ଗଜପତି ଜିଲ୍ଲା ଚନ୍ଦ୍ରଗିରି ITI କଲେଜର ପୂର୍ବତନ ଛାତ୍ର ସମୀର ପ୍ରଧାନୀ। ମାତ୍ର ୭ ହଜାର ଟଙ୍କା ଖର୍ଚ୍ଚରେ ତିଆରି କରିଛନ୍ତି ଏମିତି କିଛି ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି, ଯାହାକୁ ସୀମାରେ ଲଗାଇଲେ ବାହ୍ୟଶତ୍ରୁ ଅନୁପ୍ରେବଶ ବେଳେ ତୁରନ୍ତ ସୂଚନା ମିଳିଯିବ। ଆବଶ୍ୟକ ସ୍ଥଳେ ଶତ୍ରୁଙ୍କୁ ଅଚେତ ମଧ୍ୟ କରିହେବ।...
ହଇରେ ନାରଣ ରହିଯା... ଆଗକୁ ଯାଆନି, ହୋସ୍ ଉଡ଼ିଯିବ... ରାଜଧାନୀର ଛାତି ଉପରେ ରାଜ କଲେ ସୁନୀତି ମ୍ୟାଡମ୍। ବେକରେ ପକାଇ....
“ ମୋ ଦେହ ଖରାପ ହେଲା...ମତେ ବେଲ୍ ମିଳିପାରିବ ଯଦି ଜେଲରେ ଭଲ ଚିକିତ୍ସା ବ୍ୟବସ୍ଥା ନଥିବ। ହେଲେ ମୋ ସ୍ତ୍ରୀ, ପୁଅ କି ଝିଅର ଦେହ ଖରାପ ହେଲେ ମତେ କାହିଁକି ବେଲ୍ ମିଳିବ?” କିନ୍ତୁ କିଣାବିକାରେ ଫସିଗଲେ ମମିତାଙ୍କ ପରିବାର...ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ...
ସିନ୍ଦେଙ୍କ ଦମ୍ଭୋକ୍ତି। କହିଲେ, ଦଳରୁ ଯଦି ଜଣେ ବିଧାୟକ ହାରିଯାଏ, ତାହାଲେ ଛାଡ଼ି ଦେବି ରାଜନୀତି। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ। ସେପଟେ ଦଳ କହିଲା...
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ଖବର, ଏଣିକି ଦୁଇଦିନ ପରେ ବି ଡିଲିଟ୍ କରିପାରିବେ ମେସେଜ୍...ଜାଣନ୍ତୁ ପୂରା ପ୍ରକ୍ରିୟା...
ଆଜି ରବିବାର। ଲଙ୍କା, ହଳଦୀ ଗୁଣ୍ଡ ଦେଇ ଟିକେ ମହୁ ମିଶାଇ ତିଆରି କରନ୍ତୁ ମହୁ ଚିକେନ୍ କଷା । ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା...ଶିଖନ୍ତୁ ପ୍ରସ୍ତୁତ ପ୍ରଣାଳୀ...
ପ୍ରଶାସନ ଗାଲରେ ଶକ୍ତ ଚାପୁଡା। ବାରମ୍ବାର ଗୁହାରି ପରେ ବି କେହି ଶୁଣିଲେନି...ଶେଷରେ ନିଜେ ନିଜେ ଟଙ୍କା ଠୁଳ କଲେ। ଗାଁକୁ ସୁନ୍ଦର ପିଚୁ ରାସ୍ତା କଲେ
ଜିତ୍ ଓ କ୍ରିଷ୍ଣାଙ୍କ ବଣ୍ଡିଂ ବହୁତ ଷ୍ଟ୍ରଙ୍ଗ୍: ସିକ୍ୟୁରିଟିଠାରୁ ବଞ୍ଚିବା ପାଇଁ ଏମିତି ଦୌଡୁଛନ୍ତି ନାୟକ...ବୟସ ଏତେ କମ୍ କିନ୍ତୁ ଟିକିଏ ବି କାନ୍ଦୁନାହାନ୍ତି କ୍ରିଷ୍ଣା। ତରଙ୍ଗର ଅପ୍ କମିଙ୍ଗ ଫିଲ୍ମ “ହାଏ କୃଷ୍ଣ”ର କେମିତି ଚାଲିଛି ସୁଟିଂ? ଦେଖନ୍ତୁ ତାହାର କିଛି ଝଲକ୍....
ଜିତ୍ ଓ କ୍ରିଷ୍ଣାଙ୍କ ବଣ୍ଡିଂ ବହୁତ ଷ୍ଟ୍ରଙ୍ଗ୍: ସିକ୍ୟୁରିଟିଠାରୁ ବଞ୍ଚିବା ପାଇଁ ଏମିତି ଦୌଡୁଛନ୍ତି ନାୟକ...ବୟସ ଏତେ କମ୍ କିନ୍ତୁ ଟିକିଏ ବି କାନ୍ଦୁନାହାନ୍ତି କ୍ରିଷ୍ଣା। ତରଙ୍ଗର ଅପ୍ କମିଙ୍ଗ ଫିଲ୍ମ “ହାଏ କୃଷ୍ଣ”ର କେମିତି ଚାଲିଛି ସୁଟିଂ? ଦେଖନ୍ତୁ ତାହାର କିଛି ଝଲକ୍....
ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୪୦ ବର୍ଷ ହେଲାଣି ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି ବାସନ୍ତୀ। ସ୍ୱାମୀ ଚାଲିଯିବା ପରେ ଅତି କଷ୍ଟରେ ପିଲାଙ୍କୁ ମଣିଷ କରିଛନ୍ତି । ହେଲେ ପାଠ ପଢାଉଥିବା ଗାଁ ପିଲାଙ୍କୁ ଟଙ୍କାଟିଏ ବି ମାଗିନାହାନ୍ତି। କୁହନ୍ତି, ଏମାନଙ୍କୁ ପଢାଇଲେ ମତେ...
ପାଠ ପଢିବାକୁ ପ୍ରବଳ ଇଚ୍ଛା। ହେଲେ ପରିବାରରେ ଟଙ୍କାର ଘୋର ଅଭାବ। ହେଲେ ହାର୍ ମାନିନାହାନ୍ତି ଲନ୍ଦେଇ। ସକାଳୁ ମୂଲ ଲାଗିବାକୁ ଯାଉଛନ୍ତି, ଦିନକୁ ୨୦୦ ଟଙ୍କା ରୋଜଗାର ବି କରୁଛନ୍ତି...ସନ୍ଧ୍ୟାରେ ଘରେ ବସି ପଢୁଛନ୍ତି ପାଠ। ସିଟିରେ ରଖିଛନ୍ତି ୮୫ ପ୍ରତିଶତ ନମ୍ବର। ପଚାରିଲେ କୁହନ୍ତି, ବଡ...
ଜଗନ୍ନାଥ ମନ୍ଦିର ପାଇଁ ବଡ଼ ବିପଦ। ଭାଙ୍ଗିଗଲାଣି ପାଚେରୀ, ଭୁଶୁଡ଼ିବା ଉପରେ ରୋଷଘର। ମନ୍ଦିରର ଅନେକ ସ୍ଥାନରେ ବି ଦେଖାଗଲାଣି ଫାଟ। ଭାରୀଯାନ ଯିବା ଫଳରେ ଥରୁଛି ମନ୍ଦିର। ସବୁ ଜାଣି ଚୁପ୍ ବସିଛି ପ୍ରଶାସନ
ଆଲୋ ଆଲୋ...ଇଏ ଟିକା ନେବାର ନୁହେଁ ଟଙ୍କା ନେବାର ଦୃଶ୍ୟ। ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି...ଏତେ ସମୟ ଲାଇନ୍ରେ କିଏ ଛାଡିହେବ...ସେଇଥି ପାଇଁ ତ ହେଲମେଟ୍, ଇଟା ଆଉ ପଥର ଥୋଇ ଦେଲେ ଚାଷୀ। ଦେଖ୍ ଦେଖ୍ ନାରଣ ଭଲରେ ଦେଖ୍
ଓଡ଼ିଶାରେ ମଧ୍ୟ ଅଙ୍ଗୁର ଚାଷ ହୋଇପାରିବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଅଟୋ ଡ୍ରାଇଭର। ସେ ନିଜ ଛାତ ଉପରେ ଫଳାଇଛନ୍ତି ନେନ୍ଥା ନେନ୍ଥା ଅଙ୍ଗୁର।
ତୋ ରାଲି ତୋ ପାଖରେ ରଖ୍। ତୁ ଯୁଆଡେ ଯାଉଛି ଯା...ମୁଁ ଟଙ୍କାଟିଏ ଦେବିନି....ଏଇଠି ତ ବିରୋଧୀ ଦୁର୍ବଳକୁ ଦୋହଲୁଛନ୍ତି...ତୁମେ ରାଲି କରିକି କଣ କରିବ?
ପଶୁ ପରି ବଞ୍ଚୁଛନ୍ତି ଚାଷୀ। ନବୀନ ବାବୁଙ୍କ ଗଣତି ପୂର ଭୁଲ୍....ଚାଷୀ ଉତ୍ପାଦନ କରିବ ସରକାର ବାହାବାହା କାହିଁକି ନେବେ? ଗୃହରେ ଶାସକ ଦଳର ନେତା ଆସୁନାହାନ୍ତି ଆଉ ବିଧାୟକ ଆସିଲେ ନଆସିଲେ ପଚାରେ କିଏ? ଶୁଣନ୍ତୁ କଂଗ୍ରେସ ଦଳ ସମ୍ପର୍କରେ କଣ କହିଲେ କଂଗ୍ରେସ ବିଧାୟକ ଦଳର...
ଦୁର୍ନୀତିର ସୀମା ପାର୍...ଦିନଦ୍ୱିପ୍ରହରେ ଦର୍ପଣ ଦେଖାଇ ଦର୍ପଣ ତହସିଲରୁ ଲୁଟ୍ ହେଉଛି ମାଙ୍କଡ଼ାପଥର ଓ ମୋରମ। ବାହାରକୁ କୋଟି କୋଟି ଟଙ୍କାରେ ଚୋରା ଚାଲାଣ ହେଉଛି ପଥର...ଦିନ ହେଉ କି ରାତି...ସବୁବେଳେ ଚାଲିଛି ଏମିତି ଚାଲାଣ। ସବୁ ଜାଣି ପ୍ରଶାସନ୍ ଚୁପ୍ ବସିଛି
ଗାଁ ଲୋକଙ୍କୁ ଆତ୍ମନିର୍ଭର କରିବା ପାଇଁ ବିଦେଶରେ ଚାକିରି ଛାଡ଼ିଦେଲେ । ଏବେ ଓଡ଼ିଶାକୁ ଫେରି କୁକୁଡ଼ା ଓ ଛେଳି ଚାଷ କରୁଛନ୍ତି। ୧୨ ଏକର ଜମିକୁ ଲିଜ୍ ନେଇ ଚାଷ ଆରମ୍ଭ କରିଥିଲେ ଦେବଜାନୀ...ଆଉ ଏଇଠି ଆରମ୍ଭ ହୋଇଥିବା ଡି.କେ ଫାର୍ମ...
କଳାକାରଙ୍କ ସହ ଦିନେ ମଞ୍ଚରେ ଅଭିନୟ ସମୟରେ ନାଚୁଥିଲେ ସ୍ୱାମୀ। ଆଉ ନାଚିବାର ଭିଡ଼ିଓ ମୋବାଇଲରେ ଦେଖିବା ପରେ ତାଙ୍କୁ ସନ୍ଦେହ କରିଥିଲେ ସ୍ୱାମୀ। ଦେଖନ୍ତୁ ଏହା ପରେ ହେଲା କଣ?
ସ୍କୁଲ ପିଲାଙ୍କ ଦୁଃଖ କାହାଣୀ। ପଢିବାକୁ ଗଲା ବେଳେ ପାଣି ନଥିଲା ହେଲେ ଫେରିବା ବେଳେ ନାଳ ପାଣିରେ ଭର୍ତ୍ତି ଥିଲା। ସାଇକେଲ ନେଇ ଆସିବାକୁ ଚେଷ୍ଟା କଲେ କିନ୍ତୁ ସାଇକେଲ ଭାସିଗଲା...ଉପାୟ ନପାଇ ନାଳ ସେପଟେ ଗ୍ୟାରେଜ୍ରେ ଡରି ଡରି କାଟିଲେ ରାତି।