ଶ୍ରୀ ଜଗନ୍ନାଥଙ୍କ ନାମ ଏଠି ମଦନମୋହନ । ୨୫୦ ଶହ ବର୍ଷ ହେଲା ,ଠି ଏମିତି ନାଁରେ କାଳିଆ ପୁଉଛି ପୂଜା । ଜାଣନ୍ତୁ ଆହାଉରି ଅନେକ କିଛି ।
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପିନ୍ଧିବେ ନୂଆ ୟୁନିଫର୍ମ । ଆଉ ପିନ୍ଧିବେନି ସବୁଜ ରଙ୍ଗର ପୋଷାକ । ଏଣିକି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସବୁଜ ରଙ୍ଗ ବଦଳରେ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି...
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କେମିତି ଚାଲିବ ସଂସାର ? ସ୍ତ୍ରୀ-ଝିଅଙ୍କ କଥା ବୁଝୁନାହାନ୍ତି ସ୍ୱାମୀ । ଶାଶୁଘରେ ମିଳୁନି ବୋହୂଙ୍କୁ ସମ୍ମାନ । ଦେଖନ୍ତୁ...
ଆଇଫୋନ୍ ପାଇଁ ତଣ୍ଟିଚିପି ହତ୍ୟା... ଡେଲିଭରୀ ବଏକୁ କଲବଲ କରି ମାରିଲେ ଯୁବକ । ହତ୍ୟା ପରେ ଅଖାରେ ବାନ୍ଧି କେନାଲରେ ଭସାଇ ଦେଲା ଅଭିଯୁକ୍ତ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ । ଯାହା କି ସବୁଠି ଚର୍ଚ୍ଚାର ବିଷୟ...
ରାଜବାଟିରୁ ରାଜାଙ୍କ ସଂକଳ୍ପ ଗୁଆରେ ଆରମ୍ଭ ହୁଏ ମା’ଙ୍କ ପୂଜା । ଦୁଇ ଶକ୍ତି ପୀଠର ଘଟ ପାଣିକୁ ମିଶାଇ ରାଜସିକ ପୂଜା ହୁଏ । ନୀଳଗିରିର ଦୁଇ ପ୍ରମୁଖ ଶକ୍ତିପୀଠ... ମା’ ଭୁଦାର ଚଣ୍ଡୀ... ମା’ କନକ ଦୁର୍ଗା ।
ଆଜି ହେଉଛି ପବିତ୍ର ମହାଳୟା । ଆଶ୍ୱିନ ମାସର ଅମାବାସ୍ୟା ତଥା ପିତୃପକ୍ଷର ଶେଷ ଦିନ। ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ଅଛି। ଯଦି କିଏ ଦେଇପାରିନଥିବ, ତେବେ ଆଜି ହେଉଛି ଶ୍ରାଦ୍ଧ ଦେବାର ଶେଷ ଦିନ।
ଜଳ ପ୍ରଳୟ ନେଲାଣି ୧୧୨ ଜୀବନ... ଏବେ ବି ୬୪ଜଣଙ୍କ ପତ୍ତା ମିଳୁନି । ପ୍ରକୃତିର ତାଣ୍ଡବ ଯେମିତି ଏଠି ସବୁକିଛି ଛାରଖାର କରିଦେଇଛି । ଆଉ ଜୀବନ ଜିଇବା ପାଇଁ ରାହା ଖୋଜୁଛନ୍ତି ଏମାନେ ।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ବୁଧବାର । ପବିତ୍ର ମହାଳୟାରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କୁନାଲ ମେହେର ଜଣେ ମେଧାବୀ ଛାତ୍ର । ହେଲେ କୁନାଲଙ୍କ ଜୀବନ ଏବେ ବିପଦରେ । ତେବେ କ’ଣ ହୋଇଛି କୁନାଲଙ୍କର ? ଜାଣନ୍ତୁ...
ସ୍ୱାମୀ ହେବେ କାହାର ? ସ୍ତ୍ରୀ-ଝିଅର ନା ଭାଇର ? କେମିତି ଚାଲିବ ସଂସାର ? ଦେଖନ୍ତୁ କ’ଣ ନିଷ୍ପତ୍ତି ନେଉଛନ୍ତି ସ୍ୱାମୀ-ସ୍ତ୍ରୀ...
ଓଟିଭି ‘ଖୋଲାକଥା’ରେ ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ । ଶୁଣନ୍ତୁ କଂଗ୍ରେସରୁ ବିଜେଡିକୁ ଆସିବା ନେଇ କ’ଣ କହୁଛନ୍ତି...
କିଛି ନୂଆକରି ଦେଖାଇବାର ଆଶା... ଆଜି ଦେଇଛି ନୂଆ ପରିଚୟ । ସଫଳ ଧଳା ଘୁଷୁରୀ ପାଳନ କରି ନିଜ ଅଞ୍ଚଳରେ ଏବେ ବେଶ୍ ଜଣାଶୁଣା କୃତାର୍ଥ ପ୍ରଧାନ। ଦେଢ଼ ବର୍ଷ ତଳେ ଆରମ୍ଭ କରିଥିବା ଏହି ଫାର୍ମରେ ଏବେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ଘୁଷୁରୀ...
ତିଆରି ସରିଛି ୩ ତାଲା କୋଠା । ଘର ଭିତରେ ବିଦ୍ୟୁତ ସାମଗ୍ରୀ ସହିତ ଆନୁସଙ୍ଗିକ ସରଞ୍ଜାମ ମଧ୍ୟ ଖଞ୍ଜା ସରିଛି । ହେଲେ ଗତ ୫ ବର୍ଷ ଧରି ଏହି ଡୋପଲାର ରାଡାର ସିଷ୍ଟମ୍ କାର୍ଯ୍ୟକ୍ଷ୍ୟମ ହୋଇପାରୁ ନାହିଁ । ସେହିପରି ଇଏ ହେଉଛି ବାଲେଶ୍ବର ଆଞ୍ଚଳିକ...
ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ । ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ସୂଚନା । ଅସାବଧାନତା ବଶତଃ ଗୁଳି ଫୁଟିଥିବା ସୂଚନା ।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବାହାର ଚକ୍ ଚକ୍ ହେଲେ ଭିତର ଫମ୍ପା। ଏ ହେଉଛି ଯାଜପୁରର ପୁରାତନ କଲେଜ ନରସିଂହ ଚୌଧୁରୀ ମହାବିଦ୍ୟାଳୟ। ଥରେ ଭଲ କରି ନଜର ପକାନ୍ତୁ, ନାମୀଦାମୀ କମ୍ପାନୀର ଆକ୍ଵାଗାର୍ଡ ଲାଗିଛି କିନ୍ତୁ ପାଣି ଆସୁନି। ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ଟଏଲେଟ୍ ଅବସ୍ଥା ମଧ୍ୟ ଶୋଚନୀୟ। ଯେଉଁଥିପାଇଁ...
ନିଷ୍ଠୁର ଲୋକ ଏମାନେ... ସମାଜିକ ଲୋକଠୁ ପୂରା ଭିନ୍ନ । ଦୁନିଆଠୁ ସମ୍ପୂର୍ଣ୍ଣ ଅଲଗା... ନା କୋମଳ ହୃଦୟ ଅଛି... ନା ଏମାନେ କାହା କଷ୍ଟକୁ ବୁଝିପାରନ୍ତି । କେବଳ ନିଜ ଦୁନିଆରେ ନିଜେ ବାଦ୍ଶାହା ଏହି ସଂପ୍ରଦାୟର ଲୋକେ । ଏହି ଜନଜାତିକୁ କୋରୋବାଇ ବୋଲି କୁହାଯାଏ...
ପିଲାବେଳୁ ସେ କଷ୍ଟ ପାଇଚାଲିଛି । ତା’ ଶୈଶବକୁ ସେ ଯେମିତି ଭୁଲିବାକୁ ବସିଲାଣି । ତା’ କଷ୍ଟ ଦେଖି ସମସ୍ତେ କଷ୍ଟ ପାଉଛନ୍ତି । କିନ୍ତୁ ଉପସମ କାଇଁ...
ସ୍ୱପ୍ନ ଏତେ ଲମ୍ବା ଥିଲା ଯେ... ୨୪ ବର୍ଷର ରାତି ଜମା ପାହିଲାନି... କି ବିଜୁ ବାବୁଙ୍କ ସ୍ୱପ୍ନ ସରିଲାନି । ଆଉ ଏ ଯାଜପୁର ବିକଶ ଏତେ ହେଲା ଯେ... ବର୍ଷ ବର୍ଷ ଗଡ଼ିଗଲା ସିନା ହେଲେ କାମ ସରିଲାନି । ଦେଖନ୍ତୁ ଏ ସବୁ ଚିତ୍ର...