ମୋହନ ସରକାରକୁ ପୂରିଲା ୧୦୦ ଦିନ । ଏଥିପାଇଁ ପୁରୀରେ ବିଜେପି ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ କରାଯାଇଛି । ଲୋକଙ୍କ ପାଖରେ ଉପଲବ୍ଧି ପହଞ୍ଚାଇବାକୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଜିଲ୍ଲା, ନିର୍ବାଚନ ମଣ୍ଡଳୀରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି । ଜାଣନ୍ତୁ କେତେ...
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବିପଦ ସମୟରେ ହାତ ଛାଡିଦେଲା ଅମାନୁଷିକ ସ୍ୱାମୀ। ଯାହା ହାତ ଧରି ସାତଜନ୍ମ ପାଇଁ ଚାଲିବାର ଶପଥ ନେଇଥିଲା, ତାକୁ ଆଜି ରୋଗଗ୍ରସ୍ତ ଅବସ୍ଥାରେ ଏକୁଟିଆ ଛାଡିଗଲା। ଟଙ୍କା ଆଣିବ ବୋଲି କହି ଯାଇଛି ଯେ ଯାଇଛି, ମାସେ ହୋଇଗଲାଣି ।
ଦଇବ ଦାଉ ସାଧିଛି। ୯ବର୍ଷର କୁନିଝିଅର ଗୋଟିଏ ମାତ୍ର ସାହା ଭରସା, ତା ମାଆ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛି। ଆଉ ମାଆକୁ ବଞ୍ଚାଇ ରଖିବା ପାଇଁ ପାଠ ପଢା ଛାଡ଼ିଦେଇଛି ଏହି କୁନିଝିଅ।
କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ। ଦେଖନ୍ତୁ ଏହି ରିପୋର୍ଟ ।
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଭାଇର ଶୁଦ୍ଧି ପାଇଁ ଭିକ ମାଗୁଛି ଭଉଣୀ । ୟା ଦୁଆରେ ତା’ ଦୁଆରେ ଛିଡ଼ା ହୋଇ ଲୁହ ଗଡ଼ାଉଛି । କ’ଣ କହିବ... କେମିତି କହି ଭିକ ମାଗିବ... ପାଟିରେ ଭାଷା ନାହିଁ ତା’ର ।
କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ନିକଟରେ ଲାଗିହେଲା ନବାନ୍ନ । ଉତ୍ସବମୁଖର ଗଡଜାତ ଅଞ୍ଚଳ । ନୁଆ ଖାଇଲେ କଳାହାଣ୍ଡିର ଗଡଜାତ ଅଞ୍ଚଳବାସୀ ।
କେବେ ‘କଞ୍ଚା ଇଲିସି ମାଛ ବେସର ବନାଇ ଖାଇଛନ୍ତି? ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ
ସାଉଦି ଆରବରୁ ଫେରିଲେ ଫସିଥିବା ୬ ଓଡ଼ିଆ । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲେ । କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଖୋର୍ଦ୍ଧାରୁ ୬ ଜଣ ଓଡ଼ିଆ ଫେରିଛନ୍ତି ।
ନିଯୁକ୍ତି ପତ୍ର ମିଳିଲା ହେଲେ ହେଉନି ପୋଷ୍ଟିଂ । କଟକ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ । ଫାୟାର ମ୍ୟାନ ଓ ଫାୟାର ମ୍ୟାନ ଡ୍ରାଇଭର ଆଶାୟୀଙ୍କ ଆନ୍ଦୋଳନ । ନିଯୁକ୍ତି ପତ୍ର ମିଳିଥିଲେ ବି ପୋଷ୍ଟିଂ ମିଳୁନଥିବା ଅଭିଯୋଗ ।
ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ' । ଲୁହା କଡ଼େଇ ଜବତ ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ । କମଳା ହାରିସଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି ସମୟ । ରାୟଗଡ଼ା ବାସିନ୍ଦା ମାନସ ସାହୁଙ୍କ ପୁଅ ସମୟ ।
ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଜାଣନ୍ତୁ କେତେ...
ଚାଷୀଙ୍କୁ ମିଳୁନି କିନ୍ତୁ ଜଙ୍ଗଲରେ ପଡ଼ିଛି ଶହ ଶହ ବସ୍ତା ଡୋଲୋମାଇଟ୍ । ସୁନ୍ଦରଗଡ଼ କିଂଜିରକେଲା–ବିରକାଲଡିହି ରାସ୍ତାରେ ଜଙ୍ଗଲରେ ଶହ ଶହ ବସ୍ତା ଡୋଲୋମାଇଟ୍ ପଡ଼ିଥିବା ଦେଖିବାକୁ ମିଳିଛି। ।
ଦିନକୁ ଦିନ ସ୍କ୍ରବ ଟାଇଫସ ମାମଲା ବୃଦ୍ଧି ପାଉଥିବା ବେଳେ ବଢୁଛି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା । ପ୍ରଥମରୁ ଏହି ରୋଗର ଚିକିତ୍ସା କରାନଗଲେ କେତେକାଂଶରେ ଅଙ୍ଗ ଅକାମୀ ହେବାର ସମ୍ଭାବନା ରହିଥାଏ ବୋଲି କହିଛନ୍ତି ବିଶେଷଜ୍ଞ ।
ମଧ୍ୟପ୍ରଦେଶ ଇନ୍ଦୋରରେ ଲଜ୍ଜା। ଦୁଇ ଟ୍ରେନି ଆର୍ମି ଅଫିସରଙ୍କୁ ଲୁଟ୍ପାଟ୍ ପରେ ସେମାନଙ୍କ ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି ଇନ୍ଦୋର ଜାମଗେଟ୍ ଅଞ୍ଚଳରେ ।
ପ୍ରାୟତଃ ସମସ୍ତେ ଚାହାନ୍ତି ଘର ଖାଦ୍ୟରେ ମଧ୍ୟ ରେଷ୍ଟୁରାଣ୍ଟ ଭଳି ସ୍ୱାଦ ପାଇବା ପାଇଁ । ଆଜି ଆମେ ଆପଣଙ୍କ ପାଇଁ ପନିରର ରେଷ୍ଟୁରାଣ୍ଟ ଶୈଳୀରେ ଏକ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ପନିର ରେଶମି ।
ଦେଶୀ ବଡି ସାଙ୍ଗକୁ ସିକ୍ସ ପ୍ୟାକ୍... ଆଦିବାସୀ ଗାଁର ଯୁବକଟିଏ... ସକାଳୁ ସକାଳୁ ବ୍ୟାୟାମ କରନ୍ତି... ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ ଏହି ଯୁବକ । ଚାଲନ୍ତୁ ଜାଣିବା ଏହି ଯୁବକଙ୍କ ସଫଳତାର କାହାଣୀ