• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Dog shoots 32 year old owner
ମାଲିକକୁ ଗୁଳିକରି ମାରିଦେଲା ପାଳିତ କୁକୁର; ୧୪ଦିନ ପୂର୍ବରୁ ବାପା ହୋଇଥିଲେ

କୁହାଯାଏ କୁକୁର ଏକ ବିଶ୍ୱସ୍ତ ପ୍ରାଣୀ। ଅନେକ ସମୟରେ ସେ ନିଜ ଜୀବନକୁ ବାଜି ଲଗେଇ ମାଲିକକୁ ରକ୍ଷା କରେ। କିନ୍ତୁ ଏଠି ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏକ କୁକୁର ତା’ ମାଲିକର ଜୀବନ ନେଇଯାଇଛି। ଜାଣନ୍ତୁ ପୂରା ଘଟଣା…

Bollywood box office collectiom bhediya and drishyam2
'ଦୃଶ୍ୟମ୍ ୨'କୁ ମାତ୍ ଦେଇପାରୁନି 'ଭେଡିୟା': ଧିମାଉଛି ରୋଜଗାର

ବରୁଣ ଧାୱନଙ୍କ ଉପରେ ଭାରି ପଡୁଛନ୍ତି ଅଜୟ ଦେବଗନ୍‌। 'ଭେଡିୟା'ର ରୋଜଗାର କମି କମି ଯାଉଥିବା ବେଳେ 'ଦୃଶ୍ୟମ୍ ୨' ଆଗେଇ ଚାଲିଛି। ତେବେ ଆସନ୍ତୁ ଏହି ଦୁଇ ଚଳଚ୍ଚିତ୍ରର ବକ୍ସ ଅଫିସ୍ ରୋଜଗାର ଉପରେ ନଜର ପକେଇନେବା।

୬ bollywood actors who have ruled over bollywood after 70
ବୟସ ସିନା ୭୦ ଉପରେ; ଯୁବ ଅଭିନେତା ବି ଫିକା ପଡିଯାଆନ୍ତି

ଏମାନଙ୍କ ବୟସ ହେଲାଣି ୭୦ ଉପରେ। ଆଜି ବି ଏମାନେ ପରଦାରେ ଯୁବ ଅଭିନେତାଙ୍କୁ ମଧ୍ୟ ପଛରେ ପକେଇ ଦିଅନ୍ତି। ଦର୍ଶକମାନେ ଏମାନଙ୍କ ଝଲକ ପାଇବା ପାଇଁ ସବୁବେଳେ ଉତ୍ସାହର ସହିତ ଚାହିଁ ବସିଥାନ୍ତି। ତେବେ ଆସନ୍ତୁ ବଲିଉଡର ଏପରି ୬ଟି ତାରକାଙ୍କ ଉପରେ ନଜର ପକେଇ ନେବା।

Patna thieves stolen mobile tower from main town at patna
ବିହାରୀ ଲୁଟେରା ଲୁଟିନେଲେ ୧୯ ଲକ୍ଷ ଟଙ୍କାର ମୋବାଇଲ୍ ଟାୱାର

କମ୍ପାନୀକୁ ଚୂନ ମାରିଦେଲେ ଲୁଟେରା। ଦୁଇ ଦିନରେ ଲୁଟ୍ ହୋଇଗଲା ୧୯ ଲକ୍ଷ ଟଙ୍କାର ମୋବାଇଲ୍ ଟାୱାର। ଟାୱାର ଖୋଲାହେଲା ପିକ୍‌ଅପ୍‌ରେ ଲୋଡ୍ ହେଲା, ହେଲେ ଜାଣିପାରିଲେ ନାହିଁ କେହି।

Birth Day Special of Asim Basu the struggle of life
Happy Birth Day: ସଂଘର୍ଷର ଅନ୍ୟ ନାମ ଅସୀମ ବସୁ; ଦିନେ ଛତୁଟେଳା ଖାଇ ବଞ୍ଚୁଥିଲେ

ମଞ୍ଚ ନାଟକର ପରିଚିତ ମଣିଷ ଥିଲେ ଅସୀମ ବସୁ। ଏଠି ପହଞ୍ଚିବା ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି। ଘର ଛାଡିବାକୁ ହୋଇଛି। ଲଣ୍ଡ୍ରି ଦୋକାନରେ କାମ କରିବା ଠାରୁ ଆରମ୍ଭ କରି ଛତୁଟେଳା ଖାଇବାକୁ ପଡିଛି। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଏହି ମହାନ...

Bumper vacancy in animal husbandry department
କେନ୍ଦ୍ର ସରକାରରେ ଚାକିରି ସୁଯୋଗ; ତୁରନ୍ତ ଆବେଦନ କରନ୍ତୁ

ସରକାରୀ ଚାକିରି ତାହା ପୁଣି କେନ୍ଦ୍ର ସରକାରରେ, କିଏ ବା ଖୁସି ନ ହେବ। ଦଶମ ପାଶ୍ କରିଥିଲେ ବି ଆବେଦନ କରିପାରିବେ। BPNL ଏନେଇ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।

Arbaaz Khan Giorgia Andriani break up
ଭାଙ୍ଗିଲା ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସମ୍ପର୍କ!

ମଲାଇକାଙ୍କ ସହ ସମ୍ପର୍କ ତୁଟିବା ପରେ ଅରବାଜ୍ ଖାନ ଜର୍ଜିଆ ଆଣ୍ଡ୍ରିଆନିଙ୍କ ପ୍ରେମରେ ପଡିଥିଲେ। ସେ ତାଙ୍କୁ ୫ ବର୍ଷ ଧରି ଡେଟ୍ କରୁଛନ୍ତି। ସମସ୍ତେ ଜାଣିଥିଲେ ଉଭୟ ବିବାହ କରିବେ। ଏବେ ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଚମକେଇ ଦେବ।

Anupam Kher gives befitting reply to iffi jury head nadav lapid
'ଦ କାଶ୍ମୀର ଫାଇଲ୍ସ'କୁ 'Vulgar' କହିବାରୁ ରାଗିଲେ ଅନୁପମ; ଦେଲେ ଏମିତି ଜବାବ

'ଦ କାଶ୍ମୀର ଫାଇଲ୍ସ୍' ଏବେ ପୁଣି ଚର୍ଚ୍ଚାରେ। ଇସ୍ରାଏଲର ଫିଲ୍ମ ନିର୍ମାତା ଏହାକୁ 'ଋଚିହୀନ' କହି ବିବାଦକୁ ଆସିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ସତ ସାମ୍ନାକୁ ଆସିଥିବାରୁ କିଛି ଲୋକ ଏହାକୁ ହଜମ କରିପାରୁ ନାହାନ୍ତି ବୋଲି ଜବାବ ଦେଇଛନ୍ତି ଅନୁପମ ଖେର୍।

Home remedies to boost immunity in winters season
ଶୀତଋତୁରେ କିପରି ବଢେଇବେ ରୋଗ ପ୍ରତିରୋଧକ ଶକ୍ତି; ପଢନ୍ତୁ…

ଶୀତଋତୁ ଆସିଲେ ଅନେକ ଥଣ୍ଡା, ସର୍ଦ୍ଦି, ଜ୍ୱର ଭଳି ସମସ୍ୟାରେ ପିଡୀତ ହୋଇଥାନ୍ତି। ଏମିତି ହେବାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ପ୍ରଣାଳିର ଦୁର୍ବଳତା। ଶୀତଦିନେ ଏମିତି ଅନେକ ଖାଦ୍ୟ ଅଛି ଯାହାର ବ୍ୟବହାର ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଯାଏ। ଆସନ୍ତୁ ଜାଣିବା…

Twinkle khanna angreed when director asked for transparent clothes
ଏମିତି ପୋଷାକ ପିନ୍ଧିବାକୁ କହିବାରୁ ନିର୍ଦ୍ଦେଶକଙ୍କ ଉପରେ ରାଗିଗଲେ ଟ୍ୱିଙ୍କଲ ଖାନ୍ନା

ଗୋଟିଏ ଚଳଚ୍ଚିତ୍ର ସହିତ ଜଡିତ ଏକ ପରିସ୍ଥିତିକୁ ମନେପକାଇଛନ୍ତି ଟ୍ୱିଙ୍କଲ ଖାନ୍ନା। ଜଣେ ନିର୍ଦ୍ଦେଶକ ଚାହୁଁଥିଲେ ଯେ ସେ ବର୍ଷାର ଏକ ସିନ୍ ପାଇଁ ଦେହ ଦିଶୁଥିବା ପୋଷାକ ପିନ୍ଧନ୍ତୁ। ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ।

hemgenics blessing for hemophilia
ହିମୋଫିଲିୟା ପାଇଁ ଔଷଧ: ଦାମ କୋଟି କୋଟି ଟଙ୍କା

ହିମୋଫିଲିୟା ରୋଗୀ ପାଇଁ ବରଦାନ ସାଜିଛି ହେମଜେନିକ୍ସ। ଏହି ଔଷଧ ଦ୍ୱାରା ହିମୋଫିଲିୟା-ବି ନାମକ ଭୟଙ୍କର ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା କରାଯାଇପାରିବ। ଏହାର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

Coconut development board recruitment deputy director and other posts
କୋକୋନଟ୍ ଡେଭଲପମେଣ୍ଟ୍ ବୋର୍ଡରେ ଅନେକ ପଦବୀ ଖାଲି; ତୁରନ୍ତ ଆବେଦନ କରନ୍ତୁ

କୋକୋନଟ୍ ଡେଭଲପମେଣ୍ଟ୍ ବୋର୍ଡ ଅନେକ ପଦବୀରେ ନିଯୁକ୍ତି ବାହାର କରିଛି। ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ।

Celebrity think about physical relation before marriage
‘ଶାରୀରିକ ସମ୍ପର୍କ ରଖିବା ଏକ ସୁନ୍ଦର ଓ ପ୍ରାକୃତିକ ପ୍ରକ୍ରିୟା, ଏହା କୌଣସି ଭୁଲ୍ ନୁହେଁ'

ଆଜିକାଲି ଶାରୀରିକ ସମ୍ପର୍କ ଏକ ସାଧାରଣ କଥା ହୋଇଯାଇଛି। ଯୁବତୀମାନେ ଶାରୀରିକ ସଂପର୍କ ରଖି ଗର୍ଭବତୀ ହେଉଛନ୍ତି ଆଉ ଆବର୍ସନ କରୁଛନ୍ତି। ତେବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଠିକ୍ ନା ଭୁଲ ଏହାକୁ ନେଇ ଏମିତି କହିଛନ୍ତି କିଛି ସେଲିବ୍ରିଟି। ଆସନ୍ତୁ ଜାଣିବା…

Top actresses who left bollywood after marriage
ଦିନେ କ୍ୟାରିୟରର ଶୀର୍ଷରେ ଥିଲେ ଏମାନେ; ବିବାହ କରିଦେଲା ରୂପେଲି ପରଦାରୁ ଦୂର

ବଲିଉଡ୍‌ର କିଛି ଅଭିନେତ୍ରୀ ସେମାନଙ୍କ କ୍ୟାରିୟରର ସଫଳତାର ଶୀର୍ଷରେ ଥିଲେ। କେହି କେହି ସୁପର ଅଭିନେତ୍ରୀ ହୋଇଥିଲେ ତ ଆଉ କିଏ ‘ୱାନ୍ ଫିଲ୍ମ ୱାଣ୍ଡର’ ହୋଇଥିଲେ। ବିବାହ ପରେ କିନ୍ତୁ ଏମାନେ ରୂପେଲି ପରଦାକୁ ବାଏ ବାଏ କରିଥିଲେ। ଆସନ୍ତୁ ଜାଣିବା ସେମାନେ କିଏ।

Yami Gautam birthday special know about her
ୟାମି ଚାହୁଁଥିଲେ ଆଇଏଏସ୍ ହେବାକୁ; ଭାଗ୍ୟ କରିଦେଲା ଅଭିନେତ୍ରୀ

ୟାମି ଗୌତମ ଆଜି ବଲିଉଡର ଏକ ଜଣାଶୁଣା ନାଁ। ପିଲାଦିନର ସ୍ୱପ୍ନ ଥିଲା ଆଇଏଏସ୍ ଅଧିକାରୀ ହେବାକୁ। ପରେ ନିଷ୍ପତ୍ତି ବଦଳିଗଲା, ହେଇଗଲେ ଅଭିନେତ୍ରୀ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

Tibet's independence is the solution to the Chin-Indian border dispute
ତିବ୍ବତର ସ୍ୱାଧୀନତା ହିଁ ଚୀନ-ଭାରତ ସୀମା ବିବାଦର ସମାଧାନ!

ଅକସାଇ ଚୀନକୁ ଜବରଦଖଲ କରିବା ବେଳେ ଭାରତ ଦଲାଇଲାମଙ୍କୁ ଶରଣ ଦେଇ ନଥିଲା। ଏସବୁ କାରଣରୁ ଭାରତ - ଚୀନ ମଧ୍ୟରେ ସୁସମ୍ପର୍କରେ ଯେଉଁ ତିକ୍ତତା ସୃଷ୍ଟି ହୋଇଛି ତାହା ଦଲାଇଲାମାଙ୍କ କାରଣ ପାଇଁ ନୁହେଁ। ଚୀନ୍ ଏକ ବିସ୍ତାରବାଦୀ ଦେଶ ଏବଂ ଭାରତର ଉତ୍ତର ସୀମାନ୍ତ ଅଞ୍ଚଳ...

Argentinian woman donned Indian flag in fifa world cup 2022
ତ୍ରିରଙ୍ଗାକୁ ଦେହରେ ଗୁଡେଇ ଭାରତ ପ୍ରତି ପ୍ରେମ ଦେଖେଇଲେ ଆର୍ଜେଣ୍ଟିନା ମହିଳା

ଫିଫା ବିଶ୍ୱକପରେ ଜଣେ ଆର୍ଜେଣ୍ଟିନା ମହିଳାଙ୍କୁ ଦେଖାଯାଇଥିଲା। ତାଙ୍କ ଦେହରେ ଥିଲା ତ୍ରିରଙ୍ଗା। ଏହା ତାଙ୍କର ଭାରତ ପ୍ରତି ଭଲ ପାଇବା ନୁହେଁ କି….

Man has 2  toes amputed 30 operation and 4 weeks coma after being bitten by mosquito
ମଶା ଦେଲା ଦୁଃଖ; କୋମାରେ ପଡିଲେ, ୩୦ଟି ଅପରେସନ କଲେ

ଗୋଟିଏ ମଶାର ସାମାନ୍ୟ କାମୁଡା ବି ଭାରି ପଡିଯାଏ। ଜୀବନ ମରଣ ସହ ଲଢିବାକୁ ହୁଏ। ଏବେ ଗୋଟିଏ ମଶା କାମୁଡା ଦ୍ୱାରା ଜଣଙ୍କୁ ୪ ସପ୍ତାହ କୋମାରେ ରହିବାକୁ ପଡିଛି ଆଉ ୩୦ଟି ଅପରେସନ କରିବାକୁ ପଡ଼ିଛି। ଆସନ୍ତୁ ପୂରା ଖବର ଜାଣିବା।

tips to beat joint and muscle pain
ଶୀତ ଦିନେ ଅଧିକ ଆଣ୍ଠୁ-ଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା ହେଉଛି କି; ଧ୍ୟାନ ଦିଅନ୍ତୁ…

ଶୀତଋତୁ ଛୋଟ ପିଲା ଓ ବୃଦ୍ଧମାନଙ୍କ ପାଇଁ ଯନ୍ତ୍ରଣା ଆଣିଦିଏ। ଗଣ୍ଠି ଯନ୍ତ୍ରଣା, ମାଂସପେଶୀ କଷ୍ଟ ଏହି ଋତୁରେ ଆରମ୍ଭ ହୁଏ। ଆପଣ ଯଦି ଏମିତି କିଛି ସମସ୍ୟାକୁ ସାମ୍ନା କରୁଛନ୍ତି ତେବେ ଏହି ୬ଟି ଟିପ୍ସକୁ ମାନନ୍ତୁ, ମିଳିବ ସୁଫଳ।

Michelle obama emotional post about marriage
‘ବାରାକ’ଙ୍କୁ ନିଜ ଘର ବୋଲି କହିଲେ ମିସେଲ ଓବାମା

ନିଜ ବୈବାହିକ ଜୀବନକୁ ନେଇ ମିସେଲ ଓବାମା ଏମିତି କହିଛନ୍ତି ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେବ। ସେ ତାଙ୍କ ସ୍ୱାମୀଙ୍କୁ ନିଜ ଘର ବୋଲି କହିଛନ୍ତି। ବୈବାହିକ ଜୀବନ ସୁରୁଖୁରୁରେ ଚାଲିବା ପାଇଁ ଦେଇଛନ୍ତି ଏମିତି ଉପଦେଶ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।