• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଚନ୍ଦ୍ର- କର୍କଟ ରାତ୍ରି ୦୩.୩୮ ଗତେ ସିଂହ ,ତିଥି- ୧୧ଶୀ ଦିବା ୦୨.୫୦ ଗତେ ୧୨ଶୀ,ଘାତଚନ୍ଦ୍ର- ରାତ୍ରି ୦୩.୩୮ ଗତେ କର୍କଟ ଓ ମକର ରାଶିର ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୫୦ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

ଶୁଭସମୟ:

ପ୍ରାତଃ- ୦୭.୧୫ ରୁ ୦୮.୩୮

ଦିବା- ୧୨.୦୦ ରୁ ୦୧.୦୬

ଦିବା- ୦୨.୩୫ ରୁ ୦୩.୧୧

ଦିବା- ୦୩.୫୮ ରୁ ୦୪.୦୪

ରାତ୍ରି- ୦୨.୨୬ ରୁ ୦୩.୧୫

ଅଶୁଭସମୟ:

ରାହୁକାଳ- ଦିବା ୦୮.୩୮ ରୁ ୧୦.୦୭

କାଳବେଳା- ପ୍ରାତଃ ୦୫.୪୦ ରୁ ୦୭.୦୯ ଓ ଦିବା ୦୪.୦୪ ରୁ ୦୫.୩୩

ବାରବେଳା- ଦିବା ୦୧.୦୬ ରୁ ୦୨.୩୫

କାଳରାତ୍ରି- ସନ୍ଧ୍ୟା ୦୫.୩୩ ରୁ ୦୭.୦୪ ଓ ରାତ୍ରି ୦୪.୦୯ ରୁ ୦୫.୪୦

OTV is now on Whatsapp

Join and get latest news update delivered to you via whatsapp

Join Now