• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

 First Subhadra Yojana Recipient
ଜୀବନ ଯୁଦ୍ଧରେ ହାରି ନାହାନ୍ତି ଅଞ୍ଜଳି

ଜନ୍ମରୁ ଦିବ୍ୟାଙ୍ଗ। କିନ୍ତୁ କେବେ ଜୀବନ ଯୁଦ୍ଧରେ ହାରି ନାହାନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ବେ ସ୍ବାବଲମ୍ବୀ ହୋଇଛନ୍ତି। ଟେଲର ଦୋକାନ କରି ଚଳାଉଛନ୍ତି ପରିବାର।

Captivating Creations
ମନ ଜିଣୁଛି ମାଟି ବୋତଲ

ଅଖ ବୁଲୁଛି... କଞ୍ଚା ମାଟିରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରକରଣା ଜିନିଷ । କଞ୍ଚା ମାଟିରୁ ଦୀପ, ମାଟିହାଣ୍ଡି, ଗରା, କଳସ, ପାଣି ବୋତଲ ଭଳି କେତେ କଣ ସାମଗ୍ରୀ ... ଅତି ଯତ୍ନର ସହ ଚାଲିଛି ମାଟି ପାତ୍ର ଗଢା... ଏ ହେଉଛନ୍ତି ଗଞ୍ଜାମ ଜିଲ୍ଲା...

Panchang
Panchang Today 23rd September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Gold Price Today
Gold Price Today 20th September 2024: ପାର୍ବଣ ଋତୁରେ ବଢ଼ିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି । ଜାଣନ୍ତୁ କେତେ...

Panchang
Panchang Today 21st September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

elephant
ହାତୀ ଘଉଡାଇବାକୁ ଯାଇ ମାଡ ଖାଇଲେ ବନ କର୍ମଚାରୀ

ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ । ଜଣେ ବନ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଆଉ ୨ କର୍ମଚାରୀ ଆହତ ହୋଇଛନ୍ତି । ଅନୁଗୁଳ ରେଞ୍ଜ ଫୁଲପଡାରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଜଣାପଡ଼ିଛି । ଗୁରୁତର ବନ କର୍ମଚାରୀ ସୁକାନ୍ତ ସାହୁ ମେଡିକାଲରେ ଭର୍ତ୍ତି...

PM Modi Buys Lord Jagannath Statue
ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ର ୱାର୍ଦ୍ଧାରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ମୋଦି । ‘ପିଏମ୍ ବିଶ୍ବକର୍ମା’ ପ୍ରଦର୍ଶନୀରେ କିଣିଲେ ପ୍ରତିମୂର୍ତ୍ତି

happy food
ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ...ଆଉ ସାରା ଦିନ ଖୁସିରେ ରୁହନ୍ତୁ

ଖରାପ ମୁଡ୍ କେବଳ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ନାହିଁ, ବରଂ ଏହା ଆପଣଙ୍କ ଆଖପାଖର ଲୋକଙ୍କ ପାଇଁ ମଧ୍ୟ ଏକ ସମସ୍ୟା ହୋଇଯାଏ । ଆମେ ଖାଉଥିବା ଖାଦ୍ୟ ପାଇଁ ଆମେ ଖୁସି ହୋଇପାରିବା । ତେବେ ଆମେ ଖୁସିରେ ରହିବା ପାଇଁ କେଉଁ...

kanchalanka mutton
କେବେ ଖାଇନଥିବେ ମଟନ୍‌ର ଏହି ସୁଆଦିଆ ରେସିପି

ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ' କଞ୍ଚା ଲଙ୍କା ମଟନ୍‌। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

 Ratna Bhandar
୨୧ରୁ ପୁଣି ଚାଲିବ ରତ୍ନଭଣ୍ଡାର ବୈଷୟିକ ସର୍ଭେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

ଆସନ୍ତାକାଲିଠୁ ପୁଣିଥରେ ଚାଲିବ ରତ୍ନଭଣ୍ଡାର ବୈଷୟିକ ସର୍ଭେ। ବୈଷୟିକ ସର୍ଭେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୨୧, ୨୨ ଓ ୨୩ରେ ବୈଷୟିକ ସର୍ଭେ କରାଯିବ ।

Gold Price Today
Gold Price Today 20th September 2024: ଭୁବନେଶ୍ୱରରେ କମିଛି ସୁନା ଦର,କିଣିବା ପୂର୍ବରୁ ଜାଣି ନିଅନ୍ତୁ ଦାମ୍

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଜାଣନ୍ତୁ କେତେ...

protest
ଆନ୍ଦୋଳନରୁ ହଟିବେ ଜୁନିୟର ଡାକ୍ତର, ଆଜିଠାରୁ ଜରୁରୀ ମେଡିକାଲ୍ ସେବାରେ ଯୋଗ ଦେବେ

ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ସଂଘର ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି । ଆଜିଠାରୁ ଜରୁରୀ ମେଡିକାଲ୍ ସେବାରେ ଯୋଗ ଦେବେ ଡାକ୍ତର । ଅଭୟାକୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିଲେ

Flood Crisis Keeps Worsening
ବର୍ଷା ଛାଡିଥିଲେ ବି ସୁଧୁରିନି ବନ୍ୟା ସ୍ଥିତି,ଯମଯନ୍ତ୍ରଣା ଦେଉଛି ବନ୍ୟାଜଳ

କେଉଁଠି ପାଣି ତ କେଉଁଠି ଖାଦ୍ୟ ପାଇଁ ହାହାକାର । ବର୍ଷା ଛାଡିଥିଲେ ବି ସୁଧୁରିନି ବାଲେଶ୍ବରର ବନ୍ୟା ସ୍ଥିତି ।

mohan majhi
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ। ଲାଇଫ୍ ସେଭର୍ସ ଗ୍ରୁପ୍ ଟ୍ରଷ୍ଟର ବାର୍ଷିକ ଉତ୍ସବରେ ଯୋଗ ଦେବେ । ନିଜ ଗାଁ ରାଇକଳା ସ୍ଥିତ ଘରକୁ ଯିବେ ମୁଖ୍ୟମନ୍ତ୍ରୀ ।ସରକାରଙ୍କ ୧୦୦ ଦିନ ପୂରଣ ଉତ୍ସବରେ ଯୋଗ ଦେବେ

Ratna Bhandar
ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି

ଆସନ୍ତା ୨୪ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ। ଶ୍ରୀଜିଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ। ତେଣୁ ତାପୂର୍ବରୁ ବାକି ଥିବା ବୈଷୟିକ ସର୍ଭେ ସାରି ରିପୋର୍ଟ ଦାଖଲ କରିବାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

'brinjal korma'
ଆଜି ଘରେ ବନାନ୍ତୁ ସୁଆଦିଆ ଦେଶୀ ରେସିପି ‘ବାଇଗଣ କୋର୍ମା’

ଘରେ ନିରାମିଷରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବାଇଗଣରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ବାଇଗଣ କୋର୍ମା’ ।

Gold Price Today
Gold Price Today 19th September 2024: ଆଜି କମିଛି ସୁନା ଦର,ଜଲ୍‌ଦି କିଣନ୍ତୁ ସୁନା ଅଳଙ୍କାର

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଜାଣନ୍ତୁ କେତେ...

Walkie-Talkie Explosion
ଲେବାନନ୍‌ରେ ନରସଂହାର; ପେଜର୍ ପରେ ୱାକିଟକି ବ୍ଲାଷ୍ଟ୍, ୨୦ମୃତ

ପେଜର୍‌ ବିସ୍ଫୋରଣରୁ ୨୪ଘଣ୍ଟା ନପୂରୁଣୁ ଏବେ ୱାକିଟକି ବିସ୍ଫୋରଣ ହୋଇଛି। ଗତକାଲି ପେଜର୍‌ ବିସ୍ଫୋରଣରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୱାକିଟକି ବିସ୍ଫୋରଣରେ ୨୦ଜଣ ଆଖିବୁଜିଛନ୍ତି।

Series of Explosion Strikes in Bhubaneswar
ପୁଣି ରାଜଧାନୀରେ ଫୁଟିଲା ବୋମା, ନାବାଳକ ଆହତ

ଭୁବନେଶ୍ବର କେଦାରପଲ୍ଲୀ ବସ୍ତିରେ ସିରିଜ୍ ବୋମାମାଡ଼ ହୋଇଛି । କେଦାରପଲ୍ଲୀ ବସ୍ତିର ଲେନ୍-୧ ଓ ବରହମପୁର ଗଳିରେ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଏଥିରେ ଜଣେ ନାବାଳକ ଆହତ ହୋଇଥିବା ବେଳେ ଘଟଣାର ଖୋଳତାଡ଼ କରୁଛି ପୋଲିସ୍।

Flood-Affected
ବାଲେଶ୍ୱରରେ ବନ୍ୟା ବିତ୍ପାତ,ନଦୀ ବନ୍ଧ ଉପରେ ରାତି କାଟିଲେ ବିପନ୍ନ

ଗାଁ ଦାଣ୍ଡରେ ସୁଅ କାଟି ଚାଲିଛି ବେକେ ଉଚ୍ଚର ପାଣି। ବାଲେଶ୍ବର ବନ୍ୟା ପ୍ରଭାବିତ ଅଞ୍ଚଳରେ ସାଂଘାତିକ ସ୍ଥିତି । କୁମ୍ଭୀରଗଡ଼ି ପଞ୍ଚାୟତର ୫ ଗାଁର ୩ ଶହ ପରିବାର ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।