କମାଲ କଲେ ଯୁବ ଇଞ୍ଜିନିୟର। ଭାରତୀୟ ପୁରୁଷ ଭାବେ 'ମଲ୍ଲଖମ୍ବ'ରେ ପାଇଲେ ପ୍ରଥମ ଅର୍ଜୁନ ପୁରସ୍କାର। ଖୁସିରେ ପରିବାର ସହିତ ମୁଖ୍ୟ ପ୍ରଶିକ୍ଷକ ସୁନୀଲ ଗଙ୍ଗାୱଣେ।
ଦିଲ୍ଲୀ ପୋଲିସ୍ ସୋମବାର ଜଣେ ୨୨ ବର୍ଷର ଯୁବକଙ୍କୁ ଗିରଫ କରିଛି, ଯିଏ ତାଙ୍କ ବାପାଙ୍କ ଗୁଳି ଭର୍ତ୍ତି ବନ୍ଧୁକକୁ ନେଇ ଏକ ପାର୍ଟିକୁ ଯାଇଥିଲେ। ଆଉ ତା ପରେ...
ୟୁପିଏସ୍ସି ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ଅଧିକାରୀ ପଦବୀ ପୂରଣ କରିବାକୁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୪୧ଟି ପଦବୀ ପୂରଣ ହେବ।
‘ପଠାନ୍’ର ବିବାଦ ଭିତରେ ଶାହରୁଖ୍ ଖାନ୍ଙ୍କୁ ମିଳିଲା ବଡ ସଫଳତା। ଦୁନିଆର ଟପ୍ ୫୦ ବଡ କଳାକାରଙ୍କ ଭିତରେ ସ୍ଥାନ ପାଇଛନ୍ତି ଶାହରୁଖ୍। ବିବାଦ ପରେ ବି ଲୋକପ୍ରିୟତାରେ କୌଣସି କ୍ଷତି ଆସିନି।
ଶାହରୁଖ ଖାନଙ୍କୁ ଧମକ। 'ପଠାନ'କୁ ନେଇ 'ଅଯୋଧ୍ୟାର ସନ୍ଥ' ଶାହରୁଖ ଖାନଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମହନ୍ତ ପରମହଂସ ଆଚାର୍ଯ୍ୟ କହିଛନ୍ତି ଯେ ଯଦି ସେ ଶାହରୁଖ ଖାନଙ୍କୁ କେବେ ଭେଟନ୍ତି ତେବେ ସେ ତାଙ୍କୁ ଜୀବନ୍ତା ଜାଳିଦେବେ।
ଚଳିତ ବର୍ଷ ବଲିଉଡ୍କୁ ବିଶେଷ କିଛି ଦେଇନି ଫିଲ୍ମ ଇଣ୍ଡଷ୍ଟ୍ରି। କିନ୍ତୁ ଏହାରି ଭିତରେ କିଛି ବଲିଉଡ୍ ଚଳଚ୍ଚିତ୍ର ଚମତ୍କାର କରିବାରେ ସକ୍ଷମ ହୋଇଛି। ପ୍ରଥମ ସ୍ଥାନରେ କନ୍ନଡ ଫିଲ୍ମ ଥିବାବେଳେ ଚତୁର୍ଥ ସ୍ଥାନରେ ବଲିଉଡ୍ର ଏହି ଫିଲ୍ମ ରହିଛି।
ବଲିଉଡ୍ର ଜଣେ ଜଣାଶୁଣା ନା’ ହେଲା ଗୋବିନ୍ଦା। ଆଜି ସେ ତାଙ୍କର ୫୯ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ପିଲାଦିନ ଖୁବ ଦାରିଦ୍ର୍ୟରେ କଟିଥିଲା। ଜନ୍ମବେଳେ ତାଙ୍କ ବାପା ତାଙ୍କୁ କୋଳକୁ ମଧ୍ୟ ନେଇ ନଥିଲେ। ଇଂଲିଶ ଜାଣି ନଥିବାରୁ ଚାକିରି ମିଳି ନଥିଲା। ଆସନ୍ତୁ ଜାଣିବା ତାଙ୍କ...
ଏ ଦୁନିଆରେ ଏମିତି ଜଣେ ମହିଳା ଅଛନ୍ତି ଯିଏ ରାସ୍ତା ପାର ହେବାକୁ ବି ଡରୁଛନ୍ତି। ରାସ୍ତାରେ ଚାଲୁ ଚାଲୁ ସେ ପଥର ହୋଇଯାଆନ୍ତି। ତାଙ୍କୁ ‘ଷ୍ଟିଫ୍ ପର୍ସନ୍ ସିଣ୍ଡ୍ରୋମ୍’ ହୋଇଥିବା ଜଣାଯାଇଛି। କ’ଣ ଏହି ସମସ୍ୟା…
‘ବେଶରମ୍ ରଙ୍ଗ୍’ ଗୀତରେ ଦୀପିକାଙ୍କ ଡ୍ରେସ୍ ଡିଜାଇନିଂ କରିଥିବା ଶାଲୀନା ନଥାନୀ ମଧ୍ୟ କମ ନୁହଁନ୍ତି। ତାଙ୍କ ବୋଲ୍ଡସେନ୍ସ ଆଗରେ ବଲିଉଡ୍ ତାରକା ମଧ୍ୟ ଫିକା ପଡିଯିବେ। ନଥାନୀ ନିଜେ ମଧ୍ୟ ବହୁତ ଷ୍ଟାଇଲିସ୍ ଡ୍ରେସ୍ ପିନ୍ଧନ୍ତି। ତାଙ୍କ ପୋଷାକ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ରିଲିଜ୍ ହୋଇଛି ଆସମାନ ଭରଦ୍ୱାଜଙ୍କ ଫିଲ୍ମ 'କୁତ୍ତେ'ର ଟ୍ରେଲର। ଯଦି ଏହାର ଭିଡିଓ ଆପଣ ଦେଖିବାକୁ ଚାହୁଛନ୍ତି ତେବେ ଇୟରଫୋନ୍ ବ୍ୟବହାର କରନ୍ତୁ। ଏହି ଫିଲ୍ମରେ ଆପଣ ଆପଣଙ୍କ ପ୍ରିୟ କଳାକାରଙ୍କ ମୁହଁରୁ ଖରାପ ଗାଳି ହିଁ ଶୁଣିବେ।
ଆଉ କେଇଟା ଦିନ ପରେ ୨୦୨୨ ଆମଠୁ ବିଦାୟ ନେବ। ଏହାର କିନ୍ତୁ କିଛି ଖଟା-ମିଠା ସ୍ମୃତି ସବୁବେଳେ ଆମ ସହିତ ରହିଯିବ। ଏହି ବର୍ଷ କିଛି ଭଲ ସ୍ମୃତି ସାଉଁଟିଥିବା ବେଳେ, କିଛି ଦୁଃଖଦ ସ୍ମୃତିରେ ଦୁନିଆକୁ କନ୍ଦେଇଛି। ଏହି ବର୍ଷ ଏମିତି କିଛି ପ୍ରସିଦ୍ଧ ଅଭିନେତା...
ଅନେକ ଲୋକ ତ ଥଟ୍ଟା ତାମସାର ଶିକାର ହୋଇଥାନ୍ତି। ଏନେଇ କେହି ଭାଙ୍ଗିପଡୁଥିବା ବେଳେ କେହି ଏହାକୁ ଭୁଲିଯାଆନ୍ତି। କିନ୍ତୁ ପ୍ରିୟଙ୍କା ଶୁକ୍ଲା ଏହାକୁ ନିଜ ହୃଦୟକୁ ନେଇଗଲେ ଆଉ କଲେକ୍ଟର୍ ହେବା ନେଇ ଲକ୍ଷ୍ୟ ସ୍ଥିର କରିନେଲେ। ଜାଣନ୍ତୁ କ’ଣ ହେଲା…
ଓଡିଶାରେ ଶିକ୍ଷକ ପଦବୀ ପାଇଁ ବିରାଟ ଖାଲି ସ୍ଥାନ ରହିଛି। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC) ୭୫୪୦ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି। ମୋଟ ପୋଷ୍ଟ୍ ମଧ୍ୟରୁ ୨୪୮୭ଟି ପୋଷ୍ଟ୍ ମହିଳାମାନଙ୍କ ପାଇଁ ରହିଛି।
ବିଶ୍ୱ ଦରବାରରେ ଭାରତକୁ ପୁଣି ଚମକେଇଛନି ସର୍ଗମ୍ କୌଶଲ। ଦୀର୍ଘ ୨୧ ବର୍ଷ ପରେ ଦେଶକୁ ଦେଇଛନ୍ତି ‘ମିସେସ୍ ୱାର୍ଲ୍ଡ ୨୦୨୨’ ଟାଇଟଲ୍। ତେବେ ଆସନ୍ତୁ ଜାଣିବା କିଏ ଏହି ସରଗମ୍ କୌଶଲ୍।
ଏବେ ବିଧାନସଭା ବାଚସ୍ପତି ଗିରିଶ ଗୌତ୍ତମ ‘ପଠାନ’କୁ ବିରୋଧ କରିଛନ୍ତି। ସେ ଶାହରୁଖ ଖାନଙ୍କୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ଯେ ଶାହରୁଖ ତାଙ୍କ ଝିଅ ସହିତ ଏହି ଚଳଚ୍ଚିତ୍ର ଦେଖିବା ଉଚିତ ଆଉ ଏକ ଫଟୋ ଅପଲୋଡ୍ କରିବା ଉଚିତ। ଏହା ସହିତ ସେ ଆହୁରି କଡା ସମାଲୋଚନା...
୨୦୨୨ କାହାପାଇଁ ପୁଷ ମାସ ହେଇଛି ତ ଆଉ କାହା ପାଇଁ ସର୍ବନାଶ। ଏହି ବର୍ଷ ବଲିଉଡ୍ ପାଇଁ ସେତେ ଶୁଭ ହୋଇ ନାହିଁ। ଏହା ବଲିଉଡ୍ ପାଇଁ ‘ବୟକଟ୍’ ଟ୍ରେଣ୍ଡ୍ ନେଇ ଆସିଛି। ଏହାରି ଭିତରେ କିନ୍ତୁ ଏମିତି କିଛି ନିର୍ମାତା ଆସିଛନ୍ତି ଯିଏ ବଲିଉଡ୍କୁ ନୂଆ...
ଚାକିରି ପାଇଁ ସମସ୍ତେ ଏକ ସିଭି ପ୍ରସ୍ତୁତ କରନ୍ତି ଆଉ ଏଥିରେ ନିଜ ଡାଟା ଦେବା ସହ ପ୍ରଫେସନାଲ୍ ଫଟୋ ଲଗାନ୍ତି। ଏହା ଚାକିରିଦାତାଙ୍କୁ ସେମାନଙ୍କ ଚରିତ୍ର ବିଷୟରେ ସୂଚନା ଦିଏ। କିନ୍ତୁ ଜଣେ ଯୁବତୀ ତାଙ୍କର ବୋଲ୍ଡ ଫଟୋ ଦେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପଛରେ ଚାକିରିର...
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଉ ଏକ ନୂଆ ନିଯୁକ୍ତି ଘୋଷଣା କରିଛି। ଏହି ନୂଆ ନିଯୁକ୍ତି ମାଧ୍ୟମରେ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାର୍ଥୀମାନେ କେବଳ ସାକ୍ଷାତକାର ମାଧ୍ୟମରେ ଚାକିରି ପାଇପାରିବେ। ଏପରି ପରିସ୍ଥିତିରେ, କେଉଁ ପଦବୀରେ ଏହି ନିଯୁକ୍ତି ହେବ, କିଏ ଆବେଦନ କରିପାରିବେ ସେ ବିଷୟରେ...
'ବେଶରମ୍ ରଙ୍ଗ୍' ଗୀତକୁ ନେଇ ଦୀପିକା ପାଦୁକୋନ ଏବେ ବିବାଦରେ ଅଛନ୍ତି। ସେ ଏହି ଫିଲ୍ମରେ ଗେରୁଆ ରଙ୍ଗର ପୋଷାକ ପିନ୍ଧିଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଉଛି। ତେବେ ଏହି ମାମଲରେ ଦୀପିକା ପ୍ରଥମ ନୁହନ୍ତି। ଏହା ପୂର୍ବରୁ ଅନେକ ଅଭିନେତ୍ରୀ ମଧ୍ୟ ଗେରୁଆ ରଙ୍ଗର ପୋଷାକ ପିନ୍ଧି ପରଦାରେ...
ଜଣେ କଳାକାର ଏକ ଆଉଟ୍ଡୋର୍ ଜିମ୍କୁ ଏକ “ଅବତାର ପାର୍କ” ରେ ପରିଣତ କରିଛନ୍ତି ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଆଶ୍ଚର୍ଯ୍ୟ କରୁଛି।