ଇଂଜିନିୟରିଂରେ ନୂଆ ଶିକ୍ଷା ନୀତି ଆଣିବା ପାଇଁ ସରକାରଙ୍କ ଉଦ୍ୟମକୁ ଅଧିକାଂଶ ଲୋକ ପ୍ରଶଂସା କରୁଥିବାବେଳେ କିଛି ଲୋକ ଏହାକୁ ଉପହାସ କରୁଛନ୍ତି। ସେମାନେ କହୁଛନ୍ତି ଯେ ଏହି ପରିବର୍ତ୍ତନ ଏହାର ଉଦ୍ଦେଶ୍ୟ ହାସଲ କରିପାରିବ ନାହିଁ।
ଭାଇରାଲ୍ ହେଉଛି କିଆରା ଆଡଭାନୀ ଏକ ଫଟୋ। ଏଥିରେ ସେ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ନଜର ଆସିଛନ୍ତି। ଏହାକୁ ଦେଖି ଲୋକେ ରାଗିଯାଇଛନ୍ତି ଓ କହିଛନ୍ତି…
ଚଳିତ ବର୍ଷ ମହାଶିବରାତ୍ରୀ ଶନିବାର ପଡୁଛି। ଏହି ଦିନ ଶନି ବ୍ରତ ଯୋଗୁଁ ଶନି ଦେବ ମଧ୍ୟ ପ୍ରସନ୍ନ ହୋଇପାରନ୍ତି। ଭଗବାନ ଶିବଙ୍କୁ ପୂଜା କରି ଶନି ଦେବଙ୍କ ଆଶୀର୍ବାଦ ମଧ୍ୟ ମିଳିପାରେ। ଜାଣନ୍ତୁ କିପରି କରିବେ ଉଭୟ ଶନି ଓ ଶିବଙ୍କୁ ସନ୍ତୁଷ୍ଟ।
ଶାହୀଦ କପୁର ଓ ଶହନାଜ ଗିଲ୍ଙ୍କ ଏକ କଥାବାର୍ତ୍ତାରେ ଶହନାଜ ପୁଅମାନଙ୍କ ଉପରେ ବିଶ୍ୱାସ ହରେଇଥିବା କଥା କହିଛନ୍ତି। ଏହା ସହ ସେ ଶାହୀଦଙ୍କୁ ମିଛୁଆ ବୋଲି ମଧ୍ୟ କହିଛନ୍ତି। ଏହାର ପ୍ରତିକ୍ରିୟାରେ ଶାହୀଦ କୁହନ୍ତି…
ଭଗବାନ ଶିବଙ୍କ ଜୀବନ୍ତ ଚେହେରା କଥା ମନକୁ ଆସିଲେ ଆପେ ଆପେ ଆସିଯାଏ 'ଓମ୍ ନମଃ ଶିବାୟ'ର କଳାକାର ସମର ଜୟ ସିଂହଙ୍କ ଚେହେରା। ଲୋକେ ତାଙ୍କ ଫଟୋ ରଖି ପୂଜା କରୁଛନ୍ତି ତେବେ ଶିବଙ୍କ ଭୂମିକାରେ ଅଭିନୟ କରି ଆହୁରି ଅନେକ କଳାକାର ମଧ୍ୟ ପୂଜା ପାଉଛନ୍ତି।...
Indian Bank ରେ SO ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ୨୦୦ରୁ ଅଧିକ ପଦବୀରେ ନିଯୁକ୍ତି ହେବ। ଦରମା ୮୦ ହଜାରରୁ ଅଧିକ ରହିଛି।
କିଆରା କନ୍ୟା ବେଶରେ ପୂରା ରାଜକୁମାରୀ ପରି ଦେଖାଯାଉଥିଲେ। ସିଦ୍ଧାର୍ଥଙ୍କ ରାଜକୀୟ ଷ୍ଟାଇଲ୍ ମଧ୍ୟ ଦେଖିବାକୁ ମିଳିଥିଲା। କିଆରାଙ୍କର ବେଶଭୁଷା କଲିରେ ଠାରୁ ନେଇ ତାଙ୍କର ହୀରା ମୁଦି ପର୍ଯ୍ୟନ୍ତ ସବୁକିଛି ଆଲିଶାନ୍ ଆଉ ଦମଦାର ଥିଲା। କିଆରାଙ୍କ ମଙ୍ଗଳସୂତ୍ର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
୯୦ ଦଶକରେ ତାଙ୍କର ସୁନ୍ଦର ଚେହେରା ଏବଂ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ଫରଦ୍ଦିନ ଖାନ୍। କିନ୍ତୁ ତା’ପରେ ହଠାତ୍ ସେ ଚଳଚ୍ଚିତ୍ର ଜଗତରୁ ଏପରି ଭାବରେ ଅଦୃଶ୍ୟ ହୋଇଗଲେ ଯେ କାହାରି ପାଖରେ କୌଣସି ଖବର ନଥିଲା। ହେଲେ କାହିଁକି…
ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଏ। ଏହାକୁ ଜାଗର ରାତ୍ରୀ ମଧ୍ୟ କୁହାଯାଏ। ଏହା ପଛରେ ରହିଛି ୪ଟି ବଡ଼ କାରଣ ଅଛି। ଆସନ୍ତୁ ଜାଣିବା…
ମହାଶିବରାତ୍ରୀରେ ଆପଣ ନିଶ୍ଚିତ ଶିବଲିଙ୍ଗରେ ବେଲପତ୍ର ଚଢେଇବେ। ଏହା ପୂର୍ବରୁ ଜାଣି ନେବା ଜରୁରୀ ଯେ ବେଲପତ୍ର କିପରି ଛିଡାଯାଏ ଓ ଶିବଲିଙ୍ଗରେ କିପରି ଚଢାଯାଏ। ଜାଣନ୍ତୁ ଏହାର ଫାଇଦା କ’ଣ..
ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ରେଡ୍ସମ୍ୟାନ୍ ମେଟ୍ ଏବଂ ଫାୟାରମ୍ୟାନ୍ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଟ୍ରେଡ୍ସମ୍ୟାନ୍ ମେଟ୍ ଏବଂ ଫାୟାରମ୍ୟାନ୍ ପଦବୀରେ ୧୭୯୩ ଟି ପଦବୀ ପୂରଣ ହେବ।
କିଆରା ଆଡ୍ଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ ୪ ଦିନ ହୋଇନି। କିଆରା ଗର୍ଭବତୀ ହେବା କଥା ନେଇ ଚର୍ଚ୍ଚା ଜୋର୍ ଧରିଲାଣି। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ…
ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଏକ କାଉ ଡ୍ରୋନ୍ ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ସେ ଏହାକୁ ଧରି ଉଡୁଛି ମଧ୍ୟ।
ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଡ୍ୟୁପ୍ଲିକେଟ୍ ମୋଦି। ସେ ସିନା ବିକ୍ରି କରୁଥିଲେ ଚା’, ଏ କିନ୍ତୁ ବିକ୍ରି କରୁଛନ୍ତି ଚାଟ୍ ଆଉ ଗୁପ୍ଚୁପ୍। ଆପଣ ବି ଏହି ଭିଡିଓ ଦେଖିଲେ ଆପଣଙ୍କ ଆଖି ଧୋକା ଖାଇଯିବ। ଆପଣ ବି ଭାବିବେ ଏ ବୋଧହୁଏ ନରେନ୍ଦ୍ର ମୋଦି।
କଙ୍ଗନା ରାଣାୱତ ସିଡ୍-କିଆରାଙ୍କ ସମ୍ପର୍କକୁ ପ୍ରଶଂସା କରିଛନ୍ତି। ଜଣେ ବ୍ୟକ୍ତି ସେମାନଙ୍କ ଫଟୋ ଶେୟାର କରି ‘ଡେଟିଂ’ର ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତର ଦେଇ ଏମିତି କହିଛନ୍ତି କଙ୍ଗନା ରାଣାୱତ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୯,୨୫୦ ଙ୍କା ରହିଛି ।
ସଞ୍ଜରେ ବିବାହ କରିବା ଏବେ ବଲିଉଡ୍ ଷ୍ଟାର୍ଙ୍କ ନୂଆ ଟ୍ରେଣ୍ଡ୍ ହୋଇଯାଇଛି। ହିନ୍ଦୁ ପ୍ରଥା ଅନୁସାରେ ଏହି ସମୟ ବିବାହ ଉପଯୋଗୀ ହୋଇ ନଥିଲେ ବି ଷ୍ଟାରମାନେ ଏହାକୁ ଆପଣେଇ ନେଇଛନ୍ତି। ଏହା ପଛରେ ରହିଛି ଏମିତି କାରଣ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ଭାଲେଣ୍ଟାଇନ୍ସ ଡେ’ ସବୁ ପ୍ରେମୀଯୁଗଳଙ୍କ ପାଇଁ ଏକ ବିଶେଷ ଦିନ। ସମସ୍ତେ ଏହାକୁ ନିଜ ନିଜ ଢଙ୍ଗରେ ସ୍ମରଣୀୟ କରିବାକୁ ଚାହାନ୍ତି। ଭାରତ ହେଉଛି ବିବିଧତାର ଦେଶ, ଏବଂ ଏଠି ପ୍ରେମୀମାନଙ୍କ ପାଇଁ ସେମାନଙ୍କର ବିଶେଷ ଦିନ ବିତାଇବା ପାଇଁ ଅନେକ ସହର ରହିଛି। ଆସନ୍ତୁ ଏହି ୬ଟି...
ଅଝରୁଦ୍ଦିନ ଆଜି ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଅଜହର ୮ ଫେବୃଆରୀ ୧୯୬୦ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟର ଭାବରେ ତାଙ୍କର ଏକ କ୍ୟାରିୟର ଥିଲା, କିନ୍ତୁ ତାଙ୍କ ପ୍ରେମ ଜୀବନ ମଧ୍ୟ ଅନେକ ବିବାଦରେ ଘେରି ରହିଥିଲା। ୨ ଜଣଙ୍କ ସହ ହୋଇଥିଲା ଛାଡପତ୍ର।
BROରେ ବାହାରିଛି ଜବରଦସ୍ତ ନିଯୁକ୍ତି। ବିଶେଷ କଥା ହେଉଛି ୧୦ମ ପାସ୍ ସହିତ ଅନ୍ୟ କିଛି ସାର୍ଟିଫିକେଟ୍ ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ଦେଖନ୍ତୁ…