special story
ବାଃ ବାଃ ଆମ ଓଡ଼ିଆ ଅସ୍ମିତା; ସବୁ ସାରି ଦେଲେ ସାହୁ ଭାଉଜ
ଦେଖିଲେ ତ... ଇଏ କୁଆଡ଼େ ଆମ ଓଡ଼ିଆ ଅସ୍ମିତା । ଆମ କଳା ସଂସ୍କୃତିର ଝଲକ୍ କେମିତି ମଞ୍ଚ ଉପରେ ପରିବେଶଣ ହେଉଛି । ହେଲେ ସବୁ ଦେଖି ସମସ୍ତେ ଏଠି ଯେମିତି ନୀରବଦ୍ରଷ୍ଟା । ଆମ ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ଏ ଅଶ୍ଳୀଳ ନୃତ୍ୟ ସେ ସବୁକୁ ଯେମିତି ଆଖିଠାର ମରୁଛି ।
special story
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)