• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Central Silk Board begin recruitment for multiple posts
ନୂଆବର୍ଷରେ ବଡ ସୁଯୋଗ : ସେଣ୍ଟ୍ରାଲ୍ ସିଲ୍କ ବୋର୍ଡରେ ଚାକିରି

CSB ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଷ୍ଟେନୋଗ୍ରାଫର, କୁକ୍‌, ସହକାରୀ ନିର୍ଦ୍ଦେଶକ, କିରାଣୀ ଇତ୍ୟାଦି ପଦବୀ ପାଇଁ ମୋଟ୍‌ ୧୪୨ଟି ପଦବୀ ଖାଲି ଅଛି। ଡିସେମ୍ବର ୨୪ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତୁରନ୍ତ ଆବେଦନ କରନ୍ତୁ।

Kamal haasan give controversial statement on hindi language
“ହିନ୍ଦୀକୁ ବାଧ୍ୟବାଧକତା କରିବାର ନିଷ୍ଠୁର ଉଦ୍ଦେଶ୍ୟ ଏହି ଦେଶକୁ ଧ୍ୱଂସ କରିବ”

ପ୍ରାୟ ସମୟରେ ହିନ୍ଦୀ ଏବଂ ତାମିଲ ଭାଷାକୁ ନେଇ ବିବାଦ ଦେଖାଯାଏ। ତାମିଲ ଭାଷାଭାଷୀ ଲୋକମାନଙ୍କ ଉପରେ ହିନ୍ଦୀକୁ ଜବରଦସ୍ତ ଲଦି ଦିଆଯାଉଥିବା ସେମାନେ ଅଭିଯୋଗ କରନ୍ତି। ଏବେ ଏହାକୁ ନେଇ ବିବାଦୀୟ ମତ ଦେଇଛନ୍ତି କମଲ ହାସନ। ସେ କହିଛନ୍ତି…

Accused sheezan khan says shraddha murder case forced break up with tunisha sharma
ଶୀଜାନ ଖାନଙ୍କ ବଡ ଖୁଲାସା; କାହିଁକି ତୁନିଶା ଶର୍ମାଙ୍କ ସହ ବ୍ରେକ୍‌ଅପ୍ କଲେ

ଟିଭି କଳାକାର ତୁନିଶା ଶର୍ମାଙ୍କ ମୃତ୍ୟୁ ମାମଲାର ପୋଷ୍ଟମର୍ଟନ୍ ରିପୋର୍ଟ ସାମ୍ନାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତ ଶୀଜାନ ଖାନଙ୍କୁ ୪ ଦିନ ପାଇଁ ପୋଲିସ୍ ହେପାଜତ୍‌ରେ ରଖାଯାଇଛି। ଏହାକୁ ନେଇ ସେ କରିଛନ୍ତି ବଡ ଖୁଲାସା।

Man uses unique beak shaped face mask
Viral Video: ଅଜବ ମାସ୍କ; ପିନ୍ଧିକି ଖାଇ ପାରିବେ ଆଉ ପିଇ ପାରିବେ

ପୁଣି ଦେଖାଗଲାଣି କରୋନା ଭାଇରସ୍ ଭୟ। ଆସିପାରେ ମାସ୍କ ବ୍ୟବହାରର କଟକଣା। ଜଣେ ଲୋକ ଏମିତି ଏକ ମାସ୍କ ବାହାର କରିଛନ୍ତି, ଯାହାକୁ ପିନ୍ଧି ଖାଇ ହେବ ଆଉ ପିଇ ହେବ।

Get rid of itching ringworm and scabies problems make cream in home
Health Tips: ଯାଦୁ-କାଛୁ-କୁଣ୍ଡିଆରୁ ମୁକ୍ତି ପାଇଁ ଘରେ ତିଆରି କରନ୍ତୁ ଏମିତି କ୍ରିମ୍

ଶୀତର ପ୍ରଭାବରେ ଆପଣ ଯାଦୁ-କାଛୁ-କୁଣ୍ଡିଆ ଭଳି ସମସ୍ୟା ଭୋଗୁଛନ୍ତି କି? ବଜାରରୁ ଅନେକ ପ୍ରକାର କ୍ରିମ ଆଣି ବ୍ୟବହାର କରି ଏଥିରୁ ମୁକ୍ତି ପାଉ ନାହାନ୍ତି? ତେବେ ଘରେ ବନାନ୍ତୁ ଏମିତି କ୍ରିମ୍, ମିଳିବ ଉପଷମ।

Poor man expressing sadness over costly liquor
Viral Video: “ମଦ ଏତେ ମହଙ୍ଗା ହେଇଛି, ବିଚରା ଗରିବ ଲୋକ କିପରି ପିଇବ!”

ଭାଇରାଲ୍ ହେଉଛି ପରିବା ମାର୍କେଟ୍‌ର ଏକ ଭିଡିଓ। ଜଣେ ଟମାଟୋ ବିକ୍ରି କରୁଛନ୍ତି। ମହଙ୍ଗା ମଦକୁ ନେଇ ନିଜ ଦୁଃଖ ପ୍ରକାଶ କରିଛନ୍ତି। ଜାଣନ୍ତୁ ସେ କ’ଣ କହୁଛନ୍ତି।

bumper vacancy on these posts in ongc
ONGC ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ ହେବ

MRPL ଅଧୀନରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ କରିବାକୁ ONGC ବିଜ୍ଞପ୍ତି ବାହର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୭୮ଟି ପଦବୀ ପୂରଣ ହେବ।

Brother dipoo srivastava talks about success story of raju srivastav
Happy Birthday: ରାଜୁ ଶ୍ରୀବାସ୍ତବଙ୍କ ଜନ୍ମଦିନରେ ସାନ ଭାଇ ହେଲେ ଭାବପ୍ରବଣ; କହିଲେ ଏମିତି

ରାଜୁ ଶ୍ରୀବାସ୍ତବ ତାଙ୍କ କ୍ୟାରିୟରର ବିକାଶରେ ଏତେ ବ୍ୟସ୍ତ ଥିଲେ ଯେ ସେ ତାଙ୍କ ଜନ୍ମଦିନ ପାଳନ କରିବାକୁ କେବେ ବି ସମୟ ପାଉ ନଥିଲେ। ଆଜି କାନପୁରରେ ତାଙ୍କ ପରିବାର ଗରିବ ଲୋକମାନଙ୍କୁ ରାସନ ଜିନିଷ ଏବଂ କମ୍ବଳ ବାଣ୍ଟି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଏହି...

Jhoome jo pathan come children song lakadi ki kathi
'ଝୁମ୍‌ ଜୋ ପଠାନ'କୁ ନେଇ ତିଆରି ହେଲା ‘ଲକ୍‌ଡୀ କୀ କାଠି’

'ଝୁମ୍ ଜୋ ପଠାନ' ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ପଟେ ଶାହରୁଖ ଖାନଙ୍କ ପ୍ରଶଂସକମାନେ ଏହି ଗୀତକୁ ପସନ୍ଦ କରୁଥିବା ବେଳେ ଅନ୍ୟପଟେ କିଛି ଲୋକ 'ଝୁମ୍ ଜୋ ପଠାନ' ଗୀତକୁ ନେଇ ମୀମ୍ସ ତିଆରି କରୁଛନ୍ତି ଏବଂ ଏହାକୁ ଭାଇରାଲ୍...

8 person who become idol and who gives inspiration
Year Ending: ୨୦୨୨ର ୮ ଭଲ ଖବର; କିଏ ଦେଇଛି ପ୍ରେରଣା କିଏ ହୋଇଛି ଆଦର୍ଶ

୨୦୨୨ରେ ଏମିତି ଅନେକ କିଛି ଘଟି ଯାଇଛି ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଇଥାଏ। କେହି କେହି ସେମାନଙ୍କ ପରିଶ୍ରମ ବଳରେ ସଫଳତା ପାଇଛନ୍ତି ତ ଆଉ କେହି ଏମିତି କିଛି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଯାଇଛନ୍ତି। ତେବେ ଆସନ୍ତୁ ଏସବୁକୁ ନେଇ ୮ ବ୍ୟକ୍ତିଙ୍କୁ...

Cisf officers saved a persons life by giving cpr
ହୃଦଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବଞ୍ଚାଇ ଦେଲେ CISF ଯବାନ

ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ଜଣେ ବ୍ୟକ୍ତି ହୃଦ୍ଘାତରେ ପୀଡିତ ହୋଇ ଯନ୍ତ୍ରଣା ଭୋଗିବାକୁ ଲାଗିଲେ। ସେହି ବ୍ୟକ୍ତିଙ୍କ ଏଭଳି ଅବସ୍ଥା ଦେଖି CISF ଅଧିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଆସି ତାଙ୍କୁ CPR ଦେଇ ତାଙ୍କ ଜୀବନ ବଞ୍ଚାଇ ଦେଲେ।

Christmas day 2022
Christmas Day 2022: ଖ୍ରୀଷ୍ଟମାସରେ କେକ୍, ଘଣ୍ଟି, ମହମବତୀ, ମୋଜାର କ’ଣ ରହିଛି ମହତ୍ୱ

ଆଜି ଖ୍ରୀଷ୍ଟମାସ ବା ବଡଦିନ। ଏହିଦିନ କେକ୍, ଘଣ୍ଟି, ମହମବତୀ, ମୋଜା ଆଦିର ବିଶେଷ ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିନେବା ଏହି ଉତ୍ସବରେ ଏ ସବୁକୁ କାହିଁକି ବ୍ୟବହାର କରି ଘର ସଜ୍ଜାଯାଏ।

Santa clause gets arrested in australia
ଏକ ଷ୍ଟୋର୍‌ରୁ ସାଣ୍ଟାକୁ ଗିରଫ କଲା ପୋଲିସ୍

ଛୁଟିଦିନ ନିଆରା ହୋଇଥାଏ। ପିଇବା ଏବଂ ଗାଡି ଚଳାଇବା ଠାରୁ ଆରମ୍ଭ କରି ମଜ୍ଜାଳିଆ ଖେଳ ପର୍ଯ୍ୟନ୍ତ, ଏହି ଛୁଟିଦିନଗୁଡିକରେ ଦେଖିବାକୁ ମିଳେ। ଏମିତି ଏକ ଘଟଣା ଅଷ୍ଟ୍ରେଲିଆରେ ଘଟିଛି। ସାଣ୍ଟା ପରି ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।

Pathaan set to be the first Indian film to get ice theatre release
ବିବାଦ ପରେ ବି ସଫଳତାର ସିଡି ଚଢିଚାଲିଛି ‘ପଠାନ୍’; ରଚିବ ଇତିହାସ

‘ପଠାନ୍’ର ଗୀତ 'ବେଶରମ୍ ରଙ୍ଗ୍' ରିଲିଜ୍ ହେବା ପର ଠାରୁ ବିବାଦ ପିଛା ଛାଡୁନି। ଏହି ଗୀତରେ ଦୀପିକା ପାଦୁକୋନଙ୍କ ବିକିନିର ରଙ୍ଗ ହିଁ ଅଡୁଆ ସୃଷ୍ଟି କରିଛି। ଶାହରୁଖକୁ ଟାର୍ଗେଟ୍ କରାଯାଉଛି। ଏହାରି ଭିତରେ କିନ୍ତୁ ଶାହରୁଖ ଫ୍ୟାନ୍‌ଙ୍କ ପାଇଁ ଆସିଛି ଖୁସି ଖବର। ଜାଣନ୍ତୁ…

These celebrities leave you shocked in these yoga spooky poses photos
ଗ୍ଲାମର୍‌ ଦୁନିଆର ୫ ଫ୍ଲେକ୍ସିବଲ୍ ଗାର୍ଲ; ଯୋଗରେ ସମସ୍ତଙ୍କୁ ପଛରେ ପକେଇଦେବେ

ସେ ଚଳଚ୍ଚିତ୍ର ହେଉ କି ଟିଭି ଇଣ୍ଡଷ୍ଟ୍ରି, ଗ୍ଲାମର୍‌ ସହ ଜଡିତ ଅଭିନେତ୍ରୀମାନେ ସେମାନଙ୍କ ଫିଟ୍‌ନେସ୍‌ ପ୍ରତି ସବୁବେଳେ ସଚେତନ ଥାଆନ୍ତି। ଅଭିନୟ ସହିତ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ କେବେ ବି ଭୁଲନ୍ତି ନାହିଁ। ତେବେ ଆସନ୍ତୁ ସେହି ଫିଟ୍‌ନେସ୍ ପ୍ରେମୀ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା,...

Why is national consumers right day
କାହିଁକି ପାଳନ ହେଉଛି “ଜାତୀୟ ଖାଉଟି ଅଧିକାର ଦିବସ”

ଭାରତରେ ପ୍ରତିବର୍ଷ ଡିସେମ୍ବର ୨୪ରେ “ଜାତୀୟ ଖାଉଟି ଅଧିକାର ଦିବସ” ପାଳନ କରାଯାଏ। କ’ଣ ଏହାର ଉଦ୍ଦେଶ୍ୟ, ଏହା ପଛରେ କ’ଣ ରହିଛି ଇତିହାସ, କ’ଣ ରହିଛି ନିୟମ ଜାଣିବା ପାଇଁ ପଢନ୍ତୁ।

Bomb cyclone alert in US, thousands of flights
ଆମେରିକାରେ 'ବମ୍ ସାଇକ୍ଲୋନ୍' ଆଲର୍ଟ; ହଜାର ହଜାର ଫ୍ଲାଇଟ୍ ବାତିଲ

ଖ୍ରୀଷ୍ଟମାସ ମଧ୍ୟରେ ଆମେରିକାରେ ବମ୍ ସାଇକ୍ଲୋନ୍ ବିପଦ ଦେଖାଦେଇଛି। ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ପାଞ୍ଚ ହଜାରରୁ ଅଧିକ ବିମାନ ବାତିଲ କରାଯାଇଛି। ଏହା ଖୁବ ଭୟଙ୍କର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Car Covers 1,000 Km In Single Charge
କାର୍ କଲା ବିଶ୍ୱ ରେକର୍ଡ! ଥରେ ଚାର୍ଜ ହେଲେ ଯିବ ୧୦୦୦କିମି

ଭେଇକିଲ୍ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର। ଖୁବ୍ ଶୀଘ୍ର ଏଭଳି ଏକ ଇଲେକ୍ଟ୍ରିକ୍ କାର୍ ବଜାରକୁ ଆସୁଛି ଯାହାର ରେଞ୍ଜ୍‌ ଖୁବ୍ ଜବରଦସ୍ତ ହେବ। ଏହା ଥରେ ଚାର୍ଜ ହେଲେ ୧୦୦୦କିମି ପର୍ଯ୍ୟନ୍ତ ଚାଲିପାରିବ। ଆସନ୍ତୁ ଜାଣିବା ଏହି କାର୍ ବିଷୟରେ।

Ranu mandal made a video on a romantic song
ଯୁବକଙ୍କ ସହ ରୋମାଣ୍ଟିକ୍ ମୁଡ୍‌ରେ ରାନୁ ମଣ୍ଡଳ; ଭିଡିଓ ହେଲା ଭାଇରାଲ୍

ପୁଣି ଭାଇରାଲ୍ ହେଲେ ରାନୁ ମଣ୍ଡଳ। ଜଣେ ଯୁବକଙ୍କ ସହ ରୋମାଣ୍ଟିକ୍ ମୁଡ୍‌ରେ ରାନୁ ମଣ୍ଡଳଙ୍କର ଭିଡିଓ ଭାଇରାଲ୍ ହେଉଛି। ଯୁବକ ଜଣଙ୍କ ବାଇକ୍ ଆଗରେ ବସିଥିବା ବେଳେ ରାନୁ ତାଙ୍କ ବାଇକ୍ ପଛରେ ବସିଛନ୍ତି। ଦେଖନ୍ତୁ ଏହି ଭିଡିଓ…

A village in india where not girls but boys go to their in laws after marriage
ଭାରତରେ ଅଛି ଏମିତି ଗାଁ, ଯେଉଁଠି ପୁଅ ଯାଏ ଶଶୁର ଘର

ବିବାହ ପରେ ଝିଅମାନେ ଶାଶୁ ଘରକୁ ଯିବା ଏକ ସାଧାରଣ କଥା। କିନ୍ତୁ କାଁ ଭାଁ ଯେଉଁଠି ବିବାହ ପରେ ପୁଅମାନେ ଆସି ଶଶୁର ଘରେ ରୁହନ୍ତି ତାଙ୍କୁ ‘ଘରଜ୍ୱାଇଁ’ ବୋଲି କୁହାଯାଏ। ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ‘ଘରଜ୍ୱାଇଁ’। ଏହି ପରମ୍ପରା କାହିଁକି...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।