• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

 Who will win if China attacks Taiwan ?
ଚୀନକୁ ଟକ୍କର ଦେଇପାରିବ କି ତାଇୱାନ ! ଜାଣନ୍ତୁ, କିଏ କେତେ ଶକ୍ତିଶାଳୀ ?

ସୀମାରେ ମୁହାଁମୁହିଁ ପରିସ୍ଥିତି। କେତେବେଳେ ବି ହୋଇପାରେ ଯୁଦ୍ଧ। ଦୁଇ ଦେଶ ନିଜ ନିଜର ସାମରିକ ଶକ୍ତିକୁ ତୟାର କରି ରଖିଛନ୍ତି। ଏସବୁ ଭିତରେ ଅଙ୍କକଷାରେ ଲାଗିପଡିଛି ବିଶ୍ୱ। ଯଦି ଯୁଦ୍ଧ ହୁଏ କିଏ ଜିତିବ, କିଏ ହାରିବ? ଜାଣନ୍ତୁ ଚୀନ-ତାଇୱାନ ମଧ୍ୟରେ କିଏ କେତେ ଶକ୍ତିଶାଳୀ ?...

NEWS FUSE
ସୁର ଭାଇ ଟିକେ ଦେଖି ଚାହିଁ କାରବାର କର…

ସୁର ଭାଇ ଆମର ଭାରି ସିଧା ଲୋକ… ଯାହା କହିବେ ସିଧା ସିଧା, ଯାହା କରିବା ସିଧା ସିଧା… ତା ବୋଲି କ’ଣ ତମେ ଏଇ ସୂଚନା ଭବନ ଦୁଆର ମୁହଁରେ ଠିଆ ଠିଆ? ଗନ୍ଧେଇଲାରେ ନାରଣ…

Apana Eka Nuhanti
ଭାଇ ପାଇଁ ଭଉଣୀ କାନ୍ଦୁଛି କଇଁ କଇଁ

ଆଉ ଦିନ କେଇଟା ଗଲେ ରାଖୀ ପୂର୍ଣ୍ଣମୀ। ଭାଇ ହାତରେ ରାଖୀ ବାନ୍ଧିବ ବୋଲି ଭଉଣୀ କେତେ ଆଶା କରିଛି। ହେଲେ ଦୁର୍ଭାଗ୍ୟ ଭାଇର ଦେହ ଜମା ଭଲ ନାହିଁ। ଦୁଇଟି ଜାକ କିଡନୀ ଏବେ ଖରାପ ହେବାକୁ ବସିଲାଣି... ସାରା ଦୁନିଆକୁ ନେହୁରା ହେଉଛି ଭଉଣୀ... ମୋ...

mango recipe- 'Amba Champet'
କେବେ ଖାଇଛନ୍ତି ଆମ୍ବ ଚମ୍ପେତ? ନିୟମଗିରିରେ ଏଥର ବେପାର ଘାଟା

ହଳଦୀ ଗୁରୁଗୁରୁ ଦିଶୁଥିବା ଏଇ ମାଳା ସବୁକୁ ଦେଖି ଆପଣ କଣ ଭାବୁଛନ୍ତି? ଦାଣ୍ଡ ଦୁଆରେ ପତାକା ବନ୍ଧା ହୋଇଛି ବୋଲି ଭାବୁଛନ୍ତି କି? ଇଏ ହେଉଛି ନିୟମଗିରି ଅଧିବାସୀଙ୍କର ଏକ ପ୍ରମୁଖ ଖାଦ୍ୟ। ଏ ଆଇଟମ୍ ବାହାର ରାଜ୍ୟକୁ ରପ୍ତାନୀ ମଧ୍ୟ ହୁଏ।

Truck driver mows down woman
ଯୌବନରେ ନେଇଗଲା ଜୀବନ, ଟ୍ରକ୍ ଡ୍ରାଇଭର ସୈତାନ

ଜୀବନକୁ ଭରପୁର ଉପଭୋଗ କରୁଥିବା ଲିପିକାଙ୍କ ଜୀବନ କାହାଣୀ ଅଧାରେ ଅଟକିଗଲା। ଭରା ଯୌବନରେ ମୁକ୍ତ ପକ୍ଷୀଟିଏ ପରି ଉଡ଼ିବୁଲୁଥିବା ଲିପିକା ଜୀବନର ସ୍ୱପ୍ନ ଦେଖିଲା ବେଳକୁ କୁଆଡ଼ୁ ଆସିଲା ଏ ସୈତାନ ?

daily horoscope
Daily Horoscope 6th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ଶନିବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

 'Youngest reporter
ନିଜ ସ୍କୁଲର ଗୁମର ଖୋଲିଦେଲା କୁନି ରିପୋର୍ଟର, ବୋତଲ ପାଲଟିଲା ମାଇକ୍

ହାତରେ ମାଇକ୍ ନାହିଁ, ଅଛି ଗୋଟିଏ ପ୍ଲାଷ୍ଟିକ୍ ବୋତଲ। ସେଇଆଉ ମାଇକ୍ ପରି ଧରି ସ୍କୁଲ ହତାରେ ବୁଲି ବୁଲି ଗପୁଛି ଟିଭି ରିପୋର୍ଟ ପରି। କୁନି ପିଲାଟିଏ, ଏବେ ସାରା ଦେଶରେ ଭାଇରାଲ୍। ନିଜ ସ୍କୁଲର ଗୁମର ସେ କେମିତି ଖୋଲିଛି ଦେଖନ୍ତୁ

Premanand's love story
ପ୍ରେମାନନ୍ଦଙ୍କ ପ୍ରେମକାହାଣୀ, ମତେ ମିଳିଗଲା ମୋ ଜୀବନ ସାଥୀ

ସୋନପୁର ଜିଲ୍ଲାର ଦୃଷ୍ଟିବାଧିକ କଳାକାର ପ୍ରେମାନନ୍ଦଙ୍କୁ ତାଙ୍କ ଜୀବନ ସାଥୀ ମିଳିଯାଇଛି। ଦିନେ ଘର ଆଉ ଘରଣୀ ପାଇଁ ପ୍ରେମାନନ୍ଦ ମନ୍ତ୍ରୀଙ୍କ ପାଖକୁ ଯାଇଥିଲେ... ଆଉ ଆଜି ପ୍ରେମାନନ୍ଦଙ୍କ ବାହାଘର ଠିକ୍ ହୋଇଯାଇଛି... ଏବେ ତାଙ୍କ ଖୁସି କହିଲେ ନ ସରେ।

News Fuse
ଆଉ କେତେ ଖାଇବ ଭାଇ? ଖାଇ ଖାଇ ପା ଛପର ଉଡ଼ିଲାଣି ?

ହଇରେ ନାରଣ ଢଳେଇରେ ପିଚୁ ବେଶି ତରଳି ଗଲା କି? ନାଁ ଏ ବାବୁଙ୍କ ପକେଟ ଟିକେ ବେଶି ଗରମ ହେଇଗଲା? ରାସ୍ତା କାହିଁକି ଖରାପ ହେଲା ପଚାରିଲାରୁ ଏ ମହାସୟ କଣ ପ୍ରବଚନ ଦେଲେଣି?

Making News
ବାପା ତୁମେ ବସ୍‌...ମୁଁ ଟିକେ ସଜ ହୋଇସାରେ...

ଶ୍ୱଶୁର ସାମ୍ନାରେ ସଜେଇ ହେଉଛି ବୋହୂ...ଆଲୋ ଆଲୋ...ତୁ କିଏଲୋ? ମୁଁ ଭାରି ସୁନ୍ଦରୀ। ସେଇଥି ପାଇଁ ମତେ ଚଷମା ବି ଭାରି ମାନେ। ମୋର କଣ ଜିନିଷ ନାହିଁ ଯେ ମୁଁ ତା’ ସହିତ ବାଦ ଲଗାଇବି?

Tale of Maoist
ମାଓ ନେତାରୁ ଚାଷୀ ନେତା ହେଲେ ସୁକଦେବ

ଦିନେ ସେ କୁଖ୍ୟାତ ମାଓବାଦୀ ଥିଲେ। ରାତି ରାତି ଜଙ୍ଗଲରେ ବୁଲୁଥିଲେ। ପୋଲିସ୍ ଆଖିରୁ ନିଦ ହଜାଇ ଦେଉଥିଲେ। ହେଲେ ଏବେ ତାଙ୍କ ପରିବର୍ତ୍ତନ ଦେଖି ଲୋକେ କହୁଛନ୍ତି ଦସ୍ୟୁ ରତ୍ନାକରରୁ ସେ ବାଲ୍ମୀକିରେ ପାଲଟିଯାଇଛନ୍ତି। ମାଲକାନାଗିରରୁ ଚାଲନ୍ତୁ ଦେଖିବା ଏ କାହାଣୀ

Cyber criminals extort money by threatening to make morphed nude pictures viral - Cyber Crime
ନାଇଁ ନାଇଁ ମ...ଫଟୋଟା ବଢିଆ ହୋଇଛି...ୟୁଟ୍ୟୁବ୍‌ରେ ଅପଲୋଡ୍‌ କରିବା କି?

ଟହ୍ୟାଲେ..କେମିତି ଲାଗୁଛି ଫଟୋ? ଏ ଫଟୋଟା ତୋ ପରିବାରରୁ ମୁଁ ଗିଫ୍ଟ ଦେବି। ବାସ୍‌ ୟୁଟ୍ୟୁବରେ ଅପଲୋଡ୍‌ ହେଲେ ସମସ୍ତେ ଦେଖିବେ। ମୋବାଇଲରୁ କଂଟାକ୍ଟ ଡିଟେଲ୍ସ ନେବା ପରେ ଏମିତି ଫୋନ୍‌ କରି କହିଲେ ସାଇବର ଲୁଟେରା। ଦେଖନ୍ତୁ ଏହା ପରେ ହେଲା କଣ?

Dealer embezzling
“୪ ମାସ ହେଲା ଚାଉଳ ଦେଉନାହାନ୍ତି...ମାଗିଲେ ଉପର ଲେବୁଲରେ ଚିହ୍ନା ଅଛନ୍ତି, କାହାକୁ କହିବୁ କହ”

୪ ମାସ ହେଲାଣି ଦିବ୍ୟାଙ୍ଗଙ୍କ ଚାଉଳ ଖାଉଛନ୍ତି ଡିଲର ବାବୁ। ଗୁହାରି କରିବା ପରେ ଦେଖାଉଛନ୍ତି ନାଲିଆଖି। କହୁଛନ୍ତି ମୋର ଉପର ଲେବୁଲରେ ବହୁତ ଚିହ୍ନା। କାହାକୁ ଅଭିଯୋଗ କରିବୁ କହ...ଏପଟେ ଦିବ୍ୟାଙ୍ଗ ହୋଇଥିବାରୁ କେତେବେଳେ ଖାଉଛନ୍ତି ତ ପୁଣି କେତେବେଳେ ଉପାସରେ ରହୁଛନ୍ତି ସ୍ୱାମୀ-ସ୍ତ୍ରୀ...

Apana Eka Nuhanti
ଆଖି, କିଡନୀ, ବ୍ରେନରେ ଟ୍ୟୁମର...ସାହାଯ୍ୟ ମିଳିଲେ ହେବ ଚିକିତ୍ସା...ପୁଣି ଥରେ ଭଲ ପାଠ ପଢିବେ ପାର୍ଥ...

ସୁନା ପୁଅଟିଏ...ବାପା ମାଆ ଯାହା କୁହନ୍ତି ତାହାକୁ ଅକ୍ଷରେ ଅକ୍ଷରେ ସେ ମାନନ୍ତି। ବେଶ୍ ଭଲ ପାଠ ବି ପଢନ୍ତି। ହେଲେ ସେଇ ସୁନା ପୁଅ ଏବେ ରୋଗରେ ପଡ଼ିଛି। ପାର୍ଥଙ୍କୁ ଭଲ କରିବା ପାଇଁ ମାଆ କାନ୍ଦୁଛି ତ ଆଇ କାନ୍ଦୁଛି...ଆଉ ପୁଅର କଷ୍ଟ ଦେଖି ବାପା...

gold rate
କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଆଜିର ଦାମ୍

କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨ ହଜାର ୧୦୦ ଟଙ୍କାରେ କାରବାର ହେଉଛି ।

World record - 6 million facebook users followed President
ରେକର୍ଡ କଲେ ଦ୍ରୌପଦୀ ମୁର୍ମୁ....ମାତ୍ର ୧୦ ଦିନରେ ୬ ମିଲିୟନ ହେଲେ ଫଲୋରସ୍‌

ରାଷ୍ଟ୍ରପତି ହେବା ପରେ ରେକର୍ଡ କଲେ ମାଡାମ୍‌ ଦ୍ରୌପଦୀ ମୁର୍ମୁ। ମାତ୍ର ୬ ଦିନରେ ତାଙ୍କୁ ଫେସବୁକ୍‌ରେ ଫଲୋ କଲେ ୬ ମିଲିୟନ୍‌ ୟୁଜର୍ସ...ସାରା ଦେଶରେ ଏହାକୁ ନେଇ ବଢିଲା ଚର୍ଚ୍ଚା

Konark farmer cultivates Betelnut
୧୫ ଗୁଣ୍ଠ ଜମିରେ କରିଛନ୍ତି ଗୁଆ ଚାଷ...ରୋଜଗାର ହେଉଛି ୫ ଲକ୍ଷ...

୧୫ ଗୁଣ୍ଠ ଜମିରେ ପରିଶ୍ରମ କରି ଫଳାଇଛନ୍ତି ଗୁଆ। ଏତେ ମାତ୍ରାରେ ଫଳ ଫଳୁଛି ଯେ ନଦେଖିଲେ ଆପଣ ବି ବିଶ୍ୱାସ କରିବେନି। ଗୁଆ ଚାଷ କରି ରୋଜଗାର କରୁଛନ୍ତି ୫ ଲକ୍ଷରୁ ଅଧିକ ଟଙ୍କା...ଦେଖନ୍ତୁ ଏଇ ଭିଡ଼ିଓ

daily horoscope
Daily Horoscope 5th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଆଜି ଇଂରାଜୀରେ ୫ ତାରିଖ ଶୁକ୍ରବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

News Fuse
ଇଏ କଣ? ରାତି ଅଧରେ କଣ ଗାତ ଜଗିଲେ ମେୟର?

ଆଲୋ ଆଲୋ ଇଏ କଣ? ରାସ୍ତା ମଝିରେ ବିରାଟ ଗାତ...ଆଉ ସେଇ ଗାତକୁ ଜଗିଛନ୍ତି ମେୟର ବାବୁ…ହେଲେ ଇଏ ନନ୍ଦିସାହିରେ ଏତେ ବଡ ଗାତ କଲା କିଏ? ନାରଣ ତୁ ଖାଲି ଚିତ୍ର ଦେଖ୍‌...ବାକି ଉତ୍ତର ଆପେ ଆପେ ପାଇଯିବୁ...

THE GREAT ODISHA POLITICAL CIRCUS
ପଛରେ ଗଛ ଲଗେଇବି...ଆଗେ ଫଟୋ ଉଠେଇ ଫେସବୁକ୍‌ରେ ପୋଷ୍ଟ କର...

ଆସ ଆସ ଲଗାଇବା ଗଛ...ବଞ୍ଚିଥିବା ବେଳେ ଦେବ ପବନ, ମଲା ପରେ ଦେବ କାଠ। ସାର୍‌ ଆପଣ ଯୋଉ ଚାରା ଧରିଛନ୍ତି ସେଇଟା ବଡ଼ ହେଲେ ଆମେ ସମସ୍ତେ ମିଶି ହସିବା। ଆବେ ଦୁନିଆ ଦେଖିଲେ ମୋର ଲାଭ କଣ? ମୁଁ ଖାଲି ହସିବା ଦରକାର...ଇଏ କାଳେ ଆମ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।