• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Women made trust to help poor
ଅସହାୟଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା

ଅସହାୟଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା। ଶତାଧିକ ମହିଳା ଏକାଠି ହୋଇ ଗଢିଲେ ‘ହେଲ୍ପ ଓଡ଼ିଶା ଟ୍ରଷ୍ଟ୍’।

SECR railway recruitment 2022 for trade apprentice 1044 posts
ITI କରିଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ୧୦୪୪ ପଦବୀ ଖାଲି

ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ, ନାଗପୁର ଡିଭିଜନରେ ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ SECR ଆବେଦନକୁ ଆମନ୍ତ୍ରଣ କରିଛି। ସମୁଦାୟ ୧୦୪୪ଟି ପଦବୀ ପାଇଁ ନିଯୁକ୍ତି କରାଯିବ।

Ram Gopal Varma reacted to Mahesh Babu statement
ମହେଶ ବାବୁଙ୍କ ବିବାଦୀୟ ମତ; ରାମ ଗୋପାଳ କହିଲେ ବଲିଉଡ ଏକ କମ୍ପାନୀ ନୁହେଁ

ମହେଶ ବାବୁଙ୍କ ଏକ ବିବାଦୀୟ ମତ ଏବେ ପୁଣି ଚର୍ଚ୍ଚାରେ ଥିବା ବେଳେ ଏହାର ପ୍ରତିକ୍ରିୟା ଦେଇଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା। ବଲିଉଡ ଏକ କମ୍ପାନୀ ନୁହେଁ ବୋଲି ସେ କହିଛନ୍ତି।

Aashram 3 teaser out trailer to be released tomorrow
ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବ, ‘ଆଶ୍ରମ ୩’ ରିଲିଜ୍ ହେବ

ୱେବ୍ ସିରିଜ୍ 'ଆଶ୍ରମ'ର ପୂର୍ବ ଦୁଇଟିଯାକ ସିଜିନ୍‌କୁ ଲୋକେ ପସନ୍ଦ କରିଥିବା ବେଳେ ଏବେ ସିରିଜ୍‌ର ତୃତୀୟ ସିଜିନ୍‌କୁ ରହିଛି ଅପେକ୍ଷା। ଅନେକ ବାଦ ବିବାଦ ପରେ ବି ଏହା ରିଲିଜ୍ ହେବାକୁ ଯାଉଛି। ଆଜି ଟିଜର୍ ରିଲିଜ୍ ହୋଇଥିବା ବେଳେ କାଲି ରିଲିଜ୍ ହେବ ଟ୍ରେଲର୍

Billionaires paradise Island know their house prices
ଏମିତି ଦ୍ୱୀପ ଯେଉଁଠି ରୁହନ୍ତି କେବଳ କୋଟିପତି; ଗୋଟେ ଘର ୧୦୦ କୋଟି

ଆପଣ କେବେ ଏମିତି ଦ୍ୱୀପର ନାମ ଶୁଣିଛନ୍ତି କି ଯେଉଁଠି କେବଳ କୋଟିପତିମାନେ ହିଁ ରୁହନ୍ତି। କିନ୍ତୁ ଏହା ସତ ଯେ ଏମିତି ବି ଦ୍ୱିପ ଅଛି। ଏହି ଦ୍ୱୀପରେ ରହୁଥିବା ସମସ୍ତ ଲୋକ କୋଟିପତି। ତେବେ ଏହା କେଉଁଠି ଅଛି, ଗୋଟେ ଘରର ମୂଲ୍ୟ କେତେ ସେ...

Who is lady justice, what does it means
ନ୍ୟାୟାଳୟରେ ଥିବା ନ୍ୟାୟ ଦେବୀ କିଏ; କ’ଣ ଏହାର ପ୍ରତୀକ

ଯେତେବେଳେ ନ୍ୟାୟର ପ୍ରସଙ୍ଗ ଉଠେ ସେତେବେଳେ ଆମ ଆଖି ଆଗରେ ନ୍ୟାୟର ଦେବୀଙ୍କ ଏକ ପ୍ରତିମା ସ୍ୱତଃ ଚାଲିଆସେ, ଯିଏ ଆଖିରେ କଳା ପଟି ବାନ୍ଧିବା ସହିତ ଗୋଟିଏ ହାତରେ ଖଣ୍ଡା ଓ ଅନ୍ୟ ହାତରେ ତରାଜୁ ଧରିଥାନ୍ତି। କ’ଣ ଏହାର ଅର୍ଥ ଆସନ୍ତୁ ଜାଣିବା।

Uganda kids dance to tiger shroff whistle baja song
ବଲିଉଡ୍‌ ଗୀତରେ ଜମେଇକି ନାଚିଲେ ଆଫ୍ରିକୀୟ ବାଳକ

‘ହ୍ୱିସିଲ୍ ବଜା’ ଗୀତରେ ଟାଇଗର ଶ୍ରଫ୍ ହାତ ଆଙ୍ଗୁଠି ଏବଂ ଗୋଡର ମୁଭ୍ସରେ ଚମତ୍କାର ନାଚିଥିଲେ। ଏବେ କିଛି ଆଫ୍ରିକୀୟ ପିଲାମାନେ ସମାନ ଷ୍ଟାଇଲ୍‌ରେ ଜବରଦସ୍ତ ଏନର୍ଜୀ ସହିତ ନାଚୁଥିବା ଦେଖାଯାଏ। ଏହି ପିଲାମାନଙ୍କର ନାଚ ଦେଖି ଆପଣମାନେ ବି ପ୍ରଶଂସା ନ କରି ରହିପାରିବେ ନାହିଁ।

Do these 5 morning yoga poses daily
ଦୈନିକ କରନ୍ତୁ ଏହି ୫ଟି ଆସନ; ଶରୀର ରହିବ ସୁସ୍ଥ

ଆଜିକାଲି ମୋଟାପଣ, ଶରୀର ଯନ୍ତ୍ରଣା, ମାନସିକ ଚାପ ଆଦି ସାଧାରଣ ସମସ୍ୟା ହୋଇଯାଇଛି। ଏହିସବୁ ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଏହି ୫ଟି ଯୋଗାସନ ବିଷୟରେ ଜାଣିବା ଯାହା ଦୈନିକ କରିବା ଦ୍ୱାରା ଅନେକ ଫଳ ମିଳିଥାଏ।

India Post Payments Bank Recruitment 2022
ଗ୍ରାମିଣ ଡାକ ସେବାରେ ପୂରଣ ହେବ ୬୫୦ ପଦବୀ; ଦରମା ୩୦ ହଜାର

ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ ବ୍ୟାଙ୍କ୍‌, (India Post Payments Bank) ଗ୍ରାମିଣ ଡାକ ସେବା ପୋଷ୍ଟ୍‌ ପାଇଁ ଆବେଦନ କରିବାକୁ ଆହ୍ୱାନ କରିଛି। ଏହା ଦ୍ୱାରା ସମଗ୍ର ଦେଶରେ ବ୍ୟାଙ୍କ୍‌ର ଶାଖାଗୁଡ଼ିକରେ ଖାଲି ପଡିଥିବ ୬୫୦ ଟି ପଦବୀ ପୂରଣ ହେବ।

World Lupus Day 2022
ଖରାକୁ ବାହାରିଲେ ମୁହଁ ଲାଲ ପଡୁଛି କି, ତେବେ ଜାଣନ୍ତୁ ଏହା କ'ଣ?

‘ଲୁପସ୍’ ହେଉଛି ଏମିତି ଏକ ରୋଗ, ଯେଉଁଥିରେ ରୋଗ ପ୍ରତିରୋଧକାରୀ ଶକ୍ତି ମଣିଷ ଶରୀରକୁ ସୁରକ୍ଷା ଦେବା ପରିବର୍ତ୍ତେ ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ ଭୁଲବଶତଃ ଆକ୍ରମଣ କରି ପ୍ରଦାହ ଘଟାଏ ଏବଂ କ୍ଷତି କରେ।

Mahesh Babu speaks, bollywood can not afford me
ବଲିଉଡ୍ ମତେ ଟଙ୍କା ଦେଇପାରିବ ନାହିଁ : ମହେଶ ବାବୁ

ବଲିଉଡ୍‌କୁ ଟାର୍ଗେଟ୍ କରିଛନ୍ତି ମହେଶ ବାବୁ। ଯେଉଁଠି ତାଙ୍କୁ ରୋଜଗାର ଦିଆଯାଇ ପାରିବ ନାହିଁ ସେ ସେପରି ଏକ ଶିଳ୍ପରେ କାମ କରି ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି।

Santoor player Pandit Shiv Kumar Sharma death
ଭାରତୀୟ ସଂଗୀତଜ୍ଞ ପଣ୍ଡିତ ଶିବ କୁମାର ଶର୍ମାଙ୍କ ଦେହାନ୍ତ

ସନ୍ତୁର ବାଦକ ତଥା ଭାରତୀୟ ସଂଗୀତଜ୍ଞ ପଣ୍ଡିତ ଶିବ କୁମାର ଶର୍ମାଙ୍କର ଆଜି ମୁମ୍ବାଇରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଗତ ୬ ମାସ ଧରି କିଡ୍‌ନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ ଏବଂ ଡାଏଲିସିସରେ ଚିକିତ୍ସିତ ହେଉଥିଲେ।...

Suniel Shetty gutkha king of India
ସୁନୀଲ ଶେଟ୍ଟୀଙ୍କୁ ‘ଗୁଟ୍‌ଖା କିଙ୍ଗ୍’ କହି ଅଡୁଆରେ ଯୁବକ

ସୁନୀଲ ଶେଟ୍ଟୀଙ୍କୁ ଜଣେ ବ୍ୟକ୍ତି ଟାର୍ଗେଟ୍‌ କରିଛନ୍ତି। ତାଙ୍କୁ କହିଦେଇଛନ୍ତି ‘ଗୁଟ୍‌ଖା କିଙ୍ଗ୍’। ସୁନୀଲ ତାଙ୍କୁ ଚଷମା ବଦଳେଇବାକୁ କହିବା ପାରେ ସେ କ୍ଷମା ମାଗିଛନ୍ତି।

Sweet business started by nani and natin also becoming popular in foreign
କରୋନା ଦେଖେଇଦେଲା ବାଟ; ୮ ମାସରେ ୪ ଲକ୍ଷ ରୋଜଗାର

କରୋନା ବେଳେ ଜଣେ ୬୫ ବର୍ଷ ବୟସ୍କା ମହିଳା ତାଙ୍କ ୨୧ ବର୍ଷର ନାତୁଣୀ ସହିତ ଏକ ବ୍ୟବସାୟ ଆରମ୍ଭ କରିଥିଲେ। କିଛି ମାସ ମଧ୍ୟରେ ବ୍ୟବସାୟରୁ ପ୍ରଚୁର ଲାଭ କରିଥିଲେ। ଆଇମା’ର କୌଶଳ ଓ ନାତୁଣୀର ଶିକ୍ଷା ପ୍ରତ୍ୟେକ ମହିଳାଙ୍କୁ ଆଗକୁ ବଢିବାକୁ ଏବଂ ପରିସ୍ଥିତି ସାମ୍ନାରେ...

Tips after yogasan, don’t do these  5 mistake
ଆପଣ ବି ଯୋଗ କରୁଛନ୍ତି କି; ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଲୋକମାନେ ଜାଣିବା ଉଚିତ୍ ଯେ ଯୋଗ ଅଭ୍ୟାସ କରିବା ପୂର୍ବରୁ ଏବଂ ପରେ କରାଯାଉଥିବା ଅନେକ ଭୁଲ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଯୋଗ ପରେ ତୁରନ୍ତ କ’ଣ କରିବା ଉଚିତ ଏବଂ କ’ଣ କରିବା ଅନୁଚିତ ଆସନ୍ତୁ ସେ ବିଷୟରେ ଜାଣିନେବା।

Kissa Khaki Ka story of woman head constable Gurpreet Kaur
୫୬ ପରିବାରର ଈଶ୍ୱର ହୋଇ ଆସିଲେ ଗୁରୁପ୍ରୀତ କୌର୍‌, ଦେଲେ ଖୁସି

୨୦୨୧ ମସିହାରେ ହେଡ୍‌ କନଷ୍ଟେବଳ ଗୁରୁପ୍ରୀତ କୌରଙ୍କୁ ଆଣ୍ଟି ହ୍ୟୁମାନ ଟ୍ରାକିଙ୍ଗ୍‌ ୟୁନିଟ୍‌ରେ ପୋଷ୍ଟିଂ ଦିଆଯାଇଥିଲା। ତିନିମାସ ମଧ୍ୟରେ ସେ ୫୬ ନିଖୋଜ ପିଲାଙ୍କୁ ସେମାନଙ୍କ ପରିବାର ସହିତ ଏକାଠି କରିଛନ୍ତି। ଏହି ପିଲାମାନଙ୍କ ମଧ୍ୟରୁ ତିନି ଜଣଙ୍କର ବୟସ ୧ ରୁ ୮ ବର୍ଷ ମଧ୍ୟରେ ବି...

Is Sonakshi Sinha engaged, actress shows off ring
ହେଇଗଲା କି ସୋନାକ୍ଷୀ ସିହ୍ନାଙ୍କ ରିଙ୍ଗ ସେରିମନୀ, ଦେଖନ୍ତୁ ଫଟୋ…

ସୋନାକ୍ଷୀ ସିହ୍ନାଙ୍କ ଫଟୋ ଇଣ୍ଟର୍‌ନେଟ୍‌ରେ ହଙ୍ଗାମା ସୃଷ୍ଟି କରିଛି। ସୋନାକ୍ଷୀ ଯେଉଁଭଳି ଭାବରେ ଏହି ଫଟୋଗୁଡିକୁ ଶେୟାର୍ କରିଛନ୍ତି ଓ କ୍ୟାପ୍‌ସନ୍ ଦେଇଛନ୍ତି ତାହା ହଇଚଇ ସୃଷ୍ଟି କରିଛି। ସେ ତାଙ୍କ ହାତରେ ଥିବା ମୁଦିକୁ ଦେଖେଇ ଜଣେ ଲୋକର ହାତ ଧରିଥିବା ଦେଖାଯାଏ।

Vivek Agnihotri says  bollywood did not supported film Kashmir Files
ନିଜ ଦୁଃଖ ବଖାଣିଲେ ବିବେକ ଅଗ୍ନିହୋତ୍ରୀ; ଇଣ୍ଡଷ୍ଟ୍ରୀରୁ ମିଳିଲାନି ସପୋର୍ଟ

'କାଶ୍ମୀର ଫାଇଲ୍ସ'କୁ ମିଳିଲାନି ଇଣ୍ଡଷ୍ଟ୍ରୀରୁ ସପୋର୍ଟ। ଯେଉଁମାନେ ଫିଲ୍ମର ପ୍ରଶଂସା କରୁଛନ୍ତି, ସେମାନେ ବାଧ୍ୟତାମୂଳକ ଭାବରେ ଏହା କରୁଛନ୍ତି। ଅକ୍ଷୟ କୁମାର ବି। ଏମିତି କାହିଁକି କହିଲେ ବିବେକ ଅଗ୍ନିହୋତ୍ରୀ।

GSO  recruitment 2022, apply for the MO, scientists and other posts
GSO ନିଯୁକ୍ତି 2022 : ଖାଲି ପଡିଛି ଏମ୍‌ଓ, ବୈଜ୍ଞାନିକ ସମେତ ଅନେକ ପଦବୀ

ଜେନେରାଲ୍ ସର୍ଭିସ୍‌ ଅର୍ଗାନାଇଜେସନ୍ (GSO), କଲ୍‌ପକ୍କମ୍ ମେଡିକାଲ୍ ଅଫିସର୍‌, ବୈଷୟିକ ଅଧିକାରୀ ଏବଂ ଅନ୍ୟାନ୍ୟ ପଦ ପାଇଁ ଆବେଦନକୁ ନିମନ୍ତ୍ରଣ କରିଛି। ଆବେଦନ ପ୍ରକ୍ରିୟା ଚାଲିଛି ଏବଂ ଆବେଦନ ଫର୍ମ ଗ୍ରହଣ କରିବାର ଶେଷ ତାରିଖ ହେଉଛି ଜୁନ୍ ୬ ରହିଛି।

Akshay Kumar and Manushi Chhillar starrer Prithviraj trailer release
ରିଲିଜ୍ ହେଲା ‘ପୃଥିରାଜ୍‌’ର ଦମଦାର ଟ୍ରେଲର; ଅକ୍ଷୟଙ୍କ ଏଣ୍ଟ୍ରୀ ଜବରଦସ୍ତ

‘ପୃଥିରାଜ୍‌’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମର ଟ୍ରେଲର ବହୁତ ଦମଦାର ହୋଇଛି। ପୃଥିରାଜ୍‌ଙ୍କ ଚରିତ୍ରରେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରୀ ହିଁ ହୃଦୟକୁ ଖୁସି କରିଦେବା ଭଳି। ଟ୍ରେଲରରେ ଯୁଦ୍ଧକ୍ଷେତ୍ରରେ ପୃଥିରାଜ୍‌ଙ୍କ ବୀରତ୍ୱ ଦେଖିବାକୁ ମିଳେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।