• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by

odia boy
ଆମେରିକା ରାଜନୀତିରେ ଓଡ଼ିଆ ପୁଅ, କମଳା ହାରିସଙ୍କ ପାଇଁ କରୁଛନ୍ତି ନିର୍ବାଚନୀ ପ୍ରଚାର

ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ । କମଳା ହାରିସଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି ସମୟ । ରାୟଗଡ଼ା ବାସିନ୍ଦା ମାନସ ସାହୁଙ୍କ ପୁଅ ସମୟ ।

Gold Price Today
Gold Price Today 13th September 2024: କଣ ରହିଛି ଆଜିର ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ୍

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଜାଣନ୍ତୁ କେତେ...

Large Quantity of Dolomite Found
ଚାଷୀଙ୍କୁ ମିଳୁନି...କିନ୍ତୁ ଜଙ୍ଗଲରେ ପଡ଼ି ରହିଛି ଶହ ଶହ ବସ୍ତା ଡୋଲୋମାଇଟ୍

ଚାଷୀଙ୍କୁ ମିଳୁନି କିନ୍ତୁ ଜଙ୍ଗଲରେ ପଡ଼ିଛି ଶହ ଶହ ବସ୍ତା ଡୋଲୋମାଇଟ୍ । ସୁନ୍ଦରଗଡ଼ କିଂଜିରକେଲା–ବିରକାଲଡିହି ରାସ୍ତାରେ ଜଙ୍ଗଲରେ ଶହ ଶହ ବସ୍ତା ଡୋଲୋମାଇଟ୍ ପଡ଼ିଥିବା ଦେଖିବାକୁ ମିଳିଛି। ।

scrub typhus
ଜୀବନ ନେଉଛି ସ୍କ୍ରବ ଟାଇଫସ କୀଟ,ଜାଣନ୍ତୁ ଏହାର ଲକ୍ଷଣ

ଦିନକୁ ଦିନ ସ୍କ୍ରବ ଟାଇଫସ ମାମଲା ବୃଦ୍ଧି ପାଉଥିବା ବେଳେ ବଢୁଛି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା । ପ୍ରଥମରୁ ଏହି ରୋଗର ଚିକିତ୍ସା କରାନଗଲେ କେତେକାଂଶରେ ଅଙ୍ଗ ଅକାମୀ ହେବାର ସମ୍ଭାବନା ରହିଥାଏ ବୋଲି କହିଛନ୍ତି ବିଶେଷଜ୍ଞ ।

Indore Shock
ଇନ୍ଦୋରରେ ଲଜ୍ଜା...ଟ୍ରେନି ଆର୍ମି ଅଫିସରଙ୍କୁ ଲୁଟ୍‌,ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ମଧ୍ୟପ୍ରଦେଶ ଇନ୍ଦୋରରେ ଲଜ୍ଜା। ଦୁଇ ଟ୍ରେନି ଆର୍ମି ଅଫିସରଙ୍କୁ ଲୁଟ୍‌ପାଟ୍ ପରେ ସେମାନଙ୍କ ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି ଇନ୍ଦୋର ଜାମଗେଟ୍ ଅଞ୍ଚଳରେ ।

paneer resmi recipe
ଘରେ ତିଆରି କରନ୍ତୁ ପନିରର ଏହି ସୁଆଦିଆ ରେସିପି

ପ୍ରାୟତଃ ସମସ୍ତେ ଚାହାନ୍ତି ଘର ଖାଦ୍ୟରେ ମଧ୍ୟ ରେଷ୍ଟୁରାଣ୍ଟ ଭଳି ସ୍ୱାଦ ପାଇବା ପାଇଁ । ଆଜି ଆମେ ଆପଣଙ୍କ ପାଇଁ ପନିରର ରେଷ୍ଟୁରାଣ୍ଟ ଶୈଳୀରେ ଏକ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ପନିର ରେଶମି ।

success man
ଡାକ୍ତର ହେବେ କଳାକାର...ଆଦିବାସୀ ଯୁବକଙ୍କ ସଫଳତାର କାହାଣୀ

ଦେଶୀ ବଡି ସାଙ୍ଗକୁ ସିକ୍ସ ପ୍ୟାକ୍... ଆଦିବାସୀ ଗାଁର ଯୁବକଟିଏ... ସକାଳୁ ସକାଳୁ ବ୍ୟାୟାମ କରନ୍ତି... ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ୍‌ ଯତ୍ନବାନ ଏହି ଯୁବକ । ଚାଲନ୍ତୁ  ଜାଣିବା ଏହି ଯୁବକଙ୍କ ସଫଳତାର କାହାଣୀ

Kashatandi Appears in the Morning Glow
ହସିଲାଣି କାଶତଣ୍ଡି, ଆସୁଛନ୍ତି ମା’ ଜଗତ ଜନନୀ

ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ହସୁଛି କାଶତଣ୍ଡି । ହାଲୁକା ହାଲୁକା ପବନର ଛୁଆଁରେ ଖିଲିଖିଲି ହୋଇ ହସି ଉଠୁଛି ପ୍ରକୃତିର ଏଇ ଅପୂର୍ବ ସୃଷ୍ଟି । ଆଉ ଯେମିତି କହିଯାଉଛି ପୃଥିବୀକୁ ପାର୍ବଣ ଆସିଛି... ଆସୁଛନ୍ତି ମା’ ଜଗତ ଜନନୀ ।

deadbody return
ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ମରଶରୀର

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତେଦହ। ନିଆଳି ବାବଜା ଗାଁର ଅବ୍ୟକ୍ତ ପ୍ରସାଦ ସିଂଙ୍କ ମରଶରୀର ନିଜ ଜନ୍ମମାଟିରେ ପହଞ୍ଚିଛି।

Gold Price Today
Gold Price Today 12th September 2024: ବଢିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି । ଜାଣନ୍ତୁ କେତେ...

Lord Ganesh Idol Treats Mouse
ଡାକ୍ତର ସାଜିଲେ ଗଣପତି

ଡାକ୍ତର ବେଶରେ ବିଘ୍ନହର୍ତ୍ତା ଶ୍ରୀଗଣେଶ। ପାଖରେ ଔଷଧ ଓ ଅନ୍ୟାନ ଉପକରଣ ଧରି ଛିଡା ହୋଇଛନ୍ତି ମୂଷକ ମହାରାଜ। ଏପଟେ ହାତରେ ସ୍ତେଥୋଷ୍କୋପ ଧରି ଅସୁସ୍ଥ ମୂଷକର ଚିକିତ୍ସା କରୁଛନ୍ତି ବିଘ୍ନବିନାଶକ। ତେବେ ସବୁଠାରୁ ରୋଚକର କଥା ହେଉଛି ସେଠାରେ ଲେଖାଯାଇଥିବା ସୁନ୍ଦର ବାର୍ତ୍ତା ।

Special Story
ଆଶ୍ରା ଖୋଜୁଛି ୮ବର୍ଷର କୁନି ଝିଅ

ବାପା ମାଙ୍କୁ ହରାଇ ସେ ଏବେ ଅସହାୟ ଯମୁନା। ଦେଢବର୍ଷର ହୋଇଥିଲା ମାଆ ପରପୁରଷ ପ୍ରେମରେ ପାଗଳ ହୋଇ ଘର ଛାଡି ପଳାଇଲା। ବାପା ସାପ କାମୁଡାରେ ଚାଲିଗଲେ। ଏବେ କୁନିଝିଅର ସାହା କିଏ ହେବ ?

Devotees Abandon
ରାସ୍ତାକଡରେ ଗଣେଶ ଏକା

ରାସ୍ତା କଡରେ ଟ୍ରକ ଡାଲାରେ ଏକାକୀ ବସିଛନ୍ତି ପ୍ରଭୁ ଗଣନାଥ। ହେଲେ ହାତରେ ଲଡୁ ନାହିଁ କି ପାଖରେ ଭକ୍ତ ନାହାନ୍ତି। ତଥାକଥିତ ଭକ୍ତମାନେ ଠାକୁଙ୍କୁ ଏକୁଟିଆ ଛାଡି ଡିଜେ ପଛେ ପଛେ ଥାନାକୁ ଯାଇଛନ୍ତି ।

Pregnant Woman Victim of Brutal Sexual Assault
ସୀମା ଟପିଗଲା ବର୍ବରତା,୭ମାସର ଗର୍ଭବତୀଙ୍କ ସହ ଗଣ ଦୁଷ୍କର୍ମ

ସୀମା ଟପିଗଲା ବର୍ବରତା। ଅସହାୟ ଯୁବତୀଙ୍କୁ ମାସ ମାସ ଧରି କରାଯାଉଥିଲା ଗଣବଳାତ୍କାର। ପୀଡିତା ଗର୍ଭବତୀ ଥିଲେ ବି ଯୌନ ପିଶାଚ ତାଙ୍କୁ ଛାଡି ନ ଥିଲେ ।

Panchang
Panchang Today 11th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଭୂମି କ୍ରୟ କରନ୍ତୁ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Heavy Flood
ଆମକୁ ଉଦ୍ଧାର କର: ଅଥଳଥଳ ପାଣି ଭିତରେ ଜୀବନ ଖୋଜୁଛନ୍ତି ଦମ୍ପତି

ଯେଉଁ ଆଡ଼େ ଚାହିଁବେ ପାଣି... ଆଉ ପାଣି । ଅଥଳଥଳ ପାଣି ଭିତରେ ଜୀବନ ଖୋଜୁଛନ୍ତି ଏହି ଦମ୍ପତି । କେତେବେଳେ କ’ଣ ଯେ ଘଟିବ କହାକୁ ବି ଜଣାନାହିଁ । ମୃତ୍ୟୁ ଯେମିତି ଏମାନଙ୍କ ପାଦକୁ ଭିଡ଼ି କରି ରଖିଛି ।

Mushroom Cultivation
ଛତୁ ଚାଷ କରି ମାଲାମାଲ !

ଫୁଟିଛି ଛତୁ... ତୋଳୁଛି ଚାଷୀ... ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନେ ଯେଉଁ ଚାଷୀ ଚତୁ ଚାଷ ଆରମ୍ଭ କରିଥିଲା... ସେହି ଚାଷରୁ ସେ ଆଜି ଭଲ ଦୁଇ ପଇସା ରୋଜଗାର କରୁଛି ।

Lord Ganesh
ଭୁବନରେ ଶ୍ରୀମନ୍ଦିର ଭିତରେ ଗଜାନନ

ଢେଙ୍କାନାଳ ପାଲଟିଛି ଶ୍ରୀକ୍ଷେତ୍ର... ଭୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଛିଡ଼ା ହୋଇଛି ଶ୍ରୀମନ୍ଦିର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରି ଦୃଶ୍ୟମାନ ହେଉଥିବା ଏ ଦେଉଳ ସତରେ କୌଣସି ସତସତିକା ମନ୍ଦିର ନୁହେଁ ।

World Suicide Prevention Day
ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ

ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ । ଚଳିତ ବର୍ଷର ଥିମ୍ 'ଚେଞ୍ଜିଙ୍ଗ୍ ଦ ନ୍ୟାରେଟିଭ୍ ଅନ୍ ସୁଇସାଇଡ୍' । ଆତ୍ମହତ୍ୟା ପ୍ରବଣତା ଉପରେ ବ୍ରେକ୍ ଲଗାଇବା ପାଇଁ ଉଦ୍ୟମ ।

Gold Price Today
Gold Price Today 10th September 2024: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ କମିଛି । ଜାଣନ୍ତୁ କେତେ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।