• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Yash personal bodyguard Ramachandra Raju played as villain in KGF
KGFର ଭିଲେନ୍ ଦିନେ ଥିଲେ ୟଶ୍‌ଙ୍କ ବଡିଗାର୍ଡ

କେଜିଏଫ୍‌ରେ ରାମଚନ୍ଦ୍ର ରାଜୁ ୟଶ୍‌ଙ୍କ ବିରୋଧରେ ଦେଖାଦେଇଥିବା ବେଳେ ପ୍ରକୃତ ଜୀବନରେ ସେ ଦିନେ ଅଭିନେତାଙ୍କ ବଡିଗାର୍ଡ ଥିଲେ। ଆପଣ ନିଶ୍ଚୟ ଭାବୁଥିବେ ଯେ ଜଣେ ବଡିଗାର୍ଡ ଏତେ ଆଗକୁ କିପରି ଗଲେ। ଆସନ୍ତୁ ଜାଣିବା…

Largest female mouth Samantha ramsdell
ସବୁଠୁ ବଡ ପାଟି ଥିବା ମହିଳା, ଥରକେ ଖାଇଦିଅନ୍ତି ବରଗର

ଭଗବାନ ଜଣେ ମହିଳାଙ୍କୁ ଏତେ ବଡ଼ ପାଟି ଦେଇଛନ୍ତି ଯେ ସେ ଗୋଟିଏ କାମୁଡ଼ାରେ ମ୍ୟାକଡୋନାଲ୍ଡର ଗୋଟିଏ ବରଗର ଏବଂ ଗୋଟିଏ ଥରରେ ମଧ୍ୟମ ଆକାରର ଫ୍ରେଞ୍ଚ୍‌ ଫ୍ରାଇଜ୍‌କୁ ଖାଇଦେଉଛନ୍ତି। ଖାଲି ସେତିକି ନୁହେଁ, ସେ ବଡ ବଡ ଗ୍ଲାସ୍‌କୁ ବି ପାଟି ରଖିଦିଅନ୍ତି।

62 year old woman treks kerala toughest peak
୬୨ ବୟସ୍କା ବୃଦ୍ଧା ଶାଢୀ ପିନ୍ଧି ଚଢିଗଲେ ସୁଉଚ୍ଚ ପାହାଡ

ଆଡଭେଞ୍ଚର ଓ ହାଇକିଙ୍ଗକୁ ଦୁଃସାହସିକ ଲୋକଙ୍କ କାମ ବୋଲି କୁହାଯାଏ। ବେଳେବେଳେ ଶାରୀରିକ ଭାବେ ଶକ୍ତିଶାଳୀ ଥିବା ଲୋକଙ୍କ ପାଇଁ ବି ହ୍ୟାକିଂ ଓ ଟ୍ରାକିଂ କଷ୍ଟକର ହୋଇପଡେ। ବର୍ତ୍ତମାନ ଜଣେ ୬୨ ବର୍ଷ ବୟସ୍କା ମହିଳା ପାଶ୍ଚାତ୍ୟ ଘାଟର ଶିଖରରେ ଚଢି ପ୍ରମାଣ କରିଦେଇଛନ୍ତି ଯେ ମନୋବଳ...

Sukhasana yoga benefits
ପିଠି ଏବଂ ମେରୁଦଣ୍ଡକୁ ମଜବୁତ୍ କରେ ସୁଖାସନ

ଯୋଗାସନ ମଧ୍ୟରେ ସୁଖାସନ ଏପରି ଏକ ଅଭ୍ୟାସ ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ। ଏହା ଅତ୍ୟନ୍ତ ସହଜ ହୋଇଥିବା ବେଳେ ଉଭୟ ଶରୀର ଏବଂ ମନକୁ ଶାନ୍ତ କରିବାରେ ସାହାଯ୍ୟ କରିବା ସହିତ ଅନେକ ରୋଗର ଲକ୍ଷଣକୁ ହ୍ରାସ କରିଥାଏ।

Why transgenders have long life
ପୁରୁଷଙ୍କ ତୁଳନାରେ ୨୦ ବର୍ଷ ଅଧିକ ବଞ୍ଚନ୍ତି କିନ୍ନର; କାରଣ ଜାଣନ୍ତୁ…

ସାଧାରଣ ଲୋକଙ୍କ ଅପେକ୍ଷା କିନ୍ନରମାନେ ଅଧିକ ଦିନ ବଞ୍ଚନ୍ତି। ଏକ ଗବେଷଣାରୁ ଏମିତି ତଥ୍ୟ ସାମ୍ନାକୁ ଆସିଛି। ତେବେ ଏହା ପଛର କ’ଣ କାରଣ ଆସନ୍ତୁ ଜାଣିବା।

Hopeless Ukraine return student
ପ୍ରାକ୍ଟିକାଲ୍‌ ଚିନ୍ତାରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ

ଥମୁନି ୟୁକ୍ରେନ-ଋଷ୍ ଯୁଦ୍ଧ। ଏନେଇ ବଢୁଛି ଚିନ୍ତା। ୬ ବର୍ଷିଆ ମେଡିକାଲ ସାଇନ୍ସ କୋର୍ସ ଅଧାରୁ ପାଠପଢ଼ା ଛାଡ଼ି ଆସିବା ପରେ ଏବେ ପ୍ରାକ୍ଟିକାଲ ଚିନ୍ତାରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ।

Fashion Show in Surat
ରାମ୍ପରେ ଚାଲିଲେ ବୟସ୍କ ପୁରୁଷ ଓ ମହିଳା

ସୁରଟରେ ନିଆରା ଫ୍ୟାସନ୍ ଶୋ। ଏଥିରେ ସୁନ୍ଦର ସୁନ୍ଦର ମଡେଲ ନୁହଁନ୍ତି, ବରଂ ରାମ୍ପ୍‌ ୱାକ୍ କରିଥିଲେ ବୟସ୍କ ବ୍ୟକ୍ତି ଏବଂ ମହିଳାମାନେ

Kangana Ranaut praise for south superstars
ସାଉଥ୍‌ ସୁପର୍‌ଷ୍ଟାର୍‌ମାନେ ସେମାନଙ୍କର ସଂସ୍କୃତି ସହିତ ଜଡିତ : କଙ୍ଗନା ରାଣାୱତ୍

ସାଉଥ୍‌ ସୁପର୍‌ଷ୍ଟାର୍‌ଙ୍କ ପ୍ରତି କଙ୍ଗନାଙ୍କ କାହିଁକି ଏତେ ଭଲ ପାଇବା? ସେମାନଙ୍କୁ ପ୍ରଶଂସାରେ କାହିଁକି ପୋତି ପକଉଛନ୍ତି ସେ? ଆସନ୍ତୁ ଜାଣିବା ଏହା ପଛର କାହାଣୀ।

NBCC recruitment: 25 vacancies of Dy. General Manager on offer
NBCC ରେ ଏହି ପଦବୀ ଖାଲି ଅଛି; ତୁରନ୍ତ ଆବେଦନ କରନ୍ତୁ

୨୫ଟି ଜେନେରାଲ ମ୍ୟାନେଜର୍ (ଇଂ)ପଦବୀ ପାଇଁ NBCC (ଭାରତ) ଲିମିଟେଡ୍ ଆବେଦନକୁ ଆହ୍ୱାନ କରିଛି। ଆବେଦନ ପ୍ରକ୍ରିୟା ଜାରି ରହିଛି ଏବଂ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ମେ ୫ ରହିଛି। ସଂପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଦେଖନ୍ତୁ।

KGF 2 expected to beat  pushpa and RRR box office collection
ଅଲ୍ଲୁ ଅର୍ଜୁନ ଓ ରାମ ଚରଣଙ୍କ ଉପରେ ଭାରି ପଡିଲେ ୟଶ୍; ଜାଣନ୍ତୁ କାହିଁକି

'କେଜିଏଫ୍ ୨' ଆଗୁଆ ବୁକିଂ ବଡ ବଡ ତାରକାଙ୍କ ଫିଲ୍ମକୁ ପଛରେ ପକେଇ ଦେଇଛି। ଏହା ପରେ, ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସ୍ ଜବରଦସ୍ତ ବ୍ୟବସାୟ କରିଛି। 'କେଜିଏଫ୍ ୨'ର ଏପରି କ୍ରେଜ୍ ଦେଖି ଏହା ସ୍ପଷ୍ଟ ହୋଇଛି ଯେ ରୋଜଗାର ଦୃଷ୍ଟିରୁ ବକ୍ସ ଅଫିସରେ ପୁଷ୍ପା,...

Kid skill skateboarding on stairs
କୁନି ପିଲାର କମାଲ୍; ପାହାଚରେ ସ୍କେଟିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା

ଲୋକମାନେ ପରିହାସ କରନ୍ତି ଯେ ସ୍କେଟିଂ ଏକ ପିଲା ଖେଳ ନୁହେଁ। କିନ୍ତୁ ବର୍ତ୍ତମାନ ଏକ ଛୋଟ ପିଲା ଏହି କଥାକୁ ଭୁଲ ବୋଲି ପ୍ରମାଣିତ କରିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଚର୍ଚ୍ଚାରେ ରହିଛି, ଯେଉଁଥିରେ ପିଲାଟି ପାହାଚରେ ଚମତ୍କାର ସ୍କେଟିଂ କରୁଥିବା ଦେଖାଯାଏ।

Biography of Damayanti Manjhi
ଦମୟନ୍ତୀଙ୍କ ଦରଦ ଜୀବନ : ବସ୍ତିରୁ ଡେପୁଟି ମେୟର ଆସନ

ଭାରତର ମହିଳାମାନେ ବହୁତ ପରିଶ୍ରମୀ ଏବଂ ପ୍ରତିଜ୍ଞାକାରୀ। ସେମାନେ ଦେଶ ପରିଚାଳନା କରୁଛନ୍ତି, ରାଷ୍ଟ୍ର ନିର୍ମାଣରେ ସାହାଯ୍ୟ କରୁଛନ୍ତି। ଏହି ନାରୀମାନଙ୍କ ଭିତରେ ଜଣେ ହେଲେ ଦମୟନ୍ତୀ ମାଞ୍ଝୀ। ଆସନ୍ତୁ ଜାଣିବା ବସ୍ତିରୁ ଡେପୁଟି ମେୟର ହେବାର ତାଙ୍କ ସଂଘର୍ଷର କାହାଣୀ।

Yogasanas for muscle relief
କରନ୍ତୁ ଏହିସବୁ ଯୋଗାସନ; କେବେବି ହେବନି ମାଂସପେଶୀଜନିତ ସମସ୍ୟା

ଯୋଗାସନ କେବଳ ଆମକୁ ସକ୍ରିୟ କରେ ନାହିଁ ବରଂ ଚାପକୁ ମଧ୍ୟ ନିୟନ୍ତ୍ରଣ କରେ। ଏହା ସହିତ ଶରୀରରୁ ଅନେକ ପ୍ରକାରର ଯନ୍ତ୍ରଣା ଏବଂ ମାଂସପେଶୀ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ। ମାଂସପେଶୀର କଠିନତାକୁ ଦୂର କରିବାରେ ବିଭିନ୍ନ ପ୍ରକାରର ଆସନର ଧ୍ୟାନପୂର୍ବକ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ।...

The heroic Story of Biju Pattnaik
ଶିଳ୍ପପତି ବିଜୁ ବାବୁଙ୍କ ବୀରତ୍ୱର କାହାଣୀ

ଆଜି କଳିଙ୍ଗ ବୀର ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଦୀର୍ଘ ବର୍ଷ ଧରି ଓଡିଶା ମା’ର ସେବା କରି ୧୭ ଅପ୍ରେଲ ୧୯୯୭ରେ ସେ ପ୍ରାଣ ତ୍ୟାଗ କରିଥିଲେ। ତେବେ ଆସନ୍ତୁ ଏହି ମହାନ ଆତ୍ମାଙ୍କ ବୀରତ୍ୱର କାହାଣୀ ଉପରେ ନଜର ପକେଇବା।

How to upgrade your master bedroom
କିପରି ସଜେଇବେ ଶୋଇବା ଘର; ଦେଖନ୍ତୁ ଟିପ୍ସ

ଶୋଇବା ଘର ହେଉଛି ଆମ ଘରର ସେହି ଗୁରୁତ୍ୱପୂର୍ଣ୍ଣ ଅଂଶ ଯେଉଁଠାରେ ଆମେ ଦିନସାରା ଆମର ଥକ୍କାପଣକୁ ଦୂର କରି ଶାନ୍ତିରେ ଶୋଇଥାଉ। ସମସ୍ତେ ନିଜ ଶୋଇବା ଘରକୁ ସଜାଇବାକୁ ପସନ୍ଦ କରନ୍ତି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।

DRDO Invites Applications For JRF, RF Posts
ସାଇକୋଲୋଜୀରେ ପିଜି ବା ପିଏଚ୍‌ଡି କରିଛନ୍ତି କି, ଏଇଠି ଅଛି ଚାକିରି

ଡିଫେନ୍ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇକୋଲୋଜିକାଲ୍ ରିସର୍ଚ୍ଚ (DIPR), DRDO ର ଅନ୍ୟତମ ପ୍ରମୁଖ ଗବେଷଣା ଲାବୋରେଟୋରୀ, ଜୁନିଅର୍ ରିସର୍ଚ୍ଚ ଫେଲୋ (JRF) ଏବଂ ରିସର୍ଚ୍ଚ ଫେଲୋ (RA) ପଦବୀ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି।

Beast after- Kuwait Qatar the demand for-banning in India
ସାଉଥ୍‌ ଫିଲ୍ମ 'ବିଷ୍ଟ୍‌'କୁ ଭାରତରେ ବ୍ୟାନ୍ କରିବାକୁ ଦାବି

ଫିଲ୍ମ 'ବିଷ୍ଟ୍‌' ରିଲିଜ୍ ହେବା ପୂର୍ବରୁ କୁଏତ ଏବଂ କତରରେ ବ୍ୟାନ୍ ହୋଇସାରିଛି। ବର୍ତ୍ତମାନ ଭାରତରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି। ଏହି ଫିଲ୍ମଟି ଆରମ୍ଭରୁ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ବଦନାମ କରୁଥିବା ଅଭିଯୋଗ ହୋଇଛି।

South films taking over Indian cinema
‘ହିନ୍ଦୀ ଫିଲ୍ମ କାହିଁକି ସାଉଥ୍‌ ଦର୍ଶକଙ୍କୁ ଆକର୍ଷିତ କରିପାରୁ ନାହିଁ’ ପ୍ରଶ୍ନର ଉତ୍ତର ଦେଲେ ତରଣ ଆଦର୍ଶ

ବଲିଉଡ୍‌କୁ ଏବେ ଜାଗ୍ରତ ହେବାକୁ ପଡିବ। ସେମାନେ ବୁଝିବା ଉଚିତ ଯେ ଦର୍ଶକ ଯୌନ ବିଷୟବସ୍ତୁ ପାଇଁ ଭୋକିଲା ନୁହନ୍ତି କିନ୍ତୁ ସେମାନେ ଉପଯୁକ୍ତ ମନୋରଞ୍ଜନ ପାଇଁ ତୃଷାର୍ତ୍ତ ବୋଲି କହିଲେ ତରଣ ଆଦର୍ଶ।

Policeman teaches 8 year old boy while managing traffic
ଏପଟେ କରୁଛନ୍ତି ଡ୍ୟୁଟି, ସେପଟେ ପଢଉଛନ୍ତି ଗରିବ ପିଲାକୁ ପାଠ

ଦେଖିବାକୁ ମିଳିଛି ଜଣେ ଟ୍ରାଫିକ୍ ପୋଲିସ ମହାନତା। ସେ ଏକାସାଙ୍ଗରେ କରୁଛନ୍ତି ନିଜର କର୍ତ୍ତବ୍ୟ ଆଉ ଜଣେ ଗରିବ ପିଲାକୁ ଦେଉଛନ୍ତି ଶିକ୍ଷା। ଏହି ପୋଷ୍ଟ୍‌କୁ କୋଲକାତା ପୋଲିସ୍‌ ଫେସ୍‌ବୁକରେ ଶେୟାର କରିଛି।

Why do we belch
ହାକୁଟି କାହିଁକି ହୁଏ, ସ୍ୱାସ୍ଥ୍ୟ ସହ ଏହାର ସାମଞ୍ଜସ୍ୟ କ’ଣ

କୁହାଯାଏ ଜଣେ ପେଟ ପୂରା ଖାଇଦିଏ ତେବେ ହାକୁଟି ଆସେ। ହାକୁଟି ଆମ ଖାଦ୍ୟର ତୃପ୍ତି ସହିତ ଜଡିତ ଥିବା ବେଳେ ଏହା ଆମ ଶରୀରର ସ୍ୱାସ୍ଥ୍ୟ ସହିତ ମଧ୍ୟ ଜଡିତ। ଏପରି ପ୍ରକ୍ରିୟା ଆମକୁ ଅନେକ ସଙ୍କେତ ଦେଇଥାଏ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।