• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର,ଚନ୍ଦ୍ର- ସିଂହ ଅହୋରାତ୍ର ,ତିଥି- ୧୩ଶୀ ସନ୍ଧ୍ୟା ୦୭.୦୬ ଗତେ ୧୪ଶୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ନାସ୍ତି

ଶୁଭସମୟ:

ପ୍ରାତଃ- ୦୫.୪୦ ରୁ ୦୭.୦୯

ଦିବା- ୦୮.୫୦ ରୁ ୧୧.୧୨

ରାତ୍ରି- ୦୭.୫୭ ରୁ ୧୦.୦୫

ରାତ୍ରି- ୦୨.୨୬ ରୁ ୦୩.୧୫

ଅଶୁଭସମୟ:

ରାହୁକାଳ- ପ୍ରାତଃ ୦୭.୦୯ ରୁ ୦୮.୩୮

କାଳବେଳା- ପ୍ରାତଃ ୦୭.୦୯ ରୁ ୦୮.୩୮

ବାରବେଳା- ଦିବା ୦୨.୩୪ ରୁ ୦୪.୦୩

କାଳରାତ୍ରି- ରାତ୍ରି ୧୦.୦୫ ରୁ ୧୧.୩୬

OTV is now on Whatsapp

Join and get latest news update delivered to you via whatsapp

Join Now