/odishatv-khabar/media/post_attachments/uploadimage/library/16_9/16_9_0/Panchang_1727579003.jpg)
Panchang
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର,ଚନ୍ଦ୍ର- ସିଂହ ଅହୋରାତ୍ର,ତିଥି- ୧୨ଶୀ ଦିବା ୦୪.୪୮ ଗତେ ୧୩ଶୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ମେଷ ରାଶିରପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୪.୪୮ ଗତେ ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭସମୟ:
ପ୍ରାତଃ- ୦୬.୨୮ ରୁ ୦୮.୫୦
ଦିବା- ୦୧.୦୫ ରୁ ୦୩.୧୦
ଦିବା- ୦୩.୫୭ ରୁ ୦୪.୦୩
ରାତ୍ରି- ୦୭.୫୮ ରୁ ୦୯.୩୫
ରାତ୍ରି- ୧୨.୦୧ ରୁ ୦୧.୦୭
ରାତ୍ରି- ୦୨.୩୮ ରୁ ୦୫.୪୦
ଅଶୁଭସମୟ:
ରାହୁକାଳ- ଦିବା ୦୪.୦୩ ରୁ ୦୫.୩୨
କାଳବେଳା- ଦିବା ୧୧.୩୬ ରୁ ୦୧.୦୫
ବାରବେଳା- ଦିବା ୦୧.୦୭ ରୁ ୧୧.୩୬
କାଳରାତ୍ରି- ରାତ୍ରି ୦୧.୦୭ ରୁ ୦୨.୩୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)