• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

memory of a monkey
ମାଙ୍କଡ଼ ପାଇଁ ଭବ୍ୟ ଅୟୋଜନ; ୬ ଖଣ୍ତ ଗାଁ ପାଳିଲା ଏକାଦଶାହ

ଏକାଠି ହୋଇଛନ୍ତି ୬ ଖଣ୍ତ ଗ୍ରାମବାସୀ । କରାଯାଇଛି ଭୋଜି ଭାତର ଆୟୋଜନ । ପିଲାଠୁ ବୁଢ଼ା ସମସ୍ତେ ବସି ଏକାଠି ଖାଉଛନ୍ତି । ଆଉ ଭୋଜିରୁ ବାଦ୍ ପଡ଼ିନାହାନ୍ତି ଗାଁର ମହିଳା । ଏ ଦୃଶ୍ୟ କୌଣସି ହସ ଖୁସିର ମାହଲ ନୁହେଁ, ବରଂ ଜଣକୁ ହରାଇବା...

gold price today
ଧୂଳିମୟ ରାସ୍ତା ଅଣନିଶ୍ୱାସୀ ଲୋକେ

ଦେଖାଯାଉନି ରାସ୍ତାଘାଟ । ମାତ୍ରାଧିକ ଧୂଳି ଉଡୁଥିବାରୁ ଲୋକେ ହେଉଛନ୍ତି ଅଣନିଶ୍ୱାସୀ । ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲି ରାସ୍ତାରେ ପ୍ରବଳ ଧୂଳି ଉଡୁଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ରାସ୍ତାର ଉନ୍ନତିକରଣ କଚ୍ଛପ ଗତିରେ ଚାଲୁଥିବାରୁ ଧୂଳିରେ ଲୋକେ ଆକ୍ତାମାକ୍ତା ।

gold price today
Gold Price Today 6th March 2024: ଆସିଲା ବିବାହ ଋତୁ, ମୂଲ୍ୟ ଯାଞ୍ଚ କରି ଏବେଠୁ କିଣି ନିଅନ୍ତୁ ସୁନା

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫,୧୩୦ ଟଙ୍କା ହୋଇଛି।

Nua Asha Nua Sambhabana
ପ୍ରେମକୁ ଆଉ ଭରସା ନାହିଁ

ଗାୟତ୍ରୀଙ୍କ କଣ୍ଠରେ ସତେ ଯେମିତି ଯାଦୁ ଅଛି

POLICE DIARY
ଠକ ପ୍ରେମିକର କଳା କାରନାମା

ପୋଲିସ ଡାଏରୀରେ ଠକ ପ୍ରେମିକର କଳା କାରନାମା

No roads no vote
ରାସ୍ତା ନାହିଁ ତ ଭୋଟ୍ ନାହିଁ

ଯେଉଁ ରାସ୍ଥା ଦେଇ ଯମ ଯିବାକୁ ଭୟ କରିବ ସେହି ରାସ୍ଥା ହିଁ ଲୋକଙ୍କ ଭରସା । ନିଜ ପଞ୍ଚାୟତକୁ ଯିବାକୁ ନାହିଁ ନିତିଦିନିଆ ରାସ୍ଥା, ରାସନ ସାମଗ୍ରୀ ପାଇଁ ଗାଁ ଲୋକଙ୍କୁ ଚାନ୍ଦା କରି ଟ୍ରାକ୍ଟରରେ ଯିବାକୁ ପଡୁଛି।

crab korma recipe
ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ କଙ୍କଡ଼ା କୋର୍ମା

ଘରେ ଆପଣ କଙ୍କଡ଼ାରେ ତିଆରି ବହୁ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କୁ କଙ୍କଡ଼ାର ଏକ ସୁଆଦିଆ ରେପିପି ବିଷୟରେ କହିବୁ । ଏହି ରେସିପି ର ନାଁ ହେଉଛି ‘କଙ୍କଡ଼ା କର୍ମା ’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ...

instant glow
ଇନ୍‌ଷ୍ଟାଣ୍ଟ ଗ୍ଲୋ କିପରି ପାଇବେ, ଜାଣନ୍ତୁ

ବ୍ୟସ୍ତ ବହୁଳ ଜୀବନ ଓ ଅତ୍ୟଧିକ କାର୍ଯ୍ୟ ହେତୁ ଚେହେରାର ସୌନ୍ଦର୍ଯ୍ୟ ଏବଂ ଚମକ କମିଯାଏ । ଯଦି ଆପଣ ଚାହାଁନ୍ତି ଆପଣଙ୍କ ତ୍ୱଚା ଭଲ ଦେଖାଯାଉ, ତେବେ ଆପଣ କିଛି ଘରୋଇ ଉପଚାର ଗ୍ରହଣ କରି ତତକ୍ଷଣାତ୍ ଚମକ ପାଇପାରିବେ।

Mushroom Farming
ମସରୁମ୍ ଭିଲେଜ୍ ଅଫ୍ ଇଣ୍ଡିଆ

ଭେଜ ତଥା ନିରାମିଷ ଖାଉଥିବା ଲୋକଙ୍କ ପାଇଁ ଛତୁ ହେଉଛି ନନଭେଜ୍‌। ଏହା ବର୍ତ୍ତମାନ ସମୟରେ ଏକ ପ୍ରମୁଖ ଖାଦ୍ୟ । ଆପଣ ହୋଟେଲକୁ ଯାଆନ୍ତୁ ଅବା ରେଷ୍ଟରାଣ୍ଟକୁ ସମସ୍ତଙ୍କ ଥାଳିରେ ମସରୁମ୍‌ ଚିଲି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମସରୁମ୍‌ ଡିସ୍‌ ଦେଖିବାକୁ ପାଇବେ। ତେବେ...

Banarasi Paan
ପାନ ଖାଇଲେ ଗୀତ ଗାଇବେ

ଏଠି ପାନ ଖାଇଲେ ଗୀତ ଗାଇବାକୁ ମନ ହୁଏ। ଖାଇକେ ପାନ ବନାରସ ବାଲା…ଖୁଲଯାଏ ବନ୍ଦ ଅକଲ କା ତାଲା…

Not in Ration Card of Eligible Beneficiary No
ଯୋଗ୍ୟ ହିତାଧିକାରୀଙ୍କ ରାସନ୍ କାର୍ଡରେ ନାହିଁ ନାଁ

ଦାରିଦ୍ରତାର ନଗ୍ନ ଚିତ୍ର । ଜଣେ ହ୍ୱିଲ୍ ଚେୟାରରେ ତ ଆଉ ଜଣେ ଦେଖିପାରୁନାହାନ୍ତି । ସରକାର ଦେଉଥିବା ଚାଉଳ ଗଣ୍ଡେ ହିଁ ଏମାନଙ୍କର ସାହା ଭରସା । ହେଲେ ସେତକରୁ ମଧ୍ୟ ବଞ୍ଚିତ ଏମାନେ ।

The doctor is working as a security guard
ଏମିତି ଚାଲିଛି ସ୍ୱାସ୍ଥ୍ୟସେବା...ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ

ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ । ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିରଳ ଚିତ୍ର । ଏଠି ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ ।

unique village
ଦେଶ ସେବାରେ ଜାମୁଡିହା ଗାଁ, ପାଇଛି ସ୍ୱତନ୍ତ୍ର ପରିଚୟ

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ଗାଁର ଅଧିକାଂଶ ଯୁବକ ଦେଶ ସେବାରେ ନିୟୋଜିତ । ଏହି ଗାଁର ସଭିଙ୍କ ମନରେ ଦେଶ ପ୍ରତି ସ୍ନେହ ଓ ଭଲପାଇବା ରହିଛି । ଗାଁରେ ପିଲା ଜନ୍ମ ହେବାକ୍ଷଣି ମନରେ ଦେଶସେବା ପାଇଁ ଉତ୍ସାହ ଭରିଦିଏ ଗାଁର ବାତାବରଣ...

pramod udyan
ଶ୍ରୀ ହରାଉଛି ପୁରୀ ଜଗନ୍ନାଥ ବଲ୍ଲଭର ପ୍ରମୋଦ ଉଦ୍ୟାନ, ଆଉ ଶୁଭୁନି କୋଇଲିର ଡାକ

ମହାପ୍ରଭୁଙ୍କ ଜଗନ୍ନାଥ ବଲ୍ଲଭରେ ଅବସ୍ଥିତ ପ୍ରମୋଦ ଉଦ୍ୟାନର ପରିବେଶ ବଦଳି ଯାଇଛି। ପୂର୍ବପରି ଆଉ ଜଙ୍ଗଲ ଭରା ପରିବେଶ ନାହିଁ। କୋଇଲିର ଶବ୍ଦ ଶୁଭୁ ନାହିଁ କି ଶୁଆ,ସାରିଙ୍କ ବସା ନାହିଁ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ବହୁ ସ୍ଥାନ କଂକ୍ରିଟ ଉଦ୍ୟାନ ପାଲଟିଛି।

hospital
ସରୁନି ଜୟପୁର DHH କାମ,ନାହାଁନ୍ତି ବିଶେଷଜ୍ଞ ଡାକ୍ତର

ସରିବ ସରିବ ହେଉଛି , ସରୁନି ଜୟପୁର DHH କାମ । ମନ୍ଥର ଗତିରେ ଚାଲିଛି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାମ । ଆସୁନାହାଁନ୍ତି ପ୍ରଶାସନିକ ଅଧିକାରୀ, ନାହିଁନ୍ତି ବିଶେଷଜ୍ଞ ଡାକ୍ତର

weather
ତାତିରୁ ମିଳିବ ଆଶ୍ୱସ୍ତି; ରାଜ୍ୟରେ ୭ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ତାତିରେ ଲାଗିବ କି ବ୍ରେକ୍ ? ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ, ପୁଣି ୭ ତାରିଖରୁ ବର୍ଷା ସମ୍ଭାବନା ରହିଛି।

Brahampur bus stand
ଅବହେଳିତ ଅବସ୍ଥାରେ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ: ଶହ ଶହ ବସ୍‌କୁ ଅଳ୍ପ ଯାଗା

ଓଡ଼ିଶାର ଅନ୍ୟତମ ବୃହତ୍ତମ ସହର ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଏବେ ଅବହେଳିତ ଅବସ୍ଥାରେ ରହିଛି ବସ୍‌ଷ୍ଟାଣ୍ଡ । ସିଟି ବସ୍‌ଷ୍ଟାଣ୍ଡ ନାମରେ ନାମିତ ଏହି ବସ୍‌ଷ୍ଟାଣ୍ଡରେ ଆବଶ୍ୟକୀୟ ସ୍ଥାନ ନାହିଁ । ଯାତ୍ରୀଙ୍କ ସୁବିଧା ଲାଗି ତୁରନ୍ତ ଅନ୍ୟ ଏକ ବସ୍‌ଷ୍ଟାଣ୍ଡର ଆବଶ୍ୟକତା ରହିଛି...

Dal Meat Recipe
ଘରେ ବନାନ୍ତୁ ସୁଆଦିଆ ଡାଲ୍ ମିଟ୍‌

ଆପଣ ଘରେ ମଟନ୍‌ର ବିଭିନ୍ନ ରେସିପି ବନେଇ ଖାଇଥିବେ । କିନ୍ତୁ ଆଜି ଆମେ ମଟନ୍‌ର ଏକ ନିଆରା ଓ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

 Naxal attack
ସତେଜ ରହିଛି କ୍ଷତ, ମିଳିଲାନି ସହାୟତା

ଆଜି ବି ସତେଜ ରହିଛି ତାଙ୍କ ଶରୀରରେ ସବୁ କ୍ଷତ ଚିହ୍ନ… ଗୁଳିର ଦାଗ ହି ଲିଭିନି। ତାଜା ରହିଛି ସେଇ କାଳରାତ୍ରି ର ଅଭୁଲା ସ୍ମୃତି। ଧମାଧମ୍ ମାଓ ଗୁଳିର ଶବ୍ଦ ସହ ମନେ ଅଛି ଆତଙ୍କୀଙ୍କ ସମର । ଆମେ କହୁଛୁ କୋରାପୁଟର ସୁନିଲ ଦିଗାଲଙ୍କ...

Yojana Ra Hariloot
ବସୁନି ୩୦ ଲକ୍ଷର ହାଟ !

ଏତେ ଟଙ୍କା ଖର୍ଚ୍ଚ କାହା ପାଇଁ ? କି କାମ ହେଲା ଯେ SDC ବାଦ୍ ଆହୁରି ୨୦ ଲକ୍ଷ ଦରକାର ପଡ଼ିଲା ?

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।