ବଲିଉଡ୍ରେ ଆଉ ଚାଲୁନି ଅମୀର ଖାନ୍ଙ୍କ ଫିଲ୍ମ। ଆକ୍ଟିଂ ଦେଖିବାକୁ ପସନ୍ଦ କରୁନାହାନ୍ତି କି ଲୋକେ? ନା କଣ ରହିଛି ଅନ୍ୟ କାରଣ?
ଜାଗା ଭାଗ ହେଲେ ବାପା ରହିବେ କେଉଁଠି? କହିଦେଉଛି ସେଇଟାକୁ ଜମା ମଝିରେ ଏପଟ ସେପଟ କରନି..ନହେଲେ ଫୋପାଡି ଦେବି
ପୁଣି ସାମ୍ନାକୁ ଆସିଲା ଏସସିବିର ସତ। ବିନା ଲାଞ୍ଚରେ କାମ କରୁନି କିଛି ବିଭାଗ? ହାତଗୁଞ୍ଜା ନଦେଲେ ଅଲଟ୍ରାସାଉଣ୍ଡ ହେଉଛି ସ୍ୱପ୍ନ...ମନମୁଖି ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟ୍ କରୁଛନ୍ତି ଠିକା ସଂସ୍ଥାର ସିକ୍ୟୁରିଟି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ
ସରକାରୀ ଆପ୍ ଡାଉନଲୋଡ୍ କରୁ କରୁ ଆକାଉଣ୍ଟ ହୋଇଗଲା ଖାଲି। ଫୋନ୍ କରି ମାଗିଲେ ଟଙ୍କା...କହିଲେ ଯଦି ନଦେବ ତେବେ...ଦେଖନ୍ତୁ ଏହା ପରେ ହେଲା କଣ?
ଘରର ଷ୍ଟାଟସ୍ ଓ ସୁରକ୍ଷା ବଢ଼େଇବା ପାଇଁ, ଦିନେ ଯେଉଁ ବିଦେଶୀ କୁକୁରଟିକୁ ଘରକୁ ଆଣିଥିଲେ, ଆଜି ତାକୁ ରାସ୍ତାକଡ଼ରେ ଛାଡ଼ି ଲୁଚି ଲୁଚି ପଳେଇଛନ୍ତି। କାରଣ ହେଲା, କୁକୁରଟି ବୁଢ଼ା ହୋଇଗଲା ଆଉ ତାକୁ ରୋଗ ମାଡ଼ି ବସିଲା। ମଣିଷ କ’ଣ ଏତେ ସ୍ୱାର୍ଥପର ପାଲଟି ଯାଇପାରେ?...
ଭଙ୍ଗା ଦଦରା ସିମେଣ୍ଟ ପୋଲ ହିଁ ପିଲାଙ୍କର ସାହା ଭରଷା। ଏଇ ପୋଲ୍ ଦେଇ ସ୍କୁଲ ଯାଉଛନ୍ତି ପିଲା...ପଂଚାୟତକୁ ଯାଉଛନ୍ତି ଲୋକ। ୨୨ ବର୍ଷ ହେଲାଣି ଏମାନଙ୍କର ଗୁହାରି ଶୁଣୁନାହିଁ ପ୍ରଶାସନ।
ଟ୍ରାକ୍ଟରରେ ବସି ବନ୍ୟା ଅଂଚଳ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ। ଖାଲି ଶୁଣିଲେ ତାହା ନୁହେଁ ବରଂ କାଦୁଅ ଭିତରେ ପଶି ଲୋକଙ୍କ ସହ ହାତ ମିଳାଇଲେ, ସେମାନଙ୍କ ଦୁଃଖ ବୁଝିଲେ। ହେଲେ ଆମର ତ ଖାଲି ଭିଡ଼ିଓ କନଫରେନ୍ସିଂ...
ବିନା ପୋଷାକରେ ନିଜ ଫଟୋକୁ କାହିଁକି ଭାଇରାଲ କଲେ ରଣବୀର? ସେପଟେ ନ୍ୟୁଡ୍ ଫଟୋକୁ ନେଇ ମାମଲା ବି ହେଲାଣି ରୁଜୁ
ଭଜମନ ତୁମେ ହରିବୋଲ ପକାଅ। ଠିକ୍ ବେଳକୁ ବିଲେଇ ଛିଙ୍କିଲା ଭଳି ହେଉଛ...ପାଟି ଜମା କରନା, କୋଟିଆରୁ ଜଣକୁ ଡାକ...କଥା ହେବା। ଥାଉ ଥାଉ ଆଉ ଅଛି ଯେ...
ଏଇ ନମ୍ବରରେ କଲ୍ ଆସୁଛି କି? ସାବଧାନ ରୁହନ୍ତୁ, ଉଠାଇବା ମାତ୍ରେ ବ୍ୟକ୍ତିଗତ ତଥ୍ୟ ସହ ଏଇ ସବୁ ଜିନିଷ ହେବ ଭାଇରାଲ
ଫିଗର ଯେମିତି, ଲୁକ୍ ବି ସେମିତି। ପୂରା ବୋଲ୍ଡ ଏଣ୍ଡ ବିୟୁଟିଫୁଲ। ସେଇଥି ପାଇଁ ତ ଶିଲାଙ୍କ ପ୍ରେମରେ ପାଗଳ ହୋଇ ନିଜ ସ୍ତ୍ରୀ ଛାଡ଼ିବାକୁ ବସିଲେଣି ପ୍ରକାଶ
ଇତିହାସ ରଚିଲା ବଣ୍ଡାଝିଅ। ୮୨.୬୬ ପ୍ରତିଶତ ନମ୍ବର ରଖି ହେଲା ଜିଲ୍ଲା ଟପ୍ପର। ଏବେ ଆଇଏଏସ୍ ହେବାକୁ ଦେଖୁଛନ୍ତି ସ୍ୱପ୍ନ...ହେଲେ ଅର୍ଥ ସାଜୁଛି ବାଧକ। ସରକାରୀ ସାହାଯ୍ୟ ମିଳିଲେ...
ସିଝା ଅଣ୍ଡାରେ ଅଦା, ରସୁଣ, କଂଚାଲଙ୍କା ସହ ବଟା ସୋରିଷ ଦେଇ ଚିନି ଆଉ ରିଫାଇନ ତେଲରେ ଏମିତି କରନ୍ତୁ ଅଣ୍ଡା ଚଟପଟା। ଥରେ ଖାଇଲେ ପାଟିରୁ ଜମା ଛାଡିବନି ଏହାର ସ୍ୱାଦ
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା କୁନି ଝିଅ। କହିଲା, ମୋଦି ଜୀ...ପେନସିଲ, ରବର ଆଉ କଟର ସବୁ ଦାମ ବଢାଇ ଦେଲେ। ସ୍କୁଲରେ ପେନସିଲ୍ ହଜେଇ ଦେବାରୁ ମାଆ ମତେ ପ୍ରବଳ ମାରୁଛି। ମୁଁ ଏବେ କରିବି କଣ? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି କୁନି ଝିଅର ଚିଠି
ଯଦି ଆପଣ ଏହି ମନସୁନ୍ରେ ସୁସ୍ଥ ରହିବାକୁ ଚାହୁଁଛନ୍ତି । ତାହାଲେ ଆପଣ ଏହି ଚା’କୁ ଆପଣାନ୍ତୁ ଆଉ ଚା’ ପିଇବାର ମଜା ଉଠାଇବା ସହ ଇମ୍ୟୁନିଟ୍ ମଧ୍ୟ ବଢାଇ ପାରିବେ । କାହିଁକି ନା ଏହି ଚା’ ପିଇବା ଦ୍ଵାରା ଅନେକ ରୋଗରୁ ରକ୍ଷା ପାଇବେ ।
ବିଜୁଳି ବିଭାଗର ଚରମ ଅବହେଳା। ଦୁଇ ହାତ ହରାଇଲା ୭ ବର୍ଷର କୁନି ପୁଅ ମୁନା। ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ହେଉଛି ଛଟପଟ। ଛୋଟ ବୟସରେ ପଚାରୁଛି ବଡ଼ ପ୍ରଶ୍ନ, ମୋ ଦୁଇ ହାତ ମତେ ଦେବ କିଏ? ଜାଣନ୍ତୁ କଣ ଥିଲା ପୂରା ଘଟଣା?
କାଲିଫର୍ଣ୍ଣିଆରୁ ଫେରିଛନ୍ତି ନୂଆପଡାର ବୈଜ୍ଞାନିକ। ଆଖି ଡ୍ରପ୍ ପାଇଁ କରୁଥିଲେ ରିସର୍ଚ୍ଚ...ଆଉ ଯିଏ ତାଙ୍କ ଡ୍ରପ୍ ଥରେ ଆଖିରେ ପକାଇଛି ତାଙ୍କୁ କେବେବି କରିବାକୁ ନପଡ଼ିପାରେ ଆଖି ଅପରେସନ୍। ଦେଖନ୍ତୁ ଏଇ ଭିଡିଓ
ଆଲୋ ଆଲୋ...ଇଏ ପରା ଭିତରେ ଥିଲେ, ଏବେ କେମିତି ବାହାରିଲେ? ନାରଣ ତୁ ସିଏ ପରା ସୁପ୍ରିମକୋର୍ଟରୁ ବେଲରେ ଆସିଛନ୍ତି। ସେଇଥି ପାଇଁ ବୋଧହୁଏ ଏମିତି ହସି ହସି ଜେଲରୁ ବାହାରୁଛନ୍ତି ପ୍ରଶାନ୍ତ ବାବୁ...
ଭୟଙ୍କର ଦୁର୍ନୀତି ଚାଲିଛି ୫-ଟି ସ୍କୁଲରେ। ୪୦ ଲକ୍ଷର କାମ ୪ ମାସ ଗଲାନି...ଭୁଶୁଡ଼ି ପଡ଼ିଲା ପାଚେରୀ, ଏପର୍ଯ୍ୟନ୍ତ ସ୍କୁଲ କମ୍ପ୍ୟୁଟରରେ ସଂଯୋଗ ହେଲାନି ବିଜୁଳି। ଭିଜିଲାନ୍ସ ତଦନ୍ତ ଦାବି କଲେ ସ୍ଥାନୀୟ ଲୋକ
“ବାପା ମୁଁ ବଡ଼ ହେଲେ ଡାକ୍ତର କି ଇଞ୍ଜିନିୟର ହୁଏ କିନ୍ତୁ ମୋର ଲକ୍ଷ୍ୟ ହେବ ସମାଜସେବା” କୁନି ବୟସରେ ଏମିତି କହି ପୁଣି ଚର୍ଚ୍ଚାକୁ ଆସିଲେ ଭାଇରାଲ ଗର୍ଲ ଦୀପ୍ତିମୟୀ। ପୂର୍ବରୁ ମହାମାରୀ ସମୟରେ ଲୋକଙ୍କୁ କରୁଥିଲେ ସଚେତନ