• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

daily horoscope
Daily Horoscope 6th July 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ...

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ, ବୁଧବାର ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

News Fuse
ମୋ ବୋଉଲୋ...ଗୁହାରି କରିବାକୁ ବଡ଼ଦାଣ୍ଡରେ ନେତାଙ୍କ ପ୍ରବଳ ଜାମ୍‌....

ମୋ ବୋଉଲେ...କି ଭିଡ଼...ଆଉ କାଳିଆର ଦୁଇ ବର୍ଷ ପରେ ଦର୍ଶନ ମିଳିଛି। ଦେଖୁନୁ, ନେତାମାନେ କେମିତି କାଳିଆ ପାଖରେ ଗୁହାରି କରିବାକୁ ଲଗାଇଲେଣି ଲମ୍ବା ଲାଇନ୍‌....ଆଲୋ ଆଲୋ...ଇଏ କଣ? ଗୋଟିଏ ମଂଚରେ ସବୁ ଦଳର ନେତା? ମଲା...ସମସ୍ତେ ତ ମିଶିକି ଜିତିବା ପାଇଁ ଡାକିଲେ ଜଗା ଶୁଣିବ କାହା...

Sharad's big assumption
ଶରଦଙ୍କ ବଡ଼ ଆକଳନ...ମାତ୍ର ୬ ମାସରେ ଭାଙ୍ଗିଯିବ ସିନ୍ଦେ ସରକାର !

ମହାରାଷ୍ଟ୍ର ରାଜନୀତିକୁ ନେଇ ଥମୁନି ଚର୍ଚ୍ଚା। ଶରଦ ପାୱାରଙ୍କ ବଡ଼ ଟିପ୍ପଣୀ....କହିଲେ, ମାତ୍ର ୬ ମାସରେ ଭାଙ୍ଗିଯିବ ସିନ୍ଦେ ସରକାର। ପୁଣି ଥରେ ହେବ ବିଧାନସଭା ନିର୍ବାଚନ....ନିର୍ବାଚନମଣ୍ଡଳୀରେ ରହି କାମ କରିବାକୁ ଦଳୀୟ ବିଧାୟକଙ୍କୁ ଦେଲେ ପରାମର୍ଶ...ରାଜନୈତିକ ମହଲରେ ସୃଷ୍ଟି ହେଲା ଝଡ...ଦେଖନ୍ତୁ ଏଇ ଭିଡ଼ିଓ

Ashara Aloka
ରାତିରେ ମାଡ ଖାଇବି, ସକାଳୁ କେମିତି ଚା’ ଜଳଖିଆ କରିବି?

ମଦ ପିଇ ଘରକୁ ଫେରିବେ, ରାତି ସାରା ମତେ ମାରିବେ। ସକାଳୁ ମୁଁ କେମିତି ତାଙ୍କୁ ଖାଇବା କି ଚା’ ଦେବି? କାହା ସାଙ୍ଗରେ କଥା ହେଲେ ସାଙ୍ଗେ ସାଙ୍ଗେ ସନ୍ଦେହ କରିବେ...ଏମିତି ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁନାହାନ୍ତି ଶୈଳବାଳା। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏମିତି ବିବାଦ ହେଲା ଯେ,...

Khola Katha
ଆମେ ଏକାଠି ଅଛୁ, ଲଢେଇ ବେଳେ କିଏ କୁଆଡ଼େ ଯାଇଥିବ, ତୁମେ ଅନେଇଛ ଖାଲି...

ପ୍ରତି କଥାରେ ଆମେ ରାଜ୍ୟ ସରକାରଙ୍କୁ ଘେରାଉ କରୁ। ଆନ୍ଦୋଳନ ବେଳେ କିଏ କୋଉ କାମରେ ଯଦି ବ୍ୟସ୍ତ ଥିବ ତା’କୁ ନେଇ ରାଜନୀତି କରିବା ଠିକ୍‌ ନୁହେଁ। ବିଜେଡ଼ି ସହ ଲଢେଇ ହେବ, ବରାବର ହେବ...ଶୁଣନ୍ତୁ ଖୋଲାକଥାରେ ଆଉ କଣ ଖୋଲିକି କହିଲେ ବିଜେପି ନେତା ବିଷ୍ଣୁ...

Qasim Chacha
ପୁଣି ଚର୍ଚ୍ଚାରେ କାସିମ୍‌ ଚାଚା...ଏଥର ଚିକେନ୍‌ ବିରିୟାନୀ ସହ ବାଣ୍ଟିଲେ ଜୋତା

ପୁଣି ଚର୍ଚ୍ଚାରେ କଲ୍ୟାଣସିଂହପୁରର କାସିମ୍‌ ଚାଚା। ଗରିବ ଭୋକିଲାଙ୍କୁ ଏଥର ଚିକେନ୍‌ ବିରିୟାନୀ ସହ ବାଣ୍ଟିଲେ ଜୋତା। କୁକୁଡ଼ା ମାଂସ ଦୋକାନ କରି ସପ୍ତାହକୁ ଏମିତି ଥରେ ଭୋକିଲାଙ୍କୁ ଦେଉଛନ୍ତି ଖାଦ୍ୟ...କେତବେବେଳେ ଜୋତା ତ ପୁଣି କେତେବେଳେ ଛତା...ଧୋତି ଆଉ ଲୁଗା ବି ଦେଉଛନ୍ତି। କାସିମ୍‌ଙ୍କୁ ନେଇ ପୂରା...

tree man
ପାଗଳ କରିଛି ପ୍ରକୃତି ପ୍ରେମ, ଦିବ୍ୟାଙ୍ଗ ହେଲେ ବି ଗାଡ଼ିରେ ବୁଲି ବୁଲି ଲଗାଉଛନ୍ତି ଗଛ

ପାଗଳ କରିଛି ପ୍ରକୃତି ପ୍ରେମ। ସହର ସାରା ବୁଲୁଛନ୍ତି....ନିଜ ଗାଡ଼ିରେ ଗଛ ଚାରା ରଖିଛନ୍ତି। ଟିକିଏ ଖାଲି ସ୍ଥାନ ଦେଖିଲେ ଚାରା ରୋପଣ ବି କରୁଛନ୍ତି। ଖାଲି ଗଛ ଲଗାଉଛନ୍ତି ତାହା ନୁହେଁ ବରଂ ନିଜ ପିଲାଙ୍କ ପରି ସେମାନଙ୍କ ଯତ୍ନ ବି ନେଉଛନ୍ତି। ଗ୍ରାଉଣ୍ଡ ଜିରୋରୁ ଦେଖନ୍ତୁ...

Benefits of Rose water
ତ୍ୱଚାକୁ ସୁନ୍ଦର କରାଏ ଗୋଲାପ ଜଳ

ଗୋଲାପ ଜଳ ନିୟମିତ ବ୍ୟବହାର କଲେ, ଆପଣଙ୍କ ମୁହଁର ରୋମ ଛିଦ୍ର ସବୁ ସଫା ହୋଇଥାଏ ଏବଂ ଏଥିରେ ଥିବା ଆଣ୍ଟିସେଫ୍‌ଟିକ୍ ଗୁଣ ଆପଣଙ୍କ ମୁହଁର ପିଏଚ୍‌ ସ୍ତରକୁ ସନ୍ତୁଳିତ ରଖିଥାଏ ।

ompletion in Aska
ସମୟ ଗଡିଗଲା....ହେଲେ ଏବେବି ସରୁନି ୨୦ କୋଟିର ସେତୁ ନିର୍ମାଣ କାମ...

୩ ବର୍ଷର ଅବଧି ଥିଲା, ୫ ବର୍ଷ ହେଲା। ଏବେ ବି ସରିପାରୁନି ୨୦ କୋଟି ଟଙ୍କାର ପ୍ରକଳ୍ପ କାମ। ବ୍ରିଜ୍‌ କାମ ତ ସରିଗଲା ହେଲେ ଆପ୍ରୋଚ୍‌ କାମ ବାକି ରହିଲା। ଚାଷ ଜମିଠୁ ମେଡ଼ିକାଲ କି ସ୍କୁଲ...କୁଆଡ଼େ ଯାଇପାରୁନାହାନ୍ତି ଲୋକେ...ତେଜୁଛି ଅସନ୍ତୋଷ....ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ....

News Fuse
ଆଲୋ ଆଲୋ...ଜୁହାର ପାଇବା ପରେ କଣ କଚାଡ଼ି ହୋଇ ପଡ଼ିଲେ ନିରଞ୍ଜନ

ମୋ ବୋଉଲୋ..ମତେ ଧ...ଦେଖୁନୁରେ ନାରଣ। ରାସ୍ତାରେ ବିରାଟ ଗଜରା ମାଳ ପକାଇ ରାଲି କରୁଥିଲେ ନିରଞ୍ଜନ। ଏତିକି ବେଳେ ଏଇ ମହିଳା ଜଣକ କୁଆଡ଼େ ଥିଲେ ଯେ, ସାମ୍ନାକୁ ଆସି ନିରଞ୍ଜନଙ୍କ ପାଦ ଛୁଇଁଲେ। ବାସ୍‌ ସମ୍ଭାଳିପାରିଲେନି ବାବୁ, ଦେଖୁନୁରେ ନାରଣ କେମିତି ରାସ୍ତା ଉପରେ ପଡ଼ିଗଲେ

THE GREAT ODISHA POLITICAL CIRCUS
ଓ ଭକତେ ଓ....ଆମ ରଥ ବିଜେ ଶଙ୍ଖ, ପଦ୍ମ ଓ ହାତ...

ଓ ଭାଇନା..ଓ... ଭାଇନା....ଲାଗିଛି ବିଜୁଙ୍କ ରଶି....୨୫ ବର୍ଷ ହେଲାଣି ଭକ୍ତ ଭିଡ଼ୁଛନ୍ତି କସି କସି... ହାତେ ହାତେ ପଦ୍ମ ଫୁଲ, ବିଜେପି ରଥକୁ ପଛରୁ ଠେଲ...ଓ ଭକତେ ଓ....

TASTE OF ODISHA
ମଇଦାରେ ଆଣ ତିଆରି କରି ଟିକେ କୋରା ନଡ଼ିଆ ସହ ଚିନି ଦେଇ କରନ୍ତୁ ପୁଟୁଳୀ ପିଠା...

ପୁଟୁଳୀ ପିଠା... ମଇଦାରେ ଆଣ ତିଆରି କରି ଟିକେ କୋରା ନଡ଼ିଆ ସହ ଚିନି ....ପରେ ପରେ ଆଣକୁ ଛୁଞ୍ଚିପତ୍ର ଷ୍ଟାଇଲରେ ଗଢି ତିଆରି କରନ୍ତୁ ପୁଟୁଳୀ ପିଠା। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା..

Khola katha
ମଧୁରେ ମଧୁରେ ଆମେ କୋଳାକୋଳି ହେଲେ ଅସୁବିଧା କଣ?

ଯଦି ବିଜେପି-ବିଜେଡ଼ି ମଧୁରେ ମଧୁରେ କୋଳାକୋଳି ହେଲେ ତାହାଲେ ଅସୁବିଧା କଣ? ଭୋଟ୍‌ ପରେ ପୋଡା ଟ୍ରାନ୍ସଫର୍‌ରୁ କଂରେଟ୍‌ କେମିତି ନେବ ବିଜେପି? ଶଙ୍କରାଚାର୍ଯ୍ୟ କଣ କହିଛନ୍ତି ମୁଁ ଜାଣିନାହିଁ...ମୁଁ ମିଛ କୁହେନି...ମୁଁ ବିବାଦୀୟଟ ହେବାକୁ ଚାହେଁନି : ବିଷ୍ଣୁ ସେଠୀ

Mexican mayor marries alligator as part of local harvest tradition
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ...କୁମ୍ଭୀରକୁ ବାହା ହେଲେ ମେୟର

ବିଶ୍ୱାସ ହେଉ ନଥିଲେ ବି ସତ। ମଣିଷ ନୁହେଁ ବରଂ କୁମ୍ଭୀରକୁ ବାହା ହେଲେ ମେୟର...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବାହାଘରର ଭିଡ଼ିଓ, ଦେଖନ୍ତୁ ବାହାଘରର କିଛି ଦୃଶ୍ୟ

afforestation in Jeypore
ଜାପାନୀଜ୍‌ ପଦ୍ଧତିରେ ବନୀକରଣ....ମାତ୍ର ୩୦ ବର୍ଷରେ ତିଆରି ହୋଇଯିବ ପୂରା ଘଂଚ ଜଙ୍ଗଲ

ଜାପାନୀଜ୍‌ ପଦ୍ଧତିରେ ଚାଲିଛି ମିୟାୱାକି ବନୀକରଣ। ମାତ୍ର ୩୦ ବର୍ଷ ଭିତରେ ସୃଷ୍ଟି ହେବ ଘଂଚ ଜଙ୍ଗଲ। ଏମିତି ପଦ୍ଧତିରେ ତିଆରି ହେଉଥିବା ବନୀକରଣ ଅଂଚଳରେ ପ୍ରବଳ ବର୍ଷା ହେବ, ପାଣିର କୌଣସି ସମସ୍ୟା ହେବନି। ପରିବେଶ ପ୍ରଦୂଷଣରୁ ମିଳିବ ମୁକ୍ତି, ସୃଷ୍ଟି ହେବ ପ୍ରବଳ ଅମ୍ଲଜାନ...ଦେଖନ୍ତୁ କେମିତି...

Telangana CM
କେନ୍ଦ୍ରକୁ ନାଲିଆଖି ଦେଖାଇଲେ କେସିଆର। କହିଲେ, ମୋ ସାଙ୍ଗରେ ଲାଗିବ ତ, କେନ୍ଦ୍ର ସରକାର ହିଁ ଭାଙ୍ଗି ଦେବି....

କେନ୍ଦ୍ର ସରକାରଙ୍କୁ ନାଲିଆଖି ଦେଖାଇଲେ କେସିଆର। କହିଲେ, ଏଇଟା ମହାରାଷ୍ଟ୍ର ନୁହେଁ ତେଲେଙ୍ଗାନା। ତୁମ ମନ୍ତ୍ରୀମାନେ ଦେଖୁଥିବା ସ୍ୱପ୍ନ କେବେ ସତ ହେବନି। ମୋ ସହ ଲାଗିବ ତ, କେନ୍ଦ୍ର ସରକାରଙ୍କୁ ହିଁ ଭାଙ୍ଗିଦେବି...ବାସ୍‌ ଏତିକି କହିବା ପରେ....

Sonu Sood
ଅପରେସନ୍‌ କରାଇଥିଲେ ସୋନୁ...ମେଡାଲ ଜିତି ତାଙ୍କୁ ହିଁ ଦେଲେ ଉପହାର...

ଦିନେ ଅପରେସନ୍‌ ପାଇଁ ସାହାଯ୍ୟର ହାତ ବଢାଇଥିଲେ ସୋନୁ ସୁଦ୍‌। ଖେଳରେ ଗୋଲ୍ଡ ମେଡାଲ ଜିତିବା ପରେ ସେଇ ମେଡାଲକୁ ସୋନୁଙ୍କୁ ଉପହାର ଦେଲେ ଖେଳାଳି। ଖୁସିରେ ବିଭୋର ହୋଇ ଇନଷ୍ଟାରେ ଏମିତି ଲେଖିଲେ ସୋନୁ, ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ

NEWS FUSE
ପ୍ରଶାସନ ଶୁଣିଲାନି...ବାଉଁଶକୁ ବାଉଁଶ ଯୋଡ଼ିଲେ, ଜଙ୍ଗଲରୁ ଗାଁ ଭିତରକୁ ପାଣି ନେଲେ

ଇଏ ଏତେ ଲମ୍ବା ବାଉଁଶ ଗୁଡାକ କିଏ ପକେଇଛି ଏଇଠି? ଆଲୋ ଆଲୋ ଇଏ କଣ? ବାଉଁଶ ଭିତରେ କଣ ପାଣି ଚାଲିଛି...କଥା ଟା କିଛି ବୁଝାପଡ଼ୁନି। ନାରଣ...ଏଇଠି ପରିଶ୍ରମର ଫଳ ଦେଖିବାକୁ ମିଳୁଛି। ବାଉଁଶକୁ ବାଉଁଶ ଯୋଡି ଦେଖୁନୁ କେମିତି ଜଙ୍ଗଲରୁ ପାଣି ନେଉଛନ୍ତି ଲୋକେ...ଆଉ ପ୍ରଶାସନ?

kanika khechudi
ଟିକିଏ ଗୁଜୁରାତି, ଅଳେଇଚ ଗୁଣ୍ଡ ଦେଇ ତିଆରି କରନ୍ତୁ କାନିକା ଖେଚୁଡ଼ି

ଅରୁଆ ଚାଉଳକୁ ମୁଗ...କାଜୁ ସାଙ୍ଗକୁ କିସ୍‌ମିସ୍‌...ପିତଳ ହାଣ୍ଡରେ ଭାଜି ଭାଜି ଏମିତି ତିଆରି କରନ୍ତୁ କାନିକା ଖେଚୁଡ଼ି। ଥରେ ଖାଇଲେ ଆଉ ପାଟିରୁ ଜମା ଛାଡ଼ିବନି.....

MS Dhoni turns to Ayurveda,
ଆଶ୍ଚର୍ଯ୍ୟ !! ମାତ୍ର ୪୦ ଟଙ୍କାରେ ନିଜର ଆଣ୍ଠୁ ଚିକିତ୍ସା କରାଉଛନ୍ତି ଧୋନୀ...

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ....ମାତ୍ର ୪୦ ଟଙ୍କାରେ ନିଜ ଆଣ୍ଠୁର ଚିକିତ୍ସା କରାଉଛନ୍ତି ଧୋନି। ଜାଣନ୍ତୁ ଏତେ କମ୍‌ ଟଙ୍କାରେ କେମିତି ଆଣ୍ଠୁର ହେଉଛି ଚିକିତ୍ସା.....

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।