• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର, ତିଥି- ୧୦ମୀ ଦିବା ୦୧.୨୦ ଗତେ ୧୧ଶୀ,ଘାତଚନ୍ଦ୍ର- ନାସ୍ତି ,ଘାତବାର- ବିଛା , ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ନାସ୍ତି

ଶୁଭସମୟ:

ପ୍ରାତଃ- ୦୫.୪୦ ରୁ ୦୬.୨୭

ପ୍ରାତଃ- ୦୭.୧୫ ରୁ ୦୮.୩୮

ଦିବା- ୧୨.୦୧ ରୁ ୦୩.୧୧

ଦିବା- ୦୩.୫୯ ରୁ ୦୫.୩୪

ସନ୍ଧ୍ୟା- ୦୬.୨୩ ରୁ ୦୮.୩୬

ରାତ୍ରି- ୧୨.୦୧ ରୁ ୦୧.୩୮

ରାତ୍ରି- ୦୨.୨୬ ରୁ ୦୪.୦୩

ଅଶୁଭସମୟ:

ରାହୁକାଳ- ଦିବା ୧୦.୦୮ ରୁ ୧୧.୩୭

କାଳବେଳା- ଦିବା ୧୦.୦୮ ରୁ ୧୧.୩୭

ବାରବେଳା- ଦିବା ୦୮.୩୮ ରୁ ୧୦.୦୮

କାଳରାତ୍ରି- ରାତ୍ରି ୦୮.୩୬ ରୁ ୧୦.୦୬

OTV is now on Whatsapp

Join and get latest news update delivered to you via whatsapp

Join Now