ଉଜ୍ୱଳ ତ୍ୱଚା କିଏ ନଚାହେଁ । ସେ ପୁଅ ହେଉ କି ଝିଅ ,ସମସ୍ତେ ଚାହାଁନ୍ତି ଚମକଦାର ତ୍ୱଚା । ତେବେ ଆପଣ ଯଦି ନିଜ ତ୍ୱଚାକୁ ସୁନ୍ଦର କରିବାକୁ ଚାହୁଁଛନ୍ତି,ତେବେ ନିଜ ମୁହଁରେ ଏହି ପ୍ୟାକ୍ ବ୍ୟବହାର କରନ୍ତୁ । ଏହାଦ୍ୱାରା ତ୍ୱଚାର ଅନେକ ସମସ୍ୟା ଦୂର...
ଘରେ ଘରେ ଚିଙ୍ଗୁଡ଼ିକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିଙ୍ଗୁଡିରେ ସେଭଳି କିଛି ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ, ଆଜି ଆମେ ବନେଇବା ‘ଚିଙ୍ଗୁଡ଼ି ମଲାଇ’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ...
କଣ୍ଟକିତ ଗଛରେ ଫଳିଛି ରସୁଆଳ ଲାଲ ଲାଲ ବିଦେଶୀ ଫଳ। ଦେଖିବାକୁ ଯେମିତି ସୁନ୍ଦର ସ୍ଵାଦ ବି ସେମିତି ନିଆରା। ୟୁଟ୍ୟୁବ ଦେଖି ଚାଷୀ କଲେ ଡ୍ରାଗନ ଫ୍ରୁଟ ଚାଷ । ଚାଲନ୍ତୁ ଜାଣିବା ଜଣେ ସଫଳ ଚାଷୀଙ୍କ ବିଷୟରେ...
ପାହାଡ଼ରେ ପରିଣତ ହୋଇଛି ଚାଷଜମି। ପାଉଁଶରେ ପୋତି ହୋଇଛି ଚାଷୀର ଜୀବିକା। ଚାଷଜମିରେ ପାଉଁଶ ଗଦା କରୁଛନ୍ତି ମାଫିଆ।
ଭିଜିଲାନ୍ସ ଜାଲରେ ବାଲେଶ୍ୱର ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ ଦାସ। ପ୍ରଦୀପଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍।
କୁଳାଙ୍ଗାର ପୁଅ ପାଇଁ ଆଜି ମା-ବାପାଙ୍କ ଆଖିରେ ଲୁହ। ପୁଅର ଅକଥନୀୟ ଅତ୍ୟାଚାରରେ ଅତିଷ୍ଠ ହୋଇଗଲେଣି ବୃଦ୍ଧ ଦମ୍ପତ୍ତି। ଯେଉଁ ବୟସରେ ରୋଜଗାର କରି ମା-ବାପାଙ୍କ ସେବା କରିବା କଥା, ପୁଅ ତାଙ୍କୁ ଟଙ୍କା ମାଗୁଛି, ମାଡ଼ ମାରୁଛି ।
ସୁନା ଦରରେ ପରିବର୍ତ୍ତନ । ଆଜି କମିଛି ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...
ବିଜେପି ବିଧାୟକ ବାବୁ ସିଂଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଜେଡି କର୍ପୋରେଟର ଅମରେଶ ଜେନା। ୨୫ ବର୍ଷ ହେଲା ବାବୁ ଆମ ସହ ଅଛନ୍ତି କହିଲେ ଅମରେଶ ।
ପୁଣି ବରଗଡ଼ରେ ସ୍ମାର୍ଟ ମିଟର ତାତି । ସ୍ମାର୍ଟମିଟର ଫେରାଉଛନ୍ତି ବରଗଡ଼ର ଚାଷୀ । ଘେଁସର ଚାଷୀ ମାନେ ଫେରାଇଲେ ୩ ହଜାର ସ୍ମାର୍ଟମିଟର । ସହିଦ ମାଧୋ ସିଂ କୃଷକ ସଂଗଠନ ନେତୃତ୍ବରେ ବିରାଟ ବିକ୍ଷୋଭ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର। ପଶ୍ଚିମ- ଉତ୍ତରପଶ୍ଚିମକୁ ମୁହାଁଇ କାଲି ସୁଦ୍ଧା ହେବ ସୁଦୃଶ୍ୟ ଲଘୁଚାପର ରୂପ ନେବ। ଏ ନେଇ ସୂଚନା ଦେଲା ପାଣିପାଗ ବିଭାଗ ।
ଘରେ ଥିବା ଅଳ୍ପ ସାମଗ୍ରୀରେ ଖୁବ୍ କମ୍ ସମୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଠା। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ପ୍ରସ୍ତୁତ କରିବା ସେତେ ସହଜ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଉତ୍ତରପ୍ରଦେଶ ବାହରିଚରେ ମଣିଷ ଖିଆ ଗଧିଆଙ୍କ ଆତଙ୍କ । ଗଧିଆ ଆକ୍ରମଣରେ ଗଲାଣି ୮ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ୫ ଶିଶୁ ଓ ୩ ଜଣ ମହିଳା ।
ଡାକ୍ତରୀ ପଢ଼ିବେ ମାଲକାନଗିରି ବଣ୍ଡାଘାଟିର ଛାତ୍ର ମଙ୍ଗଳା ମୁଦୁଲି । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଏମକେସିଜିରେ ପଢ଼ିବେ ଡାକ୍ତରୀ ପାଠ । ମଙ୍ଗଳାଙ୍କ ସଫଳତାରେ ସମଗ୍ର ବଣ୍ଡାଘାଟିରେ ଖୁସୀର ଲହରୀ
ଆଜି କାଳୀୟ ଦଳନ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ କାଳୀୟ ଦଳନ ଲୀଳା । କାଳୀୟଦଳନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।
ସୁନା ଦରରେ ପରିବର୍ତ୍ତନ । ଆଜି ପୁଣି ବଢିଛି ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...
ଭୁବନେଶ୍ବର ଖଣ୍ଡଗିରିରେ ଯୁବକଙ୍କୁ ବିଭତ୍ସ ହତ୍ୟା । ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା । ଜଗନ୍ନାଥନଗର ନିକଟରେ ଖଣ୍ଡାରେ ହାଣି ହତ୍ୟା ।
ଓଡ଼ିଶାର ଦୁଇ ନୂଆ ରେଳ ଲାଇନକୁ ମଞ୍ଜୁରୀ । ବରଗଡ଼ ରୋଡ ଓ ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନ ମଞ୍ଜୁରୀ ମିଳିଛି । କେନ୍ଦ୍ର କ୍ୟାବିନେଟ ମାରିଲା ମୋହର ।
ବିଧାନସଭାରେ ଭାଇ-ଭାଇଙ୍କ ପ୍ରଶ୍ନୋତ୍ତର । ବିଧାନସଭାରେ ପ୍ରଶ୍ନ କଲେ ସାନ ଭାଇ କଳିକେଶ ସିଂହଦେଓ । ଉତ୍ତର ରଖିଲେ ବଡ଼ ଭାଇ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ବିଦ୍ୟୁତ ଶକ୍ତି ଉତ୍ପାଦନ ସମ୍ପର୍କିତ ପ୍ରଶ୍ନ କଲେ କଳିକେଶ ।
ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା । ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା । ଏ ନେଇ ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି ।
ମୌସୁମୀ ଆରମ୍ଭରୁ ଡେଙ୍ଗୁ ଭୟ ଘାରିଥାଏ । ଡେଙ୍ଗୁ ମଶା କାମୁଡିବାକୁ କାରଣରୁ ହୋଇଥାଏ । ତେବେ ଏହି ସମୟରେ ଖାଦ୍ୟପେୟ ଉପର ବିଶେଷ ଗୁରୁତ୍ୱ ଦେବାକୁ ପଡିଥାଏ । ତେବେ ଚାଲନ୍ତୁ ଜାଣିବା କିଛି ଖାଦ୍ୟ ଟିପ୍ସ... ଯାହାକୁ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଫାଇଦା ହୋଇଥାଏ...