• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Richa chadha an intern in mens fashion magazine then won the hearts of fans
Happy Birthday: ପ୍ରଥମେ ଫ୍ଲପ୍ ପରେ ହିଟ୍; ଉତ୍ଥାନ ପତନରେ ରୁଚା ଚଢାଙ୍କ କ୍ୟାରିଅର୍

ବଲିଉଡ୍‌ର ଜଣେ ବହୁମୁଖୀ ଅଭିନେତ୍ରୀ ହେଲେ ରୁଚା ଚଢା। ସେ ତାଙ୍କ ଅଭିନୟ କ୍ୟାରିୟରରେ ଏକରୁ ଅଧିକ ଫିଲ୍ମ ଦେଇଛନ୍ତି। ଚଳଚ୍ଚିତ୍ର ଜଗତରେ ତାଙ୍କର ପ୍ରବେଶ ଏକ ଚଳଚ୍ଚିତ୍ର କାହାଣୀଠାରୁ ବି କମ୍ ନୁହେଁ। ତାଙ୍କ ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ହୋସ୍ ଉଡ଼ାଇ ଦେଉଥିବା ରୁଚା ଚଢାଙ୍କ ଜୀବନ...

Executive vs. Judiciary
‘ନିର୍ବାଚନ କମିଶନ ନିଯୁକ୍ତି କମିଟିରେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାମିଲ କରାଯାଉ’

ନିର୍ବାଚନ କମିଶନ ନିଯୁକ୍ତି କମିଟିରେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାମିଲ କରାଗଲେ ନିଯୁକ୍ତି ପ୍ରକ୍ରିୟା ଏବଂ ଚୟନରେ ସ୍ୱଚ୍ଛତା ଅଧିକ ରହିପାରିବ। ଏଭଳି ଜଣେ ବ୍ୟକ୍ତିଙ୍କୁ ସାମ୍ବିଧାନିକ ପଦରେ ଅବସ୍ଥାପିତ କରାଯିବ ଯିଏ ସରକାରଙ୍କ ଆଜ୍ଞା ପାଳନ କରିବାକୁ ବାଧ୍ୟ ହେବ ନାହିଁ ବା ପ୍ରଭାବିତ ହେବ ନାହିଁ।

Ind vs ban 1st test day
ବଡ ବିଜୟ: ବାଂଲାଦେଶକୁ ୧୮୮ରେ ପରାସ୍ତ କଲା ଭାରତ

ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କ ଉତ୍କୃଷ୍ଟ ବୋଲିଂ ଆଧାରରେ ଭାରତ ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୧୮୮ ରନ୍‌ରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ପ୍ରଥମ ଇନିଂସ୍‌ରେ ୧୫୦ ରନ୍ କରିଥିବା ଆୟୋଜକ ଟିମ୍ ଦ୍ୱିତୀୟ ଇନିଂସ୍‌ରେ ୩୨୪ ରନ୍ ସଂଗ୍ରହ...

Viral veena made from scrap in Bhopal
୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ବୀଣା; ଲମ୍ବ ୨୮ ଫୁଟ, ଓଜନ ୫ ଟନ୍

ତିଆରି ହୋଇଛି ସବୁଠାରୁ ବଡ ବୀଣା। କୌଣସି ଦାମି ଜିନିଷ ନୁହେଁ, ଟୁକୁରା ଟୁକୁରା ଖଣ୍ଡରୁ ଏହା ତିଆରି ହୋଇଛି। ଲମ୍ବ ୨୮ ଫୁଟ ହୋଇଥିବା ବେଳେ ଚଉଡା ୧୦ ଫୁଟ, ଓଜନ ୫ ହଜାର କିଲୋଗ୍ରାମ ରହିଛି। ଜାଣନ୍ତୁ ଭାରତର କେଉଁ କଳାକାରମାନେ ଏହାକୁ ତିଆରି କରିଛନ୍ତି।

Lawyer stops Mercedes to urinate three men steal his car
ମର୍ସିଡିଜ୍ କାର୍‌ ରଖି ପରିସ୍ରା କରିବାକୁ ଯାଇଥିଲେ ଓକିଲ; ହେଇଗଲା ଲୁଟ୍

ରାସ୍ତା କଡରେ ମର୍ସିଡିଜ୍ କାର୍‌ ରଖି ପରିସ୍ରା କରିବାକୁ ଯାଇଥିଲେ ଓକିଲ। ଆସିଲା ବେଳକୁ ତିନିଜଣ ଦୁର୍ବୃତ୍ତ ଛୁରୀ ଦେଖେଇ ଧମକ୍ ଦେଲେ ଆଉ କାର୍‌ ଲୁଟି ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ।

Iocl has taken out bumper vacancies on these posts
IOCL ରେ ଚାକିରି ପାଇଁ ଆବେଦନ ଚାଲିଛି; ହାତ ଛଡା କରନ୍ତୁ ନାହିଁ

IOCLରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୭୬୦ ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।

Not only on pathan but also on these films of Deepika was a lot of ruckus
ଦୀପିକା ପାଦୁକୋନ୍‌ଙ୍କ ୫ ବିବାଦୀୟ ଫିଲ୍ମ; ବୟକଟ୍ ପରେ ବି ହିଟ୍

ଦୀପିକା ପାଦୁକୋନ୍‌ଙ୍କ 'ବେଶରମ୍‌ ରଙ୍ଗ୍‌'କୁ ନେଇ ବିବାଦ ଥମୁନି। ତାଙ୍କ ଅଶ୍ଳୀଳ ପୋଜ୍ ଓ ଆଟିଚ୍ୟୁଡ୍‌କୁ ନେଇ ଲୋକେ ବିରୋଧ କରୁଛନ୍ତି। ତେବେ ଦୀପିକାଙ୍କ ଫିଲ୍ମକୁ ନେଇ ଏମିତି ବିରୋଧର ସ୍ୱର ଉଠିବା ଏହା ପ୍ରଥମ ଘଟଣା ନୁହେଁ। ଏମିତି ଅନେକ ଫିଲ୍ମ ଏହି ଧାରାରେ ଅଛି। ଆସନ୍ତୁ...

Tarang Music New Mega Show College Queen
‘ତରଙ୍ଗ ମ୍ୟୁଜିକ୍’ର ନୂଆ ମେଗା ଶୋ’ ‘କଲେଜ୍ କୁଇନ୍’

ଟେଲିଭିଜନ୍ ଇତିହାସରେ ପ୍ରଥମ ଥର କେବଳ କଲେଜରେ ପଢୁଥିବା ପ୍ରତିଭାମାନଙ୍କ ନେଇ ଆରମ୍ଭ ହୋଇଛି ରିଏଲିଟି ଶୋ’ ‘କଲେଜ୍ କୁଇନ୍’। ଓଡିଶା କୋଣ ଅନୁକୋଣରୁ ପ୍ରତିଭା ସାଉଁଟିବା ନେଇ ‘ତରଙ୍ଗ ମ୍ୟୁଜିକ୍’ର ଏହା ଏକ ନୂଆ ପ୍ରୟାସ। ତେବେ ଆସନ୍ତୁ ଜାଣିବା ପ୍ରଥମ ସିଜନ୍‌ରେ ହୋଇଥିବା ବିଜେତାଙ୍କ ନାଁ।

Bollywood new moms in 2022
୨୦୨୨ରେ ମା’ ହୋଇଥିବା ଚର୍ଚ୍ଚିତ ଅଭିନେତ୍ରୀ; ବେବୀବମ୍ପ୍ ପାଇଁ ଚର୍ଚ୍ଚାରେ ଥିଲେ

ସରି ସରି ଆସୁଛି ୨୦୨୨। ଆଉ କେଇଟା ଦିନ ପରେ ଆମେ ୨୦୨୩ରେ ପାଦ ଦେବା। ୨୦୨୨ରେ ବଲିଉଡର କିଛି ଆଗ ଧାଡିର ଅଭିନେତ୍ରୀ ଏକ ନୂତନ ଯାତ୍ରା ଆରମ୍ଭ କରିଛନ୍ତି। ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଅଭିନେତ୍ରୀମାନଙ୍କ ମଧ୍ୟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନେ ଅଛନ୍ତି।...

Mother & Daughter Compete With Each Other For Sub-Inspector
ଏକାବେଳେ ପରୀକ୍ଷା ଦେଲେ ମା-ଝିଅ; ହେଲେ ସବ୍-ଇନ୍ସପେକ୍ଟର

ସବ୍-ଇନ୍ସପେକ୍ଟର ପଦବୀ ପାଇଁ ମା-ଝିଅ ସାଜିଲେ କମ୍ପିଟେଟର୍। ଉଭୟ ମଧ୍ୟ ପାଇଲେ ସଫଳତା। ଦୁହେଁ ଏବେ ସବ୍-ଇନ୍ସପେକ୍ଟର ହୋଇ ସେବା କରିବେ।

How to delete all unwanted WhatsApp photos, videos, and other media files at once
ହ୍ୱାଟ୍ସଆପ୍‌ରେ ଏକାଥରେ କିପରି ଡିଲିଟ୍ କରିବେ ଅଦରକାରୀ ଫଟୋ, ଭିଡିଓ

ଅନେକ ସମୟରେ ମୋବାଇଲ୍‌ରେ ଅନାବଶ୍ୟକ ଷ୍ଟୋରେଜ ସ୍ମାର୍ଟଫୋନକୁ ସ୍ଲୋ କରିଦିଏ। ଏହାକୁ ଦୃଷ୍ଟିରେ ରଖି ଆପ୍ ଏବେ ନୂଆ ଫିଚର ବାହାର କରିଛି। ଆପଣ ଏବେ ଏକା ଥରରେ ସେଭ୍ ହୋଇଥିବା ବଡ ଭିଡିଓ, ଫଟୋ, ଫାଇଲ୍ ପରି ଆପ୍ ଡାଟା ଡିଲିଟ୍ କରି ପାରିବେ, ଯାହା ଆପଣଙ୍କୁ...

Controversial and vulgar songs of bollywood
'ବେଶରମ୍‌ ରଙ୍ଗ୍‌' ସହିତ ଅଶ୍ଳୀଳତାରେ ଭରା ୧୧ ବିବାଦୀୟ ଗୀତ

'ପଠାନ'ର ଦମଦାର୍ ଗୀତ 'ବେଶରମ୍‌ ରଙ୍ଗ୍‌'କୁ ନେଇ ବିବାଦ ତେଜିବାରେ ଲାଗିଛି। ଦୀପିକା ପାଦୁକୋନ୍‌ଙ୍କ ସେକ୍ସୀ ଲୁକ୍ ଓ ଅଶ୍ଳୀଳ ଷ୍ଟେପ୍‌କୁ ଲୋକେ ବିରୋଧ କରୁଛନ୍ତି। ତେବେ ଏହି ଧାରାରେ ଖାଲି 'ବେଶରମ୍‌ ରଙ୍ଗ୍‌' ନାହିଁ, ଏମିତି ଅନେକ ଗୀତ ଅଛି ଯାହାକୁ ନେଇ ବିବାଦ କରାଯାଇଛି। ଆସନ୍ତୁ...

Woman gave birth 9 children at a time
ଏକାବେଳେ ୯ ଶିଶୁଙ୍କୁ ଜନ୍ମଦେଲେ ୨୬ ବର୍ଷୀୟ ମହିଳା; ସମସ୍ତେ ସୁସ୍ଥ

ଗୋଟିଏ ଥରରେ ୯ ସନ୍ତାନକୁ ଜନ୍ମ ଦେଇ ବିଶ୍ୱ ରେକର୍ଡ ସୃଷ୍ଟି କଲେ। ମା’ ସହିତ ସବୁ ପିଲାମାନେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ନିରାପଦ ମଧ୍ୟ ଅଛନ୍ତି। ଏନେଇ ମା’ କରିଛନ୍ତି ବିଶ୍ୱ ରେକର୍ଡ।

Birthday special bhaichung bhutia
Happy Birthday Bhaichung Bhutiya: କୃଷକ ପୁଅରୁ ଫୁଟବଲ୍‌ ସୁପର୍‌ଷ୍ଟାର୍ ବାଇଚୁଙ୍ଗ ଭୂତିଆ

ବାଇଚୁଙ୍ଗ ଭୂତିଆ ହେଉଛନ୍ତି ଏକମାତ୍ର ଭାରତୀୟ ଫୁଟବଲ ଖେଳାଳି ଯିଏ ଖେଳୁଥିବା ସମୟରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଭାରତୀୟ ଫୁଟବଲ୍କୁ ବିଶ୍ୱ ମାନଚିତ୍ରରେ ଆଣିବା ପାଇଁ ପୁରା କ୍ରେଡିଟ୍ ଭୂତିଆକୁ ଯାଇଥାଏ। ଦଳରେ ଆତ୍ମବିଶ୍ୱାସ ଆଣିବା ଏବଂ ଆକ୍ରମଣାତ୍ମକ ଖେଳିବାର ରଣନୀତି ଭୂତିଆ ହିଁ ଆରମ୍ଭ କରିଥିଲେ।

Bank of Maharashtra offer apprentice jobs
ଗ୍ରାଜୁଏସନ୍‌ କରିଥିଲେ ସରକାରୀ ବ୍ୟାଙ୍କ୍‌ରେ ଚାକିରି ସୁଯୋଗ

ଆପଣ ଯେକୌଣସି ବିଷୟରେ ଗ୍ରାଜୁଏସନ୍‌ କରିଥିଲେ ସରକାରୀ ବ୍ୟାଙ୍କ୍‌ରେ ଚାକିରି କରିପାରିବେ। ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ଏହି ସୁଯୋଗ ଆଣିଛି। ଦେଖନ୍ତୁ ପୂରା ଖବର…

6 indian army heroic movies amid india china border clash
ଇଣ୍ଡୋ-ଚାଇନା ଯୁଦ୍ଧକୁ ନେଇ ୬ ଫିଲ୍ମ, ଯାହା ରକ୍ତରେ ଭରେ ଦେଶ ପ୍ରେମ

ନିକଟରେ ହୋଇଥିବା ଭାରତ ଓ ଚୀନ୍ ସଂଘର୍ଷରେ ଭାରତୀୟ ସେନା ଚୀନ ସେନାଙ୍କୁ ସୀମାରୁ ତଡି ଦେଇଛି। ଦେଇଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେ ଚୀନ୍ ସୈନ୍ୟମାନେ ଆମ ଦେଶରେ ଏହିପରି ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ଏହାକୁ ନେଇ ଅନେକ ଫିଲ୍ମ ମଧ୍ୟ ହୋଇଛି। ଆସନ୍ତୁ...

Son gifts father his- dream bike on his birthday
Viral Video: ଜନ୍ମଦିନରେ ବାପାଙ୍କୁ ସ୍ୱପ୍ନର ବାଇକ୍ ଦେଇ ଖୁସି କଲା ପୁଅ

ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି ବାପା-ପୁଅଙ୍କ ଭଲ ପାଇବା। ଭିଡିଓରେ ବାପାଙ୍କୁ ତାଙ୍କ ସ୍ୱପ୍ନର ବାଇକ୍ ଦେଇ ପୁଅ ଏବେ ଚର୍ଚ୍ଚାରେ ରହିଛି। ଏହି ଭିଡିଓ ଏବେ ସମସ୍ତଙ୍କ ହୃଦୟ ଜିତିବାରେ ଲାଗିଛି।

Besharam rang pathaan first song deepika shahrukh trolled for copying
ଫିଲ୍ମ ‘ପଠାନ୍’କୁ ନେଇ ବିବାଦ; ତାତିଲେ ଦର୍ଶକ, ସାଧୁ ଓ ରାଜନେତା

'ପଠାନ'ର ପ୍ରଥମ ଗୀତ 'ବେଶରମ୍ ରଙ୍ଗ' ରିଲିଜ୍ ହେବା ପର ଠାରୁ ବିବାଦକୁ ଚାଲିଯାଇଛି। ଗୀତ ଦ୍ୱାରା ହିନ୍ଦୁ ଧର୍ମକୁ ଅପମାନ କରାଯାଉଛି ବୋଲି କୁହାଯାଇ ଏହାକୁ ବୟକଟ୍ କରିବାକୁ ଦାବି ହେଉଛି। ବିଜେପିର ଏହା ଚାଲ୍ ବୋଲି କଂଗ୍ରେସ୍ ମତ ଦେଉଛି। ଲୋକେ ମଧ୍ୟ ଦୀପିକାଙ୍କୁ ଟ୍ରୋଲ୍...

Raj kapoor first meeting with nargis
Happy Birthday: କାହିଁକି ସଫଳ ହେଲାନି ରାଜ କପୁର ଓ ନର୍ଗିସ୍‌ଙ୍କ ପ୍ରେମ କାହାଣୀ

ଆଜି ବଡିଉଡ୍‌ର ଶୋମ୍ୟାନ୍ ରାଜ କପୁରଙ୍କ ଜନ୍ମଦିନ। ରାଜ କପୁରଙ୍କ ଚଳଚ୍ଚିତ୍ର କ୍ୟାରିୟର ବ୍ୟତୀତ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛି। ରାଜ କପୁର ଏବଂ ନର୍ଗିସଙ୍କ ପ୍ରେମ କାହାଣୀ ସବୁଠୁ ଅଧିକ ଚର୍ଚ୍ଚାର ପରିସର ଭୁକ୍ତ। ଆସନ୍ତୁ ନଜର ପକେଇବା…

National Energy Conservation Day; how to save energy
National Energy Conservation Day: ଭବିଷ୍ୟତ ପାଇଁ କିପରି କରିବେ ଶକ୍ତି ସଂରକ୍ଷଣ

ଶକ୍ତି(ଉର୍ଜା) ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଆମ ଦୈନନ୍ଦିନ ଜୀବନରେ ଶକ୍ତି ବହୁଳ ଭାବରେ ବ୍ୟବହୃତ ହୁଏ। ଆମେ ଆମର ଦୈନନ୍ଦିନ ଜୀବନରେ ବିଭିନ୍ନ ରୂପରେ ଶକ୍ତି ବ୍ୟବହାର କରୁ। ତେଣୁ ଭବିଷ୍ୟତରେ ଶକ୍ତିର ଆବଶ୍ୟକତାକୁ ଧ୍ୟାନରେ ରଖି ଏହାକୁ ସଂରକ୍ଷଣ କରିବା ଆବଶ୍ୟକ ହୋଇପଡିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।