• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by

artist
କଥା କହୁଛି ଇପ୍ସିତାଙ୍କ ଚିତ୍ର

ହାତରେ ପେନସିଲ୍‌ ଧରି ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଛବି । ତାଙ୍କ ହାତର ସ୍ପର୍ଶରେ ଯେମିତି ଏହି ସବୁ ଫଟୋଚିତ୍ର ଜୀବନ୍ତ ହୋଇଉଠୁଛି । ଶ୍ରୀ ମନ୍ଦିର, ପ୍ରଭୁ ଜଗନ୍ନାଥ, ଦେବୀ କାଳୀ ଓ ଅଗ୍ରପୁଜ୍ୟ ଗଜାନନଙ୍କ ଭଳି ଅନେକ ଛବି ଆଙ୍କି ଏବେ ଚର୍ଚ୍ଚାରେ ଇପ୍ସିତା...

Panchang
Panchang Today 10th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଶୁଭ କାର୍ଯ୍ୟ କରନ୍ତୁ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

 Basic Amenities
ଦୀପତଳ ଅନ୍ଧାର ବ୍ୟବସ୍ଥା କରୁଛି ଚିତ୍କାର

ଦର୍ଶକ ବନ୍ଧୁ ଏ ଦୃଶ୍ୟ କହିଦେଉଛି ଦୀପତଳ ଅନ୍ଧାର । ଆଉ ଏ ନୁଆଁଣିଆ ଚଳଘର ସବୁ ଆମ ସରକାରୀ ଯୋଜନାକୁ ଧିକ୍କାର କରୁଛି । ବାକି ରହିଲା ଏ କଚ୍ଚା ରାସ୍ତା ଏବଂ ଏ ମାଉସୀ ବାଲ୍ଟିରେ ପାଣିଛାଙ୍କିବା ଦୃଶ୍ୟ ।

Typhoon Yagi Hits China
ସବୁଠାରୁ ବଡ଼ ବାତ୍ୟାରେ ଦୋହଲି ଯାଇଛି ଚୀନର ମେରୁଦଣ୍ଡ

ଚିତ୍କାର କରୁଛି ଚାଇନା... ସବୁଠାରୁ ବଡ଼ ବାତ୍ୟାରେ ଦୋହଲି ଯାଇଛି ଚୀନର ମେରୁଦଣ୍ଡ । ଘଣ୍ଟା ପ୍ରତି ୨୨୩ କିଲୋମିଟର ପବନର କରାଳ ରୂପ ଯେମିତି ଚାଇନା ମାଟିରେ ତାଣ୍ଡବ କରିଛି । କେତେବେଳେ ଘର ଭାଙ୍ଗିଛି, ତ ପୁଣି କେତେବେଳେ ଉପୁଡ଼ାଇ ପକାଇଛି ବଡ଼ ବଡ଼ ଗଛ...

Woman Meets With Tragic Accident
କୁନିରାଣୀ କହୁଛି ସେ କରୁଣ କାହାଣୀ

ଝିଅ ହୋଇ ନିଜ କାନ୍ଧରେ ପରିବରର ବୋଝ ଉଠାଉଥିଲା । ବାପା-ମା’ଙ୍କ ମୁହଁରେ ଦୁଇଓଳି ଦୁଇମୁଠା ଦାନା ଦେବାକୁ ଦାଦନ ଖଟୁଥିଲା । ହେଲେ ତାଲିମଲନାଡ଼ୁରେ କାମ ସାରି ବଜାରକୁ ଯିବାବେଳେ ଦୁର୍ଘଟଣା ସାରିଦେଲା ସବୁକିଛି ।

Gold Price Today
Gold Price Today 9th September 2024: ଆଜି ସ୍ଥିର ରହିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆଜି ସ୍ଥିର ରହିଛି ସୁନା ଦର। ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସ୍ଥିର ରହିଥିବା ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

Odisha Boy Shines in Punjab
ପଞ୍ଜାବରେ ଚମକିଲା ଓଡ଼ିଆ ପୁଅ

ପଞ୍ଜାବରେ କମାଲ କଲେ ଓଡ଼ିଆ ପୁଅ । ନ୍ୟାସନାଲ ରୋଇଂ ଚାମ୍ପିୟନସିପରେ ଦେଖାଇଲେ ଜଲୱା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନିମପଲ୍ଲୀ ଗାଁର ଆୟୁଷ ବଳ ନ୍ୟାସନାଲ ରୋଇଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି ।

Panchang
Panchang Today 9th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଯାନବାହନ କ୍ରୟ କରନ୍ତୁ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Cyclone
ଚାଇନାରେ ପ୍ରକୃତିର ତାଣ୍ଡବ, ଉଡ଼ିଯାଉଛି ମଣିଷ !

ପ୍ରକୃତିର ତାଣ୍ଡବରେ ଛଟପଟ ହେଉଛି ଚାଇନା । କରାଳ ରୂପରେ ଛାରଖାର ହେଉଛି ସବୁକିଛି । ବାତ୍ୟା ‘ୟାଗୀ’ ଏବେ ଚାଇନାରେ ତାଣ୍ଡବ ରଚୁଛି । ଘଣ୍ଟା ପ୍ରତି ୨୩୪ କିଲୋମିଟରରେ ପବନ ବହିବା ସହ ସବୁ କିଛି ଚୁରମାର କରୁଛି ।

Nuakhai with Sunil
ନୂଆଖାଇ ଜୁହାର

ନୂଆଖାଇ ଉପଲକ୍ଷେ ଶୁଣନ୍ତୁ କଣ୍ଠଶିଳ୍ପୀ ସୁନିଲ ମହାନନ୍ଦଙ୍କ ଠାରୁ ଏହି ସୁନ୍ଦର ଗୀତ, ଆମେ ସମ୍ୱଲପୁରିଆ

Cement Factory Destroys Crops
ଚାଷୀଙ୍କ ପେଟକୁ ଲାତ ମାରୁଛି ସିମେଣ୍ଟ କମ୍ପାନୀ, ଉଜାଡ଼ି ଦେଉଛି ଫସଲ

ଚାଷୀଙ୍କ ପେଟକୁ ଲାତ ମାରୁଛି ସିମେଣ୍ଟ କମ୍ପାନୀ । ଧୀରେ ଧୀରେ ଛଡ଼ାଇ ନେଉଛି ବେଉସା । ଚାଷ କରି ଗରିବ ଚାଷୀଟିଏ ନିଜର ପରିବାର ପ୍ରତିପୋଷଣ କରୁଥିଲା । ହେଲେ ସେ ଆଜି ମୁଣ୍ଡରେ ହାତ ଦେଇ ବସିଛି ।

30,000 Ganesh
ଗୋଟିଏ ଜାଗାରେ ୩୦ ହଜାର ଗଣେଶ ମୂର୍ତ୍ତି

ବିଦ୍ୟାର ଆଧାର ହେଉଛନ୍ତି ଗଣପତି ତଥା ଗଜାନନ । ସେଇଥି ପାଇଁ ତ ଏ କୁନିକୁନି ପିଲାମାନଙ୍କର ଏହି ପ୍ରୟାସ । ସ୍କୁଲର ଛାତ୍ରଛାତ୍ରୀ ମାନେ ସଂଗୃହିତ କରିଛନ୍ତି ଭିନ୍ନ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି ।

56 Bhoga
ସବୁଦିନ ଏଠି ଗାଈଙ୍କୁ ଲାଗିହୁଏ ୫୬ ଭୋଗ

ବଡ଼ ବଡ଼ ପସରାରେ ସଜା ଯାଇଛି ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ । ଗୋଟିଏ କି ଦୁଇଟି ନୁହେଁ ଏହିଭଳି ରହିଛି ୫୬ ଭୋଗ । ଆପଣ ନିଶ୍ଚୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ୫୬ ଭୋଗ ଲାଗି ହେବା କଥା ଜାଣିଥିବେ । ହେଲେ ଗୋ’ ମାତାଙ୍କ ନିକଟରେ...

Panchang
Panchang Today 8th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହରେ କରନ୍ତୁ ଶୁଭକାର୍ଯ୍ୟ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୮ତାରିଖ ରବିବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Unavailability of Bridge
ଜୀବନ ରେଖା ପାଲଟିଛି ଅସ୍ଥାୟୀ ପୋଲ, ନଈ ମଝିରେ ଜଗିଛି ମୃତ୍ୟୁ

ପାଦ ଚିପି ଚିପି ନଦୀ ପାର୍ ହୋଇଥାନ୍ତି ଏଠିକାର ଗରିବ ଲୋକେ । ଅସ୍ଥାୟୀ ପୋଲ ପାଲଟିଛି ଏମାନଙ୍କ ପାଇଁ ଜୀବନ ରେଖା । ଜୀବନ ଜିଇବାକୁ ହେଲେ ଏମିତି ସଂଘର୍ଷ ଏମାନଙ୍କ ପାଇଁ ନିତିଦିନିଆ କଥା ପାଲଟିଛି ।

Uterus Tumor Treatment
ବିନା ସର୍ଜରୀରେ ୟୁଟେରସ ଟ୍ୟୁମର ଚିକିତ୍ସା

ଏଣିକି ବିନା ସର୍ଜରୀରେ ହୋଇପାରୁଛି ୟୁଟେରସ ଟ୍ୟୁମର ଚିକିତ୍ସା। ମାଇକ୍ରୋୱେଭ ଆବଲେସନ୍ ନାମକ ନୂଆ ଚିକିତ୍ସା ପଦ୍ଧତି ଜରିଆରେ ଟ୍ୟୁମରକୁ ମେଲ୍ଟ କରାଯାଇ ଭଲ କରାଯାଇ ପାରୁଛି। ଅନ୍ତର୍ଜାତୀୟ ସ୍ତରରେ ବହୁଳ ଭାବେ ବ୍ୟବହାର ହେଉଥିବା ଏହି ନୂଆ ପଦ୍ଧତିରେ ଓଡ଼ିଶାରେ ପ୍ରଥମ ଥର ଲାଗି ୟୁଟେରସ ଟ୍ୟୁମର...

succes story
IAS ଚାକିରୀ ଛାଡ଼ି ବନିଲେ ବ୍ୟବସାୟୀ, ଜାଣଛନ୍ତି ଇଏ କିଏ ?

୧୬ ବର୍ଷରେ ଡାକ୍ତର ଓ ୨୨ ବର୍ଷ ବୟସରେ ବନିଗଲେ ଆଇଏଏସ୍ ଅଧିକାରୀ।ହେଲେ ମଧ୍ୟ ତାଙ୍କ ମନ ମାନିଲାନି। ଛାଡିଦେଲେ କଲେକ୍ଟର ଚାକିରୀ। ମେଡିକାଲ ଓ ସିଭିଲ ସର୍ଭିସ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ଡାକ୍ତର ଓ ପରେ କଲେକ୍ଟର ବନିଥିଲେ ମଧ୍ୟ ବ୍ୟବସାୟ ପାଇଁ ସେ ଏହି ଚାକିରୀ...

Woman in Boudh
ଯୋଶଦାଙ୍କୁ ମିଳିଲା ନ୍ୟାୟ, କୋଳକୁ ଫେରିଲା କାହ୍ନା

ମାଆ ମନ ପରା, ଜନ୍ମ ନଦେଲେ କ’ଣ ହେବ ୬ବର୍ଷ ହେଲା ଲାଳନ ପାଳନ କରିଥିଲା ଯଶୋଦା । କିନ୍ତୁ କାହ୍ନାକୁ ମାଆ କୋଳରୁ ଛଡାଇ ନେଇଥିଲା ପ୍ରଶାସନ। ହେଲେ ମା’ର ଭଲପାଇବା ଆଗରେ ଭାଙ୍ଗିଗଲା ସବୁ ପ୍ରତିବନ୍ଧକ ।

Abandon Education
ଇଟାଭାଟିରେ ପୋଡି ହୋଇଯାଉଥିଲା ଭବିଷ୍ୟତ,ଶିକ୍ଷାର ଆଲୋକ ଦେଖାଇଲେ ଗାନ୍ଧିବାଦୀ

ଦିନେ ଧୂଳି ଧୂସର ହୋଇ, କଳା ଧୂଆଁ ଆକାଶ ତଳେସୁନେଲି ଭବିଷ୍ୟତକୁ ଜଳାଞ୍ଜଳି ଦେଉଥିଲେ ଏହି ପିଲାମାନେ। ସିଲଟ ଖଡ଼ିର ଅର୍ଥ ମଧ୍ୟ ଜାଣି ନଥିଲେ। ଇଟା ଭାଟିରେ ସତେ ଯେମିତି ପୋଡି ହୋଇଯାଉଥିଲା ସେମାନଙ୍କ ଭବିଷ୍ୟତ। ହେଲେ ଦେବଦୂତ ସାଜିଲେ ଗାନ୍ଧିବାଦୀ।

loot
ଗହଣା ଦୋକାନରେ ଲୁଟେରା, ୪ ବନ୍ଧୁକଧାରୀ ଲୁଟେରାଙ୍କୁ ଗିରଫ କରିଛି ପୋଲିସ

ଗହଣା ଦୋକାନରେ ବନ୍ଧୁକଧାରୀ ଲୁଟେରା । ଉଦିତନଗର ଥାନା ଅଧିନ ଏକ ଗହଣା ଦୋକାନରେ ପଶି ଚୋରି ଉଦ୍ୟମ କରିଥିବା ୪ ବନ୍ଧୁକଧାରୀ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରିଛି ପୋଲିସ ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।