• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by

Panchang
Panchang Today 24th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang
Panchang Today 23rd October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Hamas chief goes viral
Special Story: ଭାଇରାଲ ହେଉଛି ହମାସ ମୁଖ୍ୟର ଭିଡ଼ିଓ, ବଙ୍କରରେ କରୁଛି ଅଏସ୍

ଭାଇରାଲ ହେଉଛି ହମାସ ମୁଖ୍ୟର ଭିଡ଼ିଓ। ଇସ୍ରାଇଲକୁ ଆକ୍ରମଣ କରିବା ପୂର୍ବରୁ ସ୍ତ୍ରୀ, ପିଲାଛୁଆଙ୍କୁ ଧରି ବଙ୍କରରେ କରୁଥିଲା ଅଏସ୍। ଦେଖନ୍ତୁ ଦୃଶ୍ୟ ।

Apana Eka Nuhanti
ଭଗବାନ ନେଉଛନ୍ତି ପରୀକ୍ଷା

ସେଥିଲା ପ୍ରଥମ ସନ୍ତାନ... ଉତ୍ସାହ ଭରି ରହିଥିଲା ମନରେ । ଭଗବାନ ବି ମନକଥା ଜାଣି କୋଳରେ ଲକ୍ଷ୍ମୀଟିଏ ଦେଲେ । ତାକୁ ଧରି ତୃପ୍ତ ହେଲେ ବାପା-ମା’ । ହେଲେ ଏବେ ସେହି ଭଗବାନ ତାଙ୍କ ପରୀକ୍ଷା ନେଉଛନ୍ତି ।

Honey will prevent diabetes
ମଧୁମେହ ଏବଂ କୋଲେଷ୍ଟ୍ରଲ ପାଇଁ ରାମବାଣ ମହୁ,ଏପରି କରନ୍ତୁ ବ୍ୟବହାର

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ମହୁ । ଅନେକ ରୋଗ ପାଇଁ ମହୁ ବ୍ୟବହାର କରାଯାଇଥାଏ । ଏଥିରେ ପ୍ରୋଟିନ୍, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-କର୍କିନୋଜେନିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ । ମହୁରେ ଥିବା ପୋଷକ ତତ୍ତ୍ୱ ମଧୁମେହ ଏବଂ କୋଲେଷ୍ଟ୍ରଲକୁ ମଧ୍ୟ ରକ୍ଷା କରିଥାଏ ।ତେବେ ମହୁକୁ...

Statue of Bhajan Samrat Bhikari Bal
ଭଜନ ସମ୍ରାଟଙ୍କ ପ୍ରତି ଅସମ୍ମାନ ! ଜରି ପାଲରେ ଘୋଡ଼େଇ ରଖାଯାଇଛି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ

ଭଜନ ସମ୍ରାଟଙ୍କ ପ୍ରତି ଅସମ୍ମାନ ! ସିଏମସିର ଅଳିଆ ଆବର୍ଜନା ରହୁଥିବା ସ୍ଥାନରେ ପଡ଼ି ରହିଛି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି।

brinajal tikiri
କେବେ ବନେଇଛନ୍ତି ବାଇଗଣର ଏହି ସୁଆଦିଆ ରେସିପି

ଘରେ ନିରାମିଷରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବାଇଗଣରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ବାଇଗଣ ଟିକିରି’ ।

inquiry against hospital
ଭୁଲ୍ ଚିକିତ୍ସା ଯୋଗୁଁ ରୋଗୀ ମୃତ: ହସ୍ପିଟାଲ୍ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ଟିଟିଲାଗଡ଼ର ଜୀବନ ଜ୍ୟୋତି ହସ୍ପିଟାଲ ବିରୋଧରେ ହେବ ତଦନ୍ତ । ଭୁଲ ଚିକିତ୍ସା ଯୋଗୁଁ ମିତା ବେହେରାଙ୍କ ମୃତ୍ୟୁ ଅଭିଯୋଗ ।ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Students Face Numerous Problems
ଭଙ୍ଗା ଆଜବେଷ୍ଟସ ତଳେ ପାଠପଢା, ଇଏ 5-T ସ୍କୁଲ୍

ଭଙ୍ଗା ଆଜବେଷ୍ଟସ ତଳେ ପିଲା ପଢୁଛନ୍ତି ପାଠ। ଆଉ ଯଦି ବର୍ଷା ହେଲା ପାଠପଢା ବନ୍ଦ । ଏହା ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ। ଯାହାର ଅବସ୍ଥା ଏବେ କହିଲେ ନସରେ ।

Gold Price Today
Gold Price Today 19th October 2024: ପୁଣି ବଢିଲା ସୁନା ଦର, ଭୁବନେଶ୍ୱରରେ କେତେ ରହିଛି ଦାମ୍,ଜାଣନ୍ତୁ

ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍‌ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

Woman Dies in Snake Bite
ସାତ ମାସର ଛୁଆ ମୁଣ୍ଡରୁ ହଟିଗଲା ମାଆର ପଣତକାନୀ, ହାଏରେ ବିଧାତା ଏ କି କଲୁ...

ବିଧିର ବିଧାନ ଦୁଇ ଜଣ ପିଲାଙ୍କ ମୁଣ୍ଡରୁ କାଢି ନେଇଛି ମାଆର ପଣତକାନୀ। ଏହିଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଦିଗପହଣ୍ଡି ସାନଖେମୁଣ୍ଡି ବ୍ଲକ ତିତିଖଣ୍ଡି ଗ୍ରାମରେ।

Attempt to murder
ଗୁଣି ସନ୍ଦେହରେ ଜିଅନ୍ତ ଜାଳିଦେଲେ, ପ୍ରଜାକୋର୍ଟରେ ଜୀବନ୍ତ ପୋଡ଼ି ମାରିଦେବାକୁ ଉଦ୍ୟମ

ଗୁଣି ସନ୍ଦେହରେ ଦେହରେ ପାଳ ଦଉଡ଼ି ଗୁଡ଼ାଇ ନିଆଁ ଲଗାଇଲେ। ସିନାପାଲି ଥାନା ପୋର୍ଟିପଡ଼ା ଗାଁ ପ୍ରଜାକୋର୍ଟରେ ହତ୍ୟା ଉଦ୍ୟମ । ପୋଖରୀକୁ ଡେଇଁ ରାତି ସାରା ଲୁଚି ଜୀବନ ବଞ୍ଚାଇଲେ ବ୍ୟକ୍ତି

Devotee Begins Padhyatra Journey
ଭକ୍ତି ଆଗରେ ବୟସ ହୋଇଯାଇଛି ମୂଲ୍ୟହୀନ, କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି

ପରିଣତ ବୟସରେ ବି କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି। ଦେଖୁନାହାନ୍ତି ସେ କିପରି ବଙ୍କୁଲିବାଡ଼ି ଧରି ସେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି। ସେ ପୁଣି ପାଦରେ ଚାଲି ଚାଲି ।

Assault on Puri Senior Supervisor
ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ଆକ୍ରମଣ ଘଟଣା,ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ

ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ । ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Gold Price Today
Gold Price Today 18th October 2024: ସୁନା କିଣିବାକୁ ଚାହୁଁଛନ୍ତି କି? କିଣିବା ପୂର୍ବରୁ ଜାଣି ନିଅନ୍ତୁ କେତେ ରହିଛି ଦାମ୍

ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍‌ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

KHOLA KATHA
ଖୋଲାକଥାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ...ଖୋଲିଲେ ବିଜେଡି ଗୁମର

ଖୋଲାକଥାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ...ଖୋଲିଲେ ବିଜେଡି ଗୁମର

Lady Justice in Supreme Court Library
ପଟି ଖୋଲିଲେ ନ୍ୟାୟ ଦେବୀ

ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ କାନୁନ୍। ଆଖିରୁ କଳାପଟି ଖୋଲିଲେ ନ୍ୟାୟଦେବୀ। ସାମ୍ନାକୁ ଆସିଲା ନୂଆ ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିର ଚିତ୍ର। ଯାହା ମୂର୍ତ୍ତି ଠାରୁ ସମ୍ପୁର୍ଣ୍ଣ ଭିନ୍ନ ରହିଛି ।

Stay Fit
ଜାଣନ୍ତୁ ସୋୟାବିନ ଉପକାରୀତା....

ସୋୟାବିନ ଖାଉଛନ୍ତି କି? ଜାଣନ୍ତୁ ଏହାର ଉପକାରୀତା ।

Couple Thrives in Farming
ଚାଷ କରି ସ୍ୱାମୀ ସ୍ତ୍ରୀ ଲକ୍ଷପତି

କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ଯାହା ବାସ୍ତବରେ ପରିଣତ ହୋଇଛି। ଚାଷକାମ କରି ରୋଜାଗାର କରିବା ସହ ନିଜ ପାଇଁ ଭଲ ଘରଟିଏ ତେଳାଇଛନ୍ତି ଦମ୍ପତ୍ତି ।

Panchang
Panchang Today 18th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।