନିୟମ ଅଛି ଯଦି ମାତୃ ଦିବସ ଅବସରରେ ମା’ଙ୍କୁ ସମ୍ମାନିତ କରାଯାଏ ନାହିଁ, ତେବେ ଏହା ଅପରାଧ ବୋଲି ଧରାଯାଏ।

To manage family Madhumita became Auto Driver
ଅଧା ରାସ୍ତାରେ ଛାଡିଦେଲେ ସ୍ୱାମୀ; ଅଟୋ ଚଳାଇ ସ୍ୱାବଲମ୍ବୀ ହେଲେ ମଧୁମିତା

ଜୀବନର ଅଧା ବାଟରେ ସିନା ଛାଡିଦେଲେ ସ୍ୱାମୀ, ହେଲେ ଭାଙ୍ଗି ପଡି ନଥିଲେ ମଧୁମିତା। ନିଜ ଦୁଇ ପିଲାଙ୍କୁ ଧରି ଜୀଇବାକୁ ନେଇଥିଲେ ନିଷ୍ପତ୍ତି। ପିଲାଙ୍କୁ ମଣିଷ କରିବାକୁ ସାଜିଯାଇଥିଲେ ଅଟୋ ଚାଳକ। ତେବେ ମାତୃ ଦିବସ ଉପଲକ୍ଷେ ଆସନ୍ତୁ ଜାଣିବା ଏହି ମା’ର କାହାଣୀ।

Mother’s Day, meet D. Subhalaxmi
ସେ ଏମିତି ମା'; ୯୦ ବର୍ଷରେ ବି ସେବା କରୁଛନ୍ତି, ହେଲେ ଥକି ନାହାନ୍ତି

ପରିଣତ ବୟସରେ ପହଞ୍ଚିଛନ୍ତି ଡି. ଶୁଭଲକ୍ଷ୍ମୀ। ଯେଉଁ ବୟସରେ ଅନ୍ୟ କେହି ଶାଯ୍ୟାଶାୟୀ ହୋଇଥାନ୍ତି ତ ଆଉ କେହି ଘରେ ବସି ପୁଅ ବୋହୂଙ୍କ ସେବା ଶୁଶ୍ରୁଷା ପାଉଥାନ୍ତି ସେହି ବୟସରେ ସେ କରୁଛନ୍ତି ପୁଅ ଓ ସ୍ୱାମୀଙ୍କର ସେବା। ଦିନେ ବି ଥକି ପଡି ନାହାନ୍ତି। ତେବେ...

Shah Rukh Khans doppelgangeri Ebrahim Qadri
ଶାହାରୁଖ ଖାନ ନୁହେଁ, ମିଳୁଛି ସେଲିବ୍ରେଟିର ସମ୍ମାନ

ଅବିକଳ ଶାହରୁଖ୍‌ଙ୍କ ଭଳି ଦେଖାଯାଉଥିବା ଇବ୍ରାହିମଙ୍କ ଇଚ୍ଛା ହେଉଛି ଦିନେ ସେ ଶାହାରୁଖ ଖାନଙ୍କୁ ଭେଟିବେ। ସେ ଆଶା କରନ୍ତି ଯେ ଦିନେ ନା ଦିନେ ତାଙ୍କର ଏହି ଇଛା ପୂରଣ ହେବ।

Monika Singh
ମଲ୍ଟି-ଟାସ୍କିଂ ମହିଳା ମୋନିକା ସିଂହ; ଝିଅକୁ ଧରି ଡ୍ୟୁଟିରେ ଲାଗିଗଲେ

ଉଭୟ ଚାକିରି ଓ ଘର କାମ ଏକାଠି ପରିଚାଳନା କରିବା କଷ୍ଟକର ହେଉଥିଲେ ବି ମହିଳାମାନେ ଏହାକୁ ଭଲ ଭାବରେ ପରିଚାଳନା କରନ୍ତି। ଏହିପରି ଜଣେ ମହିଳା ହେଲେ ମଧ୍ୟପ୍ରଦେଶର ଡିଏସ୍‌ପି ମୋନିକା ସିଂ। ସେ ଉଭୟ ଖାକି ଓ ମା’ର ଧର୍ମକୁ ବହୁତ ଭଲ ଭାବରେ ପାଳନ...

Shayaris for  mother’s day
ମା’କୁ ନେଇ ଏହି ୧୨ଟି ସାଏରୀ, ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ

ମାତୃ ଦିବସରେ ଯିଏ ଯେଉଁଠି ଥାଉ ନା କାହିଁକି ନିଜ ମା’କୁ ମନେ ପକେଇବା ନେଇ ବାଧ୍ୟ ହୁଏ। ଯଦି ଆପଣ ବି ନିଜ ମା’ ଠାରୁ ଦୂରରେ ଅଛନ୍ତି ତେବେ ଏଠାରେ ଆମେ କିଛି ସାଏରୀ ଦେଉଛି ଯାହାକୁ ପଢି ଆପଣ ବି ନିଜ ମା’କୁ ନିଜ...

Mother’s Day 2022 date history and significance
ମା’ ଏକ ଶିହରଣ, ରକ୍ତର ପ୍ରତି ବିନ୍ଦୁର ପୁଲକ

ପିଲାଟି ଜନ୍ମ ହେବା ଦିନଠାରୁ, ମା’ ତା’ର ସୁରକ୍ଷା କବଚ ହୋଇ ରହିଥାଏ। ପିଲା ପାଇଁ ତା’ର ଅବଦାନ ଅତୂଳନୀୟ। ଏନେଇ ଆମେ ପ୍ରତିବର୍ଷ ପାଳୁଛି ମାତୃ ଦିବସ। କ’ଣ ଏହାର ଇତିହାସ ଓ ମହତ୍ତ୍ୱ ଆସନ୍ତୁ ଜାଣିବା।

government job in cris
ରେଳ ସୂଚନା କେନ୍ଦ୍ରରେ ଚାକିରି; ତୁରନ୍ତ ଆବେଦନ କରନ୍ତୁ

ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ CRIS ଆସିଷ୍ଟାଣ୍ଟ ସଫ୍ଟୱେୟାର ଇଞ୍ଜିନିୟର୍ସ ଏବଂ ଆସିଷ୍ଟାଣ୍ଟ ଡାଟା ଆନାଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି।

Rajinikanth doppelganger
ସାମ୍ନାକୁ ଆସିଲେ ଆଉ ଜଣେ ରଜନୀକାନ୍ତ, ଅଭିନୟ ଆଶ୍ଚର୍ଯ୍ୟଜନକ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ରଜନୀକାନ୍ତଙ୍କ ପରି ଦେଖାଯାଉଛନ୍ତି। ଖାଲି ସେତିକି ନୁହେଁ, ଏହା ମଧ୍ୟ ଆହୁରି ଆଶ୍ଚର୍ଯ୍ୟଜନକ ଯେ ସେ ମଧ୍ୟ ଅବିକଳ ରଜନୀକାନ୍ତଙ୍କ ପରି ଚାଲୁଛନ୍ତି।

Captain Kane Williamson villain of Sunrisers Hyderabad defeat
କାହିଁକି ହାରିଲା ସନ୍‌ରାଇଜର୍ସ; ଖଳନାୟକ ହେଲେ କି କ୍ୟାପ୍‌ଟେନ୍‌

ଗୁରୁବାର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ୨୧ ରନ୍‌ରେ ସନରାଇଜର୍ସକୁ ପରାସ୍ତ କରିଛି। ତେବେ ସନ୍‌ରାଇଜର୍ସର ଏହି ପରାଜୟ ପଛରେ କ୍ୟାପ୍‌ଟେନ୍‌ କେନ୍ ୱିଲିୟମ୍‌ସନ୍‌ ହିଁ ଦାୟୀ। କାହିଁକି ଜାଣିବା ପାଇଁ ପଢନ୍ତୁ…

Mandira Bedi look glamorous at the age of 50
ବୟସ ହେଲାଣି ୫୦, ତଥାପି ପରଷି ଦିଅନ୍ତି ଗ୍ଲାମର ତଡ୍‌କା

ମନ୍ଦିରା ବେଦୀଙ୍କୁ ଛୁଇଁ ସାରିଲେଣି ୫୦ ବର୍ଷ। ଏ ବୟସରେ ବି ସେ ନିଜ ଫିଟ୍‌ନେସ୍, ଷ୍ଟାଇଲ୍ ଓ ଚଞ୍ଚଳତାରେ ସବୁ ଯୁବ ଅଭିନେତ୍ରୀଙ୍କୁ ବି ପଛରେ ପକେଇଦେବେ। ଆସନ୍ତୁ ନଜର ପକେଇନେବା ତାଙ୍କର ଏକ ଭିଡିଓ ଉପରେ।

Chinese company offers 11 lakh cash bonus on third child
ତୃତୀୟ ସନ୍ତାନ ଜନ୍ମ କଲେ ୧୧.୫ ଲକ୍ଷ ଟଙ୍କା ବୋନସ୍, ବର୍ଷେ ଛୁଟି

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଭାରି ପଡିଛି। ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଏବଂ ଯୁବକମାନଙ୍କ ସଂଖ୍ୟା ହ୍ରାସ ହେବା ଏକ ଚିନ୍ତାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ତୃତୀୟ ସନ୍ତାନ ନୀତି ପ୍ରଣୟନ କରାଯାଇଛି।

From 1999 super cyclone to jawad odishas tryst with 10 cyclones
୨ ଦଶନ୍ଧୀ ଧରି ଓଡ଼ିଶାକୁ କଲବଲ କରିଥିବା ୧୦ ବାତ୍ୟା

ବାତ୍ୟା ଆଉ ଓଡିଶା ପ୍ରାୟ ଓତଃପ୍ରୋତ ଭାବେ ଜଡିତ। ଅଧିକାଂଶ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବେଳେ ଓଡିଶାରେ ଅବତରଣ କରିଥାଏ। ଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶା ୧୦ଟି ବାତ୍ୟାର ସମ୍ମୁଖୀନ ହୋଇଛି। ତେବେ ଆସନ୍ତୁ ନଜର ପକେଇନେବା…

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।