• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Pathaan first song besharam rang going viral
'ବେଶରମ୍‌ ରଙ୍ଗ୍‌'ରେ ଦୀପିକାଙ୍କ କିଲର୍ ଲୁକ୍; କରୁଛି ଆକର୍ଷଣ

'ପଠାନ'ର ପ୍ରଥମ ଗୀତ ରିଲିଜ୍ ହୋଇଛି। 'ବେଶରମ୍ ରଙ୍ଗ୍'ରେ ଶାହାରୁଖ ଏବଂ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରୀ ଦର୍ଶକଙ୍କୁ ଆକର୍ଷଣ କରୁଛି। ଗୀତ ରିଲିଜ୍ ହେବାର କିଛି ସମୟ ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Aryan Khan said that he only sleeps for 4-5 hours a day
ଆପଣ ଶୋଇ ଯାଆନ୍ତୁ ନାହିଁ କି ସମୟକୁ ସ୍ଥାଣୁ କରିଦିଅନ୍ତୁ ନାହିଁ: ଆର୍ଯ୍ୟନ ଖାନ୍

ଆର୍ଯ୍ୟନ ଖାନ୍ ଅନେକ ପ୍ରୋଜେକ୍ଟରେ କାମ କରିବାକୁ ନେଇ ଖୁଲାସା କରିଛନ୍ତି। ଏନେଇ ସେ ଦିନକୁ କେବଳ ୪-୫ ଘଣ୍ଟା ଶୋଇଥାନ୍ତି ବୋଲି କହିଛନ୍ତି। ସେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଆଉ ଭୋଡ୍‌କା କମ୍ପାନୀ ଖୋଲିବେ ବୋଲି କହିଛନ୍ତି।

Kartik Aaryan heroine in aashiqui-3 will be a new comer
'ଆଶିକୀ ୩'ରେ ନୂଆ ନାୟିକା ସହ ରୋମାନ୍ସ କରିବେ କାର୍ତ୍ତିକ ଆର୍ଯ୍ୟନ୍

କାର୍ତ୍ତିକ ଆର୍ଯ୍ୟନଙ୍କୁ ଆଗାମୀ ଚଳଚ୍ଚିତ୍ର 'ଆଶିକୀ ୩'କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢି ବଢି ଚାଲିଛି। ଏଥିରେ ସେ ନୂଆ ନାୟିକାଙ୍କ ସହ ରୋମାନ୍ସ କରିବେ। ଆସନ୍ତୁ ଜାଣିବା କ’ଣ କହୁଛନ୍ତି ପ୍ରଯୋଜକ।

Cats helped breast cancer survivor through diagnosis treatment
ନିଜ ପୋଷା ବିଲେଇଙ୍କ ସହାୟତାରେ କର୍କଟକୁ ମାତ୍ ଦେଲେ ଏହି ଯୁବତୀ

ସ୍ତନ କର୍କଟ ଯୋଗୁଁ ଅସ୍ତ୍ରୋପଚାର ହେଲା ଏବଂ କେମୋଥେରାପି କରାଗଲା। ସେ ଭଲ ହେବେ ବା ନ ହେବେ ଏମିତି ଚିନ୍ତାରେ ଥିଲେ। ଏପରି କଷ୍ଟକର ସମୟରେ ସେ ତାଙ୍କ ପୋଷା ବିଲେଇଙ୍କ ସମର୍ଥନ ପାଇଥିଲେ। ଆସନ୍ତୁ ଜାଣିବା ଏହାକୁ ନେଇ କ’ଣ କହୁଛନ୍ତି ଏହି ଯୁବତୀ।

Interesting facts and records about birthday boy Yuvraj Singh
Happy Birthday: ୱାର୍ଲ୍ଡକପ୍ -୨୦୧୧ ହିରୋ ଯୁବରାଜ ସିଂହଙ୍କ ବିଷୟରେ ୭ଟି ଅଜଣା କଥା

ଯୁବରାଜ ସିଂହ(ଯୁବୀ) ଆଜି ତାଙ୍କର ୪୧ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟିମ୍ ଇଣ୍ଡିଆର ସଂକଟମୋଚକ ଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

You can prepare for IAS at home
Career: ବିନା କୋଚିଂରେ ଘରେ ଅଭ୍ୟାସ କରି ଆପଣ ବି ହୋଇପାରିବେ IAS

ଆପଣ IAS ଅଫିସର୍ ହେବାକୁ ଚାହୁଁଛନ୍ତି, କିନ୍ତୁ ଏନେଇ କୋଚିଂ ନେବାକୁ ଆପଣଙ୍କ ପାଖରେ ସମ୍ବଳ ନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ। ଘରେ ରହି ବିନା କୋଚିଂରେ ବି ଆପଣ UPSC ଟପ୍ପର ହୋଇପାରିବେ। କିନ୍ତୁ ପ୍ରସ୍ତୁତି ପାଇଁ କିଛି ଜିନିଷକୁ ଧ୍ୟାନରେ ରଖିବାକୁ ହେବ। ଆସନ୍ତୁ...

Rajinikanth journey from bus conductor to south superstar
Happy Birthday: କୁଲି-କଣ୍ଡକ୍ଟର୍‌ରୁ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ସଂଘର୍ଷର କାହାଣୀ

ବଲିଉଡ୍ ତଥା ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଜି ସଫଳତାର ଯେଉଁ ଶିଖରରେ ପହଞ୍ଚିଛନ୍ତି ତାକୁ ପାଇବା ତାଙ୍କ ପାଇଁ ସହଜ ନଥିଲା। ସେ କିନ୍ତୁ ଏହା କରି ଦେଖେଇଛନ୍ତି। ଏନେଇ ସେ କୁଲି ହୋଇଛନ୍ତି, ବସ୍‌ କଣ୍ଡକ୍ଟର୍‌ ବି...

Railway group d physical efficiency test
ରେଲ୍‌ୱେ ଗ୍ରୁପ୍ ଡି ରେଜଲ୍ଟ ପରେ କ’ଣ କରିବେ… ଏବେଠୁ ହୁଅନ୍ତୁ ପ୍ରସ୍ତୁତ

RRB ପରୀକ୍ଷା ଫଳାଫଳ ଖୁବ ଶୀଘ୍ର ଘୋଷଣା କରିବ। ଫଳାଫଳ ଆସିବା ପୂର୍ବରୁ ଆପଣ ଆଗକୁ ପ୍ରସ୍ତୁତି ହେବା ଉଚିତ। ପରବର୍ତ୍ତୀ ପ୍ରକ୍ରିୟା କ’ଣ ହେବ ଏବଂ RRB ଗ୍ରୁପ୍ ଡି ଫଳାଫଳ ଘୋଷଣା ପରେ ପ୍ରାର୍ଥୀମାନେ କ’ଣ କରିବେ ସେ ସମ୍ବନ୍ଧରେ ଆସନ୍ତୁ ଜାଣିନେବା।

Unicef day 2022 history significance theme
ଶିଶୁ ବିକାଶରେ ୟୁନିସେଫ୍; ଏମିତି କରୁଛି କାର୍ଯ୍ୟ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିଲା। ଯୁଦ୍ଧ ପରେ ସାରା ବିଶ୍ୱରେ ଅନାହାର ଏବଂ ପୁଷ୍ଟିହୀନତା ଭଳି ସମସ୍ୟା ଉପୁଜିଥିଲା। ଯାହାର ସବୁଠାରୁ ବଡ ପ୍ରଭାବ ଛୋଟ ପିଲାମାନଙ୍କ ଉପରେ ପଡିଥିଲା। ଅନାହାର ଏବଂ ପୁଷ୍ଟିହୀନତାକୁ ଦୃଷ୍ଟିରେ ରଖି ପିଲାମାନଙ୍କର ଉନ୍ନତି ପାଇଁ ଏହି ଅନୁଷ୍ଠାନ...

Aleksandar Alex reacts on dating rumours with Disha Patani
ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କ ସହ ଦିଶା ପାଟନୀଙ୍କ ଅଛି କି ସଂପର୍କ….

କିଛିଦିନ ହେବ ସର୍ବିଆ ମଡେଲ ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କ ସହ ଦିଶା ପାଟନୀଙ୍କୁ ଦେଖିବାକୁ ମିଳୁଛି। ଏହାରି ଭିତରେ ଟାଇଗର୍ ଶ୍ରଫ୍‌ଙ୍କ ସହ ତାଙ୍କ ବ୍ରେକଅପ୍ ଖବର ମଧ୍ୟ ରହିଛି। ତେବେ ଦିଶାଙ୍କ ସମ୍ପର୍କ ଆଲେକ୍ସଙ୍କ ସହ ଅଛି କି?

Milind Soman promotes dishwashing gel and trolls
ବାସନଧୁଆ ଲିକ୍ୱିଡ୍‌ର ବିଜ୍ଞାପନ କରି ଫସିଲେ ମଡେଲ୍‌ ମିଲିନ୍ଦ ସୋମନ୍‌

ଏବେ ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ୍‌। ବିଜ୍ଞାପନ କରି ଫସିଛନ୍ତି। ଲୋକେ କହୁଛନ୍ତି କାମରେ ଜେଣ୍ଡରାଇଜ୍ କରାଯାଇଛି।

Know untold facts about the legendary actor dilip kumar
Happy Birthday: ସାଣ୍ଡୱିଚ୍ କାରିଗରରୁ ସିନେ କଳାକାର; ଟ୍ରାଜେଡି କିଙ୍ଗ୍ ଦିଲୀପଙ୍କ ଯାତ୍ରା

ବଲିଉଡ୍‌କୁ ଏକ ନୂଆ ପରିଚୟ ଦେଇଥିବା ଦିଲୀପ କୁମାର ଦିନେ ଥିଲେ ସାଣ୍ଡୱିଚ୍ କାରିଗର। ଇଂରେଜଙ୍କୁ ବିରୋଧ କରି ଜେଲ୍ ମଧ୍ୟ ଯାଇଥିଲେ। କେମିତି ହେଲେ ବଲିଉଡ୍ କିଙ୍ଗ୍‌ ଆସନ୍ତୁ ଜାଣିବା।

Happy Birthaday Pranab Mukharjee
ଆଜି ପ୍ରଣବ ମୁଖାର୍ଜୀଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ସହ ଜଡିତ ୧୦ଟି କଥା ଜାଣିନେବା

କଂଗ୍ରେସ ପାର୍ଟି ଏବଂ ଭାରତ ସରକାରର ସମସ୍ୟାର ସମାଧାନରେ ପ୍ରଣବ ମୁଖାର୍ଜୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ କଂଗ୍ରେସର ସଙ୍କଟମୋଚକ ଭାବରେ ଜଣାଶୁଣା ଥିଲେ। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ କିଛି ବିଶେଷ କଥା ଉପରେ ନଜର ପକେଇନେବା।

Karan Johar accepted his mistake behind bollywood flops
ବଲିଉଡ୍ ଏବେ ଗୋରୁପଲରେ ପରିଣତ ହୋଇଛି, ଏଥିରେ ମୁଁ ବି ଅଛି; କରଣ ଜୋହର

ବଲିଉଡ୍‌ର ବିଫଳତାର କାରଣ କହିଲେ କରଣ ଜୋହର। ବଲିଉଡ ଦିନକୁ ଦିନ ତଳକୁ ଯାଉଛି ଆଉ ଆଞ୍ଚଳିକ ସିନେମାର ବିକାଶ ହେଉଛି। ଏହା ପଛରେ ଥିବା କାରଣ କହି ନିଜକୁ ଦୋଷୀ ବୋଲି ମଧ୍ୟ ମାନିଛନ୍ତି ସେ। ଆସନ୍ତୁ ଜାଣିବା ତାଙ୍କର କେଉଁ ଭୁଲ୍ ଯୋଗୁଁ ବଲିଉଡ୍‌ର ଆଜି...

Anti corruption day theme importance and significance
କାହିଁକି ବଢିଚାଲିଛି ଦୁର୍ନୀତି, କିପରି ହେବ ଅନ୍ତ ?

ଦିନକୁ ଦିନ ଦୁର୍ନୀତି ବଢି ଚାଲିଛି। ଏନେଇ ଏହାକୁ ରୋକିବା ନେଇ ଅନେକ ପଦକ୍ଷେପ ନିଆଯାଉଛି। ତେବେ ଆସନ୍ତୁ ଜାଣିବା ଏହି ଦୁର୍ନୀତି ବଢିବାର ମୁଖ୍ୟ କାରଣ କ’ଣ ଆଉ ଏହାକୁ କିପରି ରୋକାଯାଇ ପାରିବ।

Road Bumps Could Power Electric Vehicles
ଖାଲଢିପ ରାସ୍ତା ବୈଦ୍ୟୁତିକ କାର୍‌କୁ ଚାର୍ଜ କରିବ !

ଖାଲଢିପ ରାସ୍ତା ବି ଖରାପ ନୁହେଁ! ଏହା ବୈଦ୍ୟୁତିକ କାର୍‌କୁ ସାହାଯ୍ୟ କରିବ। ବିଏମଡବ୍ଲୁରୁ ଏକ ନୂଆ ପେଟେଣ୍ଟରୁ ଜଣାପଡିଛି ଯେ କାର୍‌ଗୁଡିକ ଶକ୍ତି ଉତ୍ପାଦନ ପାଇଁ କମ୍ପାନୀ ଖରାପ ସଡକକୁ ବ୍ୟବହାର କରିବ।

Sonia Gandhi birthday know how Sonia and rajiv Gandhi met and get married
ଇଟାଲୀର ଝିଅ ସୋନିଆ ଗାନ୍ଧୀ କେମିତି ହେଲେ ଭାରତର ବୋହୂ

ଭାରତୀୟ ରାଜନୀତିରେ ସୋନିଆ ଗାନ୍ଧୀ ଏକ ସକ୍ରିୟ ନାଁ। କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ଆଜି ଜନ୍ମଦିନ। ଏହି ଅବସରରେ ଆସନ୍ତୁ ଜାଣିନେବା ସେ କିପରି ରାଜୀବ ଗାନ୍ଧୀଙ୍କ ପ୍ରେମରେ ପଡିଲେ ଆଉ କେମିତି ଅମିତାଭ ବଚ୍ଚନଙ୍କ ଘରେ ହେଲା ତାଙ୍କର ବିବାହ।

southern railway recruitment 2022
ଭାରତୀୟ ରେଳବାଇରେ ଚାକିରି; ୧୨ଶ, ସ୍ନାତକ କରିଥିଲେ ଆବେଦନ କରିପାରିବେ

ଭାରତୀୟ ରେଳବାଇରେ ଚାକିରି ଖୋଜୁଥୁବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦକ୍ଷିଣ ରେଳବାଇ ଖେଳ କୋଟା ଅଧିନରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Twin sisters married twin brothers in West Bengal
ଅଜବ ବିବାହ: ଯାଆଁଳା ଭଉଣୀଙ୍କୁ ମିଳିଗଲେ ଯାଆଁଳା ଭାଇ

ଯାଆଁଳା ଭଉଣୀଙ୍କ ଇଛା ପୂରଣ ହେଲା। ବିବାହକୁ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ବାସ୍ତବ ହେଲା। ଗୋଟିଏ ଘରେ ବିବାହ କରିବାକୁ ଚାହୁଁଥିଲେ, ହେଲେ ମିଳିଗଲେ ଯାଆଁଳା ଭାଇ। ଖବର ଏବେ ଚର୍ଚ୍ଚାରେ…

Kerala movie theatre creates sound proof crying room for parents
ଏବେ ଛୋଟ ପିଲାଙ୍କୁ ନେଇ ଦେଖିପାରିବେ ଫିଲ୍ମ; ଏହି ହଲ୍‌ କଲା ସୁବିଧା

ଆପଣଙ୍କର ହଲ୍‌କୁ ଯାଇ ଫିଲ୍ମ ଦେଖିବାକୁ ଭାରି ଇଛା ଥିବ। କିନ୍ତୁ ଘରେ ଛୋଟ ପିଲା ଥିବାରୁ ଆପଣ ଯାଇ ପାରୁ ନଥିବେ। କାରଣ ପିଲାମାନେ ହଲ୍‌ରେ କାନ୍ଦନ୍ତି। ହେଲେ ଏବେ ଆଉ ଏ ଅସୁବିଧା ହେବନି। ଏହି ସିନେମା ହଲ୍‌ ତିଆରି କରିଛି ସାଉଣ୍ଡ୍‌ ପ୍ରୁଫ୍ 'କ୍ରାଇଙ୍ଗ୍‌...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।