ବଲିଉଡର ଅନେକ ତାରକାଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବାବେଳେ କେତେକଙ୍କ ମଧ୍ୟରେ ମତଭେଦ ରହିଛି। ଅଭିନେତା ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ ସବୁବେଳେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ତେବେ ଆସନ୍ତୁ ବଲିଉଡର ସେହି ଅଭିନେତା ଓ ନିର୍ଦ୍ଦେଶକମାନଙ୍କ ବିଷୟରେ ଜାଣିନେବା ଯେଉଁମାନଙ୍କ ମଧ୍ୟରେ ପଡେନି।
ଫ୍ୟାଶନ୍ ଶୋ’ ବେଳେ ମଡେଲମାନେ ବିଭିନ୍ନ ପ୍ରକାର ଫ୍ୟାଶନେବଲ୍ ପୋଷାକରେ ନିଜକୁ ସଜ୍ଜେଇଥାନ୍ତି। ଏବେ ଏମିତି ଜଣେ ମଡେଲ୍ଙ୍କ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ନିଜ ପିଲାଙ୍କୁ ଧରି, ଅତି ସାଧାରଣ ପୋଷାକ ପିନ୍ଧି ରାମ୍ପ୍ରେ ଚାଲୁଥିବା ଦେଖାଯାଏ।
ସାଉଥ୍ର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଏବେ ଦେଶର ଏକ ନମ୍ବର ନିର୍ଦ୍ଦେଶକ ହୋଇଯାଇଛନ୍ତି। ସେ ଲଗାତର ହିଟ୍ ଫିଲ୍ମ ଦେଇଚାଲିଛନ୍ତି। ଏନେଇ ସେ ଉତ୍ସାହିତ ଅଛନ୍ତି। ଏବେ ସେ ତାଙ୍କ ଫିଲ୍ମ RRR କୁ ଓସ୍କାର ଦେବା ନେଇ କଳ ବଳ କୌଶଳ ଲଗେଇ ଦେଇଛନ୍ତି। କୋଟି କୋଟି...
ଆଜି ବାପି ଲାହିରିଙ୍କ ଜନ୍ମଦିନ। ତାଙ୍କୁ ଭଲ ପାଉଥିବା ଲୋକେ ଆଜି ତାଙ୍କର ୭୦ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସୁନାକୁ ଖୁବ ଭଲ ପାଉଥିଲେ ଆଉ ସାରା ଶରୀରକୁ ସୁନାରେ ଛାଉଣୀ କରୁଥିଲେ। ଏହା ପଛରେ କି କାରଣ ଥିଲା ଆସନ୍ତୁ ଜାଣିନେବା।
OSSC ଗ୍ରୁପ୍ ବି ଷ୍ଟେଟ୍ କ୍ୟାଡର ଅଧୀନରେ ଜୁନିୟର ଇଞ୍ଜିନିୟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୨୨୫ଟି ପଦବୀ ପୂରଣ ହେବ।
ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କ ସମସାମୟିକ ହୋଇଥିଲେ ବି ପଛରେ ପଡିଯାଇଛନ୍ତି ସୁନୀଲ ଶେଟ୍ଟୀ। ଏହାର ପଛରେ କି କାରଣ ରହିଛି? କାହିଁକି ସୁନୀଲ ତାଙ୍କ ସମୟ ଠାରୁ ଆଉ ଆଗକୁ ଯାଇପାରିଲେ ନାହିଁ? ଆସନ୍ତୁ ଜାଣିବା ସେ ଏହାକୁ ନେଇ କ’ଣ କୁହନ୍ତି…
ଆଉ ନାହାନ୍ତି ‘ହମ୍ ଦିଲ୍ ଦେ ଚୁକେ ସନମ୍’ର ଅଭିନେତା ବିକ୍ରମ ଗୋଖଲେ। ୭୭ ବର୍ଷରେ ତାଙ୍କର ମୃତ୍ୟୁ ହୋଇଛି। ଚଳଚ୍ଚିତ୍ର ପରିବାରରେ ବିକ୍ରମଙ୍କ ଜନ୍ମ ହୋଇଥିଲା। ତାଙ୍କ ଅଣ ଜେଜେମା’ଙ୍କ ଠାରୁ ପରିବାରର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ଆସନ୍ତୁ ଜାଣିବା କେଉଁ ପରିବାରର ଥିଲେ ବିକ୍ରମ...
ଆଜି ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ତାଙ୍କର ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି ସେ କୌଣସି ପରିଚୟର ଆବଶ୍ୟକତା କରନ୍ତି ନାହିଁ। କିନ୍ତୁ ଦିନ ଏମିତି ଥିଲା ତାଙ୍କ ଜୀବନ ଖୁବ ଉତ୍ଥାନ-ପତନ ଦେଇ ଗତି କରୁଥିଲା। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ଭାରତରେ ରୁଟି ଡାଲି ଆଜିକା ସମୟରେ ଏକ ସାଧାରଣ ଖାଦ୍ୟ ହୋଇଯାଇଛି। ଏହା କିନ୍ତୁ ଭାରତର ମୂଳ ଖାଦ୍ୟ ନୁହେଁ। ତେବେ ଏହା କେଉଁଠୁ ଆରମ୍ଭ ହୋଇଥିଲା ଓ କେବେ ପ୍ରଥମେ ଖିଆଯାଇଥିଲା, ଆସନ୍ତୁ ସେ ବିଷୟରେ ଜାଣିବା।
କପୁର ପରିବାର କୁନି ପରୀର ନାଁ ରଖିଛନ୍ତି। ନିକଟରେ ଆଲିଆ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେମାନେ ଝିଅର ନାଁ ‘ରାହା’ ରଖିଛନ୍ତି। ଏହା ଖୁବ ଅର୍ଥପୂର୍ଣ୍ଣ ନାଁ। ତେବେ ଆସନ୍ତୁ ଜାଣିବା ସେମାନେ କାହିଁକି ଏପରି ନାଁ ରଖିଲେ।
ଆଜି ରାଖୀ ସାୱନ୍ତ ଇଣ୍ଡଷ୍ଟ୍ରିରେ ବେଶ ଜଣାଶୁଣା। ରାଖୀଙ୍କୁ ଏଠାରେ ପହଞ୍ଚିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଛି। ଦିନ ଏମିତି ଥିଲା ତାଙ୍କୁ ବାହାରେ ଫିଙ୍ଗାଯାଇଥିବା ଖାଦ୍ୟକୁ ଗୋଟେଇ ଖାଇବାକୁ ପଡୁଥିଲା। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ସଂଘର୍ଷମୟ ଜୀବନ ଉପରେ ନଜର...
ଏସଏସଆର ଜରିଆରେ ‘ଅଗ୍ନିବୀର୍’ ପଦବୀ ପୂରଣ ପାଇଁ ଭାରତୀୟ ନୌସେନା ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୪୦୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ବିବରଣୀ।
ବହୁ ଅପେକ୍ଷା ପରେ ବରୁଣ ଧାୱନ, କୃତି ସନନ ଏବଂ ଅଭିଷେକ ଦୀକ୍ଷିତଙ୍କ ଅଭିନୀତ ଫିଲ୍ମ ‘ଭେଡିୟା’ ମୁକ୍ତିଲାଭ କରିଛି। ଏଥିରେ ବରୁଣ ଓ କୃତିଙ୍କ କେମିଷ୍ଟ୍ରୀ ଦେଖି ପରେ ପ୍ରଶଂସକମାନେ ଉଭୟଙ୍କୁ ପ୍ରଶଂସା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। କହୁଛନ୍ତି ଏହାକୁ ମିସ୍ କରିବା ମାନେ, ବଡ...
ବଲିଉଡ୍କୁ ଅନେକ ରୋମାଞ୍ଚକର କାହାଣୀ ଦେଇଥିବା ସଲମାନ ଖାନଙ୍କ ବାପା ସଲିମ୍ ଖାନ୍ଙ୍କ ଜୀବନ ମଧ୍ୟ କୌଣସି ଫିଲ୍ମ ଠାରୁ କମ ନୁହେଁ। ତାଙ୍କ ଜୀବନକୁ ଆସିଛନ୍ତି ଦୁଇଟି ନାୟିକା ଆଉ ସେ ଆପଣେଇ ନେଇଛନ୍ତି ଉଭୟଙ୍କୁ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ନଜର ପକେଇନେବା ତାଙ୍କ ପ୍ରେମ...
ବିଭିନ୍ନ ପଦବୀ ପୂରଣ ପାଇଁ ଭାରତୀୟ ରେଳ ବିଭାଗ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୫୨୧ଟି ଖାଲି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।
ଲୋକେ PF ଜମା ଯାଞ୍ଚ କରିବା ପାଇଁ ବିଭିନ୍ନ ପଦ୍ଧତି ଗ୍ରହଣ କରନ୍ତି। ବେଳେବେଳେ ସେମାନେ ମିସ୍ କଲ୍ କିମ୍ବା SMS ସେବା ମାଧ୍ୟମରେ PF ଆକାଉଣ୍ଟ୍ ବାଲାନ୍ସ ଯାଞ୍ଚ କରନ୍ତି। ତେବେ ଏ ସମୟରେ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ। ନଚେତ ଛୋଟ ଭୁଲ...
ବଲିଉଡ୍ ସୁପରଷ୍ଟାର୍ ଗୋବିନ୍ଦାଙ୍କ ପ୍ରତି ଭଲପାଇବା ଦେଖେଇ ପାଦ ଛୁଇଁଦେଲେ ପାକିସ୍ତାନୀ ଅଭିନେତା ଫହାଦ୍ ମୁସ୍ତାଫା। ଏହାକୁ ନାପସନ୍ଦ କରିଛନ୍ତି ମୌଳବାଦୀ ସଂପ୍ରଦାୟ। ଏଭଳି କାମ ପାଇଁ ତାଙ୍କୁ ବିରୋଧ କରୁଛନ୍ତି।
ସାଜିଦ ଖାନ ଆଜି ବଲିଉଡ୍ର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ। ପିଲାଦିନେ ପରିସ୍ଥିତି ଏମିତି ହେଲା ଯେ ଚୋରି କରିବାକୁ ପଡୁଥିଲା। ପରେ ଦୁଷ୍କର୍ମ ମାମଲା ମଧ୍ୟ ଛନ୍ଦିହୋଇଗଲା। ତେବେ ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ଜୀବନର ସଂଘର୍ଷ ଏବଂ ବିବାଦ ଉପରେ ନଜର ପକେଇ ନେବା।
ଦକ୍ଷିଣ ଭାରତୀୟ ସିନେମାରେ ଅଭିନୟ କରି ରୋଜଗାର କରି ନାଗା ଚୈତନ୍ୟ ୨ କୋଟି ୧୦ ଲକ୍ଷ ଡଲାର ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ତାଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କାର ବାଇକ୍ ଅଛି। ତେବେ ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଳାସପୂର୍ଣ୍ଣ ଜୀବନ ଉପରେ ନଜର ପକେଇବା।
ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ପ୍ରେମିକା ଅଫତାବ। ପୋଲିସକୁ ସହଯୋଗ କରୁନି। ଯାଞ୍ଚ ପ୍ରକ୍ରିୟାକୁ ବଦଳାଇବା ସହିତ ସେ ମିଛ କହିଚାଲିଛି। ଏନେଇ ଦିଲ୍ଲୀ ପୋଲିସ ଅଫତାବର ନାର୍କୋ ଟେଷ୍ଟ କରିବାକୁ ଚାହୁଁଛି। ଆସନ୍ତୁ ଜାଣିବା ଏହି ଟେଷ୍ଟ୍ କ’ଣ, ଏହା ଦ୍ୱାରା କିପରି ଧରାପଡେ ସତ?