• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

News Fuse
ଆଲୋ ଆଲୋ...ଇଏ ମିଟିଂରେ ଉପରେ ବିଧାୟକ କଣ ସ୍ଲିପିଂ କଲେ...

ଆଲୋ ଆଲୋ...ଇଏ ମିଟିଂ ଚାଲିଥିବା ବେଳେ ବିଧାୟକ କଣ ସ୍ଲିପିଂ କଲେ? ଆଖିକୁ ଟିକିଏ କ୍ଲୋଜ୍‌ କରି ଦେଖୁନୁରେ ନାରଣ....୪ ଦିନ ନିଦ ଏଇଠି ବୋଧହୁଏ ପୂରଣ କରୁଛନ୍ତି କୋରେଇ ବିଧାୟକ

Who ordered Sidhu to be shot?
ସିଦ୍ଧୁଙ୍କୁ ଗୁଳି ମାରିବାକୁ କିଏ ଦେଇଥିଲା ନିର୍ଦ୍ଦେଶ?

କାହିଁକି ସିଦ୍ଧୁଙ୍କୁ କରାଗଲା ହତ୍ୟା? ଗୁଳି ମାରିବାକୁ କିଏ ଦେଇଥିଲା ନିର୍ଦ୍ଦେଶ? ଦେଖନ୍ତୁ ପୂରା ରିପୋର୍ଟ....

Bollywood celebrities
ବଲିଉଡ୍‌ ସେଲିବ୍ରିଟିଙ୍କୁ ଧମକାଉଛନ୍ତି ଗ୍ୟାଙ୍ଗଷ୍ଟର୍‌...ହେଲେ କାହିଁକି?

ବାରମ୍ବାର ବଲିଉଡ୍‌ ସେଲିବ୍ରିଟିଙ୍କୁ ଦିଆଯାଉଛି ଧମକ। କେତେବେଳେ ଟଙ୍କା ପାଇଁ ତ ଆଉ କେତେବେଳେ ମୁଣ୍ଡ ପାଇଁ ଆସୁଛି ଧମକ....ଜାଣନ୍ତୁ କଣ ରହିଛି ପୂରା କାରଣ...

attacks on celebrities
କାହିଁକି ସେଲିବ୍ରିଟିଙ୍କ ଉପରେ ବଢୁଛି ଆକ୍ରମଣ?

ଦିନକୁ ଦିନ ବଢିଚାଲିଛି ସେଲିବ୍ରିଟିଙ୍କ ଉପରେ ଆକ୍ରମଣ....ହେଲେ କାହିଁକି ଏମାନଙ୍କୁ ବାରମ୍ବାର କରାଯାଉଛି ଟାର୍ଗେଟ୍‌?

Prerana
ସୂର୍ଯ୍ୟ ଉଇଁଲେ ଏମାନେ ମୂଲ ଲାଗିବା ପାଇଁ ବାହାରୁଥିଲେ...ଏବେ ମୁଢି ବିକି ଭଲ ଦୁଇ ପଇସା ରୋଜଗାର କଲେ

ପୂର୍ବରୁ ମାଆମାନେ ହାତରେ ମୁଢି ଭାଜୁଥିଲେ, ଏବେ ମେସିନ୍‌ରେ ଭାଜୁଛନ୍ତି। ପ୍ରତି ଉତ୍ସବରେ ମୁଢି ପାଇଁ ଲାଗୁଛି ସ୍ୱତନ୍ତ୍ର ଷ୍ଟଲ। ପରିବାର ଚଳାଇବା ପାଇଁ ଦିନେ ଏମାନେ ଅନ୍ଧାରରୁ ଉଠି ମୂଲ ଲାଗିବା ପାଇଁ ଅନ୍ୟତ୍ର ଯାଉଥିଲେ ହେଲେ ଏବେ ହାତ ପାଆନ୍ତାରେ କାମ ପାଇ ଭଲ ଦୁଇ...

Odisha-born Mitali Panda wins Mrs Universe
ଓଡିଆ ଝିଅର ଜୟଯାତ୍ରା, ପିନ୍ଧିଲେ ମିସେସ୍ ୟୁନିଭର୍ସ କାନାଡା ମୁକୁଟ

ଜୟପୁରର ଝିଅ ମିତାଲି ପଣ୍ଡା । ପେଶାରେ ଆଇଟି ଇଞ୍ଜିନିୟର୍ କିନ୍ତୁ ନିଶା ଅଲଗା । ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେଇ ଚମକିଛନ୍ତି କାନାଡାରେ । ଏଭଳି ସ୍ତ୍ରୀକୁ ପାଇ ଗର୍ବିତ ବୋଲି କହିଛନ୍ତି ତାଙ୍କ ସ୍ୱାମୀ ।

cyber crime
ବାକିଆ ଟଙ୍କା ଆଜି ଦେବୁ, ନହେଲେ ଚିହ୍ନିବୁ....

ମୋ ଫୋନ୍‌ ନମ୍ବରରେ କଲ୍‌ ଆସୁଛି, ହେଲେ ଅନ୍ୟ ଜଣେ କେମିତି ଉଠାଉଛି? କେମିତି ବିନା କୌଣସି ତଥ୍ୟରେ ହ୍ୟାକ୍‌ ହୋଇଗଲା ମୋବାଇଲ ନମ୍ବର?

Apana Eka Nuhanti
ପୁଅ ପାଇଁ କାକୁତିମିନତି ହେଉଛି ମାଆ, ବାପା ପାଇଁ ହାତ ଯୋଡ଼ୁଛି ମାଆ

ଯିଏ ଦିନେ ପରିବାରର ବୋଝ ଉଠାଇଥାଆନ୍ତା ଆଜି ସିଏ ନିଜେ ପରିବାର ଉପରେ ବୋଝ। ଭେଣ୍ଡିଆ ପୁଅକୁ ଚଲାଇବା ପାଇଁ ହାତଯୋଡ଼ୁଛି ମାଆ....ବଂଚିବାକୁ ସଂଘର୍ଷ କରି କରି ଅଧା ଦିନ ପଳାଇଲାଣି। ଗରିବ କୁଡ଼ିଆକୁ ଏମିତି ରୋଗ ଆସିଛି ଯେ, ଫେରିବାକୁ ଆଉ ବାଟ ପାଉନି....

Labourer’s daughter from Rayagada to guard country’s border
ଶ୍ରମିକ ବାପାର ସ୍ୱପ୍ନ ସାକାର କରିଦେଲା ଝିଅ, ଜଗିବ ଦେଶର ସୀମା

କୋଟିଏରେ ଗୋଟିଏ ଏମିତି ଝିଅ । ଗରିବ ଶ୍ରମିକ ବାପା ଦେଖିଥିଲା ସ୍ୱପ୍ନ । ସେ ସ୍ୱପ୍ନକୁ ସାକାର କରିବାକୁ ଲାଗିପଡିଲା ଏଇ ଦେଶପ୍ରେମୀ ଝିଅ । ରେଳଷ୍ଟେସନରେ ଓହ୍ଲାଇବା ପରେ ଲୋକମାନେ ବାଜା ବଜାଇ ଘର ଯାଏଁ ପାଛୋଟି ନେଲେ ।

Girl writes letter to Maneka Gandhi
କଷ୍ଟ ପାଉଥିଲା ବୁଲା କୁକୁର...ମେଡ଼ିକାଲରେ ଭର୍ତ୍ତି କରିବା ପାଇଁ ଡାକ୍ତରଙ୍କୁ ଫୋନ୍‌ କଲେ ମାନେକା

ଖଣ୍ଡିଆ ଖାବରା ହୋଇ ରାସ୍ତାରେ ବୁଲୁଥିଲା ବୁଲା କୁକୁର। କଷ୍ଟ ଦେଖିପାରିଲେନି ସାଇକ୍ରିଷ୍ଣା...ପ୍ରାଣୀ ଚିକିତ୍ସାଧିକାରୀଙ୍କଠାରୁ ପଶୁପ୍ରେମୀ ସମସ୍ତଙ୍କୁ ଭେଟି ଗୁହାରି କଲେ...ମାନେକାଙ୍କୁ ମେଲ୍‌ କଲେ। ଶେଷରେ କୁକୁରର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦିଲ୍ଲୀରୁ ମାନେକାଙ୍କ ଆସିଲା ଫୋନ୍‌ କଲ୍‌। ଆଉ ସାଙ୍ଗେ ସାଙ୍ଗେ ମେଡ଼ିକାଲରେ ଭର୍ତ୍ତି...

News Fuse
ଆଲୋ ଆଲୋ...ରାସ୍ତା ଉପରେ କଣ ସୁବାସ ଭାଇ ରାଗିଗଲେ?

ତୁମ କଥାରେ କଣ ମୁଁ ଆଇଚି? ତୁମେ କିଏ ମ? ଆଲୋ ଆଲୋ ରାସ୍ତାରେ ଏମିତି କଣ ରାଗିଗଲେ ସଜସଜ ମେୟର ହୋଇଥିବା ସୁବାସ ଭାଇ? ଆଉ....ତୁମେ ତାଙ୍କ କର୍ମ ଭୂଇଁ ଉପରେ ତାଙ୍କୁ ଏମିତି କହିବ ସିଏ ରାଗିବେନି...ଆରେ ଏଇଠି କାହାର ଇଜ୍ଜତ କିଏ ନେଲା?

Apana Eka Nuhanty
ରୋଗରେ ପଡ଼ିଛି ରାଣୀ...ସାହାଯ୍ୟ ପାଇଁ କାନ୍ଦୁଛି ମାଆ....

୪ ବର୍ଷ ହେଲାଣି ମୁଁ ମାଆ ଡାକ ଶୁଣିନି। ରାଣୀର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଆପଣ ସାହାଯ୍ୟ କଲେ କଥା କହିବ ରାଣୀ...ମାଆ ଡାକ ଶୁଣିବେ ରଶ୍ମିତା...

Cyber Crime
କଲ୍‌ ରିସିଭ୍‌ କରୁ କରୁ ହ୍ୟାକ୍‌ ହୋଇଗଲା ହ୍ୱାଟ୍ସଆପ୍....

ମୁଁ କଣ ବୋକା ତାକୁ ଓଟିପି ଦେଇ ଦେବି? ହେଲେ ଅନ୍ୟ ଜଣେ ତୁମ ମୋବାଇଲ ନମ୍ବର ବ୍ୟବହାର କଲା କେମିତି? କଣ କଲ ରିସିଭ କରୁ କରୁ ହ୍ୱାଟ୍ସଆପ୍‌ ହ୍ୟାକ୍‌ ହୋଇଗଲା?

Making News
ମୁଁ ତ ଫଳ ବିକୁଛି....ତୋ ଇଜ୍ଜତକୁ ନେଲି କେଳେବେଳେ?

ତୁ କେଡ଼େ ମିଛୁଆ କିରେ? ମୁଁ ତ ଫଳ ବିକୁଛି....ସିଏ ମୋ ପାଖକୁ କେତେବେଳେ ଫଳ ଟିକିଏ ନେବାକୁ ଆସେ...ଆଉ ଏବେ ଇଜ୍ଜତ ନେବା କଥା କହୁଛି...କେଡେ ମିଛୁଆଟା କି?

Odisha youth missing
ମାଂସ ଆଣିବାକୁ ଯାଇ ନିଖୋଜ ହୋଇଗଲା ପୁଅ....ଫଟୋ ଧରି କାନ୍ଦି କାନ୍ଦି ନୟାନ୍ତ ହେଲାଣି ମାଆ

ମାଂସ ଆଣିବାକୁ ବଜାରକୁ ଯାଇଥିଲା ପୁଅ। ୧୦ ଦିନ ବିତିଲାଣି କିନ୍ତୁ ଘରକୁ ଫେରିଲାନି। ଖୋଜି ଖୋଜି ନୟାନ୍ତ ହେଲେଣି ବାପା-ମାଆ। ଯାହାକୁ ଦେଖୁଛନ୍ତି ପୁଅକୁ ଖୋଜି ଆଣିବା ପାଇଁ ଗୁହାରି କରୁଛନ୍ତି ହେଲେ ପୁଅ ଫେରୁନି....

Taste of Odisha
କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି କରନ୍ତୁ ରୋହୀ ମାଛ ପୋସ୍ତ

ରୋହି ମାଛ ପୋସ୍ତ। ନା ଯେମିତି ଟେଷ୍ଟ ବି ସେମିତି। କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି ତିଆରି କରନ୍ତୁ ଏଇ ସୁଆଦିଆ ଡିସ୍‌। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା

News Fuse
ନୂଆ ନୂଆ ଶପଥ ନେବା ପରେ କାଳିଆ ଦର୍ଶନ ପାଇଁ ବାହାରିଲେ ମନ୍ତ୍ରୀଗଣ....

ଆଲୋ ଆଲୋ...ମନ୍ତ୍ରୀ ପଦ ପାଉ ପାଉ କାଳିଆ ଶରଣରେ ପଶିଲେଣି ମନ୍ତ୍ରୀଗଣ। ଦେଖୁନାହାନ୍ତି ସିଂହଦ୍ୱାର ସାମ୍ନାରେ କେମିତି ଲାଇନ୍‌ ଲାଗିଲାଣି ମନ୍ତ୍ରୀଙ୍କର। ଜଣକ ପରେ ଜଣେ ଜଗା ଦର୍ଶନରେ ବ୍ୟସ୍ତ....ହେଲେ ଏଇଠି ମନ୍ତ୍ରୀ ମହୋଦୟଙ୍କୁ କିଏ ମୁଣ୍ଡିଆ ମାଇଲା କିରେ?

The Great Odisha Political Circus
ବନ୍ଧ ବାନ୍ଧୁନ ଉପାସ ରହିବ, ଆମେ କଣ କରିବୁ?

ହଇରେ ଭାଇ ଆମ ସରକାର ବନ୍ଧ ବାନ୍ଧିଲେ ଆମେ ମାଛ ଖାଉଛୁ, ତୁମ ସରକାର କିଛି କଲେନି ତୁମେ ବାଲି ଖାଅ....

TASTE OF ODISHA
ଚୁଡ଼ା ଚିତଉ….ଚୁଟ୍‌କିରେ ପ୍ରସ୍ତୁତ ହେବ, ଥରେ ଖାଇଲେ ପାଟିରୁ ଛାଡିବନି....

ଭାରି ସୁଆଦିଆ ଚୁଡ଼ା ଚିତଉ। ଟୁକୁଏ ଗୁଡ଼ ଓ ଗୋଲମରିଚ ଦେଇ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍‌...ଥରେ ଖାଇଲେ ଜମାରୁ ପାଟିରୁ ଛାଡ଼ିବନି

Cyber Crime
ପାଖରେ ମୋବାଇଲ୍‌ ଫୋନ୍‌ ଥିବା ପରେ ବି ହ୍ୟାକ୍‌ ହେଲା ଫୋନ୍‌ ନମ୍ବର....ଚାହୁଁ ଚାହୁଁ ଟଙ୍କା....

ମୋବାଇଲ ଫୋନ୍‌ ପକେଟ୍‌ରେ ଅଛି। କିନ୍ତୁ ହ୍ୟାକ୍‌ ହୋଇଗଲା ନମ୍ବର। ପରେ ସାଙ୍ଗସାଥୀଙ୍କ ପାଖକୁ ଫୋନ୍‌ ଗଲା...ଟଙ୍କା ଦିଅ ବୋଲି କୁହାଗଲା। ହେଲେ ସତ ଜାଣିବା ପରେ....

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।