• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by

Gold Price Today
Gold Price Today 7th September 2024: ଗଣେଶ ପୂଜାରେ କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

Hostel Ragging Incident
ଛାତ୍ର ରାଗିଂ ଘଟଣାରେ ଆକ୍ସନ୍, ୭ ଛାତ୍ରଙ୍କୁ ସସପେଣ୍ଡ କଲେ ପ୍ରିନ୍ସିପାଲ୍

ଜୁନିୟରଙ୍କୁ ସିନିୟର ଛାତ୍ର ରାଗିଂ ଘଟଣାରେ ଆକ୍ସନ୍ । ୭ ଛାତ୍ରଙ୍କୁ ସସପେଣ୍ଡ କଲେ ପ୍ରିନ୍ସିପାଲ୍ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇଥିଲେ ଦଶମ ଶ୍ରେଣୀ ପିଲା । ଜୁନିୟରଙ୍କୁ ଠେଙ୍ଗା, ବାଡି, ଟାଙ୍ଗିଆରେ ମାଡ଼ ମରାଯାଇଥିବା ଅଭିଯୋଗ ।

3 Dead
ଆପାର୍ଟମେଣ୍ଟରେ ଅଘଟଣ,ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ମୃତ

କଟକରେ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ମୃତ । ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲୁଥିବା ବେଳେ ଅଘଟଣ । ତ୍ରିଶୁଳିଆର ଏକ ଆପାର୍ଟମେଣ୍ଟରେ କାମ ଚାଲିଥିଲା ।

Resolve Fight Between Father & Son
ବାପା ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ମାଡ଼ ଖାଇଲା ପୋଲିସ, ଅଭିଯୁକ୍ତ ଫେରାର୍

ବାପା ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ମାଡ଼ ଖାଇଲେ ପୋଲିସ । ବିଞ୍ଝାରପୁର ଥାନା ହନୁମାନ ଛକ ନିକଟରେ ପୋଲିସକୁ ଆକ୍ରମଣ ପାରିବାରିକ କଳହକୁ ନେଇ ୧୧୨କୁ କଲ୍ କରିଥିଲେ ବାପା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣ କରିଥିଲା ପୁଅ ୨ ପୋଲିସ କର୍ମଚାରୀ ଆହତ,...

crab curry
ଶୁକ୍ରବାର ରାନ୍ଧଣାରେ ଘରେ ତିଆରି କରନ୍ତୁ 'କଙ୍କଡ଼ା ବେସର'

କଙ୍କଡ଼ା ତରକାରୀ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ ଓଡ଼ିଆ ଘରର ଦେଶୀ ରେସିପି ‘କଙ୍କଡ଼ା ବେସର’ ପ୍ରସ୍ତୁତ କରିବୁ। ଏହି ରେସିପିଟିକୁ ଦେଶୀ ଶୈଳୀରେ ଆମେ ବନେଇବୁ ।

Kolkata Rape And murder
ଅଣନିଃଶ୍ୱାସୀ ମମତା, ଚାଲିଯିବ କି କ୍ଷମତା ?

ଦୋହଲି ଯାଇଛି ଦିଦିଙ୍କ ଗାଦି ! କିଟମିଟ୍‌ ଅନ୍ଧାରରେ କ୍ଷମତା ଖୋଜୁଛନ୍ତି ମମତା ! ଅଦେଖା ଦରଜ ଯେମିତି ଦିଦିଙ୍କର ବଢ଼ିବଢ଼ି ଚାଲିଛି । ନା ଭଲ ହେଉଛି ନା ବିନ୍ଧା କମୁଛି । ଇଏ କୋଲକାତାରେ ଗତ ବୁଧବାର ରାତିର ଦୃଶ୍ୟ । ଚଳଚଞ୍ଚଳ କୋଲକାତା ଅନ୍ୟାୟ...

Eco-Friendly Ganesh
ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା,କାଦୁଅରେ ଗଢ଼ା ହେଉଛି ଇକୋ ଫ୍ରେଣ୍ଡଲି ଗଣେଶ

ମାଟିର ମୂର୍ତ୍ତିକୁ ନେଇ ସଚେତନତା କରାଯାଉଛି । ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଉଛନ୍ତି ଏମାନେ । କୁନିକୁନି ପିଲାଙ୍କ ହାତରେ କାଦୁଅରେ ଗଢ଼ା ଚାଲିଛି ଶ୍ରୀ ଗଣେଶଙ୍କ ମୂର୍ତ୍ତି । କାରଣ ରାତି ପାହିଲେ ଗଣେଶ ପୂଜା ।

Gold Price Today
Gold Price Today 6th September 2024: ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

duplicate police
ରିମାଣ୍ଡରେ ନକଲି ପୋଲିସ ଇନସପେକ୍ଟର ସୁବାସ କହଁର,ଦଶ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ

ନକଲି ପୋଲିସଙ୍କ ବିରୋଧରେ ବଢୁଛି ଅଭିଯୋଗ । ରିମାଣ୍ଡରେ ଯାଇଛି ରସିକ ସୁବାସ କହଁର । ଖଣ୍ଡଗିରି ଥାନାରେ ପୁଣି ଅଭିଯୋଗ କଲେ ଜଣେ ମହିଳା । ଦଶ ଲକ୍ଷ ଟଙ୍କା ଠକିଥିବା ନେଇ ଖଣ୍ଡିଗିରି ଥାନାରେ ଅଭିଯୋଗ ।

vigilance raid
ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ,୭ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ । କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ ।

loot
ଚୁପି ଚୁପି ଆସିଲା... ଚୁପ୍‌ କିନା ନେଇଗଲା

ମାତ୍ର କେଇଟା ସେକେଣ୍ଡ । ଚାହୁଁ ଚାହୁଁ ଲୁଟ୍‌ ହୋଇଗଲା ୫ ଲକ୍ଷ ଟଙ୍କା । ଗଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଗହଣା ଲୁଟି ଚମ୍ପଟ ମାରିଲା ଲୁଟେରା ।

Jharpada Jail Attack
ଡିଆଇଜିଙ୍କ ତଦନ୍ତ ନିରପେକ୍ଷ ନୁହେଁ: ପ୍ରଶ୍ନ ଉଠାଇଲେ ଆହତ ସୌମ୍ୟକାନ୍ତ ମହାନ୍ତି

ଝାରପଡ଼ା ଜେଲ୍ ରେ ବନ୍ଦୀଙ୍କୁ ହାଇଦର ପୁଅ ଓ ସାଥୀଙ୍କ ଆକ୍ରମଣ ଘଟଣା । ଆକ୍ରମଣ ପରେ ହେଉଥିବା ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ଆହତ। ଜେଲରୁ ଅଡିଓ ଜାରି କଲେ ଆହତ ବନ୍ଦୀ ସୌମ୍ୟକାନ୍ତ ମହାନ୍ତି ।

Woman Delivers Baby
ଚଳନ୍ତା ବସ୍‌ରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା, ସାହା ହେଲେ ସେଇ ବସ୍‌ରେ ଥିବା ଡାକ୍ତର

ବସରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା । ସାହା ହେଲେ ବସରେ ଆସୁଥିବା ଡାକ୍ତର । ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳର ଘଟଣା । ପାରଳାଖେମୁଣ୍ଡିରୁ ନବରଙ୍ଗପୁର ଯାଉଥିଲା ବସ । ଡାକ୍ତର ଅରୁଣ ନାୟକ ଓ ସୁନୀତା ମଲିକଙ୍କୁ ପ୍ରଶଂସା।

Student Found
ଦୁଇ ଦିନ ପରେ ମିଳିଲା ଦୁଇ ଛାତ୍ରଙ୍କ ମୃତଦେହ, ଖୋଳତାଡ଼ କରୁଛି ପୋଲିସ

ଯାଜପୁର ଧର୍ମଶାଳା ଥାନା ରଥିଆ ଗାଁ ନିକଟ ନାଳରୁ ନିଖୋଜ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ ୩ ତାରିଖରୁ ନିଖୋଜ ଥିଲେ ଅଭୟପୁରର ରୁଦ୍ର ପ୍ରସାଦ ବେହେରା। ରୁଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

Mall Looted
କାଙ୍ଗାଳ ପାକିସ୍ତାନର ବିକଳ ଦୃଶ୍ୟ : ଅଫର୍ ପାଇ ଲୁଟିନେଲେ

ବିଶାଳ ସପିଂ ମଲକୁ ଲୁଟିନେଲେ ହଜାର ହଜାର ଭିକାରୀ ଜନତା। ମଲ ମାଲିକ ଦେଇଥିଲେ ବମ୍ପର ଅଫର କିନ୍ତୁ ପରିସ୍ଥିତି ଏପରି ହେଲା ତାଙ୍କ ମୁଣ୍ଡ ଚକ୍କର କାଟିଲା ।

Lord Ganesh
ଆସୁଛନ୍ତି ବିଘ୍ନବିନାଶକ ,ଶିଳ୍ପୀର ଶେଷ ସ୍ପର୍ଶରେ ଗଜାନନ

ଆସୁଛନ୍ତି ବିଘ୍ନବିନାଶକ ଗଜାନନ... ହାତରେ ଆଉ ଗୋଟିଏ ଦିନ... ମୂର୍ତ୍ତି କାରିଗରରେ ଲାଗିପଡ଼ିଛନ୍ତି ଶିଳ୍ପୀ । ମାଟିର ମୂର୍ତ୍ତିକୁ ଜୀବନ୍ତ କରି ସେଥିରେ ଦେଉଛନ୍ତି ଶେଷ ସ୍ପର୍ଶ...

Road Block
ଆଧାର ସଂଶୋଧନ ପାଇଁ ଟୋକନ୍ ନମିଳିବାରୁ ତାତିଲେ ଲୋକେ, NH-୫୭ ଅବରୋଧ କଲେ

ଆଧାର ପାଇଁ ରାସ୍ତାରୋକ । ଆଧାର ସଂଶୋଧନ ପାଇଁ ଟୋକନ୍ ନ ମିଳିବାରୁ ତାତିଲେ, NH-୫୭ ଅବରୋଧ କଲେ ଲୋକେ । ଭୋଗରାଇ ଥାନା ଛକରେ NH-୫୭ ଅବରୋଧ କଲେ ଲୋକେ । ୩ ଦିନ ହେଲା ଧାଡ଼ିରେ ଛିଡ଼ା ହୋଇ ଟୋକନ ମିଳୁନଥିବା ଅଭିଯୋଗ ହୋଇଛି।

Rasabali sweet
ଗଣେଶ ପୂଜାରେ ଘରେ ବନାନ୍ତୁ ସୁଆଦିଆ ‘ରସାବଳୀ’

ସାଧାରଣତଃ ମିଠା ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ଆମ ଓଡ଼ିଆ ଘରର ପାରମ୍ପରିକ ଏହି ମିଠା ରେସିପିର ସ୍ୱାଦ ପୂରା ନିଆରା । ଆଗକୁ ଆସୁଛି ଗଣେଶ ପୂଜା । ଏହି ଅବସରରରେ ଆଜି ପ୍ରସ୍ତୁତ କରିବା ସୁଆଦିଆ ‘ରସାବଳୀ’। ତେବେ ଚାଲନ୍ତୁ ଜାଣିବା...

gold
Gold Price Today 5th September 2024: କମିଲା ସୁନା ଦର, ଜଲ୍‌ଦି କିଣନ୍ତୁ ସୁନା ଅଳଙ୍କାର

ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

 Inspirational Story
ଗାଈ ଚରାଳୀରୁ ଡାକ୍ତର

ହାତରେ ବାଡି... ଆଉ ମୁଣ୍ଡ ଉପରେ ଛତା । ମାଆଙ୍କ ସହ ମିଶି ଜଙ୍ଗଲରେ ଗାଈ ଚରାଉଛନ୍ତି ଏହି ଯୁବକ । ଦେଖିବାକୁ ସିନା ଗାଉଁଲି... ଗାଁର ସାଦାସିଧା ଯୁବକଟିଏ ଭଳି । ହେଲେ ତାଙ୍କ ଦକ୍ଷତା କିନ୍ତୁ ଖୁବ ଉଚ୍ଚରେ ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।